ଏସସିବି ରୁ ଧରା ହେଲେ ରକ୍ତ ଦଲାଲ, ଚାରି ଗିରଫ

କଟକ :  ରକ୍ତ ସଙ୍କଟ ବେଳେ ମାତିଛନ୍ତି ରକ୍ତ ଦଲାଲ । ଧରା ହେଲେ ରକ୍ତ ଦଲାଲ । ଏସ ସି ବି ମେଡିକାଲ କଲେଜରୁ ଚାରି ଜଣ ଦଲାଲଙ୍କୁ ଗିରଫ କଲା ମଙ୍ଗଳାବାଗ ଥାନା ପୋଲିସ । କେନ୍ଦ୍ରୀୟ ରକ୍ତ ଭଣ୍ଡାରରୁ ରକ୍ତ ଆଣି ଅଧିକ ଟଙ୍କାରେ ବିକ୍ରି କରୁଥିଲେ ଅଭିଯୁକ୍ତ । ଏକ ୟୁନିଟ ରକ୍ତ ପିଛା ୧୫୦୦ ରୁ…

ଗରମ ଡାଲିରେ ଶିଶୁ କନ୍ୟା ପଡିବା ଅଘଟଣ, କଟକ ମେଡିକାଲରେ ମୃତ

ମୋହନା : ଗରମ ଡାଲିରେ ପଡି ଶିଶୁ କନ୍ୟା ମୃତ  l ଗଜପତି ଜ଼ିଲ୍ଲା ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ଦମାଦୁଆ ଅଞ୍ଚଳରେ ଏହି ଅଘଟଣ ୧୬ତାରିଖରେ ଘଟିଥିଲା । ଗୁରୁତର ଶିଶୁକନ୍ୟାକୁ ପ୍ରଥମେ ମୋହନା ଏବଂ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଶରୀରର ୭୦ଭାଗରୁ ଉର୍ଦ୍ଧ ଅଂଶ…

୨ଟା ୩୦ ସୁଦ୍ଧା ୪୧.୮ ଡିଗ୍ରୀରେ ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହର, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର :  ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳିରେ ରାଜ୍ୟବାସୀ ଅତିଷ୍ଠ । ଆଜି ୨ଟା ୩୦ସୁଦ୍ଧା ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହର । ଭୁବନେଶ୍ବରରେ ୪୧.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଚାନ୍ଦବାଲିରେ ୪୦.୪ ଡିଗ୍ରୀ ତାପମାତ୍ରା ଥିବା ବେଳେ ବାଲେଶ୍ୱରରେ ୪୦.୩ ଡିଗ୍ରୀ ପାରଦ ରହିଛି ।…

୫ ଦିନ ଯାଏ ତାତିରୁ ନିସ୍ତାର ନାହିଁ, ୨୪ ଘଣ୍ଟା ପାଇଁ ଭୀଷଣ ହିଟ୍ ୱେଭ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ତାତିରେ ଲାଗୁନି ବ୍ରେକ। ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳିରେ ରାଜ୍ୟବାସୀ ଅତିଷ୍ଠ। ୫ ଦିନ ଯାଏ ତାତିରୁ ନିସ୍ତାର ନାହିଁ  । ବିଭିନ୍ନ ସ୍ଥାନରେ ୪୦ ଉପରେ ପାରଦ ସମ୍ଭାବନା । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦିନ ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନର ସମ୍ଭାବନା ନାହିଁ  । ଏହାପରେ ୩…

ଆଜି ଆସିବ ବିଜେଡିର ଅଷ୍ଟମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର : ଆଜି ଆସିବ ବିଜେଡିର ଅଷ୍ଟମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା। ବଳକା ୬ ଆସନରେ ପ୍ରାର୍ଥୀ ଘୋଷଣା ବାକି ରହିଛି। ଖୋର୍ଦ୍ଧା, ବେଗୁନିଆ, ଖଣ୍ଡପଡ଼ା, କୋରେଇ, ଭୋଗରାଇ ଓ ନୀଳଗିରି ଆସନରେ ପ୍ରାର୍ଥୀଙ୍କ ତାଲିକା ବାକି ରହିଛି। ଖଣ୍ଡପଡ଼ା ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନଥିବା…

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ହେଡ ମାଷ୍ଟର

ଭୁବନେଶ୍ୱର : ୧୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ହେଡ ମାଷ୍ଟର । ବରଗଡ଼ ଜିଲ୍ଲା କୁସନିପୂର୍ ହାଇସ୍କୁଲର ହେଡ ମାଷ୍ଟର ବାଳ ମୁକୁନ୍ଦ ପ୍ରଧାନ । ଜଣେ SHG କର୍ମୀଙ୍କ ଠାରୁ ବିଲପାସ ପାଇଁ ନେଉଥିଲେ ଲାଞ୍ଚ । ଟ୍ରାପ୍ ପରେ ଦୁଇଟି ସ୍ଥାନରେ ଭିଜିଲାନ୍ସ କରୁଛି…

ସୁପ୍ରିମକୋର୍ଟରେ ମହମ୍ମଦ ମୋକିମଙ୍କ ମାମଲା, ଆସନ୍ତାକାଲି ହେବ ଶୁଣାଣି

କଟକ : ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମଙ୍କ ମାମଲାରେ ଆଜି ଆସିବାର ଥିଲା ସୁପ୍ରିମ ରାୟ ।  ଖଣ୍ଡପୀଠର ଜଣେ ବିଚାରପତି ଏହି ମାମଲା ଶୁଣାଣି ପାଇଁ ଅନିଚ୍ଛା ପ୍ରକାଶ କରିବାରୁ ଏହା  ସ୍ଥଗିତ ରହିଛି ।  ସୁପ୍ରିମକୋର୍ଟରେ ମହମ୍ମଦ ମୋକିମଙ୍କ ମାମଲା।  ତେଣୁ ଆସନ୍ତାକାଲି ଏହାର ଶୁଣାଣି ହେବ ।…

ବିଜେଡିର ୬ ବିଧାନ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲେ ସଭାପତି ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଘୋଷଣା ହେଲା ବିଜେଡିର ୭ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ବିଜେଡିର ୬ ବିଧାନସଭା ଆସନ ପାଇଁ  ପ୍ରାର୍ଥୀ ଘୋଷଣା କରିଛିନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ।  ହିନ୍ଦୋଳରୁ ମହେଶ ସାହୁଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ରଘୁନାଥ ପାଲି - ଅର୍ଚ୍ଚନା ରେଖା ବେହେରା,…

ବିଜେପିର ୧୫ ପ୍ରାର୍ଥୀ ଘୋଷଣା ବାକି, ଆଜି କିମ୍ବା ଆସନ୍ତାକାଲି ହୋଇପାରେ ଘୋଷଣା

ଭୁବନେଶ୍ବର : ଏପଟେ ୨୫ ତାରିଖରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ସୋନପୁରରେ ଜନସଭାରେ ଯୋଗ ଦେବା ସହ ଭୁବନେଶ୍ବରରେ ଦଳୀୟ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର । ବିଜେପି ସମସ୍ତ ଲୋକସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା ହୋଇଥିବା ବେଳେ ବିଧାନସଭାର ଆଉ ୧୫ ପ୍ରାର୍ଥୀ…

ବିଜେଡିର ରୋଡ଼ ସୋ ବେଳେ ଅସୁସ୍ଥ ହେଲେ ଅରୂପ ପଟ୍ଟନାୟକ

ପିପିଲି : ପିପିଲିରେ ବିଜେଡିର ରୋଡ଼ସୋ ବେଳେ ପୁରୀ ଲୋକସଭାର ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ ଅସୁସ୍ଥ  l ପିପିଲି ହାଟ ଛକରେ ପ୍ରଚାର ଗାଡିରେ ଠିଆ ହୋଇ ପ୍ରଚାର କରୁଥିବା ବେଳେ ହଠାତ ଅସୁସ୍ଥ ହୋଇଥିଲେ ଅରୂପ  l ଉପସ୍ଥିତ ଥିବା କର୍ମୀମାନେ ସଙ୍ଗେ ସଙ୍ଗେ ତାଙ୍କୁ ପାଣି ଛିଞ୍ଚି ଉଠାଇ ଥିଲେ…

ହଦଗଡ଼ ହସ୍ତୀ ଅଭୟାରଣ୍ୟ ଓ କଳିଙ୍ଗା ଘାଟିରେ ଲାଗିଛି ନିଆଁ

ଆନନ୍ଦପୁର/ଜି.ଉଦୟଗିରି : ହଦଗଡ଼ ହସ୍ତୀ ଅଭୟାରଣ୍ୟର ୯ ଟି ପଏଣ୍ଟରେ ଲାଗିଛି ନିଆଁ । ନିଆଁ ଲିଭାଇବା ପାଇଁ ନିଯୁକ୍ତି ହୋଇଛନ୍ତି ବନ ବିଭାଗ ଓ ଅଗ୍ନିଶମ ବିଭାଗର ସ୍ପେଶାଲ ଟିମ । ଅତ୍ୟଧିକ ଗରମ ସହିତ ନିଆଁର ପ୍ରଭାବ ଯୋଗୁ ଜଙ୍ଗଲ ଜନ୍ତୁ ଏବେ ବିପଦରେ । ତେବେ ନିଆଁକୁ ଖୁବ ଶୀଘ୍ର ଆୟତ୍ତ…

ଆଜି ଆସିପାରେ ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ବାକି ରହିଛି ୧୨ ଟି ବିଧାନସଭା ଆସନ

ଭୁବନେଶ୍ୱର : ଆଜି ଆସିପାରେ ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ।  ଆହୁରି ୧୨ ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା ବାକି ରହିଛି । ୨୪ ତାରିଖରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାରକୁ ଓହ୍ଲାଇବେ ।  ଆଜି କିମ୍ବା ଆସନ୍ତାକାଲି ବିଜେଡି ଅବଶିଷ୍ଟ ପ୍ରାର୍ଥୀ ଘୋଷଣା…