କମିଶନରେଟ ପୋଲିସ ପକ୍ଷରୁ ଚୋରି ସାମଗ୍ରୀ ଫେରସ୍ତ ମେଳା,୧୪୧ ମୋବାଇଲ, ଲାପଟପ୍ ଓ କ୍ୟାସ ଫେରସ୍ତ

ଭୁବନେଶ୍ୱର : କମିଶନରେଟ ପୋଲିସ ପକ୍ଷରୁ ଚୋରି ସାମଗ୍ରୀ ଫେରସ୍ତ ମେଳା ଅନୁଷ୍ଠିତ ହୋଇଛି। ଏଥିରେ ୧୪୧ ମୋବାଇଲ, ଲାପଟପ୍ , କ୍ୟାସ ଫେରାଇଛନ୍ତି। DCP ଙ୍କ ନେତୃତ୍ୱରେ ଏହି ଟିମ୍ ମିଳିଛି ବଡ଼ ସଫଳତା। ସେହିପରି ନିର୍ବାଚନ ପାଇଁ କମିଶନରେଟ ପୋଲିସ ର କଡ଼ା ଆଭିମୁଖ୍ୟ। ବନ୍ଧୁକ ଫେରାଇବା…

ଅପହରଣ ଉଦ୍ୟମ ପଣ୍ଡ, ମହିଳାଙ୍କୁ ଆକ୍ରମଣ ପରେ ଛାଡ଼ିଦେଲା ଦୁର୍ବୃତ୍ତ

ଆନନ୍ଦପୁର : ଅପହରଣ ଉଦ୍ୟମ ପଣ୍ଡ । ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ପରେ ଛାଡ଼ିଦେଲା ଦୁର୍ବୃତ୍ତ । ଅପହରଣ ପରେ ସ୍ଥାନୀୟ ବାସିନ୍ଦା ଗାଡ଼ିକୁ ଗୋଡ଼ାଇବାରୁ ମହିଳାଙ୍କୁ ରାସ୍ତା କଡ଼ରେ ଫିଙ୍ଗି ଚାଲିଗଲା ଦୁର୍ବୃତ୍ତ । କେନ୍ଦୁଝର ଜିଲ୍ଲା ଘଷିପୁରା ଠାରେ ଏଭଳି ଘଟଣା ଦେଖାଯାଇଛି ।…

୨୫ରେ ଓଡିଶା ଆସିବେ ଅମିତ ଶାହା, କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର

ଭୁବନେଶ୍ଵର : ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ସୋନପୁରରେ ଅପରାହ୍ନରେ ହେବ ବିଶାଳ ଜନସଭା ।  ସୋନପୁରରେ ଜନସଭାରେ ଯୋଗ ଦେବା ସହ ଭୁବନେଶ୍ବରରେ ଦଳୀୟ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ନେଇ ସୂଚନା…

ଆଉ ୨୪ ଘଣ୍ଟା ହିଟ୍ ୱେଭ, ୨ ଦିନ ପରେ ସାମନ୍ୟ ଆଶ୍ବସ୍ତି

ଭୁବନେଶ୍ୱର: ଆଉ ୨୪ ଘଣ୍ଟା ହିଟ୍ ୱେଭ । ତା ପରେ ୨ ଦିନ ପାଇଁ ମିଳିବ ସାମନ୍ୟ ଆଶ୍ବସ୍ତି । ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ । ୨୫ ତାରିଖରୁ ପୁଣି ବଢ଼ିବ ତାତି। ଗତ କିଛି ଦିନ ହେବ ଡହଳବିକଳ କରୁଛି ଗ୍ରୀଷ୍ମ ପ୍ରବାହ । ରାତି ପାହୁପାହୁ ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା ।…

୩୦ ଜଣିଆ ଓଡ୍ରାଫ ଟିମ୍ ଶିମିଳିପାଳରେ ପହଞ୍ଚିଲେ

ନିଆଁର ଆଁରେ ଶିମିଳିପାଳ ଅଭୟାରଣ୍ୟ। ଶିମିଳିପାଳ ଅଭୟାରଣ୍ୟର ବହୁ ସ୍ଥାନରେ ଲାଗିଛି ନିଆଁ। ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ନିଆଁ ମାଡି ଚାଲିଛି। ୨୭୫୦ ବର୍ଗ କିଲୋମିଟର ଶିମିଳିପାଳ ଅଭୟାରଣ୍ୟର ୩୧ଟି ପଏଣ୍ଟରେ ଲାଗିଛି ନିଆଁ । ଉତ୍ତର ଶିମିଳିପାଳର ୨୦ଟି ଏବଂ ଦକ୍ଷିଣ ଶିମିଳିପାଳର…

ସହରରେ ବୁଲୁଛି ଭାଲୁ, ଜଙ୍ଗଲରେ ନିଆଁ ଲାଗୁଥିବାରୁ ଭାଲୁ ସହର ମୁହାଁ

କୋରାପୁଟ : ସହରରେ ବୁଲୁଛି ଭାଲୁ। ଖାଦ୍ୟ ଅନ୍ବେଷଣରେ ସହରରେ ବୁଲୁଛି ଭାଲୁ। କୋରାପୁଟ ସହର ମଧ୍ୟରେ ଥିବା ପୋଷ୍ଟ ଅଫିସ ଓ ଏହାର ଆଖପାଖ ଅଞ୍ଚଳରେ ଭାଲୁ ବୁଲୁଖିବା ଦେଖାଯାଇଛି। ସକାଳେ ଭାଲୁକୁ ଦେଖିବା ପରେ ସ୍ଥାନୀୟ ବାସିନ୍ଦା ବନବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଘଟଣା…

୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କଲା ବିଜେଡି

ଭୁବନେଶ୍ୱର : ବିଜେଡିର ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ ପାଇଛି । ୨୦୨୪ ନିର୍ବାଚନ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି ବିଜୁ ଜନତା ଦଳ। ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଷ୍ଟାର କ୍ୟାମ୍ପେନର ତାଲିକାର ଶୀର୍ଷରେ ଅଛନ୍ତି। ତାଙ୍କ ପରେ ବିଜେଡି ନେତା କାର୍ତ୍ତିକ…

୩ ଲୋକସଭା ଓ ୧୬ ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର : ଘୋଷଣା ହେଲା କଂଗ୍ରେସର ୩ ଲୋକସଭା ଓ ୧୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା । ସମ୍ବଲପୁର ଲୋକସଭା ଆସନରେ ଦୁଲାଲ ଚନ୍ଦ୍ର ପ୍ରଧାନ, କେନ୍ଦୁଝର- ବିନୋଦ ବିହାରି ନାୟକ ଓ ଆସ୍କା ଲୋକସଭା ଆସନରେ ଦେବକାନ୍ତ ଶର୍ମାଙ୍କୁ କଂଗ୍ରେସ ପ୍ରାର୍ଥୀ ଭାବେ ଘୋଷଣା କରିଛି । ସେହିପରି…

ବିଜେଡି ବିଧାୟକ ପ୍ରାର୍ଥୀ ତାଲିକାରେ ମହିଳାଙ୍କୁ ସ୍ଥାନ, ଷଷ୍ଠ ଥରକୁ ମିଶାଇ ମୋଟ ୩୨ ଜଣ ମହିଳାଙ୍କୁ ମିଳିଛି ଟିକେଟ 

ଭୁବନେଶ୍ୱର : ବିଜେଡି ପ୍ରତି ପର୍ଯ୍ୟାୟ ଭଳି ଷଷ୍ଠ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀ ତାଲିକାରେ ମହିଳାଙ୍କୁ ସ୍ଥାନ ଦେଇଛି । ଷଷ୍ଠଥର ତାଲିକାରେ ଅଛନ୍ତି ୪ ମହିଳା । ବଡ଼ଚଣାରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ରେମୁଣା-ବିଦ୍ୟାସ୍ମିତା ମହାଳିକ, ସିମୁଳିଆ-ସୁଭାସିନୀ ସାହୁ ଓ କରଞ୍ଜିଆରୁ…

୪୫ ଟପିଲା ତାମମାତ୍ରା, ବୌଦ୍ଧ ଓ ବାରିପଦାରେ ରେକର୍ଡ ୪୫.୨ ଡିଗ୍ରୀ

ଭୁବନେଶ୍ୱର : ୪୫ ଟପିଲା ତାମମାତ୍ରା । ବୌଦ୍ଧ ଓ ବାରିପଦାରେ ୪୫.୨ ଡିଗ୍ରୀ ଟପିଲା ପାରଦ । ରାଜ୍ୟରେ ଅସମ୍ଭାଳ ତାତି । ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା। ଅସ୍ତବ୍ୟସ୍ତ ଜନଜୀବନ । ଗତ କିଛି ଦିନ ହେଲା ଭୟଙ୍କର ତାତିରେ ଭାଜି ହେଉଛି ଓଡ଼ିଶା। ଆଗକୁ ଆହୁରି ପ୍ରଚଣ୍ଡ ହେବ ଗ୍ରୀଷ୍ମକୋପ ।…

ଭୁବନେଶ୍ଵରରେ ଟ୍ରାଫିକ ପୋଲିସ ପିନ୍ଧିଲେ ଏୟାର କୁଲିଙ୍ଗ ହେଲମେଟ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ଵରରେ ଟ୍ରାଫିକ ପୋଲିସ ପିନ୍ଧିଲେ ଏୟାର କୁଲିଙ୍ଗ ହେଲମେଟ । ପରୀକ୍ଷାମୂଳକ ଭାବେ ଆରମ୍ଭ ହେଲା ଟ୍ରାଫିକ କନଷ୍ଟେବଳଙ୍କ ପାଇଁ ଏୟାର କୁଲିଂ ହେଲମେଟ। ପାରଦ ଉପରମୁହାଁ ହୋଇଥିବା ବେଳେ ଟ୍ରାଫିକ କନଷ୍ଟେବଳଙ୍କ ପାଇଁ କାମ କରିବା କଷ୍ଟକର ହେଉଛି। ଏହି…

କଂଗ୍ରେସରୁ ବହିଷ୍କାର ପାଇଁ ମୋ ଆତ୍ମାକୁ ବାଧିଛି : ସୁର ରାଉତରାୟ

ଭୁବନେଶ୍ୱର : କଂଗ୍ରେସରୁ ବହିଷ୍କାର ପାଇଁ ମୋ ଆତ୍ମାକୁ ବାଧିଛି  । ୨ ରାତି ଶୋଇ ପାରିନାହିଁ  । ଏହା କହିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ  । ପୁଣି କଂଗ୍ରେସ ବିରୋଧରେ ସେ ବିଷୋଦଗାର କରିଛନ୍ତି । କହିଛନ୍ତି, ଭୁବନେଶ୍ୱର ଲୋକସଭା ଆସନ ପାଇଁ କଂଗ୍ରେସ ୟାଶିର ନୱାଜଙ୍କୁ ପ୍ରାର୍ଥୀ କରିଛି …