କିଟ ସ୍କୁଲ ଅଫ ଲ’ରେ ଜାତୀୟ ସମ୍ବିଧାନ ଦିବସ

ଆଜି ଜାତୀୟ ସମ୍ବିଧାନ ଦିବସ । କିଟ ସ୍କୁଲ ଅଫ ଲ'ରେ ଜାତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପୁରୀ ସାସଂଦ ପିନାକୀ ମିଶ୍ର ଯୋଗ ଦେଇଥିଲେ । ସମ୍ବିଧାନ ବାବଦରେ କିଟ୍ ସ୍କୁଲ ଅଫ ଲ ଛାତ୍ରଛାତ୍ରୀଙ୍କୁ ସେ ବୁଝାଇଥିଲେ । କାର୍ଯ୍ୟକ୍ରମରେ କିଟ୍ କୁଳପତି ଶରଣଜିତ…

କଟକରେ ଘଟିଛି ଅଲୌକିକ ଘଟଣା, ମୁରୁଜରେ ଅଙ୍କାଯାଇଥିବା ଶ୍ରୀଜଗନ୍ନାଥ ଘୁଞ୍ଚିଗଲେ

କଟକ : କଟକରେ ଦେଖିବାକୁ ମିଳିଛି ଏକ ଅଲୌକିକ ଘଟଣା। ଛାତ ଉପରେ ଚଉରା ମୂଳେ ପଡିଥିଲା ମୁରୁଜ । ମୁରୁଜରେ ଅଙ୍କା ଯାଇଥିଲା ଶ୍ରୀଜଗନ୍ନାଥଙ୍କ ଚିତ୍ର। ହେଲେ କିଛି ଘଣ୍ଟା ପରେ ସ୍ଥାନ ବଦଳି ଯାଇଥିଲା। ଅର୍ଥାତ ମୁରୁଜରେ ପଡିଥିବା ପ୍ରଭୁ ଜଗନ୍ନାଥଙ୍କ ଚିତ୍ର ଅନ୍ୟ ସ୍ଥାନକୁ ଘୁଂଚି ଯାଇଥିଲେ।…

ପୁରୀରେ ମହାପ୍ରଭୁଙ୍କ ଦର୍ଶନ କଲେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବ ଶର୍ମା

ପୁରୀରେ ମହାପ୍ରଭୁଙ୍କ ଦର୍ଶନ କଲେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବ ଶର୍ମା। ସପରିବାର ସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । କଡା ସୁରକ୍ଷା ମଧ୍ୟରେ ସିଂହଦ୍ଵାରରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ତରଫରୁ ସ୍ୱାଗତ କରାଯାଇଥିଲା । ଆସାମ ମୁଖ୍ୟମନ୍ତ୍ରୀଙ୍କ ସହ ବିଜେପି…

ବନ୍ଦ ଘରୁ ମହିଳାଙ୍କ ଅଧାପୋଡ଼ା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ବନ୍ଦ ଘରୁ ମହିଳାଙ୍କ ଅଧାପୋଡ଼ା ମୃତଦେହ ଉଦ୍ଧାର l ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । କଳାହାଣ୍ଡି ଜିଲା ଜୁନାଗଡ ଥାନା ଚିଚୈଗୁଡା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକଙ୍କ ନାଁ ପଦ୍ମାବତୀ ମେହେର । ସେ ଘରେ ଏକୁଟିଆ ରହୁଥିଲେ । ତାଙ୍କୁ କେହି ହତ୍ୟା କରିବା ପରେ ପୋଡ଼ି ଦେଇଥିବା…

ଭୁବନେଶ୍ବରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଆସନ୍ତାକାଲି ଯିବେ ପାରାଦୀପ

ଭୁବନେଶ୍ବରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିଥିଲେ । ତାଙ୍କୁ ସ୍ବାଗତ କରିଥିଲେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ରାଜଭବନରେ ରାତ୍ରିଯାପନ କରିଛନ୍ତି ରାଷ୍ଟ୍ରପତି । ଆସନ୍ତାକାଲି ସକାଳେ…

ସପ୍ତାହ ଭିତରେ ବିଜେଡିରେ ଯୋଗଦେବେ ଭି. କେ ପାଣ୍ଡିଆନ ! ଦଳ ପକ୍ଷରୁ ବିଧିବଦ୍ଧ ଘୋଷଣାକୁ ଅପେକ୍ଷା

ସପ୍ତାହ ଭିତରେ ବିଜେଡିରେ ଯୋଗଦେବେ ଭି. କେ ପାଣ୍ଡିଆନ। ଦଳ ପକ୍ଷରୁ ବିଧିବଦ୍ଧ ତାରିଖ ଘୋଷଣାକୁ ଏବେ ଅପେକ୍ଷା ରହିଛି । ବିଜେଡିରେ ଯୋଗେ ଦେବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି । ଏହାପରେ ବଢ଼ିଛି କଳ୍ପନାଜଳ୍ପନା । ଅକ୍ଟୋବର ୨୩ ତାରିଖରେ ଭି. କେ ପାଣ୍ଡିଆନ୍ ଆଇଏଏସ ଚାକିରିରୁ…

ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନ ପରିସରରେ ଆରମ୍ଭ ହେଲା ଶିଶୁ କର୍କଟ ରୋଗୀ ଆରୋଗ୍ୟ କ୍ଲବ

ହାରୁଛି କ୍ୟାନ୍ସର, ଜିତୁଛି ମଣିଷ। ଆଉ ଡରିବା ନାହିଁ କ୍ୟାନ୍ସରକୁ।। ଠିକ ସମୟରେ ଚିକିତ୍ସା ପାଇଁ ଆଗେଇ ଆସିଲେ ଆମେ କ୍ୟାନ୍ସରରୁ ସୁସ୍ଥ ହୋଇପାରିବା। ଏମିତି କିଛି କହୁଥିଲେ କ୍ୟାନ୍ସରରେ ଚିକିତ୍ସା ହୋଇ ସୁସ୍ଥ ହୋଇଥିବା ଛୋଟ ପିଲା ଠାରୁ ବଡ଼ ମଣିଷ ପର୍ଯ୍ୟନ୍ତ। ଆଜି କଟକ ଆଚାର୍ଯ୍ୟା ହରିହର…

ଘୂର୍ଣ୍ଣିବଳୟ ସକ୍ରିୟ, ୨୭ରେ ଲଘୁଚାପ ! ସାଇକ୍ଲୋନ୍ ନାଁ ମିଚାଉଙ୍ଗ

ବଙ୍ଗୋପସାଗରରେ ହେବ କି ବାତ୍ୟା ? ଲଘୁଚାପ ନେବ କି ସାମୁଦ୍ରିକ ଝଡ଼ ରୂପ ? କୁଆଡ଼େ ମୁହାଁଇବ ଲଘୁଚାପ ? ସମ୍ଭାବ୍ୟ ଲଘୁଚାପର ଗତିବିଧି ଉପରେ ନଜର ରଖିଛନ୍ତି ପାଣିପାଗ ବିଜ୍ଞାନୀ । ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ୍ ନିକୋଲସ ବଙ୍ଗୋପସାଗରରେ ବାତ୍ୟା ପୂର୍ବାନୁମାନ କରିଛନ୍ତି । ମାଳୟ…

ବରଗଡ଼ : ମାଲିପାଲି ଛକ ଠାରେ ରାସ୍ତା ଅବରୋଧ କଲେ ଅଞ୍ଚଳବାସୀ

ବରଗଡ଼ : ବରଗଡ଼ - ଭେଡେନ ମୂଖ୍ୟ ରାସ୍ତାର ମାଲିପାଲି ଛକ ଠାରେ ରାସ୍ତା ଅବରୋଧ କଲେ ଅଞ୍ଚଳବାସୀ । ଏହି ରାସ୍ତାରେ  ଲୁଟ୍ ପାଟ, ଡକାୟତି , ରାହାଜାନୀ  ଦିନକୁ ଦିନ ବଢି ଚାଲିଛି । ତାହାର ସ୍ଥାୟୀ ସମାଧାନ ପାଇଁ ରାସ୍ତା ଅବରୋଧ କରିଛନ୍ତି ଅଞ୍ଚଳବାସୀ । କିଛି ଦିନ ପୂର୍ବରୁ ଲୁଟ ପାଟ କରୁଥିବା…

ରାତି ପାହିଲେ କଟକର ଐତିହାସିକ ବାଲିଯାତ୍ରା, ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ

ରାତି ପାହିଲେ କଟକର ଐତିହାସିକ ବାଲିଯାତ୍ରା । ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବାଲିଯାତ୍ର ପଡିଆରେ ପହଁଞ୍ଚି ସାରିଲେଣି ବ୍ୟବସାୟୀ । ଦୋକାନ ଖୋଲିଲାଣି । ଲାଗିଲାଣି ବିଭିନ୍ନ ପ୍ରକାର ଦୋଳି । ଚଳିତବର୍ଷ ବାଲିଯାତ୍ରର ମୁଖ୍ୟ ଆକର୍ଷଣ ହେବାକୁ ଯାଉଛି ଟନେଲ୍…

ହୋଟେଲ ମାଲିକଙ୍କୁ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ଗିରଫ

ଭୁବନେଶ୍ବର ଭରତପୁରରେ ହୋଟେଲ ମାଲିକଙ୍କୁ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ମାଲିଙ୍ଗା ଗିରଫ । ଘଟଣାର ମାସେ ପରେ କନ୍ଧମାଳରୁ ମାଲିଙ୍ଗାକୁ ଗିରଫ କରିଛି ଭରତପୁର ପୋଲିସ୍ । ମାଲିଙ୍ଗା ଓ ତାର ସହଯୋଗୀମାନେ ହୋଟେଲ ମାଲିକଙ୍କୁ ଆକ୍ରମଣ କରିବା ସହ ଅଧା ଗଢ଼ା ଲିଫ୍ଟର ଉପର ମହଲାରୁ ତଳକୁ ଠେଲି…

କିସ୍ ପରିଦର୍ଶନ କଲେ ଋଷିକେଶ ପରମାର୍ଥ ନିକେତନ ଆଶ୍ରମର ଅଧ୍ୟକ୍ଷ ତଥା ଆଧ୍ୟାତ୍ମିକ ମୁଖ୍ୟ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ

କିସ୍ ପରିଦର୍ଶନ କଲେ ଋଷିକେଶ ପରମାର୍ଥ ନିକେତନ ଆଶ୍ରମର ଅଧ୍ୟକ୍ଷ ତଥା ଆଧ୍ୟାତ୍ମିକ ମୁଖ୍ୟ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ । ଆଜି ସକାଳେ କିସ୍ ପରିସରରେ କିସର ୩୦ ହଜାର ଛାତ୍ରଛାତ୍ରୀଙ୍କ ସହ ଭାବର ଆଦାନ ପ୍ରଦାନ କରିବା ଅବସରରେ ଛାତ୍ରଛାତ୍ରୀଙ୍କୁ କିସ୍ ହେଉଛି ନୂଆ ଭାରତ ବୋଲି କହିଥିଲେ।…