୫ ବର୍ଷ ପରେ ବି ଶେଷ ହୋଇନି ମାମଲା, ରାଜ କୁନ୍ଦ୍ରାଙ୍କ ଦାବି– ‘ଦୋଷୀ ପ୍ରମାଣିତ ହେଲେ କଠୋରତମ ଦଣ୍ଡ ଭୋଗିବି’

ମୁମ୍ବାଇ: ପାଞ୍ଚ ବର୍ଷ ପରେ ମୁହଁ ଖୋଲିଲେ ରାଜ କୁନ୍ଦ୍ରା । କହିଲେ ଯଦି ମୁଁ  ଦୋଷୀ ମୋତେ ଦଣ୍ଡ ମିଳୁ । ୨୦୨୧ ମସିହାରେ ଅଶ୍ଳୀଳ ବିଷୟବସ୍ତୁ ସମ୍ବନ୍ଧୀୟ ମାମଲାରେ ଗିରଫ ହୋଇଥିବା ବ୍ୟବସାୟୀ ରାଜ କୁନ୍ଦ୍ରା ପୁଣିଥରେ ଏହି ମାମଲାକୁ ନେଇ ମୁଖ ଖୋଲିଛନ୍ତି। ଘଟଣାର ପ୍ରାୟ ପାଞ୍ଚ ବର୍ଷ…

ସୋନମ ୱାଙ୍ଗଚୁକଙ୍କ ଅନଶନକୁ ନେଇ ବଢ଼ୁଛି ସମର୍ଥନ, ସପକ୍ଷରେ ବିଶାଲ ଦଦଲାନି

ସୋନମ ୱାଙ୍ଗଚୁକଙ୍କୁ ନେଇ ଚିନ୍ତାରେ ବିଶାଲ ଦଦଲାନି । ଜନ୍ତର ମନ୍ତରରେ ସୋନମ ୱାଙ୍ଗଚୁକଙ୍କ ଅନିର୍ଦ୍ଦିଷ୍ଟକାଳୀନ ଅନଶନ ଜାରି ରହିଛି । ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ଆଜି ହେବାକୁ ଥିବାବେଳେ, ଅନଶନ ୧୮ତମ ଦିନରେ ପହଞ୍ଚିଛି । ଏହି ଆନ୍ଦୋଳନକୁ ସାଧାରଣ…

ମୁଣ୍ଡ ଉପରେ ଛିଡ଼ି ପଡ଼ିଲା ୧୧ କେଭି ତାର ; ଚାଲିଗଲା ୪ ଜୀବନ, ଜଣେ ଗୁରୁତର

ଦିଲ୍ଲୀ ନୋଏଡ଼ାରେ ଭୟାବହ ଦୁର୍ଘଟଣା । ନିଜ ଗନ୍ତବ୍ୟ ସ୍ଥଳକୁ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା । ଲୋକେ ରାସ୍ତାରେ ଯାଉଥିବା ସମୟରେ ତାଙ୍କ ଉପରେ ହଠାତ୍ ଛିଡ଼ି ପଡ଼ିଲା ୧୧ କେଭି ତାର । ଏହି ଅଘଟଣରେ ୫ ଜଣ ଗୁରୁତର ଭାବେ ଆହତ ହୋଇ ପୋଡ଼ିଯାଇଛନ୍ତି । କରେଣ୍ଟ ଆଘାତରେ ୫ ଜଣଙ୍କ ମଧ୍ୟରୁ ୪ ଜଣଙ୍କ…

ପରମ୍ପରା ଭାଙ୍ଗି ଆଉ ଜଣେ ଝିଅ ନିଜ ମୃତ ବାପାଙ୍କୁ ମୁଖାଗ୍ନି ଦେଲେ

ନବରଙ୍ଗପୁର: ସମାଜରେ ଅନେକ କୁସଂସ୍କାର ରହିଛି... l ମଣିଷ ଯେବେ ସଭ୍ୟ ଓ ଶିକ୍ଷିତ ହେଲା, ସେବେଠୁ କୁସଂସ୍କାର ଠାରୁ ଦୂରେଇ ଯାଇ ସତୀଦାହ ପ୍ରଥା, ଝିଅଙ୍କୁ ପାଠ ନପଢାଇବା ଇତ୍ୟାଦି ପ୍ରଥା ଲୋପ ପାଇଗଲା l କିନ୍ତୁ, ନିଜର କିମ୍ବା ଆତ୍ମୀୟଙ୍କ ଶବକୁ ଶ୍ମଶାନରେ ମୁଖାଗ୍ନୀ ଦେବା ପୁଅ ମାନଙ୍କ…

ରୋଜଗାରିଆ ପୁଅର ମୃତ୍ୟୁ ନେଇ ନ୍ୟାୟ ଅପେକ୍ଷାରେ ବାପା ଓ ମା

ପୁରୀ: ସନ୍ଧ୍ୟା ବେଳେ ଶୌଚ ହେବାକୁ ଯାଇଥିଲେ ହେଲେ ଆଉ ଘରକୁ ଫେରିଲାନି ପୁଅ । ପରେ କେନାଲ ଭିତରୁ ମିଳିଥିଲା ପୁଅର ଗଳିତ ମରଶରୀର । ପରିବାରର ରୋଜଗାରିଆ ଏକ ମାତ୍ର ପୁଅକୁ ହରାଇ ଚିନ୍ତାରେ ବାପା ମା ଓ ସ୍ତ୍ରୀ। ପୁଅ ନଫେରିବାରୁ ରାମଚଣ୍ଡୀ ଥାନାରେ ଗତ ନଭେମ୍ବର ମାସ ୨୨ ତାରିଖରେ ଲିଖିତ…

ମା’ ଚାଲିଯିବା ପରେ ରୋଗରେ ପଡ଼ି ସାହାରା ଖୋଜୁଛନ୍ତି ରାଜ

ବାଲେଶ୍ଵର : ପୁଅର ରୋଗ ଭଲ ହୋଇପାରୁନାହିଁ । ଯିଏ ଦିନେ ବାପା ମା’ଙ୍କ ସାହାରା ପାଲଟିଥାଆନ୍ତା । ଆଜି ସେ ଅନ୍ୟର ସାହାରା ଖୋଜୁଛି । ଯେତେ ଚେଷ୍ଟା କଲେବି ପୁଅର ଚିକିତ୍ସାରେ କିଛି ସୁଫଳ ଦେଖାଯାଉନି । ଆଉ ଏହି ଚିନ୍ତାରେ ମା ସବୁଦିନ ପାଇଁ ଆଖି ବୁଜିଦେଲେ । ପକ୍ଷାଘାତ ରୋଗରେ ଆକ୍ରାନ୍ତ ଘରର…

ସ୍ଵାମୀ,ସ୍ତ୍ରୀ ଖୋଜୁଛନ୍ତି ସାହାରା, ସହାୟତା ପାଇଁ କରିଛନ୍ତି ନିବେଦନ

ପାରାଦୀପ: ଦିନ ଥିଲା ସ୍ଵାମୀ ସ୍ତ୍ରୀ ଉଭୟ ରୋଜଗାର କରି ଭଲରେ ଦିନ କାଟିବା ସହିତ ଅନ୍ୟର ଦୁଃଖ ରେ ଠିଆ ହେଉଥିଲେ । ହେଲେ ବଦଳିଗଲା ସମୟର ଚକ୍ର । ଦୁଇଜଣ ରୋଜଗାର କରିପାରୁ ନାହାନ୍ତି । ଏବେ ଖୋଜୁଛନ୍ତି ଅନ୍ୟର ସାହାରା । ଆମେ କହୁଛୁ ପାରାଦୀପ ବୃନ୍ଦାବନ କଲୋନୀର ଓାର୍ଡ ନଂ ୯ ରେ ରହୁଥିବା…

ଅକ୍ସିଜେନ ପ୍ଲାଣ୍ଟ ଅଚଳ ହୋଇପଡ଼ିଛି ହନ୍ତସନ୍ତ ହେଉଛନ୍ତି ରୋଗୀ

ଗୁଣୁପୁର : ଲୋକଙ୍କ ହିତରେ ଲାଗୁନି ଅକ୍ସିଜେନ ପ୍ଲାଣ୍ଟ । କେବେ କାର୍ଯ୍ୟକ୍ଷମ ହେବ ଅକ୍ସିଜେନ ପ୍ଲାଣ୍ଟ ? ନିର୍ମାଣର ୫ ବର୍ଷ ପରେ ବି ହେଉନି କାର୍ଯ୍ୟକାରୀ । କୋଭିଡ ସମୟରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଆବଶ୍ୟକୀୟ ସ୍ବାସ୍ଥ୍ୟ ସେବା ଯୋଗାଇଦେବା…

ରୋଜଗାରିଆ ପୁଅର ମୃତ୍ୟୁ ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଜଳେଶ୍ବର: ମୋବାଇଲରେ ପୁଅର ଫଟୋକୁ ଦେଖି ବାହୁନି ବାହୁନି କାନ୍ଦୁଛି ମା, ବାପା । ପରିବାର ଲୋକଙ୍କ ଆଖିରୁ ଶୁଖୁନି ଲୁହ । ସାହି ପଡିଶା ଠୁ ଆରମ୍ଭ କରି ବନ୍ଧୁ ବାନ୍ଧବ ପର୍ଯ୍ଯନ୍ତ ସମସ୍ତେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଚାରିଆଡେ ଶୋକାକୁଳ ପରିବେଶ । ସତେ ଯେମିତି ଏହି ପରିବାର ଉପରେ ଦୁଃଖର…

ବୃଦ୍ଧ ବାପାଙ୍କ ଦୀର୍ଘାୟୁ କାମନା କରି ଚାଲିଛି ହୋମଯଜ୍ଞ

ପଟ୍ଟାମୁଣ୍ଡାଇ : ବୃଦ୍ଧ ବୟସରେ ସାହାରା ପାଲଟେ ପୁଅ,ଝିଅ । ସବୁ ବାପା ମାଆ ପୁଅଟେ ଜନ୍ମ କରି ଆଶା ରଖିଥାନ୍ତି ଯେ ବୟସର ଅପରାହ୍ନରେ ସାହା ହେବ ସେଥିରେ ତାଙ୍କ ବାକି ଜୀବନ କଟିଯିବ । ନାତି ନାତୁଣୀଙ୍କ ମୁହଁ ଦେଖି ଜୀବନଟା ପାର ହେଇଯିବ । ନାତି, ନାତୁଣୀଙ୍କ ସହ ଖେଳକୁଦରେ ସମୟ ବିତିଯିବ ।…

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସବୁକିଛି ବିକ୍ରି କରି ନିସ୍ବ ହୋଇଗଲେଣି ପରିବାର

କେନ୍ଦ୍ରାପଡା: ଜୀବନର ଗତିପଥ ବଦଳାଇ ଦେଲା ଦୁରାରୋଗ କ୍ୟାନ୍ସର । ଯିଏ ରୋଜଗାର କରି ନିଜ ପରିବାର ମୁହଁରେ ଆହାର ଦେଉଥିଲା । ସେ ଏବେ ବିଛଣାରେ ପଡିରହି କ୍ୟାନ୍ସର ସହ ସଙ୍ଘର୍ଷ କରୁଛନ୍ତି । ଆଉ ସ୍ବାମୀଙ୍କର ଏଭଳି ଅବସ୍ଥା ଦେଖି ସ୍ତ୍ରୀଙ୍କ ଆଖିରୁ ଲୁହ ଶୁଖୁନି । ଆମେ କହୁଛୁ କେନ୍ଦ୍ରାପଡା…

ସ୍ୱାମୀଙ୍କ ସହିତ ଶେଷ ନୂଆବର୍ଷ, ସ୍ବାମୀଙ୍କୁ ଏକା କରି ଚାଲିଗଲେ ସ୍ତ୍ରୀ ପିଲା

ଉଦଳା:୨୦୨୬ଜାନୁଆରୀ ୧ ନୂଆବର୍ଷ ଥିଲା ଚାରିଆଡ଼େ ବେଶ୍ ଉତ୍ସାହ ଉଦ୍ଦିପନା। ସମସ୍ତେ ନିଜ ପ୍ରିୟଜନଙ୍କ ସହ ସମୟ ବିତାଇବାରେ ବ୍ୟସ୍ତ । ଠିକ୍ ସେମିତି ଜଣେ ସ୍ତ୍ରୀ ପିଲାଙ୍କୁ ସାଙ୍ଗରେ ଧରି ସ୍ବାମୀଙ୍କ ପାଖକୁ ଧାଇଁ ଆସିଥିଲେ ନୂଆବର୍ଷ ପାଳି ଖୁସି ମନାଇବାକୁ । ହେଲେ ତାଙ୍କର ଏହି ଖୁସି ଜୀବନର…