ଗାଡି ଧରିବା ସ୍ୱପ୍ନକୁ ପୂରଣ କରିବାକୁ କରୁଛନ୍ତି କି କାର୍ ଲୋନ୍? ତେବେ ଏହି ଦିଗ ପ୍ରତି ଧ୍ୟାନ ନିଅନ୍ତୁ ନିିଶ୍ଚୟ
ଏବେ କାରର ଡିମାଣ୍ଡ ବହୁତ ଅଧିକ, ଏହା ବର୍ତ୍ତମାନ ଲୋକଙ୍କ ଆବଶ୍ୟକତା ମଧ୍ୟରେ ଯୋଡି ହୋଇଯାଇଛି। ଯୁଗ ସହ ଲୋକଙ୍କ ଲାଇଫଷ୍ଟାଇଲରେ ମଧ୍ୟ ପରିବର୍ତ୍ତନ ହୋଇଛି। ଏବେ ପ୍ରାୟ ସମସ୍ତଙ୍କ ଘରେ କାର ଦେଖିବାକୁ ମିଳୁଛି। ଯଦି କୌଣସି ବ୍ୟକ୍ତି ପ୍ରଥମେ ଘର କିଣୁଛନ୍ତି ତା ପରେ ଇଚ୍ଚା କରୁଛନ୍ତି କାରଟିଏ…