ଝିଅର ନିର୍ବାଚନୀ ଖର୍ଚ୍ଚ ପାଇଁ ଘରଡିହ ବିକିଦେଲେ ପୂର୍ବତନ ବିଧାୟକ

ଆଳି (କେନ୍ୟୁଜ) : ଝିଅ ଲଢ଼ୁଛି ନିର୍ବାଚନ । ସେଥିପାଇଁ ବାପା ବିକ୍ରି କରିଦେଲେ ନିଜର ପୈତୃକ ଘରଡିହ । ହଁ ଆଜ୍ଞା ଏମିତି ଜଣେ ବାପା ଯିଏକି ଝିଅର ନର୍ବାଚନ ଖର୍ଚ୍ଚ ମେଣ୍ଟାଇବାକୁ ଏମିତି ଏକ ପଦକ୍ଷେପ ନେଇଛନ୍ତି । ଝିଅକୁ ନିର୍ବାଚନ ରଣକ୍ଷେତ୍ରରେ ଦୃଢ଼ କରି ଛିଡା କରିବାକୁ ସାହସ ସାଜିଛନ୍ତି…

ଏବେ ସବୁ ପିଲାଙ୍କର ରହିବ ଆଧାରକାର୍ଡ, ସ୍କୁଲରେ ଆଡମିସନ୍‌ ପାଇଁ ବାଧ୍ୟତାମୂଳକ

ଜିଲ୍ଲାର ସମସ୍ତ ସରକାରୀ ବା ବେସରକାରୀ ବିଦ୍ୟାଳୟରେ ପଢୁଥିବା ପ୍ରଥମରୁ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ପାଇଁ ଆଧାର କାର୍ଡ ଏଣିକି ବାଧ୍ୟତାମୂଳକ କରାଯାଇଛି । ସ୍କୁଲରେ ନାମାଙ୍କନ ପାଇଁ ପିଲାଙ୍କର ଆଧାର କାର୍ଡ ତିଆରି କରିବା କାମ ଆରମ୍ଭ ହୋଇଛି । ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟଙ୍କ ରିପୋର୍ଟ…

ଭୋଟର ପରିଚୟ ପତ୍ର ନଥିଲେ ବି ଦେଇପାରିବେ ଭୋଟ୍‌, ଆଉ ପୋଲିଙ୍ଗ ବୁଥ୍‌ ପାଖରୁ ଆଉ ଫେରିବାକୁ ପଡିବନି ଆପଣଙ୍କୁ

ସାରା ଦେଶରେ ୨୦୨୪ ଲୋକସଭା ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟର ୧୦୨ ସିଟ୍ ପାଇଁ କାଲି ଅର୍ଥାତ୍ ଏପ୍ରିଲ୍ ୧୯ ତାରିଖରେ ଭୋଟ ଗ୍ରହଣ କରାଯିବ । ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ମତଦାତା କାଲି ସେମାନଙ୍କ ମତ ଅଧିକାର ପ୍ରୟୋଗ କରିବେ । ଏମିତିରେ ଆଜି ଆମେ ଆପଣଙ୍କୁ ଏକ ମହତ୍ତ୍ୱପୂର୍ଣ୍ଣ…

ଫୋନକୁ ଫ୍ୟାକ୍ଟ୍ରି ରିସେଟ କରିବାର ସଠିକ୍‌ ତରିକା କଣ, ଜାଣନ୍ତୁ ପ୍ରୋସେସ୍‌

ନୂଆ ସ୍ମାର୍ଟଫୋନ୍‌ କିଣିବା ସମୟରେ ଅନେକ ଲୋକ ବହୁତ ଏକ୍ସାଇଟେଡ୍‌ ରହିଥାନ୍ତି । ଏମିତିରେ ଯେତେବେଳେ ବି ଲୋକମାନେ ନୂଆ ଫୋନ ଆସେ ସେତେବେଳେ ପୁରୁଣା ଫୋନକୁ କଣ କରିବେ ବିକ୍ରି କରିବେ କି କଣ କରିବେ ଏମିତି ଅନେକ ଭାବନା ତାଙ୍କ ମନକୁ ଆସେ । କିନ୍ତୁ ଏସବୁ ଭିତରେ ମନକୁ ଏକ ପ୍ରଶ୍ନ ଆସେ ଯେ…

ପିଲାର ଜୀବନକୁ ବିପଦରେ ପକାଇ ନିଜେ ମଜାରେ ବସି ଯାଉଛନ୍ତି ବାପା ମାଆ, ଚିତ୍ର ଦେଖି ରାଗିଲେ ଲୋକେ

ବାପା ମାଆ ପିଲାମାନଙ୍କୁ ନିଜ ଜୀବନ ଠାରୁ ବି ଅଧିକ ଯତ୍ନର ସହ ଲାଳନ ପାଳନ କରି ବଢ଼ାଇଥାନ୍ତି । ଆପଣ ପ୍ରାୟତଃ ଇଣ୍ଟରନେଟରେ ଦେଖି ବି ଥିବେ ଯେ ବାପା ମାଆଙ୍କର ତାଙ୍କ ପିଲାମାନଙ୍କ ପ୍ରତି ପ୍ରେମ । କିନ୍ତୁ ନିକଟରେ ଏକ ଏମିତି ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣଙ୍କ ରକ୍ତ ଗରମ ହୋଇଯିବ…

ଲୋକଙ୍କ ହାବୁଡରେ ପଡିଛି ଗୁଳି ଫୁଟା ଅଭିଯୁକ୍ତ, ଛାତିକୁ କରିଛି ଗୁଳି ମାଡ

କଣ୍ଟାମାଳ (କେନ୍ୟୁଜ) : ଲୋକଙ୍କ ହାବୁଡରେ ପଡିଛି ଗୁଳି ଫୁଟା ଅଭିଯୁକ୍ତ । ଏ ଯେଉଁ ଯୁବକଟିକୁ ଆପଣ ଦେଖୁଛନ୍ତି ଏ କେଉଁ ସରଳ ବ୍ୟକ୍ତି ନୁହେଁ ଆଜ୍ଞା । ୟା ଅବସ୍ଥା ଏପରି ଦେଖି ଆପଣଙ୍କୁ ୟା ଉପରେ ଦୟା ଲାଗୁଥାଇପାରେ । ହେଲେ ଇଏ ଯେଉଁ କାମ କରିଛି ତାକୁ ଜାଣିଲେ ଆପଣଙ୍କୁ ବି ତାକୁ ମାରିବାକୁ…

ଆଖି ତଳ କଳା ପଡିବା ପାଇଁ ଏହି ଭିଟାମିନ୍‌ ଦାୟୀ

ରାତିରେ ଭଲ ନିଦ ହେବା ସତ୍ତ୍ୱେ ବି ଆପଣଙ୍କ ଆଖି ତଳେ ଡାର୍କ ସର୍କଲ ସମସ୍ୟା ଅଛି କି? ଏହାର ସ୍ପଷ୍ଟ ଅର୍ଥ ହେଉଛି ଯେ ଆପଣଙ୍କର ସମସ୍ୟା ଶୋଇବା ସହିତ ଜଡିତ ନୁହେଁ କିନ୍ତୁ ଏହାର କାରଣ ଅନ୍ୟ କିଛି ଅଟେ। କାହିଁକିନା ପର୍ଯ୍ୟାପ୍ତ ପରିମାଣର ଶୋଇବା ପରେ ମଧ୍ୟ ଆଖି ତଳେ ଡାର୍କ ସର୍କଲ୍ ଦୃଶ୍ୟମାନ…

ମାତ୍ର ୨୧ ବର୍ଷରେ ଓଡିଶାବାସୀଙ୍କୁ ଚୂନା ଲଗାଇଛି ଏ ଯୁବକ, ଲକ୍ଷେ କି ଦୁଇ ଲକ୍ଷ ନୁହେଁ ସିଧା କୋଟିଏ

ଭୁବନେଶ୍ୱର (କେନ୍ୟୁଜ) : ଲୋକଙ୍କୁ ଭୂଆଁ ବୁଲାଇବାର ଭଲ ଉପାୟ ଜାଣିଥିଲା ଏହି ୪୨୦ ଚୋର । ମାତ୍ର ୨୧ ବର୍ଷରେ ସାରା ଓଡିଶାକୁ ଚୁନା ଲଗାଇବାର ଭଲ ବୁଦ୍ଧି ଜାଣିଥିଲା ଇଏ। ଲୋକଙ୍କୁ ନିଜ କଥାରେ ଏତେ ଭୋଳ କରାଇ ବିଶ୍ୱାସ ଜନ୍ମାଇ ଦେଉଥିଲା ଯେ ଲୋକମାନେ ୧ କୋଟି ୧୧ ଲକ୍ଷ ପର୍ଯ୍ୟନ୍ତ ଟଙ୍କା କେବଳ…

ରାମନବମୀ ଠାରୁ ସାହି ଯାତରେ ଦୁଲୁକିବ ଶ୍ରୀକ୍ଷେତ୍ର ପୁରୀ

ପୁରୀ (କେନ୍ୟୁଜ୍‌) : ରାମନବମୀ ଠାରୁ ସାହି ଯାତରେ ଦୁଲୁକିବ ଶ୍ରୀକ୍ଷେତ୍ର ପୁରୀ । ଏପ୍ରିଲ ୧୭ରେ ପବିତ୍ର ରାମ ନବମୀ ଦିନ ଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ସାଂସ୍କୃତିକ ମହା ପର୍ବ ସାହିଯାତ। ରାମଜନ୍ମଠାରୁ ରାମାଭିଷେକ ପର୍ଯ୍ୟନ୍ତ ରାମଲୀଳାର ପୌରାଣିକ କଥାବସ୍ତୁକୁ ଆଧାର କରି ପାରମ୍ପରିକ…

UPSCରେ ସାରାଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର, ପୁଅର ରେଜଲ୍ଟ ଶୁଣିବାକୁ କ୍ୟାନ୍ସର ସହ ଲଢ଼େଇ କରି ଶେଷରେ ହାର ମାନିଗଲେ…

ୟୁପିଏସସିର ଇଣ୍ଟର୍ଭ୍ୟୁ ରାଉଣ୍ଡ ପାଇଁ ପୂରା ଜୋରସୋରରେ ବ୍ୟସ୍ତ ଥାଏ ପୁଅ । କିନ୍ତୁ ହଠାତ୍‌ ତାରି ଭିତରେ ଆଖି ବୁଜିଦେଲେ ପୁଅକୁ ସାହସ ଦେଉଥିବା କ୍ୟାନ୍ସର ପୀଡିତା ମାଆ । ବହୁତ ଦିନ ଧରି ପୁଅକୁ ଉତ୍ସାହିତ କରି କରି ଶେଷରେ ରୋଗ ଆଗରେ ହାରିଗଲେ ଆଉ ଠିକ୍‌ ପୁଅର ୟୁପିଏସସି ଫଳାଫଳ ବାହାରିବାର…

ବିନା ଟିକେଟ୍‌ ଯାତ୍ରୀ ସିଟରେ ଆଉ ଟିକେଟ୍‌ କରିଥିବା ଯାତ୍ରୀ ବସିଛନ୍ତି ତଳେ, ଏଇଟା ସ୍ଲିପର ନା ଜେନେରାଲ

ଗତ କିଛି ଦିନ ଧରି ଟ୍ରେନରେ ବହୁତ ଭିଡ ଦେଖିବାକୁ ମିଳୁଛି । ଅନେକ ରେଳ ଯାତ୍ରୀ ସୋସିଆଲ ମିଡିଆରେ ଟ୍ରେନର ଏମିତି ସ୍ଥିତି ବିଷୟରେ କହିଛନ୍ତି । ଟ୍ରେନରେ ବହୁତ ଅଧିକ ଭିଡ ଦେଖିବାକୁ ମିଳୁଛି ଏବଂ ବି ନା ଟିକେଟ ଯାତ୍ରୀ ସିଟରେ ବସିକି ଯାଉଛନ୍ତି । ଆଉ ଏତେ ଟଙ୍କା ଦେଇ ଟିକେଟ କରିଥିବା…

ରାତିରେ ନିଦ ହେଉନି କି, ତେବେ କରନ୍ତୁ ଏହି ଉପାୟ ବିନା ମେଡିସିନରେ ଭଲ କାମ ଦେବ

ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ରାତିରେ ନିଦ ହୁଏ ନାହିଁ । ସେଥିପାଇଁ ସେମାନେ ଯେତେବି ପ୍ରକାର ଚେଷ୍ଟା କରନ୍ତି ତଥାପି ସଫଳ ହୁଅନ୍ତିନାହିଁ । ଯଦି ଆପଣ ରାତିରେ ନିଦ ନ ହେବା ସମସ୍ୟାରେ ପୀଡିତ ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ । ତେବେ ଏଥିପାଇଁ ଆପଣ ରାତିରେ…