ମାତ୍ର କେଇ ମିନିଟରେ ପ୍ରସ୍ତୁତ କରନ୍ତୁ ବ୍ରେଡ୍‌ ଉତ୍ତପମ୍‌, ଟେଷ୍ଟରେ ଏକଦମ୍‌ ଜବରଦସ୍ତ

ଆବଶ୍ୟକ ସାମଗ୍ରୀ ବ୍ରେଡ୍‌ –୪ଟି ସ୍ଲାଇସ୍‌ ସୁଜି – ୧/୨ କପ୍‌ ମଇଦା – ୨ ଟେବୁଲ ଚାମଚ ଦହି – ୧/୨ କପ୍‌ ଅଦା କଦ୍ଦୁକସ୍‌ ହୋଇଥିବା – ୧ ଟେବୁଲ ଚାମଚ ଛୋଟ ପିଆଜ – ୧ଟି ସିମଲା ଲଙ୍କା – ୨ଟି ଟମାଟୋ – ୧ଟି ଲୁଣ – ସ୍ୱାଦାନୁସାରେ ତେଲ – ଆବଶ୍ୟକ…

ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ମେଷ : ଆଜି ବନ୍ଧୁ ଓ ପାରିବାରିକ ସମର୍ଥନରେ ଅଗ୍ରଗାମୀ ହୋଇପାରନ୍ତି । ଧନିଷ୍ଠା ନକ୍ଷତ୍ର ସକାଶେ ସାଧାରଣ କଥାକୁ ନେଇ ସମ୍ପର୍କୀୟ ମାନଙ୍କ ଆକ୍ଷେପୋକ୍ତି ମନରେ ଭାବାନ୍ତର ସୃଷ୍ଟି କରିବ। ବିଳାସବ୍ୟସନ ପ୍ରତି ବିଶେଷ ଅନୁରକ୍ତି ଜାଗ୍ରତ ହେବା ମଉକା ପାଇପାରିବେ। ବୃଷ : ଆଜି ଦିନଟି…

ୟୁରିନ୍‌ ଇନଫେକ୍ସନ ପାଇଁ ଚିନ୍ତାରେ କି, ତେବେ ଏହି ଘରୋଇ ଉପାୟରେ ପାଆନ୍ତୁ ଆରାମ୍‌

ସାଧାରଣତଃ ପୁରୁଷଙ୍କ ତୁଳନାରେ ମହିଳାମାନଙ୍କ ଠାରେ ୟୁରିନ ଇନଫେକ୍ସନର ଭୟ ଅଧିକ ରହିଥାଏ। ପ୍ରାୟ ୭୦ ପ୍ରତିଶତ ମହିଳାଙ୍କ ଠାରେ ନିଶ୍ଚୟ ୟୁରିନ ଇନଫେକ୍ସନ ସମସ୍ୟା ହେଉଥିବା ଦେଖିବାକୁ ମିଳୁଛି। ତେବେ ଆପଣଙ୍କ ମନରେ ନିହାତି ଭାବେ ଏହି ପ୍ରଶ୍ନ ଆସୁଥିବ ଯେ ୟୁରିନ୍‌ ଇନଫେକସନ୍‌ ହେବାର କାରଣ…

ଦୁର୍ଘଟଣା ରୋକିବା ପାଇଁ ନିଆରା ଢ଼ଙ୍ଗରେ ପ୍ରତିବାଦ କଲେ ଗ୍ରାମବାସୀ, ରାସ୍ତାରେ ଛିଡା ହୋଇ ମାଗିଲେ ଭିକ୍ଷା

ଚାନ୍ଦବାଲି (କେନ୍ୟୁଜ) : ନିଆରା ଢଙ୍ଗରେ ରାଜରାସ୍ତାରେ ଭିକ୍ଷାବୃତ୍ତି କରି ପ୍ରତିବାଦ କଲା ସଂଗଠନ। ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର କାନପୁର ଘୋଷରାକୁ ପ୍ରଶାସନ ଦୁର୍ଘଟଣା ପ୍ରବଣ ଅଂଚଳ ଘୋଷଣା କରିଥିଲା । ହେଲେ ଦୁର୍ଘଟଣା ରୋକିବା ପାଇଁ ସୁବ୍ୟବସ୍ଥା କଲାନାହିଁ ପ୍ରଶାସନ । ତେବେ ଏହାକୁ…

ଆମ୍ବ କି ଲେମ୍ବୁ ନୁହେଁ ଏଥର ଟ୍ରାଏ କରନ୍ତୁ ଖଜୁରୀ ଆଚାର, ସ୍ୱାଦରେ ଏକଦମ୍‌ ଜବରଦସ୍ତ

ଆଚାର ନାଁ ଶୁଣିବା ମାତ୍ରକେ ସମସ୍ତଙ୍କ ମନରେ ଆମ୍ବ କିମ୍ବା ଲେମ୍ବୁର ସ୍ୱାଦ ଆସିଯାଏ। କିନ୍ତୁ କଣ ଆପଣ କେବେ ଖଜୁରୀରେ ପ୍ରସ୍ତୁତ ଆଚାରର ସ୍ୱାଦ ଚାଖିଛନ୍ତି। ଏହାକୁ ହୁଏତ ଆପଣ ବିଶ୍ୱାସ କରିପାରୁନଥିବେ ଯେ ଖଜୁରୀର ଆଚାର ଅଛି। କିନ୍ତୁ ହଁ, ଖଜୁରୀ ଆଚାର ଭାରି ସୁଆଦିଆ। ତେବେ ଆସନ୍ତୁ ଜାଣିବା…

ସରକାର ଦେଉଛନ୍ତି ବେରୋଜଗାର ଭତ୍ତା, ଜାଣନ୍ତୁ କିଏ ପାଇବେ ଆଉ କେମିତି ପାଇବେ ଲାଭ

ବହୁତ ଜଲଦି ସରକାର ଦେବାକୁ ଯାଉଛନ୍ତି ବେରୋଜଗାରୀ ଭତ୍ତା। ଏହି ଭତ୍ତା ପାଇଁ ଏକ ଯୋଜନା ଆରମ୍ଭ କରିଛନ୍ତି ସରକାର। ଏବେ ସୁଦ୍ଧା ପ୍ରାୟ ୫୦ ହଜାରରୁ ଅଧିକ ଲୋକ ଲାଭବାନ୍‌ ହୋଇସାରିଲେଣି। ଯଦି ଆପଣ ଏବେ ପର୍ଯ୍ୟନ୍ତ ଏହି ସୁବିଧାରୁ ବଞ୍ଚିତ ଅଛନ୍ତି ତାହେଲେ ଜାଣନ୍ତୁ କେମିତି ଆପଣ ଏ ଭତ୍ତା…

ବଢୁଛି କଙ୍ଗନାଙ୍କ ଅଡୁଆ, ଆସନ୍ତା ଶୁଣାଣିରେ ହାଜର ନହେଲେ ଜାରି ହେବ ଗିରଫ ପରୱାନା

ସବୁବେଳେ ଚର୍ଚ୍ଚାରେ ବଲିଉଡ୍‌ କ୍ୱିିଇନ୍‌ କଙ୍ଗନା ରାଣାଓ୍ଵତ। ଏବେ ବଢୁଛି କଙ୍ଗନାଙ୍କ ଅଡୁଆ । ଆସନ୍ତା ଶୁଣାଣିରେ ହାଜର ନହେଲେ ଜାରି ହେବ ଗିରଫ ପରୱାନା । ଜାଭେଦ ଅଖତରଙ୍କ ଦ୍ୱାରା କଙ୍ଗନାଙ୍କ ବିରୋଧରେ ଆଗତ ମାନହାନି ମାମଲାର ଶୁଣାଣି କରି କୋର୍ଟ ଏହି ଚେତାବନୀ ଦେଇଛନ୍ତି । ଏପଟେ ବଡ…

କ୍ରିକେଟକୁ ଅବସର ଘୋଷଣା କଲେ ଲସିଥ୍‌ ମାଲିଙ୍ଗା

ନୂଆଦିଲ୍ଲୀ : କ୍ରିକେଟକୁ ଅଲବିଦା କଲେ ମାଲିଙ୍ଗା। ଇଣ୍ଟରନ୍ୟାସନାଲ କ୍ରିକେଟରୁ ଅବସର ନେଲେ ଶ୍ରୀଲଙ୍କାର ପ୍ରସିଦ୍ଧ ପେସ୍ ବୋଲର ଲସିଥ୍ ମଲିଙ୍ଗା| କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ ମାଲିଙ୍ଗା | ଏହା ପୂର୍ବରୁ ସେ ଆଇପିଏଲ କ୍ରିକେଟ ଟିମରୁ ସନ୍ୟାସ ଘୋଷଣା କରିଥିଲେ। ୩୭…

କଙ୍ଗନାଙ୍କ ନୂଆ ଫିଲ୍ମ, ସୀତା ଭୂମିକାରେ ଆସିବେ ନଜର

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିବା ଏବଂ ୪ ଥର ରାଷ୍ଟ୍ରୀୟ ପୁରସ୍କାର ବିଜେତା ଅଭିନେତ୍ରୀ କଙ୍ଗନା ରଣାୱତ ବଡ ପରଦାରେ ଜୟଲଳିତାଙ୍କ ଚରିତ୍ରରେ ଅଭିନୟ କରିବା ପରେ ଏବେ ଆଉ ଏକ ବଡ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି। କଙ୍ଗନା ଏବେ ‘ଦ ଇନକାର୍ନେସନ- ସୀତା’ ରେ ମୁଖ୍ୟ ଚରିତ୍ର ଅର୍ଥାତ…

କଣ ଘରେ ବସି ବସି ମିଠା ଖାଇବାକୁ ଇଚ୍ଛା ହେଉଛି କି? ତେବେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ମିଲ୍କ କେକ୍‌

ବର୍ଷା ପାଗରେ ଘରେ ରହିଲେ କିଛି ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ମନ ହୋଇଥାଏ। ତେବେ ଯଦି ଆପଣଙ୍କର ବି ଏମିତି ଇଚ୍ଛା ହେଉଥାଏ ତାହେଲେ ଆପଣ କିଛି ମିଠା ବନାଇପାରିବେ। ଆପଣ ଘରେ ଅତି ସହଜରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ମିଲ୍କ କେକ୍‌। ତେବେ ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ। ଆବଶ୍ୟକ…

ଆପଣଙ୍କ ପୁରା ଦିନ ଆଜି କେମିତ କାଟିବ ଜାଣନ୍ତୁ

ମେଷ : ଆଜି ଚେଷ୍ଟା କରୁଥିବା କାମରେ ସଫଳତା ମିଳିବ। ସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ପରିଲକ୍ଷିତ ହେବାରୁ ମନୋବଳ ବୃଦ୍ଧି ପାଇବ। କେତେକ କ୍ଷେତ୍ରରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରି କ୍ଷୁବ୍ଧ ହୋଇପାରନ୍ତି। ବୃଷ…

ବାପା ମାଆଙ୍କ ଚିକିତ୍ସା ପାଇଁ ଭିକ ମାଗୁଛନ୍ତି ଦୁଇ ଭାଇ

ମହାକାଳପଡା (କେନ୍ୟୁଜ) : ଦୁଇ ଭାଇ ଗାଁକୁ ଗାଁ ବୁଲି ଭିକ ମାଗୁଛନ୍ତି। ୟା ଦୁଆର ତା ଦୁଆର ହୋଇ ଖାଇବାକୁ ଗଣ୍ଡେ ଚାଉଳ ମାଗି ଆଣୁଛନ୍ତି। ଆପଣ ଭାବୁଥିବେ ଏ ପିଲା ଦୁଇଜଣ ଏମିତି ଭିକ କାହିଁକି ମାଗୁଛନ୍ତି? ଏହାର କାରଣ ପରିସ୍ଥିତି ତାଙ୍କୁ ଆଜି ଭିକାରୀ ସଜାଇଦେଇଛି। ଘରେ ତାଙ୍କର ରୋଗିଣା ବାପା…