ଆଉ ଫାସଟାଗରେ କଟିବନି ଟଙ୍କା, ଏଣିକି ଟୋଲ କଲେକସନ୍ ହେବ ଏପରି
ପୂର୍ବରୁ ଗାଡ଼ିଚାଳକଙ୍କଠାରୁ ଟୋଲ୍ ବୁଥ୍ରୁ ମାନୁଆଲ୍ରେ ଟଙ୍କା ଆଦାୟ କରାଯାଉଥିଲା । ପରବର୍ତ୍ତୀ ମୂହୁର୍ତ୍ତରେ FASTAGର ଆରମ୍ଭ ହୋଇଥିଲା । ବର୍ତ୍ତମାନ ଟୋଲ୍ ଟାକ୍ସ ଆଦାୟର ଏକ ନୂଆ ପ୍ରଣାଳୀ ଆରମ୍ଭ ହେବାକୁ ଯାଉଛି । ଏହାପରେ ଟୋଲ୍ କଲେକ୍ସନ ଆହୁରି ସୁବିଧାଜନକ ହେବାକୁ ଯାଉଛି । ଏବେ…