ସ୍ବାମୀ ଦେଖାଉଛି ସେଦିନ ସେ ହୋଟେଲ ରୁମ୍ ଭିତରେ କେମିତି ମାରିଥିଲା ସ୍ତ୍ରୀକୁ

ବ୍ରହ୍ମପୁର : ସ୍ବାମୀ ଦେଖାଉଛି ସେଦିନ ସେ ହୋଟେଲ ରୁମ୍ ଭିତରେ କେମିତି ମାରିଥିଲା ସ୍ତ୍ରୀକୁ । ଏବେ ଧରାପଡିଛି ପୋଲିସ ହାତରେ ହତ୍ୟାକାରୀ ସ୍ବାମୀ । କାହିଁକିନା ବହୁତ ଚାଲାକିରେ ମାରି ବର୍ଷେ ଯାଏଁ ଖୁଲମ୍ ଖୁଲା ବୁଲିଲା ସ୍ବାମୀ । ହଁ ଆଜ୍ଞା ଗତବର୍ଷ ନଭେମ୍ବର ୨୦ ତାରିଖରେ ମାରିଥିଲା…

ଶାଶୁ ଘରେ ନିଜ ହକ୍ ପାଇଁ ଧାରଣାରେ ବସିଛି ସ୍ତ୍ରୀ, ସେପଟେ ସ୍ବାମୀ ଆଉ କାହାକୁ ନେଇ ଛୁ

ପୋଲସରା : ପ୍ରଥମ ପ୍ରେମକୁ ସ୍ତ୍ରୀର ମର୍ଯ୍ୟାଦା ଦେବ କହି ଶାରୀରିକ ସଂପର୍କ ରଖିଲା, ଆଉ ତାପରେ ଧୋକା ଦେଇ ଦ୍ୱିତୀୟ ପ୍ରେମିକା ସହ କେଉଁ ଆଡ଼େ ଫେରାର୍ ହୋଇଗଲା । ଯାହାକୁ ନେଇ ପ୍ରଥମ ପ୍ରେମିକା ବସିଛି ଧାରଣାରେ । ସ୍ତ୍ରୀର ମର୍ଯ୍ୟାଦା ଦାବି କରି ପ୍ରେମିକ ଘର ଆଗରେ ଧାରଣାରେ ବସିଛି ।…

ଭାଇ ବୋହୁକୁ ମାରିଦେଲେ ଦେଢ଼ଶୁର ଓ ଯାଆ

ଚାନ୍ଦବାଲି : ଏ ଦୃଶ୍ୟ ଦେଖିହେବନି କି ସହିହେବନି । ଛାତି ଫାଟିଗଲା ଭଳି ଦୃଶ୍ୟ ଥିଲା ସମସ୍ତଙ୍କ ପାଇଁ । ଝିଅକୁ ବାହା ଦେଇଥିବା ବାପା ବି ଛାତିକୁ ପଥର କରି ଛିଡା ହୋଇଥାନ୍ତି ଶ୍ବଶୁର ଘର ଆଗରେ, ହେଲେ ଆଖିର ଲୁହକୁ ଅଟକାଇ ପାରୁନାହାନ୍ତି ସେ । ଭାଇ ଭଉଣୀ ସବୁ କାନ୍ଦୁଛନ୍ତି । ଗାଡି ଭିତରୁ…

ଜନ୍ମକଲା ଛୁଆକୁ ଦେଉଥିଲା ନିର୍ଯାତନା, ମା’ ଓ ରସିକିଆ ପ୍ରେମିକ ଗିରଫ

ଭୁବନେଶ୍ବର : ବାପା ନଥିବାବେଳେ ଘରକୁ ଆସୁଥିଲା ପରପୁରୁଷ…ସବୁଦିନ ଘରକୁ ଯାଆ ଆସ୍ କରୁଥିଲେ…ହେଲେ ବାପାଙ୍କ ବଦଳରେ ଆଉ କାହାକୁ ଦେଖି ସହି ପାରିଲେନି ପିଲା… ଆଉ ତାର ଫଳ ଭୋଗିଲେ ନିଜ ଜନ୍ମ କଲା ମାଆ ଠାରୁ...ଏହାକୁ ନେଇ ଏମିତି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣଙ୍କ ଲୋମ…

ପାଳି ପୋଷି ପାରିବେନି ବୋଲି ଜନ୍ମ ପରେ ଶିଶୁକନ୍ୟାକୁ ଅନ୍ୟ ହାତକୁ ଦେଇ ଦେଲେ ଦମ୍ପତି

ପାଟଣାଗଡ଼ : ମାଆ ତାର ଛୁଆକୁ ସ୍ତନପାନ ବି କରାଇନି । ଭଲଭାବେ ଦେଖିନି ବି ତା ଛୁଆକୁ । କେମିତି ବା ଦେଖିବ ଆଜି ଜନ୍ମ କଲା ଆଉ କାଲି ମାଆ କୋଳ ଛାଡିଦେଲା ସଦ୍ୟଜାତ । ଭଲଭାବେ ମାଆର ସ୍ପର୍ଷ ବି ବାଜିନଥିଲା, କହଁଳ ହାତର ସ୍ପର୍ଶକୁ ମାଆ ବି ଅନୁଭବ କରିନଥିଲା, ହେଲେ ତାପୂର୍ବରୁ ଅଲଗା ହେଇଗଲେ…

କାହିଁକି ପାଦରେ ସୁନାର ଅଳଙ୍କାର ପିନ୍ଧାଯାଏ ନାହିଁ ? ଜାଣନ୍ତୁ

ହିନ୍ଦୁ ଧର୍ମରେ ଅନେକ ପରାମ୍ପରା ପ୍ରଚଳିତ ହୋଇଥାଏ। ଏହି ସବୁ ପରାମ୍ପରା ମଧ୍ୟରୁ ଗୋଟିଏ ହେଉଛି ଯେ ମହିଳାମାନଙ୍କୁ ନିଜ ପାଦରେ ସୁନାର ଗହଣା ପିନ୍ଧିବା ଉଚିତ ନୁହେଁ। କଣ ଆପଣ ଜାଣନ୍ତି ଏହାକୁ କାହିଁକି ବାରଣ କରାଯାଇଛି ? ଯଦି ଆପଣ ଏହା ଜାଣି ନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ…

ପାପ କାମ କଲା ବାପା, ନିଜର ହିଁ ଝିଅ ଉପରେ ପକାଇଲା ଖରାପ ଆଖି

ଯାଜପୁର ଟାଉନ୍ : ଥାନା ଆଗରେ କ୍ୟାମେରା ସାମ୍ନାରେ ମାଆ ବଖାଣୁଛି ବାପାର କୁକର୍ମର କଥା । କେମିତି ନିଜର ହିଁ ଜନ୍ମକଲା ଝିଅକୁ କୁକର୍ମ କରିବାକୁ ପଛାଇଲାନି ବାପା । ହଁ ଆଜ୍ଞା ଶୁଣିବାକୁ ଆପଣଙ୍କୁ ଅଜବ ଆଉ ଅଖାଡୁଆ ଲାଗୁଥିବ ନିଶ୍ଚୟ । ହେଲେ ଏଭଳି ପାପ କାମ କରିବାକୁ ବାପା ମନ ଟିକେ ବି…

ପୂଜା ସମୟରେ ଆଦୌ ବି ତଳେ ରଖନ୍ତୁନାହିଁ ଏହି ଜିନିଷ, ନଚେତ୍‌ ହୋଇଯିବେ କାଙ୍ଗାଳ

ଏମିତି ଅନେକ ଜିନିଷ ଅଛି ଯାହାକୁ ଘରେ ରଖିବା ଶୁଭ ବୋଲି କୁହାଯାଏ। ଏହାଦ୍ବାରା ବାସ୍ତୁ ଦୋଷ ଦୂର ହେବା ସହିତ ଘରେ ସୁଖ-ସମୃଦ୍ଧି ଏବଂ ଶାନ୍ତି ଲାଗି ରହିଥାଏ। ଠିକ୍ ସେହିପରି ପୂଜା ପାଠରେ ମଧ୍ୟ ବାସ୍ତୁ ସହ ଜଡିତ ନିୟମକୁ ପାଳନ କରିବା ଉଚିତ୍। ବିଶେଷକରି ପୂଜାରେ ବ୍ୟବହୃତ ହେଉଥିବା ଜିନିଷକୁ…

ପରକୀୟା ପ୍ରୀତିରେ ପାଗଳ ହେଇ ସ୍ତ୍ରୀକୁ ମାରିଦେଲା ରାକ୍ଷସ ସ୍ବାମୀ

ଢ଼େଙ୍କାନାଳ : ଆଜି ସ୍ତ୍ରୀ ଶୋଇଯାଇଛି ସବୁଦିନ ପାଇଁ । ଚିରନିଦ୍ରାରେ ଶୋଇ ପଡିଛି ହସ୍ପିଟାଲ ଚଟାଣ ଉପରେ । ପାଖରେ ବାପା ଓ ଭାଇ ଛିଡା ହୋଇଛନ୍ତି ଛାତିକୁ ପଥର କରି । ଏଇ ତ ୧୧ ବର୍ଷ ତଳେ ଝିଅକୁ ବାହା ଦେଇଥିଲେ । ଝିଅର ଦୁଇଟି ଛୋଟ ଛୋଟ ପୁଅ ବି ଅଛି । ହେଲେ ଯାହା ହାତରେ ଝିଅକୁ ଟେକି…

ପରିବାର ବୋଝ ତଳେ ବାଦଲ, ଘର ଲୋକଙ୍କ ପେଟକୁ ଦାନା ଦେବା ପାଇଁ ମୂଲ ଲାଗୁଛି ୧୨ ବର୍ଷର ପୁଅ

ଜଳେଶ୍ବର : ଚମ ଧୁଡୁଧୁଡୁ ଚର୍ମରେ ଆଖି ଓଦା ହେଇଯାଇଛି ଲୁହରେ । କାହିଁକିନା ବାପା ଦେଖିପାରୁନି ପୁଅର ଅବସ୍ଥା । ପୁଅ ପଙ୍ଗୁ ପାଲଟିଯାଇଛି । ଆଉ ପୁଅ ବଦଳରେ ଘର ଚଳାଇବାକୁ ବାହାରକୁ ଯାଉଛି ବାର ବର୍ଷର ନାତି । ଯାହାକୁ ଦେଖି ପାରୁନି କି ସହିପାରୁନି ଜେଜେ । ଛଳ ଛଳ ଆଖିରେ ବହି ଯାଉଛି ଲୁହ ।…

ଭାରି ଚାଲାକିରେ ଗାଁରୁ ପିଲା ଚୋରି କରୁଥିଲା ଡ୍ରମ୍ ବେପାରୀ, ମାଡି ବସିଲେ ଲୋକେ

ପଟ୍ଟାମୁଣ୍ଡାଇ : ଡ୍ରମ ଭିତରେ ପୂରାଇ ପିଲାକୁ ନେଉଯାଉଥିଲା ଚୋର । ହେଲେ ବେଳା ଖରାପ ଚୋରର ଧରାପଡିଗଲା । ତାପରେ ଆଉ କଣ ତ୍ରାହି ଅଛି, ଆଖି କାନ ଯେଉଁଠି ବାଜିଲା, ସେଇଠି ବସାଇଦେଲେ ଲୋକେ । ଦେଖୁନାହାନ୍ତି ଏହି ସେହି ଡ୍ରମ୍ । ବେପାର କରିବା ଆଳରେ ଆସି ପିଲା ଚୋରି କରିନେଉଥିଲା ଡ୍ରମ ବେପାରୀ…

ଅଜଣା ରୋଗ ଘାରିଛି ପୁଅକୁ, ମା ଜାଣିପାରୁନି ଭଲ କରିବ କେମିତି

କଣ୍ଟାବାଞ୍ଜି : ଦିନ ଥିଲା ସେ ଠିକରେ ଚାଲିବୁଲି ପାରୁଥିଲେ । ନିଜ କାମ କରିପାରୁଥିଲେ । ସାଙ୍ଗ ସାଥିଙ୍କ ସହ ସ୍କୁଲ ଯାଉଥିଲେ, ଭଲ ପାଠ ବି ପଢୁ ଥିଲେ । ବଡ ହୋଇ ବାପା ମାଆର ବୋଝ ସମ୍ଭାଳିବେ ବୋଲି ଭାବୁଥିଲେ ହେଲେ ହଠାତ୍ ସବୁକିଛି ଯେମିତି ଓଲଟ ପାଲଟ ହେଇଗଲା । ବିଧିର ବିଧାନ ବୋଧହୁଏ କିଛି…