ଏଲଆଇସିର ଏହି ପଲିସିରେ ନିବେଶ କରି ମାସକୁ ପାଆନ୍ତୁ ୯୯ ହଜାର ଟଙ୍କା ପେନସନ୍‌, ସାରା ଜୀବନ ମିଳିବ ଟଙ୍କା

ଲାଇଫ ଇନସୁରାନ୍ସ କର୍ପୋରେସନ ଅଫ୍‌ ଇଣ୍ଡିଆ (LIC) ଦେଶର ସବୁଠାରୁ ଭରଷାଯୋଗ୍ୟ ବୀମା କମ୍ପାନୀ। ଏହି କମ୍ପାନୀରେ ଅଲଗା ଅଲଗା ପଲିସିରେ ଲୋକ କୋଟି କୋଟି ନିବେଶ କରିଛନ୍ତି। LIC ଟର୍ମ ପଲିସି, ଲାଇଫ ଇନସୁରାନ୍ସ, ପେନସନ, ଏଣ୍ଡାଓମେଣ୍ଟ ଆଦି ପ୍ଲାନ ସେଲ କରିଥାଏ କମ୍ପାନୀ। ଗ୍ରାହକ LICର କିଛି…

କଣ ଏକୁଟିଆ କାର ଚଲାଇବାବେଳେ ମାସ୍କ ପିନ୍ଧିବା ଜରୁରୀ, ଜାଣନ୍ତୁ କଣ କହୁଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ଯଦି ଆପଣ ଏକାକୀ କାର ଚଲାଉଛନ୍ତି ତାହେଲେ ଏହି ଖବର ଆପଣଙ୍କ ପାଇଁ। କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗୁରୁବାର ସ୍ପଷ୍ଟ କରିଛି ଯେ ସେ ଏମିତି କିଛି ନୋଟିଫିକେସନ ଜାରି କରିନି ଯେଉଁଥିରେ ଏକୁଟିଆ କାର ଚଲାଉଥିବା ଲୋକଙ୍କୁ ଫେସ ମାସ୍କ ପିନ୍ଧିବା ଜରୁରୀ। ଭାରତରେ କୋଭିଡ-୧୯ର ବଢ଼ୁଥିବା…

ହାତୀ ଗୋବରରୁ ପ୍ରସ୍ତୁତ କରାଯାଉଛି କଫି, ଦାମ ଜାଣିଲେ ଉଡିଯିବ ହୋସ୍‌ !

ଯଦି ଆପଣ ମହଙ୍ଗା କଫିର ସୌକିନ ତାହେଲେ ଏହି ଖବର ଆପଣଙ୍କ ପାଇଁ। ଏହି ଖବର ଶୁଣିବା ପରେ କଫି ପ୍ରେମୀଙ୍କ ମନ ଖଟ୍ଟା ହୋଇଯିବ। ଶୁଣିବାକୁ ଟିକେ ଅଜବ ଲାଗୁଥିବା ଏହି କଥା ଏକଦମ୍‌ ସତ। ଦୁନିଆର ସବୁଠାରୁ ମହଙ୍ଗା କଫି ହାତୀର ଗୋବରରୁ ପ୍ରସ୍ତୁତ ହେଉଛି। ଏନିପିଆରର ରିପୋର୍ଟ ଅନୁଯାୟୀ ହାତୀର…

ରାସ୍ତା ମଝିରେ ଠୁମକା ପରେ ଠୁମକା ମାରିଲେ ଦୁଇ ଜଣ ଦାଦିମା, ଭିଡିଓ ଦେଖିଲେ ଆଖି ଖୋଲା କରିଦେବେ ଆପଣ

ଜୀବନର ଅସଲ ଖୁସି କାହାକୁ କୁହନ୍ତି ବୋଧ ହୁଏ ଏହି ଦୁଇ ମହିଳାଙ୍କୁ ଦେଖିଲେ ଜାଣିପାରିବେ। ଦୁଇ ମହିଳାଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଧମାଲ ମଚାଇଛି। ଦୁଇ ବୃଦ୍ଧାଙ୍କ ଏହି ଡ୍ୟାନ୍ସ ଭିଡିଓ ଦେଖିଲେ ଆପଣ ବି ନିଜ ଭିତରେ ରଖିଥିବା ପ୍ରତିଭାକୁ ପ୍ରକାଶ କରିପାରିବେ। ବଲିଉଡର ଆଇକୋନିକ ସଙ୍ଗ…

ଏମିତି ବନାନ୍ତୁ ଟେଷ୍ଟୀ କଦଳୀ ଚକୁଳି, ପାଟିରେ ଲାଖି ରହିବ ସ୍ୱାଦ

ଆପଣ ସବୁବେଳେ ଚିନ୍ତା କରିଥାଆନ୍ତି ଯେ ଆଜି କଣ ନୂଆ ଡିସ୍‌ ହେବ। ସବୁବେଳେ କିଛି ନୂଆ ନୂଆ ଡିସ୍‌ ପ୍ରସ୍ତୁତ କରି ନିଜେ ଖାଇବାକୁ ଆଉ ଅନ୍ୟକୁ ଖୁଆଇବାକୁ ଭଲ ଲାଗିଥାଏ। ତେଣୁ ଆଜି ଆମେ ଆପଣଙ୍କ ପାଇଁ ଏକ ବଢ଼ିଆ ସ୍ୱାଦିଷ୍ଟ ଚକୁଳି ପିଠା ନେଇ ଆସିଛୁ। ଆପଣ କଳା ପଡିଯାଇଥିବା କିମ୍ବା ଟିକେ ଖରାପ…

ବନ୍ଦ ଥିବା ଲାପଟପ-କମ୍ପ୍ୟୁଟରରୁ ବି କରିହେବ ମୋବାଇଲ ଚାର୍ଜ, କେମିତି ଜାଣନ୍ତୁ

କଣ ଆପଣ ଜାଣନ୍ତି ଆପଣ ବନ୍ଦ ଥିବା କମ୍ପ୍ୟୁଟର କିମ୍ବା ଲାପଟପ ଦ୍ୱାରା ମଧ୍ୟ ମୋବାଇଲ୍‌ ଚାର୍ଜ କରିପାରିବେ। ଅନେକ ଥର ଫୋନର ବ୍ୟାଟେରୀ ଶେଷ ହୋଇଯାଇଥାଏ କିନ୍ତୁ ଲାପଟପରେ ଚାର୍ଜ ରହିଥାଏ। କିନ୍ତୁ ବିନା କାରଣରେ ବିନା କାମରେ ଲାପଟପକୁ ଖୋଲା ରଖିବାର କୌଣସି ମତଲବ୍‌ ନାହିଁ। ତେବେେ ଏମିତିରେ…

ଆଜି ଠାରୁ ହେଉଛି ଏହି ବଡ ପରିବର୍ତ୍ତନ, ଆପଣଙ୍କ ପକେଟ ଉପରେ ପଡିବ ପ୍ରଭାବ

କରୋନା ପରିସ୍ଥିତିରେ ସାରା ଦେଶରେ ଲକଡାଉନ ଚାଲିଥିବା ବେଳେ ସେପ୍ଟେମ୍ବର ୧ଠାରୁ ଅନଲକ-୪ ର ଗାଇଡଲାଇନରେ ବିଶେଷ ପରିବର୍ତ୍ତନ ଦେଖାଯିବ। ଏହି ପରିବର୍ତ୍ତନରେ ଆପଣଙ୍କର ଦୈନିକ ଜୀବନଜାପନ ପ୍ରଣାଳୀ ଓ ରୋଷେଇର ବଜେଟ ଉପରେ ପ୍ରଭାବ ପକାଇବ। ୧ ତାରିଖରୁ ଇନ୍ଧନ କମ୍ପାନୀ ରଷୋଇ ଗ୍ୟାସର ଦାମ୍‌ରେ…

ସନ୍ଧ୍ୟାରେ ପ୍ରସ୍ତୁତ କରନ୍ତୁ ଚାଇନିଜ୍‌ ଭେଲ, ସ୍ୱାଦରେ ଏକଦମ୍‌ ଜବରଦସ୍ତ

ଆବଶ୍ୟକ ସାମଗ୍ରୀ ୨୦୦ ଗ୍ରାମ ନୁଡଲ୍ସ, ୧/୪ କପ୍‌ ଭଜା ବାଦାମ, ୧ ଟେବୁଲ ଚାମଚ ଟମାଟୋ ସସ୍‌, ୧ ଟେବୁଲ ଚାମଚ ସେଜଓ୍ଵାନ ସସ୍‌, ୧/୪ କପ୍‌ କଟା ପିଆଜ, ୧/୪ ବନ୍ଧାକୋବି, ୧ ଚାମଚ କଞ୍ଚା ଲଙ୍କା, ତେଲ ଆବଶ୍ୟକ ଅନୁଯାୟୀ ଏବଂ ଲୁଣ ସ୍ୱାଦାନୁସାରେ। ପ୍ରସ୍ତୁତି ପ୍ରଣାଳୀ ଚାଇନିଜ୍‌ ଭେଲ…

ସେପ୍ଟେମ୍ବର ପହିଲାରୁ ହିଁ ମହଙ୍ଗା ହେଲା ପେଟ୍ରୋଲ ଦାମ, ଜାଣନ୍ତୁ ଆଜି କେତେ ଅଛି ପେଟ୍ରୋଲ-ଡିଜେଲ ଦର

ସେପ୍ଟେମ୍ବର ମାସର ଆରମ୍ଭ ପେଟ୍ରୋଲ ଦର ବୃଦ୍ଧି ସହିତ ହେଉଛି। ମଙ୍ଗଳବାର ପୁଣି ଥରେ ପେଟ୍ରୋଲ ଦାମ ବଢ଼ିଯାଇଛି। ତୈଳ ମାକେର୍ଟିଙ୍ଗ କମ୍ପାନୀ ମଙ୍ଗଳବାର ପେଟ୍ରୋଲର ଦାମରେ ୫ ଟଙ୍କା ପ୍ରତି ଲିଟର ମହଙ୍ଗା ହୋଇଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆନ୍ତର୍ଜାତିୟ ବଜାରରେ ତୈଳ ଦର ଲଗାତର ଭାବରେ…

ଆଜିଠାରୁ ବିମାନ ଯାତ୍ରା ହେଲା ମହଙ୍ଗା, ପଢ଼ନ୍ତୁ ଏବେ ଆପଣଙ୍କୁ ଦେବାକୁ ପଡିବ କେତେ ଟଙ୍କା

ଆଜି ଠାରୁ ବିମାନ ଯାତ୍ରା ମହଙ୍ଗା ହୋଇଛି। ବିମାନ ମନ୍ତ୍ରାଳୟ ବା ଏଏସଏଫ ୧୦ ଟଙ୍କା ବୃଦ୍ଧି କରିଛି। ଏହି ଶୁଳ୍କ ଆଜି ଠାରୁ ଘରୋଇ ଏବଂ ଆନ୍ତର୍ଜାତିୟ ଯାତ୍ରୀଙ୍କ ଠାରୁ ନିଆଯିବ। ଘରୋଇ ଏବଂ ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କ ଉପରେ ଏଏସଏଫ ଅଲଗା ଅଲଗା ହୋଇଥାଏ। କେତେ ଟଙ୍କା ମହଙ୍ଗା ହେଲା ବିମାନ…

ଶୋଇଥିବାବେଳେ ମହିଳାଙ୍କ ପାଟିରେ ପଶିଗଲା ୪ ଫୁଟର ଲମ୍ବା ସାପ, ତାପରେ କଣ ହେଲା ପଢନ୍ତୁ

ଏକ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି, ଯାହାକୁ ଶୁଣିଲା ପରେ ଆପଣଙ୍କ ହୋସ୍‌ ଉଡିଯିବ। ଋଷ ଦାଗସ୍ତାନ ଅଞ୍ଚଳର ଏକ ମାମଲା ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ମହିଳାଙ୍କ ବେକରୁ ଡାକ୍ତର ୪ ଫୁଟର ଲମ୍ବା ସାପକୁ ବାହାର କରିଛନ୍ତି। ମହିଳା ଜଣଙ୍କ…

ଯାଉଥିଲେ ପୋଲିସ ବାବୁ, ମଝି ରାସ୍ତାରେ ଜଗି ବସିଥିଲା ମଇଁଷି ! ପାଖକୁ ଆସିବା ପରେ ହେଲା ଏପରି

କେତେବେଳେ ଯେ କାହା ସହିତ କଣ ଘଟିବ ତାହା କେହି ବି ଜାଣିନାହାନ୍ତି। ମଣିଷର ଅଜାଣତରେ ତା ନିକଟକୁ ଅନେକ ବିପଦ ମାଡି ଆସିଥାଏ । ରାସ୍ତାରେ ଯାଉଥିବା ସମୟରେ ଟିକିଏ ବି ଅବହେଳା ଜୀବନକୁ ବିପଦରେ ପକାଇ ପାରେ। ଆମେ ଆଜି ଆପଣଙ୍କୁ ଏମିତି ଏକ ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହାକୁ ଦେଖିଲା ପରେ…