ସାତ ବର୍ଷର ଝିଅକୁ ବାପାକୁ ଦେଉନାହାନ୍ତି ଶ୍ବଶୁର ଘର ଲୋକେ, ଉପାୟଶୂନ୍ୟ ହୋଇ ଧାରଣାରେ ବାପା

ପିପିଲି : ଝିଅ ଯଦି ଦରକାର ୫୦ ଲକ୍ଷ ଟଙ୍କା ଭଲରେ ଭଲରେ ଦେଇଦେ । ନହେଲେ ଝିଅକୁ ପାଇବୁନି ପାଇବୁ ତାର ମୃତଦେହ । ତେଣୁ ଟଙ୍କା ଦେ ଝିଅକୁ ନେ । ଶ୍ବଶୁର ଘରୁ ଆସିଲା ଏମିତି ଧମକ, ଧମକ ପାଇବା ପରେ ଜ୍ୱାଇଁର ହଜିଗଲା ନିଦ । କେମିତି ଝିଅକୁ ଭଲରେ ଭଲରେ ଫେରିପାଇବ ସେଥିପାଇଁ ପ୍ରଶାସନର ସାହାରା…

ଫେସବୁକ ପୋଷ୍ଟରେ କମେଣ୍ଟ ଦେଇ ବହେ ଛେଚା ଖାଇଲେ ଯୁବକ

ବ୍ରହ୍ମପୁର : ପୋଲିସ ଗାଡିରୁ ଯୁବକକୁ ଭିଡିନେଲେ । ରାସ୍ତାରେ ମେଞ୍ଚାଏ ଲୋକ ଜମା ହୋଇ ଏକାକୀ ଯୁବକକୁ ନିର୍ଦ୍ଧୁମ ଛେଚିଲେ । ପୋଲିସ୍ ଚାହିଁଛି ହେଲେ ଡର ନାହିଁ କାହାକୁ । ପୋଲିସ ଉପସ୍ଥିତିରେ ହିଁ ଗାଡିରୁ ଯୁବକକୁ ଭିଡି ନେଇ ଆଖି ବନ୍ଦ ମାଡ ମାରିଲେ ଲୋକେ । ଅନେକ ଲୋକ ଜମା ହୋଇଛନ୍ତି…

ମଳକଣ୍ଟକ ରୋଗ ଭଲ କରିବାକୁ ଡାକ୍ତର ନେଉଥିଲେ ଟଙ୍କା, ହେଲେ ଧରାପଡି ଏବେ ହଟହଟା

ଅନୁଗୁଳ : ମଳକଣ୍ଟକ ରୋଗ ଚିକିତ୍ସା ପାଇଁ ଡାକ୍ତର ରୋଗୀଙ୍କ ଠାରୁ ନେଉଥିଲେ ଟଙ୍କା । ମଳକଣ୍ଟକ ରୋଗ ଭଲ କରିବାକୁ ହେଲେ ୮ ହଜାର ଟଙ୍କା ଦେବାକୁ ହେବ । ବିଚରା ଗରିବ ରୋଗୀ ବି ଧାର କରଜ କରି ଟଙ୍କା ଦେଲେ । ଏମିତି ଅନେକ ଗରିବ ରୋଗୀଙ୍କ ଠାରୁ ଲାଞ୍ଚ ଟଙ୍କା ମାଗୁଥିଲେ ଜଣେ ସରକାରୀ ଡାକ୍ତର ।…

ଠାକୁରଙ୍କ ପାଦୁକା ଭାବି AC ପାଣି ପିଇଗଲେ ଭକ୍ତ, ଦେଖନ୍ତୁ କେମିତି ଚରଣାମୃତ ଭାବି ପିଇଯାଉଛନ୍ତି

ଭାରତରେ ସମସ୍ତେ ନିଜ ନିଜ ଢ଼ଙ୍ଗରେ ଭଗବାନଙ୍କୁ ମାନନ୍ତି । ଭଗବାନଙ୍କୁ ମାନିବା ସହିତ ବିଶ୍ୱାସରେ ପ୍ରସାଦ ବି ସେବନ କରୁ। ହେଲେ କିଛି ଲୋକ ଭକ୍ତିରେ ଏତେ ବିଭୋର ଯେ ସେମାନେ କ’ଣ କରୁଛନ୍ତି ତାହା ମଧ୍ୟ ଜାଣିପାରନ୍ତି ନାହିଁ । କେତେକ ଲୋକ ତ ଏମିତି ଅନ୍ଧ ଭଳି ମାନନ୍ତି ଯେ ଅନ୍ଧବିଶ୍ୱାସକୁ…

ଡ୍ୟୁଟି ସାରି ଫେରିବା ପରେ ସବୁ ଶେଷ, ରହସ୍ୟରେ ଜେଲ୍ ୱାର୍ଡର ବିଜୟଙ୍କ ମୃତ୍ୟୁ

ପଟ୍ଟାମୁଣ୍ଡାଇ : କଣ ସତରେ ରଶ୍ମିରେଖାଙ୍କ ପାଇଁ ଚାଲିଗଲା ବିଜୟଙ୍କ ଜୀବନ? ବିଜୟଙ୍କ ମୃତୁ୍ୟର କାରଣ ପରକୀୟା ପ୍ରୀତି ନୁହେଁ ତ? ବିଜୟ ବିବାହିତ ଜାଣି ବି ରଶ୍ମିରେଖା କେମିତି ରହିଥିଲେ ସମ୍ପର୍କରେ?ଏସବୁ ପ୍ରଶ୍ନ ଏବେ ପରିବାର ଲୋକଙ୍କ ମନରେ ଉଙ୍କି ମାରୁଛି । କୁହାଯାଉଛି କେନ୍ଦାପଡା ବାରିମୂଳ…

ଛାତିରେ ମନମୋହନ ସାମଲଙ୍କ ଟାଟୁ ବନାଇଲେ ବ୍ୟକ୍ତି

ଚାନ୍ଦବାଲି : ପ୍ରିୟ ନେତା ପାଇଁ ଦେହରେ ୨୫ ହଜାରରୁ ଅଧିକ ଛୁଞ୍ଚି ଫୋଡିଲେ । ୪ ଘଣ୍ଟା ଧରି କଷ୍ଟ ପାଇଲେ, ତଥାପି ଖୁସି । କାହିଁକିନା ତାଙ୍କ ପ୍ରିୟ ନେତାକୁ ଛାତିରେ ସାଉଁଟିଛନ୍ତି ଏ ବ୍ୟକ୍ତି । ଯେମିତି ଚାହିଁଥିଲେ ପୂରା ଅବିକଳ ସେମିତି ହେଲା । ନିଜର ପ୍ରିୟନେତାକୁ ସବୁଦିନ ପାଇଁ ନିଜ…

ଭାରତୀୟ ରେଳର ବୁକିଂ ନିୟମରେ ପରିବର୍ତ୍ତନ, ଆଜିଠୁ ୬୦ ଦିନ ପୂର୍ବରୁ ବୁକିଙ୍ଗ୍

ନୂତନ ମାସ ଆରମ୍ଭ ହେବା ସହିତ ନିୟମରେ ବି ପରିବର୍ତ୍ତନ ହୋଇଛି । ଆଜିଠାରୁ ଭାରତୀୟ ରେଳର ନିୟମ ପରିବର୍ତ୍ତନ ହୋଇଛି । ହଁ ଆଜ୍ଞା ଆଜି ଠାରୁ ଅର୍ଥାତ୍ ୧ ନଭେମ୍ବର ଠାରୁ ରେଳ ଟିକେଟର ନୂଆ ଆଡଭାନ୍ସ ବୁକିଙ୍ଗ ନିୟମ ଲାଗୁ ହେଉଛି । ନୂଆ ନିୟମ ଅନୁସାରେ ବର୍ତ୍ତମାନ ୬୦ ଦିନ ବା ଦୁଇ ମାସ ପୂର୍ବରୁ…

ଜୀବନ ମରଣ ସହ ସଂଗ୍ରାମ କରୁଛି ସ୍ବାମୀ, ସ୍ତ୍ରୀ ଓ ଛୁଆ ୩ଟା ଏମିତି କାନ୍ଦୁଛନ୍ତି ଯେ ଦେଖିଲେ ଆପଣଙ୍କ ଆଖିରେ ଆସିବ ଲୁହ

ଜଳେଶ୍ବର : ଏ ସ୍ତ୍ରୀର କାନ୍ଦ ଦେଖି ହେଉନି କି ସହିହେଉନି । ଭୋ ଭୋ ହୋଇ ଏମିତି କାନ୍ଦୁଛି ଯେ ସାହି ପଡିଶା ଗାଁ ଲୋକଙ୍କ ଆଖିରେ ବି ଲୁହ । କେମିତି ବା ଏ ସ୍ତ୍ରୀ ସମ୍ଭାଳି ହୋଇ ରହିବ । ସ୍ବାମୀର ଏ ଅବସ୍ଥା କୋଉ ସ୍ତ୍ରୀ କଣ ଧୈର୍ଯ୍ୟ ଧରିପାରିବ । ସ୍ବାମୀ ରୋଜଗାର କରିବାକୁ ଯାଇ ଏମିତି ଭାବେ…

ପ୍ରେମ-ପରିଣୟ-ମତାନ୍ତର ଓ ହତ୍ୟା, ଜୋର ଜବରଦସ୍ତି ସ୍ତ୍ରୀକୁ ଆନେସ୍ଥେସିଆ ଦେଇ ମାରିଦେଲା ସ୍ବାମୀ

ଭୁବନେଶ୍ୱର : ରାଜଧାନୀ ଭରତପୁରରେ ଘଟିଛି ଅଭାବନୀୟ ଘଟଣା। ହତ୍ୟାକାରୀ ଆଉ କେହି ନୁହନ୍ତି ନିଜେ ସ୍ବାମୀ ପ୍ରଦ୍ୟୁମ୍ନ କୁମାର। ପ୍ରଦ୍ୟୁମ୍ନ ଜଣେ ଫାର୍ମସିଷ୍ଟ ଥିବା ବେଳେ ସ୍ତ୍ରୀ ଶୁଭଶ୍ରୀ ନାୟକ ମଧ୍ୟ ଫାର୍ମାସିଷ୍ଟ ଥିଲେ। ଉଭୟଙ୍କ ମଧ୍ୟରେ ପ୍ରେମ ଓ ପରେ ବିବାହ ହୋଇଥିଲା। ହେଲେ ପରେ ଉଭୟଙ୍କ…

ମହିଳା ଓ ଶିଶୁ ବିକାଶ ଅଫିସରେ ଗର୍ଭବତୀଙ୍କୁ ସିଡିପିଓଙ୍କ ନିର୍ଯାତନା, ଜନ୍ମ ପୂର୍ବରୁ ଆଖି ବୁଜିଲା ଛୁଆ

ପଟ୍ଟାମୁଣ୍ଡାଇ : ‘ସମସ୍ତେ ହସ୍ପିଟାଲରୁ ନିଜ ଛୁଆକୁ ଧରି ଫେରୁଥିଲେ, ହେଲେ ମୁଁ ଯେମିତି ଏକୁଟିଆ ଯାଇଥିଲି ସେମିତି ଏକୁଟିଆ ହିଁ ଫେରିଲି’’ କୋଳ ଭରିଯିବା ପୂର୍ବରୁ ହେଇଗଲା କୋଳଶୂନ୍ୟ । ଏମିତି ସବୁ ଭାବି ଭୋ ଭୋ ହୋଇ କାନ୍ଦିଲେ ମହିଳା । ଆଉ ଏ କାନ୍ଦ ତାଙ୍କର ସେହି ଗର୍ଭ ନଷ୍ଟ ହେଇଯାଇଥିବା…

ନାକେଦମ୍ କଲାଣି ପାଗଳା କୁକୁର, ଘରୁ ବାହାରିବା ମାତ୍ରକେ କାମୁଡୁଛି ଭୟରେ ଘରୁ ବାହାରୁନାହାନ୍ତି ଗାଁ ଲୋକ

ସାଲେପୁର : ଠେଙ୍ଗା ବାଡି ଧରି ଜଣେ ପରେ ଜଣେ ଧାଡି ବାନ୍ଧି ଚାଲିଛନ୍ତି । ଯୁଆଡେ ଯାଉଛନ୍ତି ଏକାଠି ଯାଉଛନ୍ତି । ନହେଲେ କାମୁଡିଦେବ କୁକୁର । ଏକାକି ପାଇଲେ ଗାଉଁ କି କାମୁଡିଦେଉଛି । ଛୋଟ ଛୁଆ ବୁଢ଼ା ଭେଣ୍ଡିଆ ସ୍ତ୍ରୀ ଲୋକ ଝିଅ କାହାକୁ ଛାଡୁନି, ସମସ୍ତଙ୍କୁ କାମୁଡି ଝୁଣି ପକାଉଛି କୁକୁର ।…

୩୧ ନା ୧, କେବେ ପଡୁଛି ଦୀପାବଳି? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଚଳିତ ବର୍ଷ ପୁଣି ଥରେ କାଳୀ ପୂଜା ଓ ଦୀପାବଳୀ ଅମାବାସ୍ୟା ପାଳନକୁ ନେଇ ଦ୍ବନ୍ଦ୍ବ ଦେଖାଯାଇଛି । କାହିଁକିନା ସାଧାରଣଃ ଗୋଟିଏ ଦିନରେ ହିଁ କାଳୀପୂଜା ଏବଂ ପୟାଶ୍ରାଦ୍ଧ ପାଳନ କରାଯାଏ । ହେଲେ ଚଳିତ ବର୍ଷ ଓଡିଶାରେ ଅକ୍ଟୋବର ୩୧ ତାରିଖ ଦିନ ରାତିରେ ଶ୍ୟାମାକାଳୀ ପୂଜା ଓ ନଭେମ୍ବର ୧ ତାରିଖ…