ଟାଟା ମୋଟର୍ସ କାର ଉପରେ ଜବରଦସ୍ତ ଅଫର ! କେବଳ ଆଜି ହିଁ ମିଳୁଛି ଏହି କାର ଉପରେ ୬୦ ହଜାର ଟଙ୍କାର ବମ୍ପର ଡିସକାଉଣ୍ଟ

କରୋନା ଭାଇରସ କାରଣରୁ ସୃଷ୍ଟି ହୋଇଥିବା ଆର୍ଥିକ ସଂକଟ କାରଣରୁ ଆର୍ଥିକ ଗତିବିଧି ବହୁତ ସମୟ ଧରି ଯେମିତି ଠପ୍‌ ହୋଇଗଲାଣି। ଏହାର ବଡ ପ୍ରଭାବ ଅଟୋ ସେକ୍ଟର ଉପରେ ମଧ୍ୟ ପଡିଛି। କାର କମ୍ପାନୀ ଏବେ ପର୍ଯ୍ୟନ୍ତ ନିଜର ପୁରୁଣା ଷ୍ଟକ କ୍ଲିୟର କରିପାରିନାହାନ୍ତି। ଏପ୍ରିଲରେ କାର ବିକ୍ରି ଏକଦମ୍‌…

ତୈଳଦର ବୃଦ୍ଧି ପ୍ରତିବାଦରେ ବାମପନ୍ଥୀ ଦଳର ବିକ୍ଷୋଭ

ଭୁବନେଶ୍ୱର : ଦେଶରେ ଗତ ତିନି ସପ୍ତାହ ଧରି ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡିକର ଅହେତୁକ ଦର ବୃଦ୍ଧି ଘଟୁଛି । ଏହି ଆକାଶ ଛୁଆଁ ଦର ବୃଦ୍ଧି ଯୋଗୁଁ ସିଧାସଳଖ ସାଧାରଣ, ଗରିବ ଓ ଖଟିଖିଆ ଲୋକେ ପ୍ରଭାବିତ ହେଉଛନ୍ତି । ଫଳରେ ଲୋକମାନଙ୍କୁ ସେମାନଙ୍କର ଅତ୍ୟାବଶ୍ୟକ ସାମଗ୍ରୀ ଚଢା…

ବାଏ ବାଏ ଡାଡି ଡାକ୍ତର ମୋ ଭେଣ୍ଟିଲେଟର କାଢ଼ି ଦେଇଛନ୍ତି ମୁଁ ଆଉ ବଞ୍ଚିବିନି ! ମରିବା ପୂର୍ବରୁ କରୋନା ରୋଗୀଙ୍କ ସେଲଫି…

‘ମୋତେ ନିଶ୍ୱାସ ନେବାରେ କଷ୍ଟ ହେଉଛି। ଡାକ୍ତର ମୋର ଭେଣ୍ଟିଲେଟର କାଢ଼ି ଦେଇଛନ୍ତି। ତିନି ଘଣ୍ଟା ହେବ ମୋତେ ନିଶ୍ୱାସ ନେବାରେ ବହୁତ କଷ୍ଟ ହେଉଛି। ମୁଁ ତାଙ୍କୁ କହିଲି ନିଶ୍ୱାସ ନେବାରେ କଷ୍ଟ ହେଉଛି ହେଲେ ମୋ କଥା କେହି ଶୁଣୁନାହାନ୍ତି। ମୋତେ ଲାଗୁଛି ମୋର ହୃଦ ସ୍ପନ୍ଦନ ବନ୍ଦ ହୋଇଯାଉଛି।…

ଲକଡାଉନରେ ଯଦି ଅର୍ଥାଭାବ ରହିଛି, ତେବେ ଏହି ୧୦ ଉପାୟ ଦ୍ୱାରା ହେବ ଆପଣଙ୍କ ଉପରେ ହେବ ଧନ ବର୍ଷା

ଧନ କମାଇବା ପାଇଁ ଅନେକ ଉପାୟ ପ୍ରଚଳିତ ରହିଛି। ସମସ୍ତେ ଚାହାନ୍ତି କୌଣସି ଏକ ଭଲ ଏବଂ ସହଜ ଉପାୟ ମିଳିଯାନ୍ତା ଯାହାଦ୍ୱାରା ଧନ ଉପାର୍ଜନ କରାଯାଇପାରିବ। ତେବେ ଆଜି ଆମେ ଆପଣଙ୍କୁ ୧୦ଟି ଏକଦମ୍‌ ସରଳ ଉପାୟ ଜଣାଇବୁ ଏବଂ ଆପଣ ଏଥିରୁ କୌଣସି ଗୋଟିଏକୁ ଆପଣେଇ ପାରିବେ। କିନ୍ତୁ ଆପଣଙ୍କୁ କେବଳ…

ଆପଣ ତରଭୁଜ ଚୋପା ଫୋପାଡି ଦେଉଛନ୍ତି କି, ତାହେଲେ ଏମିତି ବନାନ୍ତୁ ସ୍ୱାଦିଷ୍ଟ ଚଟଣୀ

ଗରମରେ ସବୁଠାରୁ ଅଧିକ ପୁଷ୍ଟିକର ଫଳ ହେଉଛି ତରଭୁଜ। ଯାହା ଶରୀରର ପାଣିର ଅଭାବକୁ ଦୂର କରେ। ଏହାର ସ୍ୱାଦ ସମସ୍ତଙ୍କୁ ପସନ୍ଦ ଆସିଥାଏ। କିନ୍ତୁ କଣ ଆପଣ କେବେ ତରଭୁଜ ହାଲୁଆ ଖାଇଛନ୍ତି। ଆହୁରି ଖାସ୍‌ କଥା ହେଉଛି ଯେଉଁ ତରଭୁଜ ଚୋପାକୁ ଆପଣ ଫୋପାଡି ଦେଉଛନ୍ତି ସେଥିରେ ଆପଣ ତରଭୁଜ ହାଲୁଆ ବନାଇ…

ଇ-ପାସ ମାଗିବାରୁ ପୂର୍ବତନ ସାଂସଦଙ୍କ ଅଂହକାରରେ ଆଞ୍ଚ ଆସିଗଲା, ପୋଲିସକୁ ଲାତ ମାରି କଲେ ଆକ୍ରମଣ !

ଦେଶରେ କରୋନା ମହାମାରୀ କାରଣରୁ ସୁରକ୍ଷା ବ୍ୟବସ୍ଥା ଏକଦମ୍‌ କଡାକଡି ହୋଇଯାଇଛି। ଏହି ସମୟରେ ତାମିଲନାଡୁର ପୂର୍ବ ସାଂସଦଙ୍କ ଦ୍ୱାରା ଜଣେ ପୋଲିସକର୍ମୀଙ୍କୁ ମାଡପିଟ କରିବାର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ତେବେ ଏହି ପୂରା ଘଟଣା ଇ-ପାସ…

ମାନିବାକୁ ପଡିବ ବ୍ୟକ୍ତିଙ୍କୁ, ଗୁଳି ଖାଇବା ପରେ ମଧ୍ୟ ରକ୍ତ ଜୁଡୁବୁଡ ଅବସ୍ଥାରେ ଷ୍ଟ୍ରେଚର ଉପରେ ଶୋଇ ବିଡି ଟାଣିଲେ…

ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ଆଶ୍ଚଯ୍ୟର୍ ହୋଇଯିବେ। ଏପରି କହିବାର କାରଣ ହେଉଛି ଏହି ଭିଡିଓ ଏମିତି ସେମିତି ଭିଡିଓ ନୁହେଁ ଯିଏ ବି ଦେଖିବେ ସେ ଆଚମ୍ବିତ ହେବେ। ଭିଡିଓରେ ଆପଣ ଦେଖୁପାରୁଥିବେ ଯେ ଜଣେ ବ୍ୟକ୍ତିଙ୍କୁ ଗୁଳି ମାଡ ହେବା ପରେ…

ରାଜ୍ୟବାସୀଙ୍କୁ ମିଳିଲା ଆଶ୍ବସ୍ତି, ଓଡ଼ିଶାରେ ପହଁଚିଲା ପ୍ରଥମ କରୋନା ମେଡିସିନ୍‌

କରୋନା ଭୟରୁ ମିଳିଲା ମୁକ୍ତି । ଓଡ଼ିଶାରେ ପହଞ୍ଚିଲା କୋଭିଡ୍‌-୧୯ ମେଡିସିନ୍ । କରୋନା ମୁକାବିଲା ପାଇଁ ଓଡ଼ିଶା ଅଣାଯାଇଛି ରେମଡିସିଭିର ନାମକ ମେଡିସିନ । ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଏହି ମଡିସିନ୍ ଆବଶ୍ୟକ ମୁତାବକ ମହଜୁଦ ରହିଥିବା ନେଇ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା…

ମର୍ଣ୍ଣିଂ ଓ୍ଵାକ କରିବାକୁ ଯାଇ ହାର୍ଲି ଡେଭିଡସନ ବାଇକ ଉପରେ ବସିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ବୋବଡେ, ଫଟୋ…

ଭାରତ ସର୍ବୋଚ୍ଚ ନ୍ୟାୟାଳୟ ବା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେଙ୍କର ଏକ ବହୁତ ସୁନ୍ଦର ଫଟୋ ଭାଇରାଲ ହେଉଛି। ରବିବାର ବୋବଡେ ହାର୍ଲେ ଡେବିଡସନ ବାଇକ ଉପରେ ବସିଥିବା ନଜର ଆସିଛନ୍ତି। ବାଇକ ଉପରେ ବସିଥିବା ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ…

ମହେଶ ଭଟ୍ଟଙ୍କ ଅଫିସ କର୍ମଚାରୀଙ୍କ ବଡ ଖୁଲାସା, ସୁଶାନ୍ତଙ୍କୁ ନେଇ ମହେଶଙ୍କ ସହିତ ଏମିତି କଥା ହୁଅନ୍ତି ରିୟା…

ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ପରେ ତାଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରକାର ପ୍ରଶ୍ନ ଉଠୁଛି। ତେବେ ସୁଶାନ୍ତଙ୍କ ନିଧନ ପରେ ରିୟା ଚକ୍ରବର୍ତ୍ତୀ ଏବଂ ମହେଶ ଭଟ୍ଟଙ୍କ ଅନେକ ଫଟୋ ସୋସିଆଲ ମିଡିଆରେ ଏକଦମ୍‌ ଛାଇ ଯାଇଛି। ସେପଟେ ମୁକେଶ ଭଟ୍ଟ ଏହା କହି ସମସ୍ତଙ୍କୁ ଚମକାଇ ଦେଇଛନ୍ତି ଯେ ସେ କିଛି…

ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ମେଷ : ଜରୁରୀ କାମ ସମାପ୍ତ ପାଇଁ ଉତ୍ସାହିତ ହେବେ। ସତର୍କତାର ସହ ଅନ୍ୟମାନଙ୍କ ସହ କଥା ହୁଅନ୍ତୁ। ଚାକିରି ପରିବର୍ତ୍ତନ ପାଇଁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ବୃଷ : ପରିବାର ସହଯୋଗରେ ସମସ୍ୟାର ସମାଧାନ ହେବ। କାମ ପାଇଁ ଅଫିସରେ ପ୍ରଶ˚ସା ମିଳିବ। ଅଧିକାରୀ ଖୁସି ରହି‌େବ।…

ପୁଅ ବାହାଘରରେ ୫୦ରୁ ଅଧିକ ଲୋକଙ୍କୁ ନିମନ୍ତ୍ରଣ କରି ହଟହଟା ହେଲେ ବାପା, ୬ ଲକ୍ଷ ଦେବାକୁ ନୋଟିସ ଜାରି କଲେ ସରକାର

ଦେଶରେ କରୋନା ମହାମାରୀ ପ୍ରକୋପ ଭିତରେ ରାଜସ୍ଥାନରେ ଦାୟିତ୍ୱହୀନତାର ନଗ୍ନ ଚିତ୍ର ସାମ୍ନାକୁ ଆସିଛି। ଯାହାଦ୍ୱାରା ଅନେକ ଲୋକଙ୍କ ଜୀବନ ଏବେ ବାଜି ଲାଗିଛି। ରାଜସ୍ଥାନର ଭିଲଓ୍ଵାଡାରେ ଜଣେ ବ୍ୟକ୍ତି ନିଜ ପୁଅ ବାହାଘରକୁ ଅଢ଼େଇ ଶହ ଲୋକଙ୍କୁ ନିମନ୍ତ୍ରଣ କରିବା ମହଙ୍ଗା ପଡିଛି। କେବଳ ସେ ହଟହଟା…