ଏହି ୫ କାରଣ ପାଇଁ ଭାରତର ନିର୍ବାଚନ ଉପରେ ସାରା ଦୁନିଆର ନଜର
ଭାରତରେ ଅପ୍ରିଲରୁ ମଇ ମାସ ମଝିରେ ୧୭ତମ ଲୋକସଭା ନିର୍ବାଚନ ହେବ। ଦୁନିଆ ସାରା ସମସ୍ତଙ୍କ ନଜର ଏହି ନିର୍ବାଚନ ଉପରେ ରହିଛି। ଏହାର ଅନେକ କାରଣ ରହିଛି। ଏଥର ଲୋକସଭା ନିର୍ବାଚନରେ ୯୦ କୋଟି ମତଦାତା ମତଦାନ ଦେବେ। ଭାରତରେ ୧୧ ଅପ୍ରିଲରୁ ୧୯ ମଇ ମଧ୍ୟରେ ନିର୍ବାଚନ ହେବ। ୨୩ ମଇରେ ନିର୍ବାଚନର…