କେଶ ଝଡୁଥିବାରୁ ଅଛନ୍ତି କି ଚିନ୍ତିତ! ତାହେଲେ ଲଗାନ୍ତୁ ମେଥି ହେୟାର ମାସ୍କ

ପ୍ରଦୂଷଶ ଏବଂ ବଦଳୁଥିବା ଜୀବନଶୈଳୀ କାରଣରୁ କେଶରେ ଖରାପ ପ୍ରଭାବ ପକାଇଥାଏ । ଯଦି କେଶର ଚିକିତ୍ସା ନ କରନ୍ତି ତାହେଲେ ବହୁତ ସମସ୍ଯା ସ୍ରୁଷ୍ଟି ହୋଇପାରେ ଯଥା-କେଶ ଝଡିବା,ଡେନଡ୍ରଫ,ସୁଷ୍କ କେଶ  ଆଦି । କିନ୍ତୁ ଏହାଠାରୁ ଦୁରେଇ ରହିବା ପାଇଁ ଜରୁରୀ ନୁହେଁ ଯେ ଆପଣ ଦାମୀ ପ୍ରଡକସନ ବ୍ଯବହାର…

୬୫ ସେକେଣ୍ଡରେ ଜିରୋରୁ ହିରୋ ହେଲେ ଶାହରୁଖ ଖାନ,ଜାଣନ୍ତୁ କିପରି !

ବଲିଉଡର ବାଦଶାହ ଶାହରୁଖ ଖାନଙ୍କ ବହୁଚର୍ଚିତ ଫିଲ୍ମ ’ଜିରୋ’କୁ ତାଙ୍କ ଫ୍ୟାନ ଏବଂ ସିନେପ୍ରେମୀମାନେ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି । ଏହି ଉତ୍କଣ୍ଠାରୁ ଜଣାପଡୁଛି ଯେ ସିନେଦର୍ଶକ ଶାହରୁଖଙ୍କ ଅଭିନୀତ ଫିଲ୍ମ ’ଜିରୋ’ର ପ୍ରଥମ ଟୀଜର ରିଲିଜ ହେବାକ୍ଷଣି ମାତ୍ର କିଛି ମିନିଟରେ ସୋସିଆଲ…

ରାଷ୍ଟ୍ରପତିଙ୍କ କାରରେ ନଥାଏ ନମ୍ବରପ୍ଲେଟ ! ଜାଣନ୍ତୁ ଏହି କୌତୁହଳ ପ୍ରଶ୍ନର ଉତ୍ତର

ଭାରତରେ ଆପଣଙ୍କୁ ପ୍ରତ୍ଯେକ କାରରେ ନମ୍ବର ପ୍ଲେଟ ଦେଖାଯାଏ,ସାମାନ୍ଯ କେତେକ ଗାଡିକୁ ଛାଡିଦେଲେ । ଭାରତ ସରକାର ଏଥିପାଇଁ ମାନ୍ଯତା ଦେଇଛନ୍ତି । କଣ ଆପଣ ଜାଣନ୍ତି ଏହି କାର କେଉଁ ଲୋକଙ୍କ ପାଖରେ ଅଛି ? ତାହେଲେ ଆସନ୍ତୁ ଜାଣିବା ଏହି କୌତୁହଳ ପ୍ରଶ୍ନର ଉତ୍ତର । ଆପଣଙ୍କ ସୂଚନା ପାଇଁ ଆମେ…

ଜମ୍ମୁ କଶ୍ମୀରରେ ପୁଣି ଏନ୍‌କାଉଣ୍ଟର : ସୁରକ୍ଷାବାହିନୀ ଗୁଳିରେ ଟଳିଲେ ୨ ଆତଙ୍କୀ,ଜଣେ ସେନା କମର୍ଚାରୀ ସହିଦ

 ଶୀ୍ରନଗର : ଜମ୍ମୁ କାଶ୍ମୀରରେ ପୁଣି ଏନ୍‌କାଉଣ୍ଟର । ବାନ୍ଦିପୋରା ଜିଲ୍ଲାରେ ସେନା ଗୁଳିରେ ଟଳିଲେ ୨ ଆତଙ୍କବାଦୀ । ଗୁଳି ବିନିମୟରେ ଜଣେ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି । ବାନ୍ଦିପୋରା ପନାର୍‌ ଜିଲ୍ଲା ଜଙ୍ଗଲରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ଜଏଣ୍ଟ ଅପେରସନ୍‌ ଆରମ୍ଭ ହୋଇଥିଲା ।…

ଆଜିଠୁ ଫିଫା ବିଶ୍ବ କପ୍ : ପ୍ରଥମ ମ୍ୟାଚରେ ରୁଷିଆ-ସାଉଦି ଆରବ ମୁକାବିଲା

ନୂଆଦିଲ୍ଲୀ : ଆଉ କେଇ ଘଣ୍ଟାର ଅେପକ୍ଷା । ରୁଷରୁ ସାରା ବିଶ୍ୱ ଦେଖିବ ଫୁଲବଲ୍‌ ମହାକୁମ୍ଭ । ଆଜିଠୁ ଆରମ୍ଭ ହେଉଛି ବହୁ ପ୍ରତୀକ୍ଷିତ ଫିଫା ଓ୍ଵାଲ୍ଡର୍କପ୍‌ । ରୁଷିଆରେ ପ୍ରଥମଥର ଆୟୋଜିତ ହେଉଥିବା ବିଶ୍ୱର ଲୋକପ୍ରିୟ ଟୁର୍ଣ୍ଣାମେଣ୍ଟକୁ ନେଇ ଚାରିଆଡେ ଫୁଟବଲ୍‌ ଫିଭ୍‌ର । ଶକ୍ତି ପ୍ରଦଶର୍ନ…

ଆମ୍ବର ଔଷଧୀୟ ଗୁଣ : ସୁନ୍ଦର ତ୍ବଚା ଏବଂ କେଶ ପାଇଁ କରନ୍ତୁ ବ୍ଯବହାର

ଆମ୍ବରେ ପ୍ରଚୁର ପରିମାଣରେ ଫାଇବର ଓ ଭିଟାମିନ ଥାଏ । ଗରମ ଆରମ୍ଭରୁ ହିଁ ବଜାରକୁ ବିଭିନ୍ନ ଭେରାଇଟର ଆମ୍ବ ପହଁଚିସାରିଲାଣି । କିଏ ଏହାକୁ ସେକ୍ କରୁଛନ୍ତି ତ ଆଉ କିଏ ସାଲାଡରେ ବ୍ଯବହାର କରୁଛନ୍ତି । ଏହାଛଡା ଆମ୍ବର ବ୍ଯବହାର କେଶ ଏବଂ ତ୍ବଚା ପାଇଁ ମଧ୍ୟ କରାଯାଇଥାଏ । କେଶର କଣ୍ଡିସନିଂ ହେଉ…

ଗୋଟିଏ ଛୋଟ ଭୁଲ୍ ଯୋଗୁଁ ହ୍ଯାକ୍ ହୋଇପାରେ ଆପଣଙ୍କ ସ୍ମାର୍ଟଫୋନ୍ : ଏମିତି ରଖନ୍ତୁ ସୁରକ୍ଷିତ

ସ୍ମାର୍ଟଫୋନ ଏବଂ ଇଣ୍ଟରନେଟରେ ବଢ଼ୁଥିବା ବ୍ଯବହାର କାରଣରୁ ଆଜିକାଲି ଫୋନ ହ୍ଯାକ ହେବାର ଦେଖିବାକୁ ମିଳୁଛି । ଲୋକମାନେ  ସ୍ମାର୍ଟଫୋନର ବ୍ଯବହାର କେବଳ କଥାହେବା ପାଇଁ କିମ୍ବା ସୋସିଆଲ ମିଡିଆରେ ଚାଟ୍ କରିବା ପାଇଁ ବ୍ଯବହାର କରୁନାହାନ୍ତି । ଆଜିକାଲି ସ୍ମାର୍ଟଫୋନ ଲୋକମାନଙ୍କର ଜରୁରୀ କାମରେ…

ଯେବେ ଗୁଲସନ୍ ଗ୍ରୋଭରଙ୍କ ସହ ରିଷି କପୁରଙ୍କ ପିଟିବାକୁ ବାହାରିଥିଲେ ସଞ୍ଜୟ ଦତ୍ତ ! ଜାଣନ୍ତୁ କଣ ହେଲା ତାପରେ . .

ବଲିଉଡ କଳାକାର ନାକେବଳ ରିଲ୍ ଲାଇଫରେ ବରଂ ରିୟଲ ଲାଇଫରେ ମଧ୍ୟ ଅଭିନୟ କରିଥାନ୍ତି । ସମସ୍ତଙ୍କ ସାମ୍ନାରେ ଏମିତି ଦର୍ଶାନ୍ତି ଯେମିତି ସେମାନଙ୍କ କୋଷ୍ଟାର୍ ମାନଙ୍କ ସହ ଭଲ ସଂପର୍କ ରହିଛି । କିନ୍ତୁ ପ୍ରକ୍‌ତରେ ସେମିତି ନଥାଏ । କାରଣ ଯଦି କଳାକାରମାନେ ସାମ୍ନାସାମ୍ନି ହେଇଯାନ୍ତି ତେବେ ଏହି…

କାମ ଆରମ୍ଭ କର ନଚେତ୍ ବିବାହ କର ! ଏକତା କପୁରଙ୍କୁ ଜିତେନ୍ଦ୍ରଙ୍କ ଚେତାବନୀ

ଟିଭି ସାମ୍ରାଜ୍ଯର ମଲ୍ଲିକା ଏକତା କପୁର । ଟିଭି ଇଣ୍ଡଷ୍ଟ୍ରୀର ସେ ବହୁ କଳାକାରଙ୍କ ଜୀବନ ଗଢ଼ିଛନ୍ତି । ବହୁତ ଭଲ ବିଜିନେସ ମ୍ଯାନ ସାଙ୍ଗକୁ ଜଣେ ଭଲ ରଣନିତିକାର ମଧ୍ୟ ଏକତା । ସେ ଟିଭିର ଫ୍ଯାମିଲି ଡ୍ରାମା ସହିତ ନିଜର ଚିନ୍ତାଧାରାକୁ ଟିଭି ମାଧ୍ୟମରେ ସମସ୍ତଙ୍କୁ ଅବଗତ କରାନ୍ତି ।ଏକତାଙ୍କୁ…

ଘରକୁ ଆସୁଥବା ଅତିଥିଙ୍କୁ ଚିହ୍ନିପାରିବ ଗୁଗଲର ଏହି ନୂଆ ଟେକନିକ୍ !

ବର୍ତ୍ତମାନ ସୁଦ୍ଧା ଗୁଗଲରେ ଆମେ ଦୁନିଆସାରା ସବୁ ତଥ୍ଯ ଜାଣିପାରୁଥିଲେ,କିନ୍ତୁ ଆପଣଙ୍କ ଘରକୁ କିଏ ଆସିଛନ୍ତି ତାହାର ସୂଚନା ଗୁଗଲ ଦ୍ବାରା ଆମକୁ ମିଳି ପାରୁ ନ ଥିଲା । ବର୍ତ୍ତମାନ ଗୁଗଲ ଏକ ନୂଆ ଟେକନିକ ବାଲା ଡୋର ବେଲ ଆଣିଛି । ଯାହାର ନାମ ’ନେଷ୍ଟବେଲ’ ରହିଛି । ଏହା ଆପଣଙ୍କ ଘରକୁ…