ଗାର୍ଲଫ୍ରେଣ୍ଡକୁ ପ୍ରପୋଜ କରିବା ପାଇଁ କରିଥିଲେ ରୋମାଣ୍ଟିକ ପ୍ଲାନ କିନ୍ତୁ ପ୍ରେମିକା ପହଞ୍ଚିବା ବେଳକୁ ଜଳି ସାରିଥିଲା…

"ପ୍ୟାର କେଲିଏ କୁଛ ଭି କରେଗା" ଏକଥା ତ ଆପଣ ଶୁଣିଥିବେ ନିଶ୍ଚୟ । କିନ୍ତୁ ପ୍ରେମ ପାଇଁ ଘର ଜଳିଗଲା ଏମିତି କଥା ଆପଣ କେବେ ଶୁଣିନଥିବେ । ଆଜ୍ଞା ହଁ ଠିକ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଇଂଲଣ୍ଡର ଶେଫିଲଡରେ । ଏଠାରେ ପ୍ରେମ ପାଇଁ ଜଳିଯାଇଛି ଘର । ଏହା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ…

କୁକୁଡ଼ା ଚିଆଁକୁ ଏକ ଭିନ୍ନ ଉପାୟରେ ଚୋରି କରିନେଲେ ଏହି ତିନି ପିଲା, ଦେଖନ୍ତୁ ଭିଡିଓ

ପିଲାଦିନ ବହୁତ ସୁନ୍ଦର ହୋଇଥାଏ ଆଓ ଛୋଟ ପିଲାଙ୍କ ବୁଦ୍ଧି ମଧ୍ୟ । ବଡରୁ ବଡ ଭୁଲ କରିଦେଲେ ମଧ୍ୟ ଯଦି ସେ ଜଣେ ଛୋଟ ପିଲା ହୋଇଥାଏ ତାହେଲେ ଏହା ବି ଆମକୁ କ୍ୟୁଟ ଲାଗିଥାଏ । ଠିକ ଯେପରି ଏଇ ପିଲାମାନଙ୍କୁ ଦେଖନ୍ତୁ । କ୍ୟୁଟ କ୍ୟୁଟ ଛୋଟ ତିନି ଛୁଆ କରିଛନ୍ତି କିଛି ଏପରି କାମ ଯାହା ଦେଖିଲେ…

ଶିକାର ପାଇଁ ଏଭଳି ଦୁଃସାହସିକ କାର୍ଯ୍ୟ କରିପାରେ ବାଘ, ଥରେ ଦେଖନ୍ତୁ ଏହି ଛାତିଥରା ଭିଡିଓ

ଆପଣ କେବେ ପାହାଡ଼ରୁ ଖସି ପଡିଛନ୍ତି କି ? ବର୍ତ୍ତମାନ ଆପଣ ଭାବୁଥିବେ ଯେ ଇଏ କି ଅଜବ ପ୍ରଶ୍ନ ..କିନ୍ତୁ ଯିଏ ପାହାଡ଼ରୁ ଖସିଥିବେ ସେମାନେ ହିଁ ଜାଣିଥିବେ ତାର କଷ୍ଟ । ପାହାଡ଼ରୁ ଖସିଲା ପରେ କାହାର ଜୀବନ ରହିବ କି ନାହିଁ ତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇପାରେ । କାରଣ ଏକ ବିରାଟ…

ଗୋଟେ ଛୋଟ ଭୁଲ ନିଷ୍ପତ୍ତି ଧ୍ୱଂସ କରିଦେଲା ବେରୁତ ସହର, ଜାଣନ୍ତୁ କାହିଁକି ଘଟିଲା ଏତେବଡ଼ ଭୟଙ୍କର ବିସ୍ଫୋରଣ ?

ଲେବାନନର ରାଜଧାନୀ ବେରୁତରେ ଗତକାଲି ସନ୍ଧ୍ୟାରେ ଘଟିଗଲା ପ୍ରଳୟ ଲୀଳା । ଘଟିଲା ଭୟଙ୍କର ବିସ୍ଫୋରଣ । ଦୋହଲିଗଲା ସାରା ସହର । ଅଚାନକ ହୋଇଥିବା ଏହି ପ୍ରଚଣ୍ଡ ବିସ୍ଫୋରଣ ପ୍ରାୟ ୧୦ ରୁ ୨୦କିଲୋମିଟର ପର୍ଯ୍ୟନ୍ତ ସବୁକିଛି ଧ୍ୱଂସ କରି ଦେଇଛି । ଏଥିରେ ଶତାଧିକ ଲୋକ ମୃତ୍ୟୁବରଣ କରିଥିବା ବେଳେ…

କୋଭିଡ ଯୋଦ୍ଧାଙ୍କ ବଳିଦାନ ପାଇଁ ଆସନ୍ତାକାଲି ସଂଧ୍ୟା ୬ଟାରେ ୧ ମିନିଟ୍‌ ନିରବ ପ୍ରାର୍ଥନା କରିବାକୁ ରାଜ୍ୟବାସୀଙ୍କୁ…

କେନ୍ୟୁଜ (ବ୍ୟୁରୋ): କୋଭିଡ୍‌ ଯୁଦ୍ଧରେ ଅନେକ ବଳିଦାନ ଦେଇଛନ୍ତି । ସେମାନଙ୍କ ତ୍ୟାଗକୁ ସ୍ମରଣ କରିବା ସହ ସମ୍ମାନ ଜଣାଇବାକୁ ୧ ମିନିଟର ନିରବ ପ୍ରାର୍ଥନା ପାଇଁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। କାଲି ସଂଧ୍ୟା ଛଅଟାରେ ଏହି ନିରବ ପ୍ରାର୍ଥନା ସଭାରେ ଯୋଗ ଦେବା ପାଇଁ…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କରୋନା, ନିଜେ ଟ୍ଵିଟ କରି ଦେଲେ ସୂଚନା

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କରୋନା । ଏନେଇ ନିଜେ ଟ୍ଵିଟ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ସୂଚନା ଦେଇଛନ୍ତି । ଟ୍ୱିଟ କରି କହିଛନ୍ତି, ‘ଲକ୍ଷଣ ଦେଖାଯିବାରୁ ସେ ପରୀକ୍ଷା କରିଥିଲେ । ରିପୋର୍ଟ ପଜିଟିଭ୍‌ ଆସିଛି । ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏବେ…

ରାଜ୍ୟରେ ଆଜି ସର୍ବାଧିକ ରେକର୍ଡ ସଂଖ୍ୟାକ ୧୪୦୯ କରୋନା ରୋଗୀ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ): ଖୁସି ଖବର ଦେଲା ସ୍ବାସ୍ଥ୍ୟ ବିଭାଗ । ରାଜ୍ୟରେ ଆଜି ରେକର୍ଡ ସଂଖ୍ୟାକ ୧୪୦୯ ଜଣ କରୋନା ରୋଗୀ ସୁସ୍ଥ ହୋଇଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥ ମାନଙ୍କ ମଧ୍ୟରେ ଅଛନ୍ତି ଗଂଜାମରୁ ୨୫୮ ଜଣ, ଖୋର୍ଦ୍ଧାରୁ ୨୧୮ ଜଣ, ରାୟଗଡ଼ାରୁ ୧୨୮ ଜଣ,…

ମାସ୍କ ନଥିଲେ ମାଲଗୋଦାମରେ ମିଳିବନି ମାଲ୍‌ ନିଷ୍ପତ୍ତି ନେଲେ ମାଲଗୋଦାମ ବ୍ୟବସାୟୀ ସଂଘ

କେନ୍ୟୁଜ (ବ୍ୟୁରୋ): ମାସ୍କ ନଥିଲେ ମାଲଗୋଦାମରେ ମିଳିବନି ମାଲ୍‌। ମାଲଗୋଦାମ ବ୍ୟବସାୟୀ ସଂଘ ନେଇଛି ଏଭଳି ନିଷ୍ପତ୍ତି। ମାଲଗୋଦାମ ବେହେରା ସାହି ଓ ତେଲୁଗୁ ବସ୍ତିରେ ଶତାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମାଲଗୋଦାମର ବ୍ୟବସାୟ ତିନିଟି ପର୍ଯ୍ୟାୟରେ କରିବା ପାଇଁ ନିଷ୍ପତ୍ତି…

MKCG କାଜୁଆଲଟିରେ ଅକ୍ସିଜେନ ଅଭାବରୁ ଦୁଇ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

କେନ୍ୟୁଜ (ବ୍ୟୁରୋ): ଅକ୍ସିଜେନ ଅଭାବରେ MKCG ମେଡିକାଲ କଲେଜ କାଜୁଆଲଟିରେ ଦୁଇ ରୋଗୀଙ୍କର ମୃତ୍ୟୁ ହୋଇଥିବା ନେଇ ଭିଡିଓ ଭାଇରାଲ କରିଛନ୍ତି ଜିଲ୍ଲା ପରିଷଦ ସଦସ୍ୟ ଏଲ୍‌. ମୋହନ ଦାସ । ଗତ ଦୁଇ ତାରିଖ ଦିନ ତାଙ୍କର ଜଣେ ବନ୍ଧଙ୍କୁ ଚିକିତ୍ସା ପାଇଁ ବଡ଼ ମେଡିକାଲ ଆଣିଥିଲେ । ହେଲେ ଅକ୍ସିଜେନ…

ବୁର୍ଲା ଭିମସାରରେ ୯ ଜଣ ଡାକ୍ତର ଓ ଜଣେ କର୍ମଚାରୀ କରୋନା ସଂକ୍ରମିତ

ସମ୍ବଲପୁର: ବୁର୍ଲା ଭିମସାରରେ ୯ ଜଣ ଡାକ୍ତର ଓ ଜଣେ କର୍ମଚାରୀ କରୋନା ସଂକ୍ରମିତ । ସମସ୍ତେ କରୋନା ପଜିଟିଭ ଜଣାପଡ଼ିବା ପରେ ମେଡିସିନ୍‌ ବିଭାଗର OPDକୁ ବନ୍ଦ କରିଦିଆଯାଇଛି। ଏସବୁ ସ୍ଥାନ ସାନିଟାଇଜ୍‌ କରାଯିବା ପରେ ଆସନ୍ତାକାଲି OPDକୁ ପୁଣି ଖୋଲାଯିବ । ଏନେଇ ସୂଚନା ଦେଇଛନ୍ତି, ଭିମସାର…

ଆଜି ଭୁବନେଶ୍ଵରରେ ୧୪୯ ଜଣ ଓ କଟକରେ ୧୨୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀ ଭୁବନେଶ୍ବରରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୯୮ ଜଣ ବାହାରିଥିବା ବେଳେ ଲୋକାଲ କେସ ୫୧ ରହିଛି । ତାସହିତ ୧୪୫ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ଈଗଉ ପକ୍ଷରୁ ସୂଚନା ମିଳିଛି । ଏହି…