୧୦ ଟଙ୍କାର ଷ୍ଟାମ୍ପ୍ ପେପରରେ ଲେଖିଦେଲେ ଅମିତ୍ ଶାହଙ୍କ ନାଁରେ ୪୩ ଲକ୍ଷ ଟଙ୍କାର ଫ୍ଲାଟ୍!
୪୩ ଲକ୍ଷ ଟଙ୍କା ଦେଇ ଫ୍ଲାଟ୍ କିଣିବାର ୫ ବର୍ଷ ପରେ ନିଜ ସ୍ତ୍ରୀଙ୍କ ସହ ଭଡ଼ା ଘରେ ରହିବା ପାଇଁ ବାଧ୍ୟ ହୋଇଥିଲେ ଦୀପଙ୍କର କୁମାର। ଦୀପଙ୍କର ପେସାରେ ଜଣେ କମ୍ପ୍ୟୁଟର ଇଞ୍ଜିନିୟର ହୋଇଥିବା ବେଳେ ନିଜର ଏକ ଫାର୍ମ ମଧ୍ୟ ଚଲାଉଛନ୍ତି। ୨୦୧୪ରେ ସେ ଲେଜର ବେଲିରେ ଏକ ଫ୍ଳାଟ୍ କିଣିଥିଲେ।…