ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି: ପଶ୍ଚିମବଙ୍ଗରେ ମୁତୟନ ହେବେ କେନ୍ଦ୍ରୀୟ ସୁରକ୍ଷା ବଳର ୪୧୫ କମ୍ପାନୀ
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ କେନ୍ଦ୍ରୀୟ ସୁରକ୍ଷା ବଳର ୪୧୫ କମ୍ପାନୀକୁ ମୁତୟନ କରାଯାଇଛି। ଏ ନେଇ ଜଣେ ବରିଷ୍ଠ ଅଧିକାରୀ ଶନିବାର ସୂଚନା ଦେଇଛନ୍ତି। ସେ କହିଛନ୍ତି କି, ଏବେ ସୁଦ୍ଧା ସିଏପିଏଫ୍ର ୨୦୦ କମ୍ପାନୀ ପଶ୍ଚିମବଙ୍ଗର ପହଞ୍ଚି ସାରିଲେଣି। ଏଥିରେ…