ଜାପାନ ନୌସେନାର ୨ ହେଲିକପ୍ଟର ପ୍ରଶାନ୍ତ ମହାସାଗରରେ କ୍ରାସ୍‌, ଜଣେ ମୃତ, ୭ ନିଖୋଜ

ପ୍ରଶାନ୍ତ ମହାସାଗରରେ କ୍ରାସ୍‌ ହୋଇଛି ଜାପାନ ନୌସେନାର ଦୁଇଟି ହେଲିକପ୍ଟର । ଏହି ହେଲିକପ୍ଟର ଦୁଇଟିରେ ଚାଳକ ଦଳର ୮ ଜଣ ସଦସ୍ୟ ଥିଲେ । ଟୋକିଓର ଦକ୍ଷିଣରେ ହେଲିକପ୍ଟର ଦ୍ୱୟ ରାତି ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଚାଳକ ଦଳର ଜଣେ ସଦସ୍ୟଙ୍କ ମୃତଦେହକୁ ସମୁଦ୍ରରୁ ଉଦ୍ଧାର…

ଆଜି କର୍ମକ୍ଷେତ୍ରରେ ଏହି ରାଶିଙ୍କୁ ମିଳିପାରେ ବଡ଼ ସଫଳତା, ଜାଣନ୍ତୁ ଦୈନିକ ରାଶିଫଳ

ମେଷ: ଆଜି ପରିବାର ସଦସ୍ୟଙ୍କ ସହିତ କେଉଁଆଡ଼େ ବୁଲିଯିବାକୁ ଯୋଜନା କରିବେ । କର୍ମକ୍ଷେତ୍ରରେ ଆପଣଙ୍କୁ ବଡ଼ ସଫଳତା ମିଳିପାରେ । ଆପଣ କିଛି ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରନ୍ତି । ବୃଷ: ଆଜି ଆପଣ କଠିନ ପରିଶ୍ରମ କରିବେ । ଅତ୍ୟଧିକ କାର୍ଯ୍ୟ ହେତୁ କ୍ଳାନ୍ତ ଅନୁଭବ କରିବେ ।…

ଉର୍ବଶୀ ରୌତେଲା ମା’, ବାପାଙ୍କ ସହ ଉତ୍ତରାଖଣ୍ଡରେ କଲେ ମତଦାନ, ଲୋକଙ୍କୁ କଲେ ଏହି ଅପିଲ୍‌

ଉର୍ବଶୀ ରୌତେଲା ବଲିଉଡ୍‌ ଏବଂ ମଡେଲିଂ ଇଣ୍ଡଷ୍ଟ୍ରୀର ଏକ ଜଣାଶୁଣା ଚେହେରା । ଉର୍ବଶୀ ଫିଲ୍ମଠାରୁ ଅଧିକ ନିଜର ବୟାନ ଏବଂ ସୋସିଆଲ ମିଡିଆ ପ୍ରେଜେନ୍ସ ପାଇଁ ଜଣା ଯାଆନ୍ତି । ତେବେ ଆଜି ସାରା ଦେଶରେ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ କରାଯାଉଥିବା ବେଳେ ଅଭିନେତ୍ରୀ ନିଜ…

ସ୍କଟ୍‌ଲାଣ୍ଡରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇ ଜଳପ୍ରପାତରେ ବୁଡ଼ିଗଲେ

ଆମେରିକା ପରେ ଏବେ ସ୍କଟଲାଣ୍ଡରୁ ମଧ୍ୟ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ପାଣିରେ ବୁଡ଼ି ଏଠାରେ ଦୁଇ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ସୂତ୍ରରୁ ଜଣାପଡ଼ିଛି । ମୃତ ଛାତ୍ରଦ୍ୱୟ ହେଲେ, ୨୬ ବର୍ଷୀୟ ଜିତେନ୍ଦ୍ରନାଥ କରୁତୁରୀ ଓ ୨୨ ବର୍ଷୀୟ ଚାଣକ୍ୟ ବୋଲିସେଟି । ଉଭୟ…

ଛତିଶଗଡ଼: ଭୋଟିଂ ବେଳେ ନକ୍ସଲ କଲେ ବୋମା ବିସ୍ଫୋରଣ, CRPFର ସହକାରୀ କମାଣ୍ଡର ଆହତ

ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଶୁକ୍ରବାର ନକ୍ସଲ ଆକ୍ରମଣ ହୋଇଛି । ଏଠାରେ ନକ୍ସଲଙ୍କ ଦ୍ୱାରା କରାଯାଇଥିବା ପ୍ରେସର ବୋମା ବିସ୍ଫୋରଣରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆର୍‌ପିଏଫ୍‌)ର ଜଣେ ସହକାରୀ କମାଣ୍ଡର (କମାଣ୍ଡାଣ୍ଟ) ଆହତ ହୋଇଛନ୍ତି । କହି ରଖୁଛୁ, ବିଜାପୁର ଜିଲ୍ଲା ବସ୍ତର…

ପଞ୍ଜାବ: ଦୁଇ ମହଲା ଘର ଭୁଶୁଡ଼ି ୩ ଶ୍ରମିକ ମୃତ; ଏବେ ବି ଫସି ରହିଛନ୍ତି ଜଣେ

ପଞ୍ଜାବର ରୂପନଗରର ପ୍ରୀତ୍‌ କଲୋନୀରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଦୁଇ ମହଲା ବିିଶିଷ୍ଟ ଏକ ଘର ଭୁଶୁଡ଼ି ୩ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏବେ ବି ଜଣେ ଶ୍ରମିକ ଭଗ୍ନାବଶେଷ ଭିତରେ ଫସି ରହିଛନ୍ତି । ଏହି ସୂଚନା ଦେଇ ପୋଲିସ କହିଛି ଯେ ଫସି ରହିଥିବା ଶ୍ରମିକଙ୍କୁ ସୁରକ୍ଷିତ ଭାବେ ବାହାର…

କେନିଆର ସେନା ମୁଖ୍ୟ ଫ୍ରାନ୍ସିସ୍‌ ଓଗୋଲାଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ, ଦେଶରେ ୩ ଦିନିଆ ଶୋକ

କେନିଆର ସେନା ମୁଖ୍ୟ ଜେନେରାଲ ଫ୍ରାନ୍ସିସ୍‌ ଓଗୋଲାଙ୍କ ଏକ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି । କେନିଆର ରାଷ୍ଟ୍ରପତି ୱିଲିୟମ୍ ରୁଟୋ ଏକ ଟେଲିଭିଜନ ସମ୍ବୋଧନରେ ଏହି ସୂଚନା ଦେଇଛନ୍ତି । ରାଷ୍ଟ୍ରପତି ରୁଟୋ କହିଛନ୍ତି ଯେ ହେଲିକପ୍ଟର ଦୁର୍ଘଟଣାରେ ଜେନେରାଲ ଫ୍ରାନ୍ସିସ୍‌ ଓଗୋଲା ଏବଂ…

ଜମ୍ମୁ-କାଶ୍ମୀର: ବ୍ୟାଣ୍ଡ୍‌ ବାଜା ସହିତ କନ୍ୟାକୁ ଧରି ଭୋଟ୍‌ ଦେବାକୁ ଗଲା ବର, ସେପଟେ ବିବାହ ପରେ ମତ ସାବ୍ୟସ୍ତ କଲେ…

ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ । ୧୮ତମ ଲୋକସଭା ପାଇଁ ଆଜି ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ । ଦେଶର ୨୧ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନ ପାଇଁ ଭୋଟ୍‌ ଗ୍ରହଣ କରାଯାଉଛି । ଏହି ପରିପ୍ରେକ୍ଷୀରେ ଜମ୍ମୁ-କାଶ୍ମୀରର ଉଧମପୁର-କଠୁଆ ଲୋକସଭା ଆସନ ପାଇଁ ମତଦାନ…

ଦୈନିକ ରାଶିଫଳ: ଆଜି ଏହି ରାଶିଙ୍କର ଚମକିବ ଭାଗ୍ୟ, ପାଇବେ ଶୁଭଫଳ

ମେଷ: ଆଜି ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କ ପାଇଁ ଦିନଟି ଭଲ ହେବାକୁ ଯାଉଛି । ଆପଣଙ୍କ ପ୍ରଗତି ପଥରେ ଆସୁଥିବା ବାଧା ଦୂର ହେବ । ଭ୍ରମଣ ସମୟରେ ଆପଣ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇବେ । ବୃଷ: ଆଜିର ଦିନଟି ଏକ ସାଧାରଣ ଦିନ ହେବାକୁ ଯାଉଛି । ଆପଣ ଭଲ ଚିନ୍ତାଧାରାକୁ ବଜାୟ ରଖନ୍ତୁ,…

ୟୁପି: ଫ୍ଲାଏଓଭରରୁ ୨୫ ଫୁଟ୍‌ ତଳକୁ ଖସିଲା ଦ୍ରୁତ ଗତିରେ ଯାଉଥିବା ମର୍ସିଡିଜ୍‌, ୪ ଯୁବକ ଗୁରୁତର

ଉତ୍ତର ପ୍ରଦେଶର ହମିରପୁର ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା । ବୁନ୍ଦେଲଖଣ୍ଡ ଏକ୍ସପ୍ରେସ୍‌-ୱେରେ ଘଟିଛି ଏହି ଦୁର୍ଘଟଣା । ଜବଲପୁରରୁ ଦିଲ୍ଲୀ ଯାଉଥିବା ଏକ ମର୍ସିଡିଜ୍‌ କାର୍‌ ଫ୍ଲାଏଓଭରରୁ ୨୫ ଫୁଟ୍‌ ତଳକୁ ଖସି ପଡ଼ିଛି । କାର୍‌ରେ ୪ ଜଣ ଯୁବକ ଥିଲେ । ଦୁର୍ଘଟଣାରେ ସେମାନେ ଗୁରୁତର ଆହତ…

ନିଜ ବାହାଘର କାର୍ଡ ନେଇ କାଶୀ ବିଶ୍ୱନାଥ ମନ୍ଦିର ଗଲେ ଗୋବିନ୍ଦାଙ୍କ ଭାଣିଜୀ, ଭୋଳାବାବାଙ୍କର ନେଲେ ଆଶୀର୍ବାଦ

କନ୍ୟା ସାଜିବେ ଆରତି । ଅଭିନେତ୍ରୀ ଆରତି ସିଂଙ୍କୁ ତାଙ୍କ ସ୍ୱପ୍ନର ରାଜକୁମାର ମିଳିଯାଇଛି । ବହୁତ ଜଲ୍‌ଦି ସେ ହାତକୁ ଦି’ ହାତ ହେବେ । ଏପ୍ରିଲ ୨୫ରେ ଦୁହିଁଙ୍କ ହାତଗଣ୍ଠି ପଡ଼ିବ । କୋଟିପତି ବ୍ୟବସାୟୀ ଦୀପକ ଚୌହାନଙ୍କୁ ନିଜ ଜୀବନସାଥୀ କରିବାକୁ ଯାଉଛନ୍ତି ଟିଭି ଅଭିନେତ୍ରୀ ଆରତି ସିଂ ।…

Google ବିକ୍ଷୋଭକାରୀଙ୍କ ଉପରେ ନେଲା ଆକ୍ସନ, ୨୮ ଜଣ ଚାକିରିରୁ ବହିଷ୍କୃତ

Google ନିଜର ୨୮ ଜଣ କର୍ମଚାରୀଙ୍କୁ ଚାକିରିରୁ ବାହାର କରିବାକୁ ନିଷ୍ପତ୍ତି ନେଇଛି । ମଙ୍ଗଳବାର ଗୁଗଲ୍‌ର କାଲିଫର୍ନିଆ ଏବଂ ନ୍ୟୁୟର୍କସ୍ଥିତ ଅଫିସ୍‌ରେ ଅନେକ କର୍ମଚାରୀ କମ୍ପାନୀ ବିରୋଧରେ ବିରୋଧ ପ୍ରଦର୍ଶନ ଆରମ୍ଭ କରିଥିଲେ । ଅନେକ ବିକ୍ଷୋଭକାରୀ ଅଫିସ୍ ବସ୍‌ଙ୍କ କ୍ୟାବିନରେ ପହଞ୍ଚି…