ଆଫ୍ଗାନିସ୍ତାନ: ବାଇକ୍ ଓ ଟ୍ୟାଙ୍କର ସହ ଧକ୍କାରେ ଭାଙ୍ଗି ଚୁର୍ମାର ହେଲା ବସ୍, ୨୧ ଯାତ୍ରୀଙ୍କ ମୃତ୍ୟୁ; ୩୮ ଆହତ
ଦକ୍ଷିଣ ଆଫ୍ଗାନିସ୍ତାନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ଏକ ବାଇକ୍ ସହ ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା ହୋଇ ପ୍ରାୟ ୨୧ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ଯେ ବାଇକ୍ ସହ ଧକ୍କାରେ କିପରି ବସ୍ଟି ଭାଙ୍ଗି ଚୁର୍ମାର ହୋଇଗଲା ଏବଂ ଏତେ…