ବିରାଟ ବଡ଼ ସାପର ଚଲା ଦେଖି ଅଟକି ଗଲା ଟ୍ରାଫିକ, ଦେଖନ୍ତୁ ଭିଡ଼ିଓ

ବିରାଟ ବଡ ସାପକୁ ବାଟରେ ଦେଖି ସମସ୍ତଙ୍କ ଗାଡ଼ି ଅଟକି ଗଲା। କୋଚିର ସିପୋର୍ଟ ଏୟାରପୋର୍ଟ ରୋଡରେ ଏକ ବିଶାଳ ପାଇଥାନ ଦେଖିବାକୁ ମିଳିଥିଲା । ଏହି ବିଶାଳକାୟ ସାପକୁ ଦେଖିବା ପାଇଁ ଟ୍ରାଫିକ ଜାମ ହୋଇଯାଇଥିଲା । ଏହି ବଡ଼ ସାପକୁ ସମସ୍ତେ ରାସ୍ତାରେ ଯିବାପାଇଁ ବାଟ ଛାଡିଥିଲେ । ଏହାକୁ ପ୍ରଥମେ…

ଦେଶର ପ୍ରଥମ ସାନିଟାରୀ-ନାପକିନ୍ ଫ୍ରି ଗ୍ରାମ ହେବାକୁ ଯାଉଛି କେରଳର କୁମ୍ବାଲାଙ୍ଗି,ଏହା ପୂର୍ବରୁ ଥିଲା ଭାରତର ପ୍ରଥମ…

ଭାରତର ପ୍ରଥମ ମଡେଲ ପର୍ଯ୍ୟଟନ ଗ୍ରାମ ଭାବରେ ପ୍ରଶଂସିତ ହୋଇଥିବା କୁମ୍ବାଲାଙ୍ଗି ବର୍ତ୍ତମାନ ଦେଶର ପ୍ରଥମ ସାନିଟାରୀ-ନାପକିନ୍ ମୁକ୍ତ ପଞ୍ଚାୟତ ହେବାକୁ ଯାଉଛି । ଏର୍ନାକୁଲମ୍ ଜିଲ୍ଲାର ଏହି ଗ୍ରାମ ଦେଶର ସର୍ବପ୍ରଥମ ସାନିଟାରୀ ନାପକିନ୍ ମୁକ୍ତ ଗ୍ରାମ ହେବ । ଏହି ସଫଳତା ପଛରେ ରହିଛି,…

ଓମିକ୍ରନ୍ ସମୟରେ କୋଭିଡ୍-୧୯ ପାଇଁ WHO ଦେଲା ଦୁଇଟି ନୂଆ ଔଷଧ, ଜାଣନ୍ତୁ କେତେ ପ୍ରଭାବଶାଳୀ

ବର୍ତ୍ତମାନ କୋଭିଡ୍ ଭାରିଏଣ୍ଟ ଓମିକ୍ରନ ଦିନକୁ ଦିନ ନିଜର କାୟା ବିସ୍ତାର କରି ଚାଲିଛି। ଏମିତିକି ଏବେ ସବୁ ସ୍ଥାନରେ ଓମିକ୍ରନରେ ଅନେକ ସଂକ୍ରମଣ ହେବା ଦେଖିବାକୁ ମିଳୁଛି । ଯାହା ପାଇଁ ସରକାର ମଧ୍ୟ ନୂଆ ଗାଇଡ ଲାଇନ ଜାରି କରିଛନ୍ତି । ଆଉ ଯଦି ଟିକା କାରଣ କଥା କୁହାଯାଏ ତେବେ ଏହା ମଧ୍ୟ…

ସେନା ଦିବସରେ ବିବେକ ଓବେରୟ ସେୟାର କଲେ ନିଜ ଆଗାମୀ ଫିଲ୍ମ”ଭର୍ସେସ ଅଫ୍ ୱାର”ର ଟିଜର

ଆଜିର ସେନା ଦିବସରେ ବିବେକ ଓବେରୟ ଭାରତୀୟ ସେନାଙ୍କୁ ସମ୍ମାନ ଜଣାଇ ନିଜର ଆଗାମୀ ଫିଲ୍ମର ଟିଜର ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ଇଂସ୍ତାଗ୍ରାମ ଓ ଟୁଇଟରରେ ସେୟାର କରିଛନ୍ତି । ତେବେ ତାଙ୍କୁ ମଧ୍ୟ ଏହି ଫିଲ୍ମରେ ଜଣେ ଭାରତୀୟ ସେନାଙ୍କ ଚରିତ୍ରରେ ଦେଖିବାକୁ ମିଳିବ । ଆଗକୁ ଆସିବାକୁ…

ସେନା ଦିବସରେ ଶେରଶାହ ଠାରୁ ଆରମ୍ଭ କରି ବର୍ଡର ପର୍ଯ୍ୟନ୍ତ ଜାଣନ୍ତୁ ଆମ ସୈନିକଙ୍କ ବୀରତ୍ଵ କାହାଣୀ

ଆମେ ସମସ୍ତେ ଯଦି ଆଜି ଭଲରେ ବଞ୍ଚିପରିଛେ ଓ ଖୁସିରେ ଘରେ ରହିପରିଛେ ତାହା କେବଳ ସମ୍ଭବ ହୋଇଛି ଆମ ଭାରତୀୟ ସେନାଙ୍କ ପାଇଁ । ତେଣୁ ଆଜିର ସେନା ଦିବସରେ କେ ନ୍ୟୁଜ୍ ଓଡ଼ିଶା ତରଫରୁ ଆମ ଭାରତୀୟ ସେନାଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। କେଡେ ଭାଗ୍ୟବାନ ସେ ବାପା ମା' ଜିଏ ଆମ ମାଟି…

୧୩ ହଜାର ଟଙ୍କାରୁ କମ୍ ଦାମ୍ ରେ ମାର୍କେଟରେ ଲଞ୍ଚ ହେଲା Vivo Y21e, ଜାଣନ୍ତୁ ରହିଛି ଦମଦାର ଫିଚର୍

ଏବେ ଫୋନ୍ କମ୍ପାନୀ ସବୁ, ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ଉପାୟ କରୁଛନ୍ତି । ସବୁବେଳେ ଅପଡେଟ୍‌ ଭର୍ସନ ବାହାର କରିବା ସହ ଡିଜାଇନ୍‌ରୁ ଆରମ୍ଭ କରି ଫିଚର୍ସ ଉପରେ ଗୁରୁତ୍ୱ ଦେଉଛନ୍ତି । ତେଣୁ କହିବାକୁ ଗଲେ ମୋବାଇଲ ନିର୍ମାତାମାନେ ନିଜ ଭିତରେ ପ୍ରତିଯୋଗିତା ଚଳାଇଛନ୍ତି…

ପେରିଅଡସ୍ ଫୁଡ୍ ରୁଟିନ୍: ଜାଣନ୍ତୁ ଋତୁସ୍ରାବ ସମୟରେ, ପୂର୍ବରୁ ଓ ପରେ କ’ଣ ଖାଇବେ ?

ପିରିଅଡସ୍ ବା ମାସିକ ଋତୁସ୍ରାବ ପ୍ରତ୍ୟେକ ନାରୀଙ୍କ ପାଖରେ ଘଟୁଥିବା ଏକ ନାଟୁରାଲ ପ୍ରୋସେସ୍ । ଯାହାକି ଏକ ଗୁରୁତ୍ୱପୂର୍ଣ୍ଣ ଅବସ୍ଥା । ତେଣୁ ଏହି ସମୟରେ ନିଜର ଖାଦ୍ୟ ବା ଡାଏଟ ଉପରେ ଅଧିକ ସଚେତନତା ରହିବା ଦରକାର। ତେଣୁ ସବୁଠୁ ବଡ଼ କଥା ହେଉଛି ପ୍ରତ୍ୟେକ ମହିଳାଙ୍କୁ ଜାଣିବା ଦରକାର ଯେ…

ଡଜ୍ ମିମ୍ କଏନ ଓ ଏଲନ ମସ୍କଙ୍କ ଗୋଟେ Tweet, କ୍ରିପ୍ଟୋକରେନ୍ସି ମାର୍କେଟରେ ଗୋଟେ ଦିନରେ ଇନକମ୍ କଲା ୪୧ ହଜାର କୋଟି

ବର୍ତ୍ତମାନ ଡିଜିଟାଲ ମାର୍କେଟରେ ବହୁତ୍ ଲୋକ ଇନଭେଷ୍ଟ କରୁଛନ୍ତି। ପୁଣି କିଛି ଲୋକ ଏହି ବା ପାଇଁ ମଧ୍ୟ ଅନେକ ଲୋକ ଇଛା ପ୍ରକାଶ କରୁଛନ୍ତି। ଏଥିରେ ପ୍ରାୟ ଯୁବମାର୍କେଟରେ ସଫଳ ହେଉଛନ୍ତି ତ ଆଉ କିଏ ନିଜ ଟାର୍ଗେଟକୁ ପୁରା କରିପାରୁନାହାନ୍ତି । ତେବେ ଆପଣ ଜାଣିଥିବେ ଏବେ ଅନଲାଇନ ବିଜନେସ…

ଏହି ଅଭ୍ୟାସ ହୋଇପାରେ ବ୍ରେନ୍ ଷ୍ଟ୍ରୋକର କାରଣ: ନିଶା ସେବନ ଶରୀରରେ ତିଆରି କରିଥାଏ ୭୦୦୦ କେମିକାଲ, ହୋଇଯାଆନ୍ତୁ…

ବର୍ତ୍ତମାନ ଯେଉଁଭଳି ଭାବେ ପାଣିପାଗ ପରିବର୍ତ୍ତନ ହେଉଛି ଓ ଲୋକଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଦେଖାଯାଉଛି ତାହା ସାଜୁଛି ଅନେକ ରୋଗର କାରଣ । ଏମିତିକି ମଣିଷର ନିଜର ଜୀବନ ଶୈଳୀ ଠିକ୍ ନରହିବାରୁ ହିଁ ଅଧିକ ଲୋକ ରୋଗରେ ଆକ୍ରାନ୍ତ ହେଉଛନ୍ତି । ପୁଣି କୋଭିଡ ଆସିବା ପରେ ଏବେ ବିଭିନ୍ନ ପ୍ରକାର…

ଓମିକ୍ରନ୍ ଡାଏଟ: WHOର ଚେତାବନୀ ଓମିକ୍ରନରୁ ବଞ୍ଚିବା ପାଇଁ ଖାଆନ୍ତୁ ଏହି ସବୁ ଖାଦ୍ୟ, ଏହି ସବୁ ଖାଦ୍ୟରୁ ଦୂରେଇ…

ଆପଣ ଜାଣିଛନ୍ତି ଆମ ଶରୀରେ ଖାଦ୍ୟ ପାଇଁ ହିଁ ଶକ୍ତି ଆସିଥାଏ । ଆମେ ଯାହା ବି ଖାଇଥାଉ ସେହି ଖାଦ୍ୟକୁ ନେଇ ଆମକୁ ପୋଷଣ ମିଳିଥାଏ । ବର୍ତ୍ତମାନ ଦେଶରେ କାୟା ବିସ୍ତାର କରିବାରେ ଲାଗିଛି ଓମିକ୍ରନ୍। କିଛି ଦିନ ମଧ୍ୟରେ ଏହା ଅଧିକ ମାତ୍ରାରେ ବଢିବାକୁ ଲାଗିଛି । ଏମିତିକି ବର୍ତ୍ତମାନ ଯଦି ଆମ…

ନୂଆ ବର୍ଷରେ ଖାଲି ହବ ଆପଣଙ୍କ ପକେଟ, ସାବୁନ ଠାରୁ ଆରମ୍ଭ କରି ଏହି ସବୁ ଜିନିଷର ବଢିବ ଦାମ

ବର୍ତ୍ତମାନ ଖାସ କରି ଅନେକ ଜିନିଷର ଚାହିଦା ବଢ଼ିବାରେ ଲାଗିଛି । ପୁଣି ଆପଣଙ୍କୁ ଯଦି ଲାଗୁଛି ମାର୍କେଟ ରେ ବଢୁଥିବା ରେଟ ଅପଣଙ୍କ ବଜେଟ ଠାରୁ ଅଧିକ ଅଛି ପୁଣି ଚଳିତ ବର୍ଷ ଆପଣ ଏହି ବଜେଟରୁ ମୁକ୍ତି ପାଇବେ। ତେବେ ଆପଣ ଭୁଲ ଭାବୁଛନ୍ତି କାରଣ ବର୍ତ୍ତମାନ ବଢିବାକୁ ଯାଉଛି ସବୁ ଜିନିଷର…

ଚେହେରା ପାଇଁ ବ୍ୟବହାର କରନ୍ତୁ ଆଲୋଭେରା ସହିତ ଏହି ସବୁ ଜିନିଷ, ପାଆନ୍ତୁ ଚମତ୍କାର ଫଳ

ଆପଣ ଜାଣିଛନ୍ତି ସମସ୍ତେ ନିଜ ତ୍ୱଚାର ଯତ୍ନ ନେବାପାଇଁ ଅଧିକ ପସନ୍ଦ କରନ୍ତି । ଖାସ କରି ନିଜ ଚେହେରାର । କାରଣ ଏହା ଜଣେ ମଣିଷର ବ୍ୟକ୍ତିତ୍ୱକୁ ଦର୍ଶାଇଥାଏ । ତେବେ ଅନେକ ଲୋକ ନିଜ ଚେହେରା ପାଇଁ ବିଭିନ୍ନ ପ୍ରକାରର କ୍ରିମ ବ୍ୟବହାର କରିଥାଆନ୍ତି । ଏଥି ମଧ୍ୟରୁ କାହା ଚେହେରାରେ କିଛି କ୍ରିମ…