ଆଇଆଇଟି ଇଞ୍ଜିନିୟର ସୁଜିତଙ୍କ ନିଆରା ପ୍ରୟାସ, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପିଲାଙ୍କୁ ଦେଖାଉଛନ୍ତି ମହାକାଶର ବିଚିତ୍ର…
ନୀଳଗିରି(କେନ୍ୟୁଜ): ଅନେକେ ସମୟରେ କୁନି କୁନି ପିଲାମାନେ ନୀଳ ମହାକାଶକୁ ଦେଖିଲେ ସେମାନଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ । ତେବେ ଅନ୍ତରିକ୍ଷ ସମ୍ପର୍କରେ ବିଶେଷ ଜ୍ଞାନ ଅର୍ଜନ କରିବା ପାଇଁ, ବିଶେଷ ଆଗ୍ରହ ସୃଷ୍ଟି କରିବା ନିମନ୍ତେ ଏଭଳି ଏକ ନିଆରା ପ୍ରୟାସ ଆପଣେଇଛନ୍ତି,…