ହାତରେ ହଜିଲା ପୁଅର ଫଟୋକୁ ଧରି ଦୀର୍ଘ ଦୁଇ ବର୍ଷ ହେଲା ଖୋଜୁଛି ଏଇ ମାଆ
କଣ୍ଟାମାଳ(କେନ୍ୟୁଜ): ଦିନେ କି ଦୁଇଦିନ ନୁହେଁ ଆଜିକୁ ଦୁଇ ବର୍ଷ ହେଲା ଅପହୃତ ହୋଇଯାଇଛି ନାବାଳକ ପୁଅ । ପୁଅର ବାଟକୁ ଅନାଇ ଅନାଇ ମାଆ ଆଖିରୁ ଲୁହ ସୁଖୁନାହିଁ । ହେଲେ ହଜିଲା ପୁଅ ଆଉ ମାଆ କୋଳକୁ ଫେରୁନାହିଁ । ନ୍ୟାୟ ପାଇଁ ପ୍ରତିଦିନ ଥାନାକୁ ଅସହାୟ ମାଆଟି ଧାଉଁଛି ସିନା ହେଲା ପୋଲିସ…