ରଦ୍ଦ ହେଲା ମାଲକାନିଗିରି ଜିଲ୍ଲାର ବିବାଦୀୟ ଲଘୁ ଖଣିଜ ଟେଣ୍ଡର, ୪୮ଟି ଖଣି ନିଲାମ ପ୍ରକ୍ରିୟାକୁ ବାତିଲ୍

ମାଲକାନିଗିରି(କେନ୍ଯୁଜ୍): ରଦ୍ଦ ହେଲା ମାଲକାନିଗିରି ଜିଲ୍ଲାର ବିବାଦୀୟ ଲଘୁ ଖଣିଜ ଟେଣ୍ଡର। ୭ଟି ତହସିଲର ସମସ୍ତ ୪୮ଟି ଖଣି ନିଲାମ ପ୍ରକ୍ରିୟାକୁ ବାତିଲ କରିଛନ୍ତି ଜିଲ୍ଲାପାଳ ବିଶାଳ ସିଂ। ଗତ ଜୁନ୍‌ ୨୨ ତାରିଖରେ ମାଲାକନିଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ୟେଦୁଲା ବିଜୟଙ୍କ ନାଁରେ…

ଜଳେଶ୍ବରରୁ ପୁଣି ୬୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ଯର ବ୍ରାଉନସୁଗାର ଜବତ, ଜଣେ ମହିଳା ଅଟକ

ଜଳେଶ୍ବର(କେନ୍ଯୁଜ୍): ଜଳେଶ୍ବରରୁ ପୁଣି ବ୍ରାଉନସୁଗାର ଜବତ କରିଛି ପୋଲିସ୍। ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ରାଜପୁର ବସ୍ତିରେ ଗତକାଲି ରାତିରେ ପୋଲିସ ଟିମ୍ ଚଢ଼ାଉ କରି ୬୦୦ ଗ୍ରାମ ରୁ ଉର୍ଧ୍ବ ବ୍ରାଉନସୁଗାର ଜବତ କରିବା ସହିତ ଜଣେ ମହିଳା ବେପାରୀଙ୍କୁ ଅଟକ ରଖିଛି। ଅଟକ ମହିଳା…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୨୫ ନୂଆ ସଂକ୍ରମିତ ଚିହ୍ନଟ, ୬୭ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୨୫ ନୂଆ ସଂକ୍ରମିତ ଚିହ୍ନଟ। ଏମାନଙ୍କ ଭିତରେ ୦ରୁ ୧୮ ବର୍ଷ ଭିତରେ ଅଛନ୍ତି ୮୦ ଜଣ । ଖୋର୍ଦ୍ଧାରୁ ସର୍ବାଧିକ ୨୧୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟ ସମସ୍ତ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ । ୨୪ ଘଣ୍ଟାରେ ୫୩ ହଜାର ୫୨୭…

ପାରା ଅଲିମ୍ପିକ୍ସ ଖେଳାଳିଙ୍କୁ ସ୍ୱାଗତ ଜଣାଇ ପୁରୀ ବେଳାଭୂମିରେ ବାଲୁକା କଳା

ପୁରୀ(କେନ୍ଯୁଜ୍): ପାରା ଅଲିମ୍ପିକ୍ସ ଖେଳାଳିଙ୍କୁ ସ୍ୱାଗତ ଜଣାଇ ପୁରୀ ବେଳାଭୂମିରେ ବାଲୁକା କଳା । ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ନିର୍ମାଣ କରି ସମସ୍ତ ଭାରତୀୟ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପାରା ଅଲିମ୍ପିକ୍ସରେ ମଧ୍ୟ ଭାରତ ଭଲ ପ୍ରଦର୍ଶନ କରୁ ଓ ଅନେକ…

ଭିଜିଲାନ୍ସ ଜାଲରେ ଭଦ୍ରକ CDPO କାର୍ଯ୍ୟାଳୟର ସୁପରଭାଇଜର

ଭଦ୍ରକ(କେନ୍ଯୁଜ୍): ଭିଜିଲାନ୍ସ ଜାଲରେ ସୁପରଭାଇଜର। ଭଦ୍ରକ CDPO କାର୍ଯ୍ୟାଳୟରେ ଥିବା ସୁପରଭାଇଜରଙ୍କ ଘରେ ଚଢାଉ କରିଛି ଟିମ୍‌। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍‌ ଚାଲିଛି। ଆରଡ଼ି ସ୍ଥିତ ଘରେ ମଧ୍ୟ ଭିଜିଲାନ୍ସ ଟିମ୍‌ ପକ୍ଷରୁ ଚଢାଉ ଜାରି ରହିଛି। ଭିଜିଲାନ୍ସର ୩ ଟିମ୍‌…

କେବେ ଖୋଲିବ ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ? ଡିଏଫ୍‌ଓ-ବିଦ୍ୟାଙ୍କୁ ହୋଇପାରେ ମୁହାଁମୁହିଁ ଜେରା

ପାରଳାଖେମୁଣ୍ଡି(କେନ୍ଯୁଜ୍): କେବେ ଖୋଲିବ ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ ? ତଦନ୍ତ ଆଗେଇଥିବା ବେଳେ ଏଯାଏ ଗଜପତି ଡିଏଫଓଙ୍କ ସମେତ ୧୫ ଜଣଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ । ଖୁବଶୀଘ୍ର ପଡ଼ିବ ବିଦ୍ୟାଭାରତୀଙ୍କ ପାଳି । ତାଙ୍କୁ ଜେରା ପରେ କ୍ରାଇମବ୍ରାଞ୍ଚ କୌଣସି…

ବୁଲୁଛି ଚିତାବାଘ ! ଢେଙ୍କାନାଳ ବନଖଣ୍ଡ ଅଧିନରେ ସିସିଟିଭି କ୍ୟାମେରାରେ କଏଦ ହେଲା ଦୃଶ୍ୟ

ଢେଙ୍କାନାଳ(କେନ୍ଯୁଜ୍): କ୍ୟାମେରାରେ କଏଦ ଚିତାବାଘ। ଢେଙ୍କାନାଳ ବନଖଣ୍ଡ ଅଧିନରେ ସିସିଟିଭି କ୍ୟାମେରାରେ ଏକ ଚିତାବାଘ କଏଦ ହୋଇଛି । ଏନେଇ ଟୁଇଟ୍‌ କରି ଜଣାଇଛନ୍ତି ଢେଙ୍କାନାଳ ବନଖଣ୍ଡ ଅଧିକାରୀ । ଢେଙ୍କାନାଳ ବନଖଣ୍ଡ ଅଧିନରେ ସିସିଟିଭି କ୍ୟାମେରା ଲାଗିବା ଦିନଠାରୁ ସାତ ଗୋଟି…

ସୁକମା ପୋଲିସ ନିକଟରେ ୨୪ ନକ୍ସଲ ସହ ୭୬ ନକ୍ସଲ ସମର୍ଥକଙ୍କ ଆତ୍ମସମର୍ପଣ

ମାଲକାନଗିରି(କେନ୍ଯୁଜ୍): ସୁକମା ପୋଲିସ ନିକଟରେ ୨୪ ନକ୍ସଲ ସହ ୭୬ ନକ୍ସଲ ସମର୍ଥକଙ୍କ ଆତ୍ମସମର୍ପଣ । ସୁକମା ଜିଲ୍ଲା ଚିନ୍ତଲନା ଥାନା ଅଞ୍ଚଳର ଶହେରୁ ଉର୍ଦ୍ଧ୍ଵ ଗ୍ରାମବାସୀ ସୁକମା ଜିଲ୍ଲା ପୋଲିସ ନିକଟରେ ପହଞ୍ଚି ନକ୍ସଲଙ୍କୁ ଆଉ ସମର୍ଥନ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।…

ମହଙ୍ଗା ପଡ଼ିଲା ବସୁନ୍ଧରା ଯୋଜନାରେ ଦୁର୍ନୀତି: ଭଦ୍ରକ ତିହିଡ଼ି ତହସିଲଦାରଙ୍କ ସମେତ ୫ ଜଣଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭଦ୍ରକ (କେନ୍ଯୁଜ୍): ମହଙ୍ଗା ପଡ଼ିଲା ବସୁନ୍ଧରା ଯୋଜନାରେ ଦୁର୍ନୀତି । ଭଦ୍ରକ ଜିଲ୍ଲା ତିହିଡ଼ି ତହସିଲଦାରଙ୍କ ସମେତ ୫ ଜଣଙ୍କୁ ବାନ୍ଧିଲା ଭିଜିଲାନ୍ସ । ଏମାନଙ୍କ ଭିତରେ ଚାରି ଜଣ ପୂର୍ବତନ ଆରଆଇ ଅଛନ୍ତି । ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ଗିରଫ ଅଭିଯୁକ୍ତମାନେ…

ପ୍ରେମରେ ବିଫଳ ପ୍ରେମିକର ଆତ୍ମହତ୍ଯା ଉଦ୍ୟମ, ମରୁ ମରୁ ଅଳ୍ପକେ ବଞ୍ଚିଗଲେ

ସୋର(କେନ୍ଯୁଜ୍): ପ୍ରେମରେ ବିଫଳ ପ୍ରେମିକର ଆତ୍ମହତ୍ଯା ଉଦ୍ୟମ। ବାଲେଶ୍ବର ଜିଲ୍ଲା ସୋର ରେଳ ଷ୍ଟେସନ୍ ରୁ କିଛି ଦୁରରେ ଘଟିଛି ଏହି ଘଟଣା ।ଗତକାଲି ରାତିରେ  ଜଣେ ଯୁବକ ଟ୍ରେନ ଲାଇନ୍ କଟି ଗୁରୁତର ହୋଇ ପଡିଥିବା ଦେଖିବାକୁ ମିଳିଥିଲା । ତେବେ ଏନେଇ ଖବର ପାଇବା ପରେ ସଙ୍ଗେ ସଙ୍ଗେ ସ୍ଥାନୀୟ…

ଅକ୍ଟୋବରରେ ପିକ୍‌ ପିରିୟଡ ଆସିଲେ ରାଜ୍ୟରେ ଦୈନିକ ୧୪ହଜାର ସଂକ୍ରମିତ ଚିହ୍ନଟ ସମ୍ଭାବନା: ସିବିକେ ମହାନ୍ତି, DMET

ଭୁବନେଶ୍ବର(କେନ୍ଯୁଜ୍): ଅକ୍ଟୋବରରେ ପିକ୍‌ ପିରିୟଡ ଆସିଲେ ପ୍ରତି ୧୦୦ଜଣରେ ୨୩ଜଣ ହସ୍‌ପିଟାଲରେ ଭର୍ତ୍ତି ହେବେ। ଏବେ ୧୨ରୁ ୧୩ପ୍ରତିଶତ ରହିଛି ଶିଶୁ ସଂକ୍ରମଣ ହାର। ଦ୍ୱିତୀୟ ଲହର ୬୪ ଦିନରେ ପିକ୍‌ ନେଇଥିଲା। ଶିଶୁ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ଶିଶୁ ଭବନରେ ସେଣ୍ଟ୍ରାଲ୍‌…