ଆଜି ଆସିବ ବଜେଟ୍‌: ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆୟ ବ୍ୟୟର ହିସାବ ରଖିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଆଜି ଆସିବ ବଜେଟ୍‌ । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆୟ ବ୍ୟୟର ହିସାବ ରଖିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କରୋନା ମହାମାରୀ ପାଇଁ ଦେଶର ଅର୍ଥନୀତି ବିପର୍ଯସ୍ତ ହୋଇପଡ଼ିଥିବାରୁ ଏଥରର ବଜେଟ୍‌ ଅର୍ଥମନ୍ତ୍ରୀଙ୍କ ପାଇଁ ଚ୍ୟାଲେଞ୍ଜ ହେବ । ସବୁ କ୍ଷେତ୍ରର ନଜର ରହିଛି କଣ…

ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ‘ମୋ ସ୍କୁଲ’ ପରେ ‘ମୋ କଲେଜ’ର ପାଳି, ସାମିଲ ହେବ ବିଶ୍ବବିଦ୍ୟାଳୟ

ଭୁବନେଶ୍ବର : ‘ମୋ ସ୍କୁଲ’ ପରେ ଏବେ ‘ମୋ କଲେଜ’ ପାଳି। ‘ମୋ କଲେଜ’ରେ ସାମିଲ ହେବ ବିଶ୍ବବିଦ୍ୟାଳୟ। ‘ମୋ ବିଶ୍ବବିଦ୍ୟାଳୟ’ ଭଳି କୌଣସି ଅଲଗା ଢାଞ୍ଚା ରହିବ ନାହିଁ। ବରଂ ‘ମୋ କଲେଜ/ବିଶ୍ବବିଦ୍ୟାଳୟ’ ବୋଲି ସବୁଠି ଉଲ୍ଲେଖ କରାଯିବ। ‘ମୋ ସ୍କୁଲ’କୁ କ୍ରିୟାଶୀଳ କରିବା ପରେ ଏବେ…

ଜଙ୍ଗଲରୁ ଆସି ସହର ନିକଟ ଜନବସତିରେ ପଶିଲା ବଣୁଆ ସମ୍ବର, ପୋଲସରା ବନବିଭାଗ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର…

ଗଂଜାମ: ବାଟବଣା ହେଲା ବଣୁଆ ଜନ୍ତୁ । ଜଙ୍ଗଲରୁ ଆସି ସହର ନିକଟ ଜନବସତିରେ ପଶିଲା ବଣୁଆ ସମ୍ବର । ଗଂଜାମ ଜିଲ୍ଲା ପୋଲସରା ବନାଞ୍ଚଳ ଅନ୍ତର୍ଗତ ରାଣୀପଡା, ବଡ଼ସାହି ନିକଟ ଏକ ଘରେ ସମ୍ବରଟି ପଶିଯାଇଥିଲା । ସଂପୃକ୍ତ ଘରର ପାଇଖାନା ଘରେ ପଶିଯାଇଥିବାରୁ ପୋଲସରା ବନବିଭାଗ କର୍ମଚାରୀ ଓ…

କୋରାପୁଟ କୋଟପାଡ ସିନ୍ଧିଗା ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା ପିକଅପ୍‌ ଭ୍ୟାନ୍‌: ୯ ଜଣଙ୍କର ମୃତ୍ୟୁ,…

ଜୟପୁର: କୋରାପୁଟ କୋଟପାଡ ସିନ୍ଧିଗା ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ୧୩ ଆହତଙ୍କୁ ଜଗଦଲପୁର ଡୋରନ ପାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ଗୁରୁତର ରହିଛି । ଏହି ସୂଚନା ଦେଇଛନ୍ତି କୋରାପୁଟ ଏସପି ଭି.…

ଗର୍ଲଫ୍ରେଣ୍ଡକୁ ଭେଟିବାକୁ ବାବା ବେଶରେ ଆସିଥିଲେ ପ୍ରେମିକ, ପିଲା ଚୋର ସନ୍ଦେହରେ ନିର୍ଦ୍ଧୁମ ଛେଚିଲେ ଲୋକେ

ଯାଜପୁର ରୋଡ : ଗର୍ଲଫ୍ରେଣ୍ଡକୁ ଭେଟିବାକୁ ବାବା ବେଶରେ ଆସିଥିଲେ । ହେଲେ ପ୍ରେମିକାକୁ ଭେଟିବା ଆଶା ଅଧାରେ ରହିଗଲା । ପିଲା ଚୋର ସନ୍ଦେହରେ ତାଙ୍କୁ ସ୍ଥାନୀୟ ଲୋକ କାବୁ କଲେ । ଆଉ ଏହାପରେl ଖୋଲିଲା ନକଲି ବାବାଙ୍କ ଗୁମର । ଯାଜପୁର ରୋଡ ଥାନା ଫେରୋକ୍ରୋମ ଗେଟ କଲୋନୀ ନିକଟରେ ଘଟିଛି ଏଭଳି…

ପୁରୀରୁ ଚିଲିକା ପର୍ଯ୍ୟନ୍ତ ବେଳାଭୂମିରେ କୋଷ୍ଟାଲ ଟ୍ରେକିଙ୍ଗ୍‌, ୩୦ କିଲୋମିଟର ପଦଯାତ୍ରାରେ ବାହାରିଛନ୍ତି ୮୦ରୁ ଅଧିକ…

ପୁରୀ: ପୁରୀରୁ ଚିଲିକା ପର୍ଯ୍ୟନ୍ତ ବେଳାଭୂମିରେ କୋଷ୍ଟାଲ ଟ୍ରେକିଙ୍ଗ୍‌ । ୩୦ କିଲୋମିଟର ବେଳାଭୂମିରେ ପଦଯାତ୍ରାରେ ବାହାରିଛନ୍ତି ୮୦ରୁ ଅଧିକ ପ୍ରକୃତିପ୍ରେମୀ । ବେଳାଭୂମି ଓ ଅଲିଭ୍‌ ରିଡଲେଙ୍କ ସୁରକ୍ଷା ବାର୍ତ୍ତା ନେଇ ପଦଯାତ୍ରା ବାହାରିଛି । ପ୍ରକୃତିପ୍ରେମୀ ଚିଲିକାର ଧଳାବାଲି…

ଏମିତି ଦୁଃଖ ଭଗବାନ୍ କାହାକୁ ବି ନଦିଅନ୍ତୁ: ମୃତ୍ୟୁ ଅପେକ୍ଷାରେ ଦେବକୀ, ଚିନ୍ତା କେମିତି ମଣିଷ ହେବେ ୩ଟି ପିଲା

ଫୁଲବାଣୀ: ଏମିତି ଦୁଃଖ ଭଗବାନ୍ କାହାକୁ ବି ନ ଦିଅନ୍ତୁ । ଜୀବନ ଥାଇକି ବି ନଥିଲା ଭଳି । କେବଳ ଅପେକ୍ଷା ମୃତ୍ୟୁକୁ। ଦିନେ କି ଦୁଇ ଦିନ ନୁହେଁ, ଗତ ୨ବର୍ଷ ହେଲା ଶଯ୍ୟାସାୟୀ ହୋଇ ମୃତ୍ୟୁକୁ ଅପେକ୍ଷା କରି ରହିଛନ୍ତି ୩୦ ବର୍ଷୀୟ ଦେବକୀ କୁଦେଇ । ୨୦୧୮ ଜାନୁୟାରୀ ୦୧ ତାରିଖ ଦିନ ଘରେ ନିଆଁ…

ରାଜ୍ୟ ସରକାରଙ୍କ ଫେବ୍ରୁଆରୀ ଗାଇଡଲାଇନ୍‌: ବିବାହ ଓ ଶେଷକୃତ୍ୟରେ ୫୦୦ ଲୋକଙ୍କୁ ଅନୁମତି, ପହିଲାରୁ ଖୋଲିବ ଅଙ୍ଗନବାଡି

ଭୁବନେଶ୍ବର: ଆସିଲା ରାଜ୍ୟ ସରକାରଙ୍କ ଫେବ୍ରୁଆରୀ ଗାଇଡଲାଇନ୍‌ । ୧ ଫେବ୍ରୁଆରୀରୁ ଖୋଲିବ ଅଙ୍ଗନବାଡି କେନ୍ଦ୍ର । ବିବାହ ଓ ଶେଷକୃତ୍ୟରେ ୫୦୦ ଲୋକଙ୍କୁ ଅନୁମତି ମିଳିଛି । ଆବଦ୍ଧ ସ୍ଥାନରେ ୫୦ ପ୍ରତିଶତ ଲୋକଙ୍କୁ ନେଇ କାର୍ଯ୍ୟକ୍ରମ ଚାଲିପାରିବ । ସାଂସ୍କୃତିକ, ସାମାଚିକ, ଧାର୍ମିକଳ…

ଝରାଫୁଲ ଓ ରାକେଶକୁ ନେଇ ସାମ୍ନାକୁ ଆସିଲା ଆଉ ଏକ ଭିଜୁଆଲ୍: ପୋଖରୀପୁଟ ଅଞ୍ଚଳରେ ଘଟଣା ଦିନ ଉଭୟ ଏକାଠି ଖାଇଥିଲେ…

ଭୁବନେଶ୍ବର: ଝରାଫୁଲ ମୃତ୍ୟୁ ଘଟଣାର ଆଉ ଏକ ଭିଜୁଆଲ । ଗୋଟିଏ ପରେ ଗୋଟିଏ ଏକ୍ସଳୁସିଭ୍ ଭିଜୁଆଲ ସାମ୍ନାକୁ ଆସିବାରେ ଲାଗିଛି। ରେଷ୍ଟୁରାଣ୍ଟ ଭିତର ଓ ବାହାର ଭିଜୁଆଲ ଏବେ ହସ୍ତଗତ ହୋଇଛି । ପୋଖରୀପୁଟ ଅଞ୍ଚଳର ବ୍ରଦର୍ସ ରେଷ୍ଟୁରାଣ୍ଟରେ ଖାଇବାର ଭିଜୁଆଲ । ଏହି ରେଷ୍ଟୁରାଣ୍ଟରେ ୨୬ ତାରିଖ…

ବ୍ରହ୍ମପୁର ଉତ୍କଳ ବାଳାଶ୍ରମର ଅନାଥ ଶିଶୁକନ୍ୟା ସ୍ନେହାକୁ ମିଳିଲା ପରିଚୟ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ବିଦେଶୀ…

ବ୍ରହ୍ମପୁର (କେନ୍ୟୁଜ) : ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର ହୋଇଥିବା ଶିଶୁ କନ୍ୟାର ବଦଳିଲା ଭାଗ୍ୟ । ଗଞ୍ଜାମ ଜିଲ୍ଲାରୁ ସୁଦୂର ଇଟାଲୀରେ ରହି ବଡ଼ ହେବ ଉଦ୍ଧାର ଶିଶୁ ।  ଆଜି ଗଞ୍ଜାମ ଜିଲ୍ଲାର ଜଣେ ଅନାଥ ଶିଶୁ କନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି ଇଟାଲୀର ଏକ ଦମ୍ପତି ।…

ଆଜି ରାଜ୍ୟରେ ଚିହ୍ନଟ ହେଲେ ୧୦୮ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରେ ଚିହ୍ନଟ ହେଲେ ୧୦୮ ଜଣ କରୋନା ଆକ୍ରାନ୍ତ । ସଂଗରୋଧ କେନ୍ଦ୍ରରୁ ୬୩ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୪ହଜାର ୯୫୮କୁ ବୃଦ୍ଧି ପାଇଛି। ସେହିପରି ସୁସ୍ଥ ହେଲେଣି…