ଫିଲ୍ମ ‘ଦି ଫ୍ୟାମିଲି ଷ୍ଟାର’ ଖୁବ୍‌ ଶୀଘ୍ର ରିଲିଜ୍‌ ହେବାକୁ ଯାଉଛି OTT ପ୍ଲାଟଫର୍ମରେ, ଜାଣନ୍ତୁ କେବେ

ବିଜୟ ଦେବରକୋଣ୍ଡା ଏବଂ ମୃଣାଲ ଠାକୁରଙ୍କ ଫିଲ୍ମ 'ଦି ଫ୍ୟାମିଲି ଷ୍ଟାର' ଏପ୍ରିଲ ୫ରେ ସିନେମା ହଲ୍‌ରେ ମୁକ୍ତିଲାଭ କରିଛି । ଏହି ଫିଲ୍ମ ଦର୍ଶକଙ୍କ ଠାରୁ ଭଲ ପ୍ରତିକ୍ରିୟା ପାଇଛି । ଫିଲ୍ମଟି ୧୯ ଦିନ ମଧ୍ୟରେ ବକ୍ସ ଅଫିସରେ ଅଧିକ ରୋଜଗାର କରିନଥିଲା, କିନ୍ତୁ ବିଜୟ ଦେବରକୋଣ୍ଡା ଏବଂ ମୃଣାଲ…

ଜଗତସିଂହପୁର ପ୍ରସିଦ୍ଧ ଭାଗବତ ମେଳଣ, ଶୋଭାଯାତ୍ରାରେ ଦେଖିବାକୁ ମିଳିଲା ୪୦ ରୁ ଉର୍ଦ୍ଧ ବିମାନ

କାହିଁ କେତେ କାଳରୁ ଗାଁ ମାନଙ୍କରେ ଭାଗବତ ଟୁଙ୍ଗି ପୂଜା ହୋଇ ଆସୁଛି । ଏହି ଦିନ ଗାଁର ସମସ୍ତ ଲୋକ ବହୁତ ଧୁମ୍‌ଧାମ୍‌ରେ ଭାଗବତ ଗୋସେଇଁଙ୍କୁ ପୂଜା କରି ଆସିଥାନ୍ତି । କିନ୍ତୁ ବର୍ତ୍ତମାନ ଗାଁ ରେ ଭାଗବତ ଟୁଙ୍ଗି ଆସ୍ତେ ଆସ୍ତେ ବିଲୁପ୍ତ ହେଉଥିବା ବେଳେ, ଆଜିର ଯୁବକ ମାନେ ଏହି ପରମ୍ପରାକୁ…

ରୁପି ସମସ୍ୟା ଯୋଗୁ ଚିନ୍ତିତ କି ? ଏହି ଉପାୟରେ କେଶରେ ଲଗାନ୍ତୁ ଆପଲ୍ ସାଇଡର୍ ଭିନେଗାର

କେଶରେ ରୁପି ସମସ୍ୟା ବଢିବା ସହିତ ମୁଣ୍ଡ କୁଣ୍ଡେଇ ହେବା ମଧ୍ୟ ଆରମ୍ଭ କରେ । ବେଳେବେଳେ ମୁଣ୍ଡରେ ଏହି ସମସ୍ୟା ଅତ୍ୟଧିକ ହେବାକୁ ଲାଗିଥାଏ । ତେବେ ଗ୍ରୀଷ୍ମ ଋତୁରେ କେଶ ମଇଳା ହେବା ଯୋଗୁ ରୁପି ଅଧିକ ହେବାକୁ ଲାଗିଥାଏ । ଏପରି ପରିସ୍ଥିତିରେ ଆପଣ କେଶକୁ ସଫା ରଖିବା ଆବଶ୍ୟକ । କେଶରୁ ରୁପି…

ଅନେକ ଲୋକଙ୍କ ଶରୀରରୁ ବାହାରେ ନାହିଁ ଝାଳ, ସୃଷ୍ଟି ହୋଇପାରେ ଏହି ସମସ୍ୟା

ଗ୍ରୀଷ୍ମ ଋତୁରେ ଝାଳ ବହିବା ଏକ ସାଧାରଣ ସମସ୍ୟା ହୋଇଥାଏ । କିନ୍ତୁ ବହୁତ ଲୋକ ଅଛନ୍ତି ଯେଉଁମାନଙ୍କ ଶରୀରରୁ ବହୁତ ଝାଳ ବାହାରିଥାଏ । ତେବେ ଆପଣ ଯେତେବେଳେ ଖରାରେ ବାହାରକୁ ଯାଆନ୍ତି କିମ୍ବା ଜିମ୍‌ ଯାହାନ୍ତି, ସେତେବେଳେ ଅଧିକ ଝାଳ ବାହାରିବା ଆରମ୍ଭ କରିଥାଏ । କିନ୍ତୁ ଯଦି ଏହି ସବୁ କାମ…

ବରୁଣ ଧୱନଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ମିଳିଲା ବଡ଼ ସରପ୍ରାଇଜ୍‌, ସାମ୍ନାକୁ ଆସିଲା ଫିଲ୍ମ ବେବି ଜନ୍‌ ନୂଆ ପୋଷ୍ଟର

ଅଭିନେତା ବରୁଣ ଧୱନ ତାଙ୍କର ଅପ୍‌କମିଂ ଫିଲ୍ମ 'ବେବି ଜନ୍' ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହି ଫିଲ୍ମଟି ବହୁତ ଦିନ ହେବ ଚର୍ଚ୍ଚାରେ ରହିଛି ଏବଂ ବରୁଣ ଧୱନଙ୍କ ଜନ୍ମଦିନ ଅବସରରେ ଫିଲ୍ମ ନିର୍ମାତାମାନେ ଏହି ଫିଲ୍ମକୁ ନେଇ ପ୍ରଶଂସକଙ୍କୁ ଏକ ବଡ଼ ସରପ୍ରଇଜ୍‌ ଦେଇଛନ୍ତି । ତେବେ ବରୁଣ ଧୱନଙ୍କ…

ପୋଲିସ ପାଟ୍ରୋଲିଂ ସମୟରେ ଭୟଙ୍କର ଗୁଳି ବିନିମୟ, ଜଣେ ମୃତ

ଛତିଶଗଡର ନକ୍ସଲ ପ୍ରଭାବିତ ଦନ୍ତେଓ୍ଵାଡା ଜିଲ୍ଲାରେ ପାଟ୍ରୋଲିଂ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ଗୁଳିରେ ଜଣେ ସୁରକ୍ଷା କର୍ମରଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ପୋଲିସ ଅଧିକାରୀମାନେ ଗୁରୁବାର ଏହି ସୂଚନା ଦେଇଛନ୍ତି । ପୋଲିସ ଅଧିକାରୀ କହିଛନ୍ତି ଯେ ଜିଲ୍ଲା…

ରାଶିଫଳ : ରାଶି ଅନୁସାରେ ଜାଣନ୍ତୁ ଆଜି କିପରି କଟିବ ଆପଣଙ୍କ ଦିନ

ମେଷ: ସାମାଜିକ କ୍ଷେତ୍ରରେ ଆପଣଙ୍କ ପ୍ରତି ସମ୍ମାନ ବୃଦ୍ଧି ପାଇବ । ଟଙ୍କା ସମ୍ବନ୍ଧୀୟ ପ୍ରସଙ୍ଗରେ ବାହାର ଲୋକଙ୍କଠାରୁ ପରାମର୍ଶ ନିଅନ୍ତୁ ନାହିଁ । ଆଧ୍ୟାତ୍ମିକତା ପ୍ରତି ଆପଣଙ୍କ ଆଗ୍ରହ ବଢ଼ିବ । ବୃଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି,…

ପେଟରେ କୃମି ହେଉଛି କି ? ଆପଣାନ୍ତୁ ଏହି ୫ଟି ଘରୋଇ ଉପାୟ

ଆଜିକାଲି ବାହାରେ ଖାଦ୍ୟ ଖାଇବା ଏବଂ ବେଳେବେଳେ ମଇଳା ପାଣି ପିଇବା ଦ୍ୱାରା ପେଟରେ କୃମି ଜମା ହେବାକୁ ଲାଗିଥାଏ । ଆପଣ ଜାଣିଛନ୍ତି କି ପେଟରେ ପ୍ରାୟ ୨୦ ପ୍ରକାରର କୃମି ଅଛି, ଯାହା ବେଳେବେଳେ ପେଟରେ କ୍ଷତ ପହଞ୍ଚାଇଥାଏ । ଖରାପ ଲାଇଫ୍‌ଷ୍ଟାଇଲ୍‌ ଖାଦ୍ୟ ଏବଂ ଜଳ ଗ୍ରହଣ ହେତୁ ପେଟରେ କୃମି…

ଆଜିଠାରୁ ଆରମ୍ଭ ହେଲା ବୈଶାଖ ମାସ, ଜାଣନ୍ତୁ କ’ଣ ରହିଛି ଏହାର ମହତ୍ତ୍ୱ

ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ନୂଆ ବର୍ଷ ଚୈତ୍ର ମାସରୁ ଆରମ୍ଭ ହୋଇଥାଏ । ଚୈତ୍ର ପୂର୍ଣ୍ଣିମା ଗଲାପରେ ଏହି ମାସ ଶେଷ ହୋଇଛି । ଏଥି ସହିତ ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ବୈଶାଖ ମାସର ଆଜିଠାରୁ ଆରମ୍ଭ ହୋଇଛି । ଏହି ମାସ ମାଧବ ନାମରେ ମଧ୍ୟ ଜଣାଶୁଣା । ଏହି ମାସରେ ଭଗବାନ ବିଷ୍ଣୁଙ୍କ…

ଆରମ୍ଭ ହୋଇଛି ପ୍ରସିଦ୍ଧ ଦାଣ୍ଡଯାତ୍ରା, ବର୍ଷକରେ ଥରେ ଦାଣ୍ଡକୁ ଆସନ୍ତି ଠାକୁର

ଓଡିଶା ପ୍ରସିଦ୍ଧ ହେଉଛି ଦାଣ୍ଡଯାତ୍ରା, ଏହି ଯାତ୍ରା ଶ୍ରୀ ରଘୁନାଥ ଜୀୟୁ ଠାକୁର ବିଭାନରେ ମନ୍ଦିରରୁ ପଦାକୁ ଆସିଥାନ୍ତି । ବର୍ଷ କରେ ଥରେ ଠାକୁର ଦାଣ୍ଡରେ ଭୋଗ ଖାଇଥାନ୍ତି । ଏହି ଯାତ୍ରାରେ ଠାକୁରଙ୍କ ବିଭାନ ଗଲା ବେଳେ ବଜ଼ା ବାଣ ସହିତ ଘଣ୍ଟର ତଳେ ତଳେ ଠାକୁର ଯାଇଥାନ୍ତି । ରଘୁନାଥଙ୍କର…

ପେଟରେ ଜମା ହୋଇଥିବା ମଇଳାକୁ ସଫା କରିବା ପାଇଁ ଖାଲି ପେଟରେ ପିଅନ୍ତୁ ଅଁଳା ଚା, ଜାଣନ୍ତୁ ପିଇବାର ଆହୁରି ଅନେକ ଲାଭ

ଯଦି ଆପଣ ଶରୀରକୁ ସୁସ୍ଥ ରଖିବାକୁ ଚାହାଁନ୍ତି, ତେବେ ସମୟ ସମୟରେ ଶରୀରକୁ ଡିଟକ୍ସ କରିବା ଜରୁରୀ ହୋଇଥାଏ । ଅନେକ ଥର ଭୁଲ୍ ଖାଇବା ଏବଂ ପେଟକୁ ବହୁତ ସମୟ ପଯ୍ୟନ୍ତ ସଫା ନକରିବା ଯୋଗୁ ପେଟରେ ମଇଳା ଜମା ହେବାକୁ ଆରମ୍ଭ କରେ । ତେଣୁ ଆପଣ ମାସରେ ୧ ରୁ ୨ ଥର ପେଟ ସଫା କରିବା ଉଚିତ୍ । ପେଟକୁ…

ସାମ୍ନାକୁ ଆସିଲା ବିକି କୌଶଲଙ୍କ ଅପ୍‌କମିଂ ଫିଲ୍ମର ନୂଆ ଲୁକ୍‌, ଭାଇରାଲ ହେଉଛି ଫଟୋ

ବଲିଉଡର ମୋଷ୍ଟ ପପୁଲାର ଅଭିନେତା ବିକି କୌଶଲ ତାଙ୍କ ସମସ୍ତ ଦମ୍‌ଦାର ଫିଲ୍ମ ପାଇଁ ସବୁବେଳେ ହେଡଲାଇନରେ ରହିଥାନ୍ତି । ତାଙ୍କର ବହୁ ଚର୍ଚ୍ଚିତ ଫିଲ୍ମ 'ସାମ୍ ବାହାଦୂର' ଲୋକଙ୍କ ମନ ଜିତିଛି । ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ବହୁତ ଭଲ କଲେକ୍ସନ୍‌ କରିଛି । ବର୍ତ୍ତମାନ ବିକି କୌଶଲଙ୍କ ଏକ ଫଟୋ…