ଶରୀରକୁ ହାଇଡ୍ରେଟ ରଖିବା ସହ ଅନେକ ରୋଗରୁ ମୁକ୍ତି ଦିଏ ତରଭୁଜ, ଜାଣନ୍ତୁ ସବୁ ଫାଇଦା

କିଛି ଫଳ ଏପରି ହୋଇଥାଏ ଯାହା କେବଳ ନିର୍ଦ୍ଧିଷ୍ଟ ଋତୁରେ ହିଁ ମିଳିଥାଏ। ତାହା ମଧ୍ୟରେ ଏକ ହେଉଛି ତରଭୁଜ। ସାଧାରଣତଃ ଖରା ଦିନରେ ସୁଆଦିଆ ଫଳ ତରଭୁଜ ବଜାରରେ ମିଳିଥାଏ। ଏମିତିରେ ଗରମ ଦିନରେ ତରଭୁଜ ଖାଇବାକୁ କାହାକୁ ବା ଭଲ ନ ଲାଗେ। ଏଥିରେ ରହିଥିବା ପୋଷକ ଏବଂ ପାଣି ଭୋକ ଆଉ ଶୋଷ ଉଭୟକୁ…

ଗୋଟିଏ ପୋଷ୍ଟପେଡ ପ୍ଲାନରେ ୪ଜଣ ଉଠାଇପାରିବେ ଫାଇଦା, ଜାଣନ୍ତୁ ଜିଓର ବେଷ୍ଟ ପୋଷ୍ଟପେଡ ପ୍ଳାନ ସମ୍ପର୍କରେ..

ଜିଓ ପ୍ରତିଥର ନିଜ ୟୁଜର୍ସଙ୍କୁ ଖୁସି କରିବା ପାଇଁ ବଢ଼ିଆ ପ୍ଳାନ ଲଞ୍ଚ କରିଥାଏ। ଏଥର ମଧ୍ୟ ପୁଣି ଥରେ ନିଜ ଗ୍ରାହକଙ୍କୁ ଖୁସି କରିବା ପାଇଁ ଜିଓ ନୂଆ ପ୍ଳାନ ବାହାର କରିଛି। ଏସବୁ ଅଫର ଉଭୟ ପୋଷ୍ଟପେଡ ଓ ପ୍ରିପେଡ କଷ୍ଟମର୍ସ ଙ୍କ ପାଇଁ ଆସିଥାଏ। ବିଗତ ଦିନରେ କମ୍ପାନୀ ଏକ ଦମଦାର ଅଫର ବାଜରରେ…

ବଟ ବୃକ୍ଷକୁ ଏପରି ପୂଜା କଲେ ହେବ ସବୁ ମନସ୍କାମନା ପୂର୍ଣ୍ଣ, ଜାଣନ୍ତୁ ପୂଜା କରିବାର ସ୍ୱତନ୍ତ୍ର ବିଧି

ବର ଗଛ ସହିତ ଅନେକ ଲୋକଙ୍କ ଧାର୍ମିକ ଆସ୍ଥା ଯୋଡ଼ି ହୋଇ ରହିଛି। ବଟ ବୃକ୍ଷ ବା ବର ଗଛରେ ଦେବଦେବୀ ବାସ କରୁଥିବାର ବିଶ୍ୱାସ ଅଛି। ଏଥିପାଇଁ ପ୍ରତ୍ୟେକ ଲୋକ ଏହି ଗଛକୁ ପୂଜା କରିଥାନ୍ତି। ଏହାର ପ୍ରତ୍ୟେକଟି ଭାଗରେ ଭଗବାନ ବାସ କର ନ୍ତି। ତେଣୁ ଏହାକୁ ପୂଜା କରିବାର ସ୍ୱତନ୍ତ୍ର ରୀତିନୀତି…

ରାତିରେ ଭାତ ଖାଇଲେ ହୋଇଥାଏ ଏହି ସବୁ ସମସ୍ୟା, ଜାଣନ୍ତୁ ଓ ସାବଧାନ ରୁହନ୍ତୁ

ଭାରତରେ ଅନେକ ଲୋକ ଭାତ ଖାଇବାକୁ ବେଶି ପସନ୍ଦ କରନ୍ତି। ଭାତ ତିଆରି କରିବା ମଧ୍ୟ ଖୁବ ସହଜ । ଅଧିକାଂଶ ଲୋକେ ଭାତକୁ ପସନ୍ଦ ମଧ୍ୟ କରନ୍ତି। ଲୋକେ ବିଭିନ୍ନ ଉପାୟରେ ଭାତ ଖାଇଥାନ୍ତି। କେହି ଫ୍ରାଇଡ ରାଇସ୍‌ ଆଉ କେହି କେହି ଡାଲି ଭାତ ଖାଇବା ପସନ୍ଦ କରନ୍ତି। ତେବେ ଭାତ ଶରୀର ପାଇଁ ଭଲ…

ଆଇଫୋନ କମ୍ପାନୀ ଏବେ ଶସ୍ତା ଦାମ ସହ ବଡ଼ ସ୍କ୍ରିନ ଥିବା ଲାଟେଷ୍ଟ ମଡେଲକୁ ଲଞ୍ଚ କରିବ, ଜାଣନ୍ତୁ ଏହାର ଦାମ ଓ ଫିଚର୍ସ…

ଆଇଫୋନ ଲଭର୍ସଙ୍କୁ ଖୁସି କରିବା ପାଇଁ କମ୍ପାନୀ ତରଫରୁ ନୂଆ ନୂଆ ମଡେଲରେ ବଢ଼ିଆ ଅଫର ରଖାଯାଇଥାଏ। କମ ଦାମରେ କିପରି ଭଲ ମଡେଲ ୟୁଜର୍ସଙ୍କୁ ଦେଇପାରିବେ ତାହା ଉପରେ ବେଶି ଧ୍ୟାନ ଦିଏ। ଏବେ କମ୍ପାନୀ ଫୋନ ସ୍କ୍ରିନ ଉପରେ ବେଶି ଫୋକସ୍‌ ରଖିଛି। ଆଇଫୋନ ବହୁତ ଶୀଘ୍ର iPhone 14 ସିରିଜ ଲଞ୍ଚ…

ପଶ୍ଚିମ ଓଡ଼ିଶାର ପ୍ରମୁଖ ତୀର୍ଥକ୍ଷେତ୍ର ନୃସିଂହନାଥଙ୍କ ପୀଠରେ ପାଳିତ ହୋଇଛି ବୈଶାଖୀ ମେଳା

ବରଗଡ଼ ଜିଲ୍ଲା ନୃସିଂହନାଥ ପୀଠରେ ପାଞ୍ଚଦିନ ଧରି ଚାଲିଥିବା ବୈଶାଖ ମେଳା ସୋମବାର ଉଦଯାପିତ ହୋଇଯାଇଛି । ଐତିହାସିକ,ସାଂସ୍କୃତିକ ଏବଂ ଧାର୍ମିକ ପୀଠ ଭାବେ ପରିଚିତ ଥିବା ଏହି ସ୍ଥାନରେ ପ୍ରକୃତିର ସବୁଜିମା ପରିବେଶ ଭିତରେ ଅବସ୍ଥାପିତ ହୋଇଛନ୍ତି ପ୍ରଭୁ ନୃସିଂହନାଥ। ପ୍ରତିବର୍ଷ ବୈଶାଖ ମାସରେ…

ଏବେ ଟ୍ରେନରେ ଏହି ସମୟରେ ଟିଟିଇ ଆପଣଙ୍କ ଟିକେଟ ଯାଞ୍ଚ କରିପାରିବେ ନାହିଁ, ବିନା ଟେନସେନରେ କରିପାରିବେ ଆରାମରେ…

ଭାରତୀୟ ରେଳ ବିଭାଗ ତରଫରୁ ରେଳ ଯାତ୍ରୀଙ୍କ ସୁବିଧା ପାଇଁ ଅନେକ ନିୟମ ବାହାର କରା ଯାଇଛି। ରେଳ ବିଭାଗ ରାତିରେ ଯାତ୍ରା କରୁଥିବା ରେଳ ଯାତ୍ରୀଙ୍କ ପାଇଁ କିଛି ଜରୁରୀ ନିୟମ ବାହାର କରିଛନ୍ତି। ଦେଶର ଅଧିକତର ଭାବେ ଲୋକ ଟ୍ରେନରେ ଯାତ୍ରା କରିଥାନ୍ତି। ରେଳ ଯାତ୍ରା ଆରାମ ଦାୟକ ସହ ସୁରକ୍ଷିତ…

ହୁଣ୍ଡାଇ କ୍ରେଟା Night Editionର ଟିଜର ହେଲା ରିଲିଜ, ଦିଓ୍ଵାନା କରିଛି ଏହାର ଶାନଦାର ଲୁକ

ହୁଣ୍ଡାଇ ଇଣ୍ଡିଆ ନିକଟରେ Creta SUVର Night Edition ଲଞ୍ଚ କରିଛି। ଏବେ କମ୍ପାନୀ ଏବେ ଏହି କାରର ଟିଜର ମଧ୍ୟ ରିଲିଜ କରିସାରିଛି। ଏହାର ଲୁକ କୁ ସମସ୍ତେ ଖୁବ ପସନ୍ଦ କରୁଛନ୍ତି ବୋଲି ଶୁଣିବାକୁ ମିଳିଛି। ଷ୍ଟାଣ୍ଡାର୍ଡ କ୍ରେଟା ତୁଳନାରେ ଏହି ନୂଆ ସ୍ପେଶାଲ ଏଡିସନର ଲୁକ ରହିଛି ଜବରଦସ୍ତ ।…

ଅକ୍ଷୟ ତୃତୀୟାରୁ ୨୨ ଦିନ ପର୍ଯ୍ୟନ୍ତ ପାଳିତ ହୁଏ ପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା

ଏକାମ୍ରକ୍ଷେତ୍ରର ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ପାଳିତ ହେଉଛି ପବିତ୍ର ଚନ୍ଦନ ଯାତ୍ରା ପର୍ବ। ଅକ୍ଷୟ ତୃତୀୟା ଠାରୁ ଏହା ଦୀର୍ଘ ୨୨ ଦିନ ପର୍ଯ୍ୟନ୍ତ ଚାଲିଥାଏ। ଅକ୍ଷୟ ତୃତୀୟା ଉତ୍କଳର ଏକ ବିଶିଷ୍ଟ କୃଷି ଭିତ୍ତିକ ପର୍ବ ସହ ଏହିଦିନ ଯେକୌଣସି ସମୟରେ ଆପଣ ଯାହା କଲେ ତାହା ଶୁଭ ମନାଯାଏ। ଏହି…

୨୩ ହଜାର ଟଙ୍କା ଭିତରେ କିଣନ୍ତୁ ଲାଟେଷ୍ଟ iPhone 13 ର ଏହି ଭାରିଏଣ୍ଟକୁ, ରହିଛି ଦମଦାର ଫିଚର୍ସ

ଯଦି ଆପଣଣ ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି ତେବେ ଫ୍ଲିପକାର୍ଟ ଆପଣଙ୍କ ପାଇଁ ନେଇ ଆସିଛି ବଢ଼ିଆ ସୁଯୋଗ। ଏହି ସୁଯୋଗର ଫାଇଦା ଉଠାଇ ଆପଣ ଆଇଫୋନ ୧୩ କୁୁ କିଣିପାରିବେ। ଏହି ମଡେଲ ନିକଟ ସମୟରେ ବଜାରରେ ଲଞ୍ଚ ହୋଇଥିବା ବେଳେ ଏହାର ଭାରିଏଣ୍ଟ ଉପରେ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ଏହା ଉପରେ…

ଚଳିତ ବର୍ଷ ୩ଦିନ ଧରି ହେଉଛି ହରିଶଙ୍କର ପୀଠରେ ବୈଶାଖୀ ଉତ୍ସବ

ଗନ୍ଧମାର୍ଦ୍ଦନ ପାହାଡର ଦକ୍ଷିଣ ଭାଗରେ ଅବସ୍ଥିତ ପ୍ରସିଦ୍ଧ ହରିଶଙ୍କର ପୀଠ। ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ଉପଖଣ୍ଡ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ହରିଶଙ୍କର ଉଭୟ ଶୈବପୀଠ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ। ଯାହା ପ୍ରତିଟି ସମୟରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ…

ଏବେ ସମସ୍ତ ରାସନ କାର୍ଡ ଦୋକାନରେ ଲାଗିବ EPOS ମେସିନ, ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ..

ଯଦି ଆପଣ ବି ଜଣେ ରାସନ କାର୍ଡ ଧାରକ ତେବେ ଏହି ଖବର ଆପଣଙ୍କ ପାଇଁ। ଏବେ ସମସ୍ତ ରାସନ କାର୍ଡ ଧାରକଙ୍କ ପାଇଁ ଏକ ଜରୁରୀ ସୂଚନା ଆସିଛି।ସମସ୍ତ ରାସନ କାର୍ଡ ଧାରକ ଏହି ଖବରକୁ ଜାଣିବା ନିହାତି ଜରୁରୀ। ରାସନ କାର୍ଡ ସରକାରଙ୍କ ତରଫରୁ ନାଗରିକମାନଙ୍କୁ ଦିଆଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ…