ରୋଷେଇ ଘରେ ମିଳୁଥିବା ଏହି ୫ଟି ଜିନିଷ ବ୍ୟବହାର କରନ୍ତୁ କେଶ ଝଡ଼ିବାରୁ ମିଳିବ ମୁକ୍ତି

ବର୍ତ୍ତମାନର ଖରାପ ଲାଇଫ୍‌ଷ୍ଟାଇଲ୍‌ ଏବଂ ଖାଇବା ଅଭ୍ୟାସ ହେତୁ ଲୋକଙ୍କ କେଶ ବହୁତ ଅଧିକ ଝଡିବାକୁ ଲାଗୁଛି । ଏଭଳି ପରିସ୍ଥିତିରେ ଲୋକମାନେ କେଶ ଝଡ଼ିବା ପାଇଁ ଦାମୀ ତେଲ, ସାମ୍ପୁ ଏବଂ କଣ୍ଡିସନର ବ୍ୟବହାର କରନ୍ତି । କିନ୍ତୁ ଏସବୁ କରିବା ପରେ ମଧ୍ୟ କେଶ ମୋଟା ଏବଂ ଲମ୍ବା ହେବା ପରିବର୍ତ୍ତେ…

ଅଯୋଧ୍ୟା: ରାମ ମନ୍ଦିର ଟ୍ରଷ୍ଟ ଏବଂ ଟିଟିଡି ଅଧିକାରୀଙ୍କ ମଧ୍ୟରେ ବୈଠକ, ନବମୀ ଦିନ ଭିଡ଼ ନିୟନ୍ତ୍ରଣ କରିବା ପାଇଁ…

ଆଗକୁ ରାମ ନବମୀ ଥିବା ଯୋଗୁ ଅନେକ ସ୍ଥାନରେ ବିଭିନ୍ନ ପ୍ରକାରର ଆୟୋଜନା କରାଯାଉଛି । କିନ୍ତୁ ଅଯୋଧ୍ୟାରେ ଏଥିପାଇଁ ବିଶେଷ ଆୟୋଜନା କରାଯାଇଛି । ତେବେ ରାମ ନବମୀ ଅବସରରେ ପ୍ରାୟ ୨୫ ଲକ୍ଷ ଭକ୍ତ ଅଯୋଧ୍ୟାରେ ପହଞ୍ଚି ରାମଲାଲାଙ୍କ ଦର୍ଶନ ପାଇପାରିବେ । ଏଭଳି ପରିସ୍ଥିତିରେ ଭକ୍ତଙ୍କ ଭିଡ…

ଗ୍ରୀଷ୍ମରେ ହିଟ୍‌ ଷ୍ଟ୍ରୋକ୍‌ରୁ ନିଜକୁ ରକ୍ଷା କରିବା ପାଇଁ ଫଲୋ କରନ୍ତୁ ଏହି ଟିପ୍ସ

ଗ୍ରୀଷ୍ମ ଋତୁରେ ଖରା ବଡିବା ଯୋଗୁ ପ୍ରବଳ ଗରମ ହେବାକୁ ଆରମ୍ଭ ହୋଇଥାଏ । ଯାହା ଫଳରେ ଲୋକମାନେ ହିଟ ଷ୍ଟ୍ରୋକ୍‌ର ଶିକାର ହୋଇଥାନ୍ତି । ଏହା ସହ ଯେଉଁମାନେ ଏହି ଋତୁରେ ଅଧିକ ଭଜା କିମ୍ବା ମସଲାଯୁକ୍ତ ଖାଦ୍ୟ ଖାଆନ୍ତି ସେମାନଙ୍କ ପାଇଁ ଗ୍ରୀଷ୍ମ ଋତୁ ଅଧିକ ଅସୁବିଧାଜନକ ହୋଇପାରେ । ତେବେ…

ଆଜିର ରାଶିଫଳ : ଜାଣନ୍ତୁ ଓଡିଆ ନବବର୍ଷରେ କିପରି କଟିବ ଆପଣଙ୍କ ଦିନ

ମେଷ: ଘରେ ଧାର୍ମିକ କାର୍ଯ୍ୟ ହୋଇପାରେ । ମନରେ ନିରାଶାର ଭାବ ରହିବ । ଆଳସ୍ୟ ଅଧିକ ରହିପାରେ । ମିତ୍ରଙ୍କଠାରୁ ସହଯୋଗ ମିଳିବ । ସ୍ୱଭାବରେ ଜିଦିପଣ ରହିପାରେ । ପରିଶ୍ରମ ଅଧିକ ରହିବ । ଧର୍ମ ପ୍ରତି ଶ୍ରଦ୍ଧାଭାବ ରହିବ । ବୃଷ: ପାରିବାରିକ ଜୀବନ ସୁଖମୟ ହେବ । ଆୟ ହ୍ରାସ ଏବଂ ଖର୍ଚ୍ଚ…

ଜାଣନ୍ତୁ ଓଜନ କମ୍‌ ହେବା ପାଇଁ ଦିନକୁ କେତେ କ୍ୟାଲୋରୀ ଗ୍ରହଣ କରିବା ଉଚିତ୍ ? ଡାଏଟ୍‌ରେ କରନ୍ତୁ ଏପରି ପରିବର୍ତ୍ତନ

ଆଜିକାଲି ଓଜନ କମ୍‌ କରିବାକୁ ଲୋକମାନେ ଜିମରେ ଘଣ୍ଟା ଘଣ୍ଟା ସମୟ କାଟୁଛନ୍ତି । ଅନେକ ଜିନିଷ ଖାଇବା ଏବଂ ପିଇବା ବନ୍ଦ ମଧ୍ୟ କରିଦେଉଛନ୍ତି । ତଥାପି ବଢିଥିବା ଓଜନ କମ୍‌ ହେଉନାହିଁ । ତେବେ ପତଳା ହେବା ପାଇଁ ବହୁତ ସମୟ ଲାଗିଥାଏ ଏବଂ ଧୀରେ ଧୀରେ ଶରୀର ଠିକ୍‌ ଆକାରକୁ ଆସିଯାଏ । ତଥାପି…

ମହାବିଷୁବ ସଂକ୍ରାନ୍ତିରେ ଆରମ୍ଭ ହେଲା ସିଂହାପୁର ଯାତ୍ରା, ଦେଖିବା ପାଇଁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ

ମହାବିଷୁବ ସଂକ୍ରାନ୍ତି ଅବସରରେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ସିଂହାପୁର ଠାରେ ଆରମ୍ଭ ହୋଇଛି ଓଡ଼ିଶା ପ୍ରସିଦ୍ଧ ମହାପ୍ରଭୁ ନାରାୟଣ ଗୋସେଇଁଙ୍କ ବିଜୟ ଯାତ୍ରା । ଏହି ଯାତ୍ରା ୩ଦନ ଧରି ଚାଲିବ । ବର୍ଷକ ଯାକ ଜଳଶାୟୀ ନାରାୟଣ ଗୋସେଇଁ ମାତ୍ର ତିନିଦିନ ପାଇଁ ପୁଷ୍କରିଣୀରୁ ବାହାରି ଭକ୍ତଙ୍କୁ…

କୋଲକାତାର ବସ୍ତିରେ ଅଗ୍ନିକାଣ୍ଡ, କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା

ଶୁକ୍ରବାର ସନ୍ଧ୍ୟାରେ ଉତ୍ତର କୋଲକାତାର କଙ୍କୁରଗାଛି ଅଞ୍ଚଳରେ ଥିବା ଏକ ବସ୍ତିରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ତେବେ ପୋଲିସ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ପୋଲିସ କହିବା ଅନୁଯାଇ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳକୁ ପାଞ୍ଚଟି ଅଗ୍ନି ଟେଣ୍ଡର ପଠାଯାଇଥିବା । ଯାହାଫଳରେ…

ଭାରତୀୟ ସିମେଣ୍ଟ ବଜାରରେ ପ୍ରାଧାନ୍ୟ ବିସ୍ତାର କରିବାକୁ ପ୍ରସ୍ତୁତ ହେଉଛି ଆଦାନୀ ଗ୍ରୁପ, କିଛି ଦିନରେ ମାର୍କେଟରେ…

ଭାରତୀୟ ସିମେଣ୍ଟ ବଜାରରେ ଆଦାନୀ ଗ୍ରୁପ୍ ନିଜର ପ୍ରାଧାନ୍ୟତା ବିସ୍ତାର କରିବା ପାଇଁ ପ୍ରସ୍ତୁତ ହେଉଛି । ତେବେ ଗୌତମ ଆଦାନୀଙ୍କ ନେତୃତ୍ୱରେ ଆଦାନୀ ଗ୍ରୁପ୍ ୨୦୨୭ ରୁ ୨୮ ଆର୍ଥିକ ବର୍ଷ ସୁଦ୍ଧା ଭାରତୀୟ ସିମେଣ୍ଟ ବଜାରରେ ପ୍ରାୟ ୨୦ ପ୍ରତିଶତ ସେୟାର ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି…

କମଳା ଚୋପାରେ ଏହି ୨ଟି ଜିନିଷ ମିଶାଇ ତିଆରି କରନ୍ତୁ ସ୍କ୍ରବ୍‌, ସ୍କିନ୍‌ର ଅନେକ ସମସ୍ୟା ହେବ ଦୂର

ଆଜିକାଲି ମହିଳାମାନେ ନିଜ ସ୍କିନ୍‌ର କେୟାର ନେବା ପାଇଁ ମୁହଁରେ ବିଭିନ୍ନ ପ୍ରକାରର ପ୍ରଡକ୍ଟଲଗାଉଛନ୍ତି ଏବଂ ପାର୍ଲରକୁ ଯାଉଛନ୍ତି । ଏହା ସହ ଲୋକମାନେ ଭଲ ଭଲ ବ୍ରାଣ୍ଡ୍‌ର ଜିନିଷ ବ୍ୟବହାର କରିବାରେ ମଧ୍ୟ ହଜାରେ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ତେବେ ଲୋକମାନେ ଏପରି କରନ୍ତି, ଯେପରି…

ଫ୍ୟାଶନ ଇଣ୍ଡଷ୍ଟ୍ରିକୁ ବଡ଼ ଝଟକା : ଆନିମଲ ପ୍ରିଣ୍ଟ୍ ଡିଜାଇନ ପାଇଁ ଜଣାଶୁଣା ଡିଜାଇନର୍ ରୋବର୍ଟୋ କ୍ୟାଭଲୀଙ୍କ ଦେହାନ୍ତ

ଫ୍ୟାଶନ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ଆସିଛି, ଯାହା ସମସ୍ତ ଷ୍ଟାରଙ୍କୁ ଏକ ବଡ଼ ଝଟକା ଦେଇଛି । ତେବେ ଜଣାଶୁଣା ଫ୍ୟାଶନ୍ ଡିଜାଇନର୍ ରୋବର୍ଟୋ କ୍ୟାଭଲୀଙ୍କ ୮୩ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ଟିମ୍‌ ସୋସିଆଲ ମିଡିଆରେ ଏହି ଦୁଃଖର କଥା ସେୟାର କରିଛନ୍ତି । ବଲିଉଡରୁ ଓଲିଉଡ…

ରାଶିଫଳ : ଜାଣନ୍ତୁ ଆଜି ଦିନଟି ପିଲାଙ୍କ ପାଇଁ କିପରି କଟିବ

ମେଷ: ଆପଣଙ୍କ ଭଲ ବ୍ୟବହାର ଦ୍ୱାରା ପାଖ ଲୋକ ଖୁସି ହେବେ । ଆଜି ଅଫିସ୍‌ ଅଯଥା କାମରେ ସମୟ ନଷ୍ଟ କରନ୍ତୁ ନାହିଁ । ଆଜି କିଛି ଭଲ ଲୋକଙ୍କ ସହିତ ଆପଣଙ୍କ ଭେଟ ହେବ । ଉନ୍ନତିର କିଛି ନୂଆ ସାଧନ ମିଳିବ । ବୃଷ: ଆଜି ନିଜକୁ ଶକ୍ତିବାନ୍‌ ଅନୁଭବ କରିବେ । ପାରିବାରିକ ସୁଖ, ଶାନ୍ତି ରହିବ ।…

ଡାଇବେଟିସ୍‌ ରୋଗୀ ତରଭୁଜ ଖାଇବା ଉଚିତ କି ? ଜାଣନ୍ତୁ ଏହାକୁ ଦିନରେ କେତେ ପରିମାଣ ଖାଇପାରିବେ

ଆପଣମାନେ ତ ଜାଣିଥିବେ ଯେ ଡାଇବେଟିସ୍‌ ରୋଗୀମାନେ ସେମାନଙ୍କ ଖାଇବା ପ୍ରତି ଅଧିକ ଧ୍ୟାନ ଦେବା ବହୁତ ଜରୁରୀ ହୋଇଥାଏ । ଖାଇବା ଏବଂ ପିଇବା କାରଣରୁ ସୁଗାର ଲେବଲ ଦ୍ରୁତ ଗତିରେ ବଢି ଯାଇଥାଏ । ତେବେ ସୁଗାର ଲେବଲ ଠିକ୍‌ ରଖିବା ପାଇଁ ଖାଦ୍ୟାରେ ହେଲଦି ଜିନିଷ ସାମିଲ କରିବା ଉଚିତ । ସେଥିପାଇଁ…