ଫ୍ୟାନ୍ସଙ୍କୁ ହିନ୍ଦୁ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୌନି ରାୟ, ସ୍ୱାମୀଙ୍କ ସହ ଦେଲେ ରୋମାଣ୍ଟିକ୍ ପୋଜ୍
କାଲି ବଙ୍ଗାଳୀ ଏବଂ ସାଉଥ ଇଣ୍ଡିଆନ ସମ୍ପ୍ରଦାୟର ଲୋକମାନେ ପୋଇଲା ବୈଶାଖ ଏବଂ ବିଶୁ ପାଳନ କରିଛନ୍ତି । ଏହି ଦିନରେ ଅଭିନେତ୍ରୀ ମୌନି ରାୟ ମଧ୍ୟ ତାଙ୍କ ସ୍ୱାମୀ ସୁରଜ ନାମ୍ବିଆରଙ୍କ ସହ ଅତି ସରଳତାର ସହ ଏହି ବିଶେଷ ଦିବସର ପାଳନ କରିଛନ୍ତି । ଏହି ସମୟ ମଧ୍ୟରେ ଅଭିନେତ୍ରୀ ନିଜ ସୋସିଆଲ…