ଦୀର୍ଘ ୩୪ ବର୍ଷ କାଳ ଶିକ୍ଷକତା କରିବା ପରେ ନିଆରା ଭାବେ ବିଦାୟ ନେଲେ ପ୍ରଧାନ ଶିକ୍ଷକ

ଗାଁ ରାସ୍ତାରେ ଚାଲିଛି ଶୋଭାଯାତ୍ରା । ବାଜା ବଜାଇ ଏକ ସୁସଜ୍ବିତ ଗାଡିରେ ପରିକ୍ରମା କରାଯାଉଛି ଗ୍ରାମକୁ । ଏଦୃଶ୍ୟ କୈାଣସି ରାଜନୈତିକ ଦଳର ରାଲି କି ପ୍ରଚାର ସମୟର ନୁହେଁ । ଏହା ହେଉଛି ଦୀର୍ଘ ୩୪ ବର୍ଷ କାଳ ନିରବଛିନ୍ନ ଭାବେ ଶିକ୍ଷକତା କରିବା ପରେ ବିଦାୟି ବେଳର । ସାଙ୍ଗରେ ଅଛନ୍ତି…

ଆଜିଠୁ କାକଟପୁର ମା’ ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା, ଲାଗିଛି ଭକ୍ତଙ୍କ ଭିଡ଼

କାକଟପୁର ମା ମଙ୍ଗଳାଙ୍କ ଆଜିଠାରୁ ଆରମ୍ଭ ହେଲା ଚୈତ୍ରମାଷ ମଙ୍ଗଳବାର ପାଳିଯାତ୍ରା, ଚୈତ୍ରମାଷର ପ୍ରଥମ ମଙ୍ଗଳବାରରେ ପ୍ରଥମ ପାଳିଯାତ୍ରା ଆଜି ଆରମ୍ଭ ହୋଇଛି । ହୋଲିରେ ଯାତ୍ରା ଆରମ୍ଭ ହେଉଥିବା ବେଳେ ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ । ଆଜିଠୁ ମା'ଙ୍କର ପ୍ରସିଦ୍ଧ…

ଦିନର କେଉଁ ସମୟରେ ଅଧିକାଂଶ ଲୋକ ମୃତ୍ୟୁବରଣ କରନ୍ତି? ଏହି ସମୟରେ ଦୁର୍ବଳ ହୋଇଯାଏ ଶରୀର

ଜୀବନ ଏବଂ ମୃତ୍ୟୁ ରହସ୍ୟକୁ ଆଜି ପର୍ଯ୍ୟନ୍ତ କେହି ସମାଧାନ କରିବାରେ ସକ୍ଷମ ହୋଇ ନାହାଁନ୍ତି । କିନ୍ତୁ ଆପଣ ଜାଣନ୍ତି କି ଦିନର କେଉଁ ସମୟରେ ଅଧିକାଂଶ ଲୋକ ମରନ୍ତି? ଆଜି ଆମେ ଆପଣଙ୍କୁ କହିବୁ ଏ ସମ୍ବନ୍ଧରେ ତଥ୍ୟ କ’ଣ କହେ? ମୃତ୍ୟୁ ଏବଂ ଜୀବନ ଏକ ସତ୍ୟ ଏବଂ ରହସ୍ୟ ମଧ୍ୟ । ସୂଚନା…

ଲଞ୍ଚ ହେବାକୁ ଯାଉଛି OnePlus Nord CE 4, ଜାଣନ୍ତୁ କ’ଣ ରହିଛି ଫିଚର୍ସ

OnePlus ଭାରତରେ ଏକ ନୂଆ ଫୋନ୍ ଲଞ୍ଚ କରିବାକୁ ଯାଉଛି । ଏହି ଫୋନର ନାମ OnePlus Nord CE 4, ଯାହା ୧ ଏପ୍ରିଲରେ ଭାରତରେ ଲଞ୍ଚ ହେବାକୁ ଯାଉଛି । ଏହି ଫୋନ୍ ଲଞ୍ଚ ହେବା ପୂର୍ବରୁ ମଧ୍ୟ ଏହା ବିଷୟରେ ଅନେକ ନୂଆ ଖବର ବାହାରକୁ ଆସୁଛି । ଏଥର ଏହି OnePlus ଫୋନର ଡିସପ୍ଲେ ଏବଂ ଫାଷ୍ଟ…

Union Bank ମହିଳାମାନଙ୍କ ପାଇଁ ଲଞ୍ଚ କରିଲା ସ୍ପେଶାଲ କ୍ରେଡିଟ୍ କାର୍ଡ ‘Divaa’, ମିଳିବ ଅନେକ ଫାଇଦା

ମହିଳାମାନଙ୍କ ପାଇଁ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ୱାରା ସ୍ୱତନ୍ତ୍ର କ୍ରେଡିଟ୍ କାର୍ଡ 'ଡିଭା' ଆରମ୍ଭ କରାଯାଇଛି । ଏହାର ଯୋଗଦାନ ଫି' ନାହିଁ ଏବଂ ଖର୍ଚ୍ଚ ହୋଇଥିବା ପ୍ରତ୍ୟେକ ୧୦୦ ଟଙ୍କା ପାଇଁ ୨ ରିୱାର୍ଡ ପଏଣ୍ଟ ଦିଆଯିବ । ଅନେକ ସରକାରୀ ଏବଂ ବେସରକାରୀ ବ୍ୟାଙ୍କ ତରଫରୁ ମହିଳା, ଶିଶୁ,…

ବିମାନର ଇନ୍ଧନ ଏହାର ଡେଣାରେ ରଖାଯାଏ କାହିଁକି? ଜାଣନ୍ତୁ ଏହାର ଉତ୍ତର

ଆପଣ ନିଶ୍ଚିତ ଭାବରେ ବିମାନ ଦେଖିଥିବେ । ତେବେ କ'ଣ ଆପଣ ଜାଣିଛନ୍ତି ବିମାନରେ ଇନ୍ଧନ କେଉଁଠାରେ ଥାଏ? ତେବେ ଆସନ୍ତୁ ଆଜି ଏହା ବିଷୟରେ ଜାଣିବା । ତେବେ ଆପଣମାନେ ନିଶ୍ଚୟ ଭାବରେ ଜାଣିଥିବେ ଯେ ଅନ୍ୟ ଯାନବାହାନରେ, ଇନ୍ଧନ ଟାଙ୍କି ସାଧାରଣତଃ ମେନ୍ ବଡିରେ ଥାଏ, କିନ୍ତୁ ଆପଣ ଜାଣନ୍ତି କି…

ମୟୁର ବଂଶକୁ ବଞ୍ଚାଇବା ପାଇଁ ପ୍ରୟାସ କରୁଛନ୍ତି ଗ୍ରାମବାସୀ, ହେଲେ ମିଳୁନି ପ୍ରଶାସନର ସହାୟତା

ଜାତୀୟ ପକ୍ଷୀ ମୟୂର, ଅନେକ ସ୍ଥାନରେ ଧୀରେ ଧୀରେ ଏମାନଙ୍କ ସଂଖ୍ୟା ଏବେ ଲୋପ ପାଇବାରେ ଲାଗିଥିବା ବେଳେ ଗଞ୍ଜାମ ଜିଲ୍ଲା ଶେରଗଡ଼ ଅଞ୍ଚଳରେ ସ୍ଥାନୀୟ ବାସିନ୍ଦାଙ୍କ କର୍ତ୍ତବ୍ୟନିଷ୍ଠା ଓ ଭଲ ପାଇବା ଯୋଗୁଁ ପାକିଡି ପାହାଡ଼ରେ ଜାତୀୟ ପକ୍ଷୀଙ୍କ ବଂଶ ବୃଦ୍ଧି ଘଟିଛି । ପ୍ରାକୃତିକ ପରିବେଶ…

୨୦,୦୦୦ ହଜାରରୁ କମ ଦାମରେ ମିଳୁଛି Realme 12+ 5G, ଜାଣନ୍ତୁ ଡିଟେଲ୍ସ

ଯଦି ଆପଣ ମିଡ୍ ରେଞ୍ଜରେ ଏକ ଭଲ ସ୍ମାର୍ଟଫୋନ୍ ଖୋଜୁଛନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏହିପରି ଏକ ଫୋନ୍ ବିଷୟରେ ଜଣାଇବୁ । ଏହି ଫୋନର ହେଉଛି Realme 12+ 5G, ଯାହା ଫ୍ଲିପକାର୍ଟରେ ଆରମ୍ଭ ହୋଇଥିବା ସେଲରେ ଅନେକ ସ୍ପେଶାଲ ଅଫର ସହିତ ବିକ୍ରି ହେଉଛି । ଫ୍ଲିପକାର୍ଟରେ ଚାଲିଥିବା ଏହି ସେଲର…

ଦମଦାର ଡ଼ିସକାଉଣ୍ଟ ସହ ମିଳୁଛି Motorola Razr 40 Ultra, ଜାଣନ୍ତୁ କ’ଣ ରହିଛି ଫିଚର୍ସ

ଆମାଜନ ସେଲରେ ଦମଦାର ଡ଼ିସକାଉଣ୍ଟ ଅଫର ସହ ମିଳୁଛି ମୋଟରୋଲା ଫୋନ । ଆପଣ ଏହାକୁ ୩୫୦୦ ଟଙ୍କା କ୍ୟାସବ୍ୟାକ୍ ସହିତ ସେଲରେ କିଣି ପାରିବେ । ଏହାସହ ଏକ୍ସଚେଞ୍ଜ ଅଫର ମଧ୍ୟ ଉପଲବ୍ଧ । ମୋଟରୋଲାର ଷ୍ଟାଇଲିସ୍ ଫୋନ୍ Motorola Razr 40 Ultra ଏବେ ସବୁଠୁ ଶସ୍ତା ମୂଲ୍ୟରେ ମିଳୁଛି । ଆମାଜନର ମୋଟୋ…

ହୋଲି ପର୍ବରେ ରଙ୍ଗ ଖେଳିବାର ରହିଛି ପୁରୁଣା ପରମ୍ପରା, ପରିବେଷଣ କରାଯାଏ ଲୋକ ନୃତ୍ୟ

ହୋଲିର ପର୍ବ ସମଗ୍ର ଦେଶରେ ଖୁବ ଧୂମଧାମ ଏବଂ ଆନନ୍ଦରେ ପାଳନ କରାଯାଏ । କିନ୍ତୁ ଆପଣ ଜାଣନ୍ତି କି ଏହି ପର୍ବକୁ ପ୍ରତ୍ୟେକ ରାଜ୍ୟରେ ବିଭିନ୍ନ ନାମରେ ଜଣାଯାଏ । ପ୍ରତ୍ୟେକ ରାଜ୍ୟରେ ହୋଲି ପାଳନ କରିବାର ସ୍ୱତନ୍ତ୍ର ପରମ୍ପରା ରହିଛି । ହୋଲିର ପର୍ବ ଦେଶର ବିଭିନ୍ନ ରାଜ୍ୟରେ ଅନେକ ନାମରେ…

ପାଠପଢା ସହ ଛୁଆଙ୍କୁ ଶିଖାନ୍ତୁ ରୋଷେଇ, ଏହାର ରହିଛି ଅନେକ ଫାଇଦା

ରୋଷେଇ ଶିଖିବା ଦ୍ୱାରା ପିଲାମାନେ କେବଳ ନିଜ ପାଇଁ ରାନ୍ଧିବା ଶିଖନ୍ତି ନାହିଁ, ବରଂ ଜୀବନର ଅନେକ ଗୁରୁତ୍ୱପୂର୍ଣ୍ଣ ଜିନିଷ ମଧ୍ୟ ଶିଖନ୍ତି । ପିଲାମାନଙ୍କ ପାଇଁ ରୋଷେଇ କାହିଁକି ଗୁରୁତ୍ୱପୂର୍ଣ୍ଣ ତାହା ଆସନ୍ତୁ ଜାଣିବା । ଆଜିର ଯୁଗରେ, ଯେଉଁଠାରେ ସମସ୍ତଙ୍କ ଜୀବନ ଅତ୍ୟନ୍ତ ବ୍ୟସ୍ତ,…

ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ କାହିଁକି ଘଣ୍ଟି ବଜାଯାଏ? ଜାଣନ୍ତୁ ଏହା ପଛର ଧାର୍ମିକ ଏବଂ ବୈଜ୍ଞାନିକ ରହସ୍ୟ

ସନାତନ ଧର୍ମରେ ପ୍ରାଚୀନ କାଳରୁ ପୂଜାପାଠକୁ ଗୁରୁତ୍ୱ ଦିଆଯାଉଛି, ଯେଉଁଥିପାଇଁ ଲୋକମାନେ ମନ୍ଦିରକୁ ଯାଆନ୍ତି । ସମସ୍ତ ମନ୍ଦିରର ଗର୍ଭ ଗୃହ ସମ୍ମୁଖରେ ଆପଣ ଘଣ୍ଟି ନିଶ୍ଚିତ ଭାବରେ ଦେଖିବେ । ସାଧାରଣତଃ ଲୋକମାନେ ମନ୍ଦିରରେ ପ୍ରବେଶ କରିବା ମାତ୍ରେ ହିଁ ପ୍ରଥମେ ଘଣ୍ଟି ବଜାନ୍ତି । କେବଳ…