ଜାଣିନଥିବେ Google Mapର ଏହି ୫ଟି ସିକ୍ରେଟ ଫିଚର, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଆଜିକାଲି ଗୁଗୁଲ୍ ମ୍ୟାପ୍ ଲୋକଙ୍କ ପାଇଁ ଏକ ଆବଶ୍ୟକତା ପାଲଟିଛି । ଗୁଗୁଲ୍ ମ୍ୟାପର ଅନେକ ସିକ୍ରେଟ ଫିଚର୍ସଗୁଡିକ ବିଷୟରେ ବହୁତ କମ୍ ଲୋକ ଜାଣନ୍ତି, ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ... ଆଜିର ସମୟରେ, ଗୁଗୁଲ୍ ମ୍ୟାପ୍ ବିଷୟରେ ସମସ୍ତେ ଅବଗତ ଅଛନ୍ତି । ଆପଣ ଆପଣଙ୍କର…

ଜିଓ ୟୁଜର୍ସଙ୍କ ପାଇଁ ଆସିଲା ବେଷ୍ଟ ପ୍ଲାନ୍‌, ଗିଫ୍ଟରେ ମିଳିବ ୨୦୦GB ଡାଟା

ରିଲାଏନ୍ସ ଜିଓ ଦେଶର ସବୁଠାରୁ ବଡ ଟେଲିକମ୍ କମ୍ପାନୀ । ଜିଓରେ ବର୍ତ୍ତମାନ ୪୬ କୋଟିରୁ ଅଧିକ ୟୁଜର୍ସ ଅଛନ୍ତି ଏବଂ ସେମାନଙ୍କ ସୁବିଧା ପାଇଁ କମ୍ପାନୀ ସମୟ ସମୟରେ ନୂତନ ପ୍ଲାନ ପ୍ରଦାନ କରିଥାଏ । ଯଦି ଆପଣ ଜିଓର ଏକ ଶସ୍ତା ପ୍ଲାନ ଖୋଜୁଛନ୍ତି, ତେବେ ଏହି ଖବର କେବଳ ଆପଣଙ୍କ ପାଇଁ ।…

ନୟନତାରାଙ୍କ ପୁରୁଣା ସ୍ୱପ୍ନ ହେଲା ସାକାର, ଫଟୋ ସେୟାର କରି ଖୁସି ବ୍ୟକ୍ତ କରିଲେ ଅଭିନେତ୍ରୀ

ଶାହାରୁଖ ଖାନଙ୍କ 'ଜୱାନ'ରେ କାମ କରିଥିବା ନୟନତାରା ଆଜିକାଲି ତାଙ୍କ ପର୍ସନାଲ ତଥା ପ୍ରଫେସନାଲ ଲାଇଫକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ଅଭିନେତ୍ରୀ ନିଜ ଜୀବନର ଛୋଟ ବଡ ଅପଡେଟ୍ ବ୍ୟତୀତ ଆଗାମୀ ଫିଲ୍ମ ବିଷୟରେ ମଧ୍ୟ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜ ଫ୍ୟାନ୍ସଙ୍କ ସହ ସେୟାର କରନ୍ତି ।…

ଭାରତର ଏହି ରାଜ୍ୟକୁ କୁହାଯାଏ ଚିନି ପାତ୍ର, ଜାଣନ୍ତୁ କାହିଁକି

ଭାରତରେ ୨୮ ଟି ରାଜ୍ୟ ଏବଂ ୮ ଟି କେନ୍ଦ୍ରଶାସିତ ଅଞ୍ଚଳ ଅଛି । ଯେଉଁଥିରୁ ପ୍ରତ୍ୟେକ ରାଜ୍ୟର ଭିନ୍ନ ପରିଚୟ ଅଛି, କିନ୍ତୁ ଖୁବ୍ କମ୍ ଲୋକ ଜାଣନ୍ତି କେଉଁ ରାଜ୍ୟକୁ ଭାରତର ଚିନି ପାତ୍ର କୁହାଯାଏ । ଭାରତର ପ୍ରତ୍ୟେକ ରାଜ୍ୟର ଭିନ୍ନ ସ୍ୱତନ୍ତ୍ରତା ରହିଛି । ଯେଉଁଥିପାଇଁ ରାଜ୍ୟଗୁଡିକ ଜାତୀୟ…

ଚଷମା ସ୍କ୍ରାଚ୍ ହୋଇଯାଇଛି କି? ଆପଣାନ୍ତୁ ଏହିସବୁ ଘରୋଇ ଉପାୟ

ଯେଉଁମାନେ ଚଷମା ପିନ୍ଧନ୍ତି ସେମାନେ ଜାଣନ୍ତି ଚାଷମାରେ କେତେ ଶୀଘ୍ର ସ୍କ୍ରାଚ୍ ହୋଇଯାଏ ଏବଂ ଏଥିରେ ଦେଖିବା କେତେ କଷ୍ଟକର । କିନ୍ତୁ ଏଭଳି କିଛି ସହଜ ଘରୋଇ ଉପଚାର ଅଛି ଯାହା ଆପଣଙ୍କ ଚଷମାରୁ ସ୍କ୍ରାଚ୍ ହଟାଇବାରେ ସାହାଯ୍ୟ କରିଥାଏ । ୱିଣ୍ଡିଶିଲ୍ଡ ୱାଟର ରିପ୍ଲେଣ୍ଟ ଏବଂ ମେଟାଲ…

ହାଇକୋର୍ଟ କହିଲେ ହିନ୍ଦୁ ବିବାହରେ ‘କନ୍ୟାଦାନ’ ଆବଶ୍ୟକ ନାହିଁ, ‘ସାତ ଫେରା’ ଜରୁରୀ

ନିକଟରେ ଆହ୍ଲାବାଦ ହାଇକୋର୍ଟ ଏକ ବଡ କଥା ଘୋଷଣା କରିଛି । ହାଇକୋର୍ଟ କହିଛି ଯେ ହିନ୍ଦୁ ବିବାହ ଅଧିନିୟମ ଅନୁଯାୟୀ ଏକ ବିବାହ ସମ୍ପର୍ଣ୍ଣ କରିବା ପାଇଁ 'କନ୍ୟାଦାନ' ଜରୁରୀ ନୁହେଁ, କିନ୍ତୁ ସପ୍ତପଦି ଅର୍ଥାତ୍ ସାତ ଫେରା ଆବଶ୍ୟକ । ହାଇକୋର୍ଟ ଆଶୁତୋଷ ଯାଦବ ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା…

ବସନ୍ତ ଋତୁର ଦୃଶ୍ୟ ଖୁବ ନିଆରା, ପଳାଶ ଫୁଲର ରଙ୍ଗରେ ରଙ୍ଗାୟିତ ଧରଣୀ ରାଣୀ

ବଣ ଜଙ୍ଗଲ ଘେରା କୋରାପୁଟ ଜିଲ୍ଲା ସୌନ୍ଦର୍ଯ୍ୟର ଗନ୍ତା ଘର ଏବଂ ପ୍ରକୃତିର ବରଦାନ ସଦୃଶ । ବର୍ଷକ ଯାକର ୬ଟି ଋତୁରେ ପ୍ରକୃତିର ଆଶୀର୍ବାଦରୁ ସବୁ ସମୟରେ କିଛି ନା କିଛି ମନଲୋଭା ଦୃଶ୍ୟ ଦେଖିବାକୁ ମିଳେ ସେ ଗାଁ ହେଉ କି ଜଙ୍ଗଲ ହେଉ । ଗୋଟିଏ ପଟେ ବସନ୍ତ ଋତୁକୁ ସ୍ୱାଗତ ଜଣାଇବା ପାଇଁ ସଜେଇ…

ଦୁନିଆର ସବୁଠାରୁ ଦାମୀ ଜୋତା, ଦାମ ଜାଣିଲେ ଉଡିଯିବ ହୋସ୍

Moon Star ହେଉଛି ଦୁନିଆର ସବୁଠାରୁ ମହଙ୍ଗା ଜୋତା । ଯାହାର ମୂଲ୍ୟ ପ୍ରାୟ ୧.୬୩ ବିଲିୟନ ଭାରତୀୟ ଟଙ୍କା । ମୁନ ଷ୍ଟାର ଜୋତା ଏହାର ମୂଲ୍ୟ ହେତୁ ଆଜି ପର୍ଯ୍ୟନ୍ତ ଏହା ଦୁନିଆର ସବୁଠାରୁ ମହଙ୍ଗା ଜୋତା ଭାବରେ ପରିଗଣିତ ହୁଏ । ଯେତେବେଳେ ଲୋକମାନେ ପ୍ରାୟତଃ ବାହାରକୁ ଯାଆନ୍ତି, ସେମାନେ ଜୋତା…

ଅଧା ଦାମରେ କିଣନ୍ତୁ ୫୦ ଇଞ୍ଚର ଏହିସବୁ ସ୍ମାର୍ଟ ଟିଭି, ମିଳୁଛି ଭାରି ଡିସକାଉଣ୍ଟ

ଯଦି ମହଙ୍ଗା ହେତୁ ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ଏକ ସ୍ମାର୍ଟ ଟିଭି କିଣିବାକୁ ସକ୍ଷମ ହୋଇ ନାହାଁନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଭଲ ସୁଯୋଗ । ଏହି ସେଲରେ, ଆପଣ ଅଧା ମୂଲ୍ୟରେ ବହୁତ ଫିଚର୍ସ ସହିତ ସ୍ମାର୍ଟ ଟିଭି କିଣିପାରିବେ । ଯଦି ଆପଣ ମଧ୍ୟ କମ ବଜେଟରେ ସ୍ମାର୍ଟ ଟିଭି କିଣିବାକୁ…

କାହିଁକି ଘରେ ପୂଜା କରାଯାଏନି ଶିବଲିଙ୍ଗ? ଜାଣନ୍ତୁ ସଠିକ ନିୟମ କ’ଣ

ଶିବଲିଙ୍ଗଙ୍କୁ ପୂଜା ନକରି କିମ୍ବା ଶିବଲିଙ୍ଗକୁ ଜଳ ନ ଦେଇ ଭୋଲେନାଥଙ୍କ ପୂଜା ଅସମ୍ପୂର୍ଣ୍ଣ ବୋଲି ବିବେଚନା କରାଯାଏ । ତେବେ ଆସନ୍ତୁ ଆଜି ଜାଣିବା ଆମେ ଘରେ ଶିବଲିଙ୍ଗ ରଖିପାରିବା କି ନାହିଁ । ଶିବଲିଙ୍ଗଙ୍କୁ ଜଳ ନ ଦେଇ ଭୋଲେନାଥଙ୍କ ପୂଜା ସମ୍ପୂର୍ଣ୍ଣ ହୋଇନଥାଏ । ସୋମବାର ଦିନ…

ଟ୍ରକ ପଛରେ କାହିଁକି ଲେଖାଯାଇଥାଏ ‘Horn OK Please’, ଏହାର ଅର୍ଥ ଜାଣିଛନ୍ତି କି?

ଆମେ ରାସ୍ତାରେ ଯିବା ଆସିବା କରିବା ସମୟରେ ବିଭିନ୍ନ ପ୍ରକାରର ଯାନବାହନ ଦେଖିଥାଉ । ତେବେ ଏହି ଯାନ ଗୁଡିକରେ ଆପଣ ନିଶ୍ଚିତ ଭାବରେ କିଛି ନା କିଛି ଷ୍ଟିକର କିମ୍ବା କିଛି ଲେଖା ଥିବାର ଦେଖିଥିବେ । କାରଗୁଡିକରେ ପିଲାମାନଙ୍କର ନାମ କିମ୍ବା ଭଗବାନଙ୍କ ସମ୍ବନ୍ଧୀୟ କୌଣସି ସ୍ଲୋଗାନ ଥିବାବେଳେ…

ଟେରାକୋଟାରେ ସୌଖିନ ସାମଗ୍ରୀ ପ୍ରସ୍ତୁତ କରି ଆତ୍ମନିର୍ଭରଶୀଳ ହୋଇପାରୁଛନ୍ତି ମହିଳା

କୁଟିର ଶିଳ୍ପ ଓ ହସ୍ତ ଶିଳ୍ପର ଗନ୍ଥାଘର ସୁବର୍ଣ୍ଣପୁର ଜିଲ୍ଲା । ଦିନେ କୁମ୍ଭକାରଙ୍କ ହାତ ତିଆରି ମାଟି ଜିନିଷ ପାଇଁ ବେଶ ପରିଚିତ ଥିଲେ ଏହି ଜିଲ୍ଲାର କୁମ୍ଭକାର । କିନ୍ତୁ ଏବେ ବଦଳିଛି ଯୁଗ ଆଉ ବଦଳିଛି ସମୟ । ସମୟ ସୁଅରେ ନିଜର କୈାଳିକ ବୃତି ହଜିଯାଉଥିବାରୁ ଚିନ୍ତାରେ କୁମ୍ଭକାର ପରିବାର…