ଖୁବ୍ ଶୀଘ୍ର ଆପଲ୍ ଆଣିବାକୁ ଯାଉଛି ମୋବାଇଲ ରୋବଟ୍, କରିବ ସମସ୍ତ ଘର କାମ

ଏବେ ଆଉ ଘରେ ରହିବେନି ଚାକର ଚାକରାଣୀ କାରଣ ଏଣିକି ଘରର ସବୁ କାମ କରିବ ରୋବଟ୍‌ । ଏବେ ପ୍ରତ୍ୟେକ ଘରେ ରହିବେ ରୋବଟ୍‌ । ଖୁବଶୀଘ୍ର ଏନେଇ ସଫ୍ଟୱେୟାର କମ୍ପାନୀ ଆପଲ୍‌ ଏକ ପ୍ଲାନ ପ୍ରସ୍ତୁତ କରୁଛି । ଆଗାମୀ କିଛି ଦିନ ମଧ୍ୟରେ ସମଗ୍ର ବିଶ୍ୱ ଏକ ନୂତନ ଉଦ୍ଭାବନ ଦେଖିବ ବୋଲି ମାର୍କ ଗୁରମନ୍‌…

ଭକ୍ତର ଦୃଢତା ଆଗରେ ହାର ମାନିଛି ୪୦ ଡିଗ୍ରୀର ତାପମାତ୍ରା, ଦଣ୍ଡ ପର୍ବ ପାଇଁ ଜମୁଛି ଭକ୍ତଙ୍କ ଭିଡ

କଥାରେ ଅଛି ଦୃଢତା ଆଗରେ ସବୁ ଶକ୍ତି ହାର ମାନେ । ଦିନକୁ ଦିନ ଯେତେ ମାତ୍ରାରେ ଖରାର ପ୍ରକୋପ ବଢି ଚାଲିଛି ଏହାକୁ ଖାତିର ନ କରି ଦଣ୍ଡ ପର୍ବରେ ଜମୁଛି ଭକ୍ତଙ୍କ ଭିଡ । ମୁଣ୍ଡରେ ୪୦ ଡିଗ୍ରୀର ତାତି, ଖାଲି ପାଦରେ ଚାଲିବା ,ପେଟର ଜ୍ୱାଳା ଓ ଅଗ୍ନି ଦାଣ୍ଡରେ ଅଗ୍ନିରେ ଖେଳିବା ସବୁ ଦୂର ହୋଇଯାଏ…

ରାତିରେ କାହିଁକି କାନ୍ଦନ୍ତି କୁକୁର? ଜାଣନ୍ତୁ ଏହାର ପ୍ରକୃତ କାରଣ

ଜ୍ୟୋତିଷ ଶାସ୍ତ୍ର ଅନୁଯା୍ୟୀ କୁକୁର ଅଧିକ ସେତେବେଳେ କାନ୍ଦିଥାନ୍ତି ବା ଭୋକିଥାନ୍ତି ଯେତେବେଳେ ତାଙ୍କ ପାଖ ଆଖରେ କୌଣସି ଆତ୍ମା ରହିଥାନ୍ତି ଏହି କଥା ତ ଆପଣ ସମସ୍ତେ ନିଶ୍ଚୟ ଶୁଣିଥିବେ । ଏପରି ବି କୁହାଯାଇଥାଏ କି, କୁକୁରମାନେ ଆତ୍ମକୁ ଦେଖିପାରନ୍ତି । ଏହି କାରଣରୁ ସେମାନେ ରାତିରେ…

Realme ଲଞ୍ଚ କଲା ଏକ ଶସ୍ତା ସ୍ପାର୍ଟଫୋନ, ମିଳିବ 8GB RAM ସହିତ ଅନେକ ବଢିଆ ଫିଚର୍ସ

Realme ଆଉ ଏକ ଶସ୍ତା ସ୍ମାର୍ଟଫୋନ୍ ଲଞ୍ଚ କରିଛି । ରିଅଲମିର ଏହି ବଜେଟ୍ ଅନୁକୂଳ ସ୍ମାର୍ଟଫୋନରେ ଅନେକ ଦମଦାର ଫିଚର୍ସ ପ୍ରଦାନ କରାଯାଇଛି । Realme C ସିରିଜର ଏହି ଲାଟେସ୍ଟ ସ୍ମାର୍ଟଫୋନ୍ ଏକ ଷ୍ଟାଇଲିସ୍ ଡିଜାଇନ୍ ସହିତ ଆସିଛି । ଏହି ଫୋନରେ ୮GB RAM ଏବଂ ୨୫୬GB ଇଣ୍ଟରନାଲ ଷ୍ଟୋରେଜ୍…

ଏବେ Google ସର୍ଚ୍ଚ ପାଇଁ ଦେବାକୁ ପଡିବ ଟଙ୍କା, ପ୍ରସ୍ତୁତି ଚଲାଇଛି କମ୍ପାନୀ

ଗୁଗୁଲ ସମଗ୍ର ବିଶ୍ୱରେ ନିଜର କୋଟି କୋଟି ୟୁଜର୍ସଙ୍କୁ ଏକ ବଡ଼ ଝଟକା ଦେବାକୁ ଯାଉଛି । ଏବେ ଗୁଗୁଲରେ କିଛି ଖୋଜିବାକୁ ୟୁଜର୍ସଙ୍କୁ ଟଙ୍କା ଦେବାକୁ ପଡିବ । ଗୁଗୁଲ ଏପରି AI ସପୋର୍ଟ ସର୍ଚ୍ଚ ଫିଚର ଉପରେ କାମ କରୁଛି ଯାହା ପାଇଁ ଏହା ୟୁଜର୍ସଙ୍କୁ ଗୁଗଲ ସର୍ଚ୍ଚ ପାଇଁ ଚାର୍ଜ କରିପାରେ ।…

ଧୂମପାନ ଅଭ୍ୟାସ ଛଡ଼ାଇବା ପାଇଁ ରାମବାଣ ଏହି ଜିନିଷ, ରିସର୍ଚ୍ଚରେ ହେଲା ଖୁଲାସା

ଆମେ ସମସ୍ତେ ଜାଣୁ ସ୍ୱାସ୍ଥ୍ୟ ପାଇଁ ଧୂମପାନ କେତେ ଖରାପ, ତଥାପି ଏହାର ନିଶା ତ୍ୟାଗ କରିବା ଲୋକଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ହୋଇଥାଏ । ତେବେ ନିକଟରେ ଧୂମପାନ ତ୍ୟାଗ ପାଇଁ ଏକ ଏଭଳି ଉପାୟ ସାମ୍ନାକୁ ଆସିଛି ଯାହା ଧୂମପାନ ଅଭ୍ୟାସ ଛଡାଇବା ପାଇଁ ରାମବାଣ ସଦୃଶ । ତେବେ ଆସନ୍ତୁ ଜାଣିବା ଏହା…

OLA ର Self-Driving ଇଲେକ୍ଟ୍ରିକ ସ୍କୁଟର, ଭବିଷ ଅଗ୍ରୱାଲ ସେୟାର କଲେ ଭବିଷ୍ୟତର ଏକ ଝଲକ

Ola Electric ଏପ୍ରିଲ ୧ ଅର୍ଥାତ ସୋମବାର ଦିନ ନିଜ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛି ଯାହା ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ତେବେ ଭିଡିଓ ମାଧ୍ୟମରେ କମ୍ପାନୀ ଆଗାମୀ Ola Soloକୁ ପରିଚିତ କରାଇଛି, ଯାହା ଏକ ଅଟୋମେଟିକ ଇ-ସ୍କୁଟର ଏବଂ ଏହା ସେଲ୍ଫ…

ଆପଣ ମଧ୍ୟ ଏହି ସବୁ ଭୁଲ କରୁଛନ୍ତି କି? ହ୍ୱାଟ୍ସଆପ୍ ୭୬ ଲକ୍ଷରୁ ଅଧିକ ଆକାଉଣ୍ଟ କରିଛି ବ୍ୟାନ୍

ହ୍ୱାଟ୍ସଆପ୍ ସେହି ଆକାଉଣ୍ଟଗୁଡିକୁ ବ୍ୟାନ କରେ ଯାହା ଟର୍ମସ ଏବଂ କଣ୍ଡିସନ ବିରୁଦ୍ଧରେ ଯାଇ ଏହି ମେସେଜିଂ ଆପରେ ଆକ୍ଟିଭ ରହେ । ଏଥିରେ ଅନେକ ଜିନିଷ ଅନ୍ତର୍ଭୁକ୍ତ ରହିଛି, ଯାହା ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବୁ । ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟ୍ସଆପ୍ ଘୋଷଣା କରିଛି ଯେ ଏହା ଭାରତରେ…

ଆଣ୍ଡ୍ରଏଡ ଫୋନରେ ଫାଇଲ୍ ସେୟାର କରିବାକୁ ଚାହୁଁଛନ୍ତି କି? ଏଭଳି ବ୍ୟବହାର କରନ୍ତୁ Quick Share

ଗୁଗୁଲ୍ ଗତ ବର୍ଷ Nearby Shareର ନାମ Quick Shareରେ ପରିବର୍ତ୍ତନ କରିଦେଇଛି । ଅଧିକାଂଶ ଲୋକ ଏହା ବିଷୟରେ ହୁଏତ ଜାଣିନଥିଲେ ସେଥିପାଇଁ ଆଜି ଆମେ ଆପଣଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । Quick Share ହେଉଛି ଗୁଗୁଲର ଏକ ଫାଇଲ୍ ସେୟାରିଂ ସିଷ୍ଟମ୍, ଯାହା ସାହାଯ୍ୟରେ ଆପଣ ଦୁଇଟି…

ଭାରତରେ ଲଞ୍ଚ ହେଲା iQOO 12 Desert Red, ଜାଣନ୍ତୁ କ’ଣ ରହିଛି ଫିଚର୍ସ

iQOO ନିକଟରେ ଭାରତରେ iQOO 12 ଲଞ୍ଚ କରିଥିଲା, କିନ୍ତୁ ଆଜି କମ୍ପାନୀ ଏହି ଫୋନର ଏକ ନୂଆ ଏଡିସନ୍ ଲଞ୍ଚ କରିଛି, ଯାହା ଦେଖିବାକୁ ବହୁତ ସୁନ୍ଦର ଫୋନ୍ । ଏହି ଫୋନର ନାମ ହେଉଛି iQOO 12 Desert Red ଏଡିସନ୍ । ତେବେ ଆସନ୍ତୁ ଏହି ଫୋନର ସ୍ପେସିଫିକେସନ ଏବଂ ମୂଲ୍ୟ ବିଷୟରେ ଜାଣିବା ।…

ପ୍ରଥମ ଲିଭର ଟ୍ରାନ୍ସପ୍ଲାଣ୍ଟ: ଚିକିତ୍ସା କ୍ଷେତ୍ରରେ ନୂଆ ଫର୍ଦ୍ଦ ଯୋଡ଼ିଛି କଟକ ଏସସିବି ମେଡିକାଲ

ଚିକିତ୍ସା କ୍ଷେତ୍ରରେ ନୂଆ ଫର୍ଦ୍ଦ ଯୋଡ଼ିଛି କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ । କଟକ ଏସସିବି ବଡ଼ ମେଡିକାଲକୁ ମିଳିଲା ବଡ ସଫଳତା ପ୍ରଥମ ଥର ପାଇଁ କରାଗଲା ଲିଭର ଟ୍ରାନସପ୍ଲାଣ୍ଟ । ଏବେ ଲିଭର ଟ୍ରାନସପ୍ଲାଣ୍ଟ ପାଇଁ ରୋଗୀଙ୍କୁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡିବ ନାହିଁ । ଏଣିକି…

ପୃଥିବୀକୁ କେଉଁଠାରୁ ଆସିଲା ପାଣି? ଆଜି ପର୍ଯ୍ୟନ୍ତ ଏକ ରହସ୍ୟର ବିଷୟ

ପୃଥିବୀ ପୃଷ୍ଠରେ ପ୍ରାୟ ୭୦% ଜଳ ଅଛି, କିନ୍ତୁ ପୃଥିବୀକୁ ଏତେ ପାଣି କେଉଁଠୁ ଆସିଲା? ପୃଥିବୀରେ ପାଣି କେଉଁଠୁ ଆସିଲା ଏହି ପ୍ରଶ୍ନ ଦୀର୍ଘ ଦିନ ଧରି ବୈଜ୍ଞାନିକମାନଙ୍କ ସାମ୍ନାରେ ରହିଆସିଛି । ପୃଥିବୀ ପୃଷ୍ଠର ୭୧ ପ୍ରତିଶତ ଜଳ ସହିତ ଆଚ୍ଛାଦିତ ହୋଇଥିଲେ ମଧ୍ୟ ଏହାର ଉତ୍ପତ୍ତି ଆଜି…