ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ବାରା ଘୋଷିତ ଜରୁରୀକାଳୀନ ପରିସ୍ଥିତିକୁ ଭୁଲ ବୋଲି କହିଲେ ରାହୁଲ,…

ସବୁବେଳେ ଚର୍ଚ୍ଚାରେ ରହିବାକୁ ପସନ୍ଦ କରନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଏବେ ପୁଣି ଏକ ମନ୍ତବ୍ଯ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଆମେରିକାର କର୍ଣ୍ଣେଲ ବିଶ୍ୱବିଦ୍ୟାଳୟର ଏକ ଭର୍ଚୁଆଲ ପ୍ରୋଗ୍ରାମରେ ସାମିଲ ହୋଇ ବିଶ୍ବବିଦ୍ୟାଳୟର ପ୍ରଫେସର ଓ ଭାରତର ପୂର୍ବତନ ଆର୍ଥିକ…

iPhone 12 ଆସିବାକୁ ଯାଉଛି ରିସଭର୍ସ ଚାର୍ଜିଂ ଫିଚର, ଏକାସାଙ୍ଗରେ ଚାର୍ଜ କରିପାରିବେ ମୋବାଇଲ ଏବଂ ଇଅରପଡ୍

ଶେଷର ଆପଣଙ୍କ ସ୍ବପ୍ନ ସତ ହେବାକୁ ଯାଉଛି। ଯେଉଁ କଥା ଅନେକ ଦିନରୁ ଚର୍ଚ୍ଚା ଚାଲିଥିଲା, ତାହା ଏବେ ପୂରଣ ହେବ। ଖୁବଶୀଘ୍ର MagSafe Reverse Charging ବ୍ୟାଟେରୀ ଲଞ୍ଚ୍ କରିପାରେ ଆପଲ୍ । ଖବର ଅନୁସାରେ ଆପଲ୍ ତରଫରୁ ଆଇଫୋନ୍ ୧୨ ପାଇଁ ମ୍ୟାଗସେଫ୍ ବ୍ୟାଟେରୀ ପ୍ୟାକ୍ ମଡେଲ୍ସରେ କାମ କରିବା…

ମହାକାଶରେ ଖୋଲିବାକୁ ଯାଉଛି ପ୍ରଥମ ହୋଟେଲ, ୨୦୨୭ ସୁଦ୍ଧା କାମ ହେବ ଶେଷ

ଏବେ ଅନ୍ତରୀକ୍ଷରେ ଅନେକ ପ୍ରକାର ଆକ୍ଟିଭିଟି ରେକର୍ଡ କରାଯାଉଛି। କେତେବେଳେ ନୂଆ ଗ୍ରହର ସନ୍ଧାନ କରାଯାଉଛି ତ, ଆଉ କେତେ ବେବେଳେ ଏଠାରେ ରହିବାକୁ ପ୍ଲାନ କରାଯାଉଛି। କିନ୍ତୁ ଏବେ ଅନ୍ତରୀକ୍ଷରେ ଏମିତି କିଛି ହେବାକୁ ଯାଉଛି, ଯାହା ବିଷୟରେ ଆପଣ କଳ୍ପନା କରିନଥିବେ। ଥରେ ଭାବନ୍ତୁ ତ,…

ଜଲଦି ହାତକୁ ଦି ହାତ ହେବେ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମରାହ, ବିସିସିଆଇ ଦେଲା ସୂଚନା

ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ଖୁବଶୀଘ୍ର ଜୀବନର ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ବୁମରାହ ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ନିକଟରେ ବ୍ୟକ୍ତିଗତ କାରଣ ଦର୍ଶାଇ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ରୁ ଓହରି ଯାଇଥିଲେ। ଏହାକୁ ନେଇ…

ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ସୁନୀଲ ସେଟ୍ଟୀଙ୍କୁ ପୁଅ ଅହାନ, ଅକ୍ଷୟ କୁମାର ସେୟାର କଲେ ପୋଷ୍ଟର

ଅଭିନେତ୍ରୀ ତାରା ସୁତାରିଆ ଏବଂ ଅହାନ ସେଟ୍ଟୀଙ୍କ ଅପକମିଙ୍ଗ ଫିଲ୍ମ ‘ତଡପ’ ଖୁବଶୀଘ୍ର ପରଦା ଉପରକୁ ଆସିବାକୁ ଯାଉଛି। ଯାହାର ପୋଷ୍ଟରକୁ ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର ଟୁଇଟର ଆକାଉଣ୍ଟରେ ସେୟାର କରିଛନ୍ତି। ଆଉ ଏଥିପାଇଁ ସବୁଠାରୁ ଅଧିକ ଖୁସି ଅଛନ୍ତି ଅକ୍ଷୟ କୁମାର। ଫିଲ୍ମଟି ଆସନ୍ତା…

ଲକ୍ଷ୍ନୌ: ବିଜେପି ସାଂସଦଙ୍କ ପୁଅଙ୍କୁ ଗୁଳିମାଡ କଲେ ଦୁର୍ବୃତ୍ତ, ଜୀବନରୁ ମାରିଦେବାକୁ ହୋଇଥିଲା ଉଦ୍ଯମ

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଆଇନ କାନୁନ ବ୍ୟବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି । ଯାହାର ଜଳ୍ବନ୍ତ ଉଦାହରଣ ଦେଖିବାକୁ ମିଳିଛି। ଏଠାରେ ବିଜେପି ସାଂସଦ କୌଶଳ କିଶୋରଙ୍କ ପୁଅ ଆୟୁଷଙ୍କୁ କିଛି ଦୁର୍ବୃତ୍ତ ଗୁଳିମାଡ କରିଛନ୍ତି । ଦୁର୍ବୃତ୍ତମାନେ ବାଇକରେ ଆସି…

ଆଜି ସାମାନ୍ଯ କମିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ କେତେ ରହିଛି ଆପଣଙ୍କ ସହରରେ ଦାମ୍

ପେଟ୍ରୋଲ ଓ ଡିଜେଲ ଦାମରେ ନିଆଁ ଲାଗିଛି। ଯାହା ସାଧାରଣ ଜନତାଙ୍କ ପକେଟ ଉପରେ ବେଶ ପ୍ରଭାବ ପକାଇଛି। ପ୍ରତିଦିନ ହୁ ହୁ ବଢିଚାଲିଛି ତୈଳ ଦର। ଦିନକୁ ଦିନ ଏହାର ଦାମ ବଢିଚାଲିଛି। କିନ୍ତୁ ଆଜି ପେଟ୍ରୋଲ ଓ ଡିଜେଲ ଦର କାଲି ତୁଳନାରେ ହ୍ରାସ ପାଇଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଛା…

କମିଲା ସୁନା ଦାମ୍, ଜାଣନ୍ତୁ ଆଜି କେତେ ହେଲା ଆପଣଙ୍କ ସହରରେ ଗ୍ରାମ ପ୍ରତି ମୂଲ୍ଯ

ଖୁସି ଖବର ପୁଣି କମିଲା ସୁନା ଦର। ଯଦି ଆପଣ ସୁନା କିଣିବାକୁ ଚାହୁଁଛନ୍ତି, ତେବେ ଆଜି ଯାଇ କିଣିଆଣନ୍ତୁ। ଆଜି କିନ୍ତୁ ଭୁବନେଶ୍ବରରେ ସୁନା ଦାମ ଗ୍ରାମ ପ୍ରତି ୫୨୦ ଟଙ୍କା କମିଛି । ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୨,୧୦୦ ଟଙ୍କା ଓ ୨୪…

ମାର୍ଚ୍ଚ ପହିଲାରୁ ଗ୍ରାହକଙ୍କୁ ମହଙ୍ଗା ମାଡ଼, ବଢିଲା CNG ଓ PNG ଦାମ୍

ମାର୍ଚ୍ଚ ଆରମ୍ଭରୁ ଗ୍ରାହକଙ୍କୁ ମହଙ୍ଗା ମାଡ ଆରମ୍ଭ ହୋଇଯାଇଛି। ମାର୍ଚ୍ଚ ୧ ତାରିଖରୁ ବାହନରେ ବ୍ଯବହାର ହଉଥିବା ସିଏନଜି ଏବଂ ଗ୍ଯାସ୍ ପିଏନଜି ଦାମ୍ ବଢିଛି। ଦିଲ୍ଲୀ ଏନସିଆରରେ ସୋମବାର ଠାରୁ ସିଏନଜି ଏବଂ ପିଏନଜି ଦାମ୍ ବଢିଛି। ସିଏନଜି ୭୦ ପଇସା ପଇସା ବଢିଥିବା ବେଳେ ପିଏନଜି ଦାମରେ ୯୧…

Flipkart ଦେଉଛି ଆଇଫୋନରେ ବମ୍ପର ଡିସକାଉଣ୍ଟ, ଜଲଦି କରନ୍ତୁ ଆଜି ହିଁ କିଣନ୍ତୁ

ପ୍ରତ୍ଯେକ ମୋବାଇଲ ୟୁଜର ଦମଦାର ଡିସକାଉଣ୍ଟ ସହିତ ଆଇଫୋନ କିଣିବାକୁ ଚାହିଁଥାଏ। କିନ୍ତୁ ଅନେକ ଥର ଅନଲାଇନ ସାଇଟରେ ମିଳୁଥିବା ଡିସକାଉଣ୍ଟ ବିଷୟରେ ନ ଜାଣିପାରି ସୁଯୋଗକୁ ହାତଛଡା କରିଦିଅନ୍ତି। ୟୁଜର୍ସଙ୍କୁ ଆକର୍ଷିତ କରିବା ପାଇଁ ଏବେ ଇ-କମର୍ସ ସାଇଟ ଫ୍ଲିପକାର୍ଟ ଆଇଫୋନରେ ଦମଦାର…

ଝିଅକୁ ହୋଇଥିବା ଅସଦାଚରଣର ଅଭିଯୋଗ ଥାନାରେ କରିଥିଲା ବାପା, ସେଥିପାଇଁ ବାପାକୁ ଗୁଳିକରି ମାରିଲା ଅଭିଯୁକ୍ତ

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶ ହାଥରସରେ ଝିଅ ବିରୋଧରେ ହୋଇଥିବା ଅସଦାଚରଣ ମାମଲାରେ ଅଭିଯୋଗ କରିବା ଜଣେ ପାଇଁ ମହଙ୍ଗା ପଡିଛି । ଜିଲ୍ଲାର ନୌଜରପୁର ଗାଁରେ ଜଣେ ଯୁବକ ନିଜ ବନ୍ଧୁଙ୍କ ସହ ମିଶି ୫୨ ବର୍ଷୀୟ ପୀଡିତାଙ୍କ ବାପାଙ୍କୁ ଗୁଳି କରି ନିର୍ମମ ହତ୍ୟା କରିଛନ୍ତି । ପୋଲିସ ଘଟଣାର ତଦନ୍ତ…

ଆପଣଙ୍କ ନିଦରେ ଯଦି ୧୫ ମିନିଟ୍ କମ୍ ହୁଏ, ତେବେ ବଢିଯିବ ମୋଟାପଣ, ରକ୍ତଚାପ ଏବଂ ହାର୍ଟ ରୋଗ

ଓଜନ କମ୍ କରିବା କଥା ଆସିବା ମାତ୍ରେ ଆମେ ପ୍ରଥମେ ଡାଏଟ ଉପରେ ଧ୍ୟାନ ଦେଇଥାଉ। ୱାର୍କଆଉଟ ଉପରେ ଫୋକସ କରୁ। ଛୋଟରୁ ଛୋଟ କଥା ଉପରେ ଆମର ଧ୍ୟାନ ଯାଇଥାଏ, କିନ୍ତୁ ନିଦ ଶରୀର ପାଇଁ ବେଶ ଜରୁରୀ ହେବା ସତ୍ତ୍ବେ ତା ଉପରେ ଆମର ବିଲକୁଲ ଧ୍ୟାନ ନଥାଏ। ଆମକୁ ଯଦି କମ୍ ନିକ ହୁଏ, ତେବେ ଓଜନ ବଢିବାର…