ଉଡାଣ ବେଳେ ଖସିଲା ବିମାନ ଚକ, ଜରୁରୀ ଅବତରଣ କଲା ବୋଇଂ ୭୩୭

ଉଡ଼ାଣ ଭରିବା ବେଳେ ବିମାନରୁ ଖସିଲା ଚକ । ଯେଉଁଠୁ ଉଡ଼ାଣ ଭରିଥିଲା ପୁଣି ଫେରି ସେଠାରେ ହିଁ କଲା ଜରୁରୀ ଅବତରଣ । ଫ୍ଲାଏସଫାୟର ବୋଇଂ ୭୩୭ ବିମାନକୁ ଜରୁରୀ ଅବତରଣ କରାଯାଇଛି । ତେବେ ଘଟଣାଟି ଦକ୍ଷିଣ ଆଫ୍ରିକାର ଓଆର ଟମ୍ବୋ ଅର୍ନ୍ତଜାତୀୟ ବିମାନ ବନ୍ଦରରେ ଘଟିଛି । ଯାହାର ଭିଡିଓ ଏବେ…

ଦିଲ୍ଲୀ ମଦ ଦୁର୍ନୀତି ମାମଲା : ମେ ୭ ପର୍ଯ୍ୟନ୍ତ ବଢିଲା ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ କୋର୍ଟଙ୍କ ଝଟକା । କୋର୍ଟ ଏହି ମାମଲାରେ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ମେ ୭ ପର୍ଯ୍ୟନ୍ତ ବଢାଇଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ବିଆରଏସ ନେତ୍ରୀ କେ କବିତାଙ୍କ ଭଳି ସିସୋଦିଆଙ୍କ ହେପାଜତ ଅବଧି ବଢ଼ାଇ ଦିଆଯାଇଛି।…

କ୍ୟାମେରାମ୍ୟାନଙ୍କ ହରକତରେ ରାଗିଗଲେ ଧୋନି, ବୋତଲ ଫୋପାଡିବା ସଂକେତ ଦେଖାଇଲେ : ଭିଡିଓ ଭାଇରଲ

ଆଇପିଏଲ ସିଜିନର ୩୯ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚକୁ ଲକ୍ଷ୍ନୌ ୬ ଓ୍ଵିକେଟରେ ଜିତିନେଇଛି । ଚେନ୍ନାଇର ପରାଜୟରେ ମାର୍କ ଷ୍ଟୋଇନିସଙ୍କ ଭୂମିକା ବେଶ୍‌ ଅଧିକ ରହିଛି । ସେ ୬୩ ବଲରେ ୧୨୪ ରନ୍‌ କରି ଅପରାଜିତ ରହିଥିଲେ ।…

ହରିୟାଣା : ଭଉଣୀର ପ୍ରେମ ବିବାହକୁ ସହିପାରିଲେନି ଭାଇ, ଭିଣୋଇକୁ ମାରିଦେଲେ

ହରିୟାଣାର ଯମୁନାନଗରରେ ଅନରକିଲିଂ ଘଟଣା । ଭଉଣୀର ପ୍ରେମ ବିବାହକୁ ସହିପାରିଲେନି ଭାଇ । ଆଉ ରାଗରେ ଭିଣୋଇକୁ ହାଣିଦେଲେ । ଘଟଣା ବିଷୟରେ ପୋଲିସକୁ ସୂଚନା ମିଳିବା ପରେ ଏହି ମାମଲାରେ ୪ ଜଣଙ୍କୁ ଗିରଫ ହୋଇଛନ୍ତି । ମୃତକଙ୍କ ନାମ ଅଭିଷେକ ବୋଲି ଜଣାପଡିଛି । ଖବର ମୁତାବକ, ମୃତ ଅଭିଷେକ ଏବଂ…

ଆସିଷ୍ଟାଣ୍ଟ ସର୍ଜନ ପଦବୀ ପାଇଁ ୨୫୫୩ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ମେଡିକାଲ ପ୍ରଫେସନାଲ୍ସ ପଦବୀରେ ବମ୍ପର ଭର୍ତ୍ତି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିପାରିବେ । ଏଠାରେ ୨୫୫୩ ପଦବୀରେ ଭର୍ତ୍ତି ହେବ । ଆସିଷ୍ଟାଣ୍ଟ ସର୍ଜନ(ଜେନେରାଲ) ପଦବୀ ପାଇଁ ଆବେଦନ କରିପାରିବେ ଇଚ୍ଛୁକ ପ୍ରାର୍ଥୀ । ତାମିଲନାଡୁ ମେଡିକାଲ ରିକ୍ରୁଟମେଣ୍ଟ ବୋର୍ଡରେ ଭର୍ତ୍ତି…

ବିଭ୍ରାନ୍ତିକର ବିଜ୍ଞାପନ ମାମଲା : ସୁପ୍ରିମକୋର୍ଟ ବର୍ଷିବା ପରେ ବାବା ରାମଦେବ ମାଗିଲେ କ୍ଷମା, ଛପାଇଲେ ବଡ…

ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟ ବର୍ଷିବା ପରେ ପତଞ୍ଜଳି ତରଫରୁ ଆଜି ସମାଦପତ୍ରରେ ନୂଆ କ୍ଷମା ପ୍ରାର୍ଥନା କରିଛନ୍ତି । ପତଞ୍ଜଳି ତରଫରୁ ପ୍ରକାଶିତ କ୍ଷମା ପ୍ରାର୍ଥନା ବିଜ୍ଞାପନର ଆକାରକୁ ନେଇ ସୁପ୍ରିମକୋର୍ଟ ଗତକାଲି ଯୋଗ ଗୁରୁ ବାବା ରାମଦେବ ଓ ପତଞ୍ଜଳି ନିର୍ଦ୍ଦେଶକ…

ଆହତଜନିତ ସମସ୍ୟା ଯୋଗୁଁ ଶେଷ ହୋଇଯାଇଥାନ୍ତା କ୍ୟାରିଅର, ହେଲେ ଏମିତି କରିବେ କମବ୍ୟାକ୍‌

କ୍ରିକେଟ ଦୁନିଆର ମହାନ୍‌ ଖେଳାଳି ସଚିନ ତେନ୍ଦୁଲକରଙ୍କ ଆଜି ୫୧ବର୍ଷରେ ପାଦ ଦେଇଛନ୍ତି । ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିବା କମ୍ ଉଚ୍ଚତା ଥିବା ଏହି ଖେଳାଳି ନିଜ କ୍ୟାରିଅରରେ ଏତେ ବଡ ବଡ ରେକର୍ଡ କରିଛନ୍ତି ଯେ, ଯାହା ବିଷୟରେ କେହି ଭାବିବା ମଧ୍ୟ ସ୍ୱପ୍ନ । କ୍ରିକେଟ୍ ଦୁନିଆରେ ୨୪ ବର୍ଷ…

ଇତିହାସ ରଚିଲେ ଯୁଜବେନ୍ଦ୍ର ଚହଲ, ଆଇପିଏଲରେ ୨୦୦ ଓ୍ଵିକେଟ ନେଇଥିବା ବିଶ୍ୱର ପ୍ରଥମ ଖେଳାଳି

ଯୁଜବେନ୍ଦ୍ର ଚହଲ ଆଇପିଏଲରେ ୨୦୦ରୁ ଅଧିକ ଓ୍ଵିକେଟ ନେଇ ବିଶ୍ୱର ପ୍ରଥମ ବୋଲର ଭାବେ ଇତିହାସ ରଚିଛନ୍ତି । ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିବା ଯୁଜବେନ୍ଦ୍ର ଚହଲ ମୁମ୍ବାଇ ଇଣ୍ଡିଆନ୍ସର ମହମ୍ମଦ ନବିଙ୍କୁ ୨୦୦ ଓ୍ଵିକେଟ ଶିକାର କରିଥିଲେ । ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚରେ ଭାରତ ପାଇଁ ସବୁଠାରୁ…

ମଇଦାନରେ ରୋହିତ ଶର୍ମାଙ୍କୁ କିସ୍‌ କରିବାକୁ ଚେଷ୍ଟା, ଭିଡିଓ ଭାଇରଲ

ଜୟପୁରର ସବାଇ ମାନସିଂ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ରାଜସ୍ଥାନ ରୟାଲ୍ସ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ମ୍ୟାଚ ଜିତିଯାଥିଲା । ହେଲେ ଏହି ମ୍ୟାଚ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଟିମର ଖେଳାଳି ଜୋରଦାର ଅଭ୍ୟାସ କରିଥିଲେ । ଏହି ସମୟର ରାଜସ୍ଥାନ…

୧୨ ବର୍ଷରୁ କମ୍‌ ବୟସ ପିଲାଙ୍କୁ ବାପା ମା’ଙ୍କ ପାଖରେ ସିଟ୍‌ ଦିଅ, ସମସ୍ତ ଏୟାରଲାଇନ୍ସ କମ୍ପାନୀକୁ ନିର୍ଦ୍ଦେଶ ଦେଲା…

୧୨ ବର୍ଷରୁ କମ୍‌ ବୟସ ପିଲାଙ୍କୁ ଉଡାଣ ସମୟରେ ନିଜ ବାପା ମା’ଙ୍କ ପାଖରେ ସିଟ୍‌ ଦେବାକୁ ସମସ୍ତ ଏୟାରଲାଇନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି DGCA । ପିଲାଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । DGCA ଆଜି ଏକ ବୟାନ ଜାରି କରି କହିଛି । ଜାରି ହୋଇଥିବା ବୟାନ ମୁତାବକ,…

‘ଯେତିକି ବଡ଼ ବିଜ୍ଞାପନ ଦେଇଥିଲ, ସେତିକି ବଡ଼ କ୍ଷମା ପ୍ରାର୍ଥନା ଦିଅ’, ପତଞ୍ଜଳିକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ସହିତ ଜଡିତ ମାମଲାରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ବାବା ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ସଂସ୍ଥାର ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣ କୋର୍ଟରେ ହାଜର ହୋଇଥିଲେ । ଜଷ୍ଟିସ ହେମା କୋହଲି ଏବଂ ଅହସାନୁଦ୍ଦିନ ଅମାନୁଲ୍ଲାହଙ୍କ ଖଣ୍ଡପୀଠ ଶୁଣାଣି…

ସଲମାନଙ୍କ ଘରେ ବାହାରେ ଗୁଳିମାଡ ମାମଲା: ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ସଫଳତା, ମିଳିଲା ୨ଟି ବନ୍ଧୁକ

ସଲମାନ ଖାନଙ୍କ ଘରେ ବାହାରେ ହୋଇଥିବା ଗୁଳିମାଡ ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଟିମ ତଦନ୍ତ କରୁଛି । ଏହି ମାମଲାରେ କ୍ରାଇମବ୍ରାଞ୍ଚକୁ ବଡ ସଫଳତା ମିଳିଛି । ଗୁଜରାଟ ସୁରଟର ତାପି ନଦୀରୁ ବ୍ୟବହାର ହୋଇଥିବା ବନ୍ଧୁକକୁ ଜବତ କରାଯାଇଛି । ପୋଲିସକୁ ବନ୍ଧୁକ ସହିତ ମାଗାଜିନ ମଧ୍ୟ ମିଳିଛି ।…