ବାବା ସିଦ୍ଦିକି ଭଳି ଅବସ୍ଥା ହେବ… ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମିଳିଲା ଏଭଳି ଧମକ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମାରିବାକୁ ଧମକ । ମୁମ୍ବାଇ ପୋଲିସର କଣ୍ଟ୍ରୋଲ ରୁମରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଧମକପୂର୍ଣ୍ଣ ମେସେଜ ଦିଆଯାଇଛି । ମୁମ୍ବାଇ ପୋଲିସର ଟ୍ରାଫିକ କଣ୍ଟ୍ରୋଲ ଡିପାର୍ଟମେଣ୍ଟକୁ ଏକ ଅଜଣା ନମ୍ବରରୁ ଫୋନ କରି…

ଆଜିଠାରୁ ବନ୍ଦ ହେଲା ବାବା କେଦାରନାଥ ପୀଠ କପାଟ, ୬ ମାସ ପରେ ଖୋଲିବ

ଆଜିଠାରୁ ବନ୍ଦ ହେଲା ପ୍ରସିଦ୍ଧ କେଦାରନାଥ ପୀଠ କପାଟ । ଆଜି ସକାଳ ୪ଟାରୁ ବିଧିବିଧାନ ସହିତ ପୂଜା ହେବା ପରେ ୮.୩୦ ମିନିଟରେ କପାଟ ବନ୍ଦ ହୋଇଛି ।  ତୁଷାରପାତ ଆରମ୍ଭରୁ ଏହାକୁ ବନ୍ଦ କରାଯାଇଥିବାବେଳେ ୬ ମାସ ପରେ ଏହା ଖୋଲିବ ବୋଲି ଜଣାପଡିଛି । ତେବେ କେଦାରନାଥ କପାଟ ଭାଇଦୁଜ ଦିନ ବନ୍ଦ…

ଭାରତ- ନ୍ୟୁଜିଲାଣ୍ଡ ତୃତୀୟ ଟେଷ୍ଟ : ଦ୍ବିତୀୟ ଦିନ ସୁଦ୍ଧା ଖେଳ ଶେଷ, ନ୍ୟୁଜିଲାଣ୍ଡ ୧୭୧/୯

ଭାରତ- ନ୍ୟୁଜିଲାଣ୍ଡ ମଧ୍ୟରେ ମୁମ୍ବାଇର ୱାଙ୍ଖଡେରେ ଚାଲିଛି ତୃତୀୟ ତଥା ଶେଷ ଟେଷ୍ଟ । ଆଜି ମାଚର ଦ୍ବିତୀୟ ଦିନ ଶେଷ ହୋଇଛି । ଆଜି ଭାରତୀୟ ଟିମର ବୋଲରଙ୍କ ଯୋଗୁଁ ନ୍ୟୁଜିଲାଣ୍ଡ ଟିମ୍ ଧରାଶାୟୀ ହୋଇଛି । ଆଜି ମ୍ୟାଚ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୯ ୱିକେଟ ହରାଇ ୧୭୧ ରନ କରିଛି ।…

କମ୍ୟୁନିଟି ହେଲଥ ଅଫିସର ୭୪୦୦ ପଦବୀରେ ବମ୍ପର ଭର୍ତ୍ତି, ଏମିତି କରନ୍ତୁ ଆବେଦନ

ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ଉତ୍ତରପ୍ରଦେଶ ରାଷ୍ଟ୍ରୀୟ ସ୍ବାସ୍ଥ ମିଶନରେ କମ୍ୟୁନିଟି ହେଲଥ ଅଫିସର ପଦବୀରେ ବମ୍ପର ଭର୍ତ୍ତି । ଏହି ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ୨୮ ଅକ୍ଟୋବର ୨୦୨୪ରୁ ଆରମ୍ଭ ହୋଇଛି । ଆବେଦନ ୧୭ ନଭେମ୍ବର ୨୦୨୪ ପର୍ଯନ୍ତ ଚାଲିବ । ଇଚ୍ଛୁକ ଏବଂ…

ଏୟାର ଇଣ୍ଡିଆ ବିମାନରେ କାଟରିଜ୍, ଦୁବାଇରୁ ଦିଲ୍ଲୀ ଆସୁଥିଲା ବିମାନ

ଦେଶରେ ଲଗାତାର ବିମାନକୁ ବୋମା ଧମକ ମିଳିବା ପରେ ଏବେ ଆଉ ଏକ ଘଟଣା ଦେଖିବାକୁ ମିଳିଛି । ଏୟାର ଇଣ୍ଡିଆନ ବିମାନରେ କାଟରିଜ୍ ଦେଖିବାକୁ ମିଳିଛି । ଏୟାର ଇଣ୍ଡିଆର ଦୁବାଇରୁ ଦିଲ୍ଲୀ ଆସୁଥିବା ବିମାନର ସିଟ ପକେଟରେ କାଟରିଜ ମିଳିଥିଲା । ତେବେ କିଏ କେମିତି ଏହାକୁ ବିମାନରେ ଆଣିଲା ତାହା…

ରୋହିତ ଶର୍ମାଙ୍କୁ ୧୬.୩୦ କୋଟିରେ ରିଟେନ କଲା ମୁମ୍ବାଇ ଇଣ୍ଡିଆନ୍ସ, ରିଟେନ ହେବା ପରେ ଏମିତି କହିଲେ ରୋହିତ

ଆଇପିଏଲ ପାଇଁ ସମସ୍ତ ଟିମ୍ ରିଟେନ କରିଥିବା ଖେଳାଳିଙ୍କ ନାମ ଘୋଷଣା କରିସାରିଛି । ୫ମ ଥର ପାଇଁ ରୋହିତ ଶର୍ମାଙ୍କୁ ରିଟେନ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ନିଲାମୀ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟା, ଜସପ୍ରୀତ ବୁମରା, ସୂର୍ଯ୍ୟକୁମାର ଯାଦବ, ରୋହିତ ଶର୍ମା ଏବଂ ତିଳକ…

ଜମ୍ମୁ କଶ୍ମୀର: ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର

ଜମ୍ମୁ କଶ୍ମୀରରେ ପ୍ରବଳ ଗୁଳି ବିନିମୟ । ଶ୍ରୀନଗର ଖାନ୍ୟାର ଅଞ୍ଚଳରେ ବର୍ଷୁଛି ଗୁଳି । ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର। ଖାନ୍ୟାର ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ କରୁଛନ୍ତି ସୁରକ୍ଷାକର୍ମୀ । ବନ୍ଦିପୁରା ଅଞ୍ଚଳରେ ମଧ୍ୟ ଏନକାଉଣ୍ଟର । ତେବେ ମୃତାହତ ନେଇ କୌଣସି…

ସ୍ପେନରେ ବନ୍ୟା ବିତ୍ପାତ : ବଢିଚାଲିଛି ମୃତକଙ୍କ ସଂଖ୍ୟା, ରଖିବାକୁ ନାହିଁ ସ୍ଥାନ, କୋର୍ଟରେ ରଖାଯାଉଛି ମୃତଦେହ

ସ୍ପେନରେ ଭୟଙ୍କର ବନ୍ୟା ଯୋଗୁଁ ଜୀବନଶୈଳୀ ଠପ୍ ହୋଇପଡିଛି । ବନ୍ୟା ଜନିତ ମୃତ୍ୟୁସଂଖ୍ୟା ୨୦୦କୁ ବୃଦ୍ଧି ପାଇଛି । ମୃତକଙ୍କ ସଂଖ୍ୟା ଆଗକୁ ବଢିପାରେ ବୋଲି ଅନୁମାନ କରାଯାଉଛି । ଦକ୍ଷିଣ-ପୂର୍ବ ସ୍ପେନ୍ ର ଭାଲେନସିଆ ସହରରେ ପରିସ୍ଥିତି ଜଟିଳ ହୋଇପଡିଛି। ପ୍ରବଳ ବର୍ଷା ଯୋଗୁ ଅନେକ ଅଞ୍ଚଳରେ…

ଜଣାଶୁଣା ଫ୍ୟାସନ୍ ଡିଜାଇନର ରୋହିତ ବଳଙ୍କ ପରଲୋକ, ଦୀର୍ଘଦିନରୁ ହୃଦ୍ ଜନିତ ରୋଗରେ ଥିଲେ ପୀଡ଼ିତ

ଭାରତର ଜଣାଶୁଣା ଫ୍ୟାସନ୍ ଡିଜାଇନର ରୋହିତ ବଳଙ୍କ ଶୁକ୍ରବାର ପରଲୋକ ହୋଇଛି । ତାଙ୍କ ମୃତ୍ୟୁରେ ବଲିଉଡ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି । ଦୀର୍ଘଦିନରୁ ହୃଦ୍ ଜନିତ ରୋଗରେ ପୀଡ଼ିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । ଦିଲ୍ଲୀର ଏକ ଘରୋଇ ହସପିଟାଲରେ ଶେଷ…

ଭୂକମ୍ପ ଝଟକାରେ ଥରିଲା ରାଞ୍ଚି ଓ ଜାମଶେଦପୁର, ଭୟଭୀତ ହୋଇ ଘରୁ ଦୌଡିଲେ ଲୋକ

ଭୂକମ୍ପ ଝଟକାରେ ଥରିଲା ଝାଡଖଣ୍ଡ । ଭୂକମ୍ପର ତୀବ୍ରତା ୪.୩ ବୋଲି ଜଣାପଡିଛି । ଭୂକମ୍ପ ଝଟକା ରାଞ୍ଚି ଏବଂ ଜାମଶେଦପୁରରେ ଅନୁଭୂତ ହୋଇଛି । ଭୂକମ୍ପ ଝଟକା ଅନୁଭୂତ କରିବା ପରେ ଲୋକମାନେ ଘରୁ ବାହାରକୁ ଚାଲିଆସିଥିଲେ । ତେବେ ଭୂକମ୍ପ ଜନିତ କୌଣସି କ୍ଷୟକ୍ଷତି ଆକଳନ କରାଯାଇନାହିଁ ।…

PGCIL ରେ ୮୦୨ ପଦବୀ ଖାଲି, ନଭେମ୍ବର ୧୨ ପୂର୍ବରୁ କରନ୍ତୁ ଆବେଦନ

ପାୱର ଗ୍ରୀଡ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ(PGCIL)ରେ ଖାଲିପଡିଛି ୮୦୨ ପଦବୀ । ଏଠାରେ ଡିପ୍ଲୋମା ଏବଂ ଜୁନିଅର ଅଫିସର ଟ୍ରେନି ପଦବୀ ପାଇଁ ଭର୍ତ୍ତି ହେଉଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ । ପଦବୀ ବିବରଣୀ : ୮୦୨ ଡିପ୍ଲୋମା…

ଶ୍ରଦ୍ଧା ୱାକର ଭଳି କାଣ୍ଡ, ୫୦ ବର୍ଷୀୟ ମହିଳାଙ୍କୁ ୬ ଖଣ୍ଡ କରି କାଟି ବସ୍ତାରେ ଲୁଚାଇଥିଲା ଅଭିଯୁକ୍ତ

ରାଜସ୍ଥାନର ଯୋଧପୁରରେ ବୀଭତ୍ସ କାଣ୍ଡ । ଦୁଇଦିନ ପୂର୍ବେ ନିଖୋଜ ହୋଇଥିବା ୫୦ ବର୍ଷୀୟା ଅନୀତା ଚୌଧୁରୀଙ୍କୁ ୬ ଖଣ୍ଡ କରି କାଟିବା ପରେ ଏକ ପ୍ଲାଷ୍ଟିକ ବ୍ୟାଗରେ ଭରି ଘର ପାଖରେ ଏକ ଗାତରେ ପୋତିଥିଲା ଅଭିଯୁକ୍ତ । ଖବର ମୁତାବକ, ଅନୀତା ଚୌଧୁରୀ ୨୮ ଅକ୍ଟୋବର ଅପରାହ୍ନର ବ୍ୟୁଟିପାର୍ଲର ବନ୍ଦ…