ବେଙ୍ଗାଲୁରୁ : ରାମନବମୀରେ ଜୟ ଶ୍ରୀ ରାମ କହିବାରୁ ୩ ଜଣ ଯୁବକଙ୍କୁ ମାଡ଼, ୪ ଗିରଫ

ଜୟ ଶ୍ରୀ ରାମ ନାରା ଦେବାରୁ ୩ ଜଣଙ୍କୁ ପିଟିପିଟି ଆହତ କରିଛନ୍ତି ୪ ଯୁବକ । ପୋଲିସ ଆହତ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଅଭିଯୁକ୍ତମାନଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଥିବା ଜଣାପଡିଛି । ଏପରି ଏକ ଅଭାବନୀୟ ଘଟଣା ବେଙ୍ଗାଲୁରୁରେ ଘଟିଛି । କୌଣସି…

ପଶ୍ଚିମବଙ୍ଗ : ରାମନବମୀ ଶୋଭାଯାତ୍ରାରେ ପଥରମାଡ ସହ ବିସ୍ଫୋରଣ, ଅନେକ ଆହତ

ରାମ ନବମୀ ଅବସରରେ ପଶ୍ଚିମବଙ୍ଗରେ ଶୋଭାଯାତ୍ରାରେ ଦଙ୍ଗା ହେବା ସହ ପଥରମାଡ ହୋଇଛି । ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲାର ରେଜିନଗର ଶକ୍ତିପୁର ଅଞ୍ଚଳରେ ରାମନବମୀ ଶୋଭାଯାତ୍ରାରେ ଏଭଳି ଘଟଣା ଘଟିଛି । ଯେଉଁଥିରେ କିଛିଲୋକ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ମୁର୍ଶିଦାବାଦର ମେଡିକାଲ…

SSC ରେ ଖାଲିପଡିଛି ୯୬୮ ଜେଇ ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଷ୍ଟାଫ ସିଲେକ୍ସନ କମିଶନ(SSC) ରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଜୁନିଅର ଇଂଜିନିୟର ପଦବୀ ପାଇଁ ୯୬୮ ପଦବୀ ଖାଲିପଡିଛି । ଏଥିପାଇଁ ଅଫିସିଆଲ ନୋଟିଫିକେସନ ବାହାରିଛି । ଇଚ୍ଛୁକ ଥିବା ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ । ପଦବୀ ବିବରଣୀ : ୯୬୮ ସିଭିଲ ଇଂଜିନିୟର: ୭୮୮…

ଯୁକ୍ରେନ ଉପରେ ରୁଷର ମିଶାଇଲ ମାଡ, ୧୭ ମୃତ, ୬୦ରୁ ଅଧିକ ଆହତ

ୟୁକ୍ରେନ ଉପରେ ମିଶାଇଲ ମାଡ କରିଛି ରୁଷ । ଆଉ ଏଥିରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୟୁକ୍ରେନର ଚେର୍ନିହିଭ୍ ସହରରେ ୮ ମହଲା ବିଶିଷ୍ଟ ବିଲିଡିଂରେ ମିଶାଇଲ ମାଡ କରିଛି । ଏଥିରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୩…

ଅହମଦାବାଦ-ବଡୋଦରା ଏକ୍ସପ୍ରେସ ୱେରେ ଟ୍ରେଲର ପଛରେ ପଶିଲା କାର, ୧୦ ମୃତ

ଗୁଜରାଟର ଅହମଦାବାଦ ବଡୋଦରା ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଟ୍ରେଲ ପଛରେ କାର ପଶିବା ଯୋଗୁଁ କାରରେ ଥିବା ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏହି କାର ବଡୋଦରାରୁ ଅହମଦାବାଦ ଯାଉଥିଲା । ଦୁର୍ଘଟଣା ଅହମଦାବାଦର ବଡୋଦରା ଏକ୍ସପ୍ରେସେଓ୍ଵର ନଡିୟାଦ ପାଖରେ ହୋଇଥିଲା ।…

ଶ୍ରେୟସ ଆୟରଙ୍କୁ ଡବଲ ଝଟକା, ସ୍ଲୋ ଓଭର ପାଇଁ ବିସିସିଆଇ ଲଗାଇଲା ଜରିମାନା

କୋଲକତା ନାଇଟ ରାଇଡର୍ସକୁ ଡବଲ ଝଟକା ଲାଗିଛି । ଆଇପିଏଲ୍‌ ୨୦୨୪ର ୩୧ତମ ମ୍ୟାଚ ହାରିବା ସହିତ ଅଧିନାୟକ ଶ୍ରେୟସ ଆୟରଙ୍କୁ ବିସିସିଆଇ ଜରିମାନା ଲଗାଇଛି । କୋଲକତା ନାଇଟ ରାଇଡର୍ସ ଉପରେ ସ୍ଲୋ ଓଭର ରେଟ ପାଇଁ ଜରିମାନା ଲାଗିଛି । ଏଥିପାଇଁ ଶ୍ରେୟସ ଆୟରଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜରିମାନା…

ବନ୍ଦେ ଭାରତ ପରେ ବୁଲେଟ ଟ୍ରେନ ପ୍ରସ୍ତୁତ କରିବ ଭାରତ, ଜାଣନ୍ତୁ କେଉଁ ରୁଟରେ ଚାଲିବ

ବନ୍ଦେ ଭାରତ ଏକ୍ସପ୍ରେସ ପରେ ଏବେ ସ୍ୱଦେଶୀ ବୁଲେଟ ଟ୍ରେନ ପ୍ରସ୍ତୁତ କରିବ ଭାରତ । ଏହାକୁ ନେଇ ଡିଜାଇନ ପ୍ରସ୍ତୁତ କରାଯାଉଛି । ବିଶ୍ୱସ୍ତରରେ ୨୫୦ କିମି ପ୍ରତିଘଣ୍ଟା ସ୍ପିଡରେ ଯାଉଥିବା ଟ୍ରେନକୁ ହାଇସ୍ପିଡ ଟ୍ରେନ କୁହାଯାଉଛି । ଜଣେ ଅଧିକାରୀ କହିଛନ୍ତି, ଏହାକୁ ବନ୍ଦେ ଭାରତ…

ଟି୨୦ ବିଶ୍ୱକପରୁ ବାଦ୍‌ ପଡିପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା, ବିସିସିଆଇ ରଖିଲା ଏଭଳି ସର୍ତ୍ତ

ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଟିମ୍‌ ଖୁବଶୀଘ୍ର ଘୋଷଣା ହେବ । ମଇ ମାସର ପ୍ରଥମ ସପ୍ତାହ କିମ୍ବା ଏପ୍ରିଲ ଶେଷ ଆଡକୁ ଟିମ୍‌ ଘୋଷଣା କରିପାରେ ବିସିସିଆଇ । ବିସିସିଆଇ ୧୫ ଜଣିଆ ଟିମ୍‌ ଘୋଷଣା କରିବ । ଟି୨୦ ବିଶ୍ୱକପ ପାଇଁ ଦଳ ଘୋଷଣାକୁ ନେଇ ଫ୍ୟାନ୍ସ ଚାହିଁ ରହିଛନ୍ତି । ତେବେ ଟି୨୦ ବିଶ୍ୱକପ…

ଅଯୋଧ୍ୟା : ରାମନବମୀରେ ରାମଲଲାଙ୍କ ଅଭିଷେକ କଲେ ସୂର୍ଯ୍ୟଦେବ, ଶୋଭା ବଢାଇଲା ସୂର୍ଯ୍ୟତିଳକ

ରାମନବମୀ ଅବସରରେ ଅଯୋଧ୍ୟାରେ ବିରାଜିତ ହୋଇଥିବା ରାମଲଲାଙ୍କ ସୂର୍ଯ୍ୟତିଳକ ହୋଇଛି । ବୈଜ୍ଞାନିକ ମାନେ ଦର୍ପଣ ଜରିଆରେ ଭଗବାନଙ୍କ ସୂର୍ଯ୍ୟତିଳକ କରିଛନ୍ତି । ଏହି ସୂର୍ଯ୍ୟ କିରଣ ପ୍ରାୟ ୪ ମିନିଟ ପର୍ଯ୍ୟନ୍ତ ପଡି ରାମଲଲାଙ୍କ ଲଲାଟର ଶୋଭା ବଢାଇଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ…

ବିନା ପରୀକ୍ଷାରେ ମିଳିବ NTPC ରେ ଚାକିରି, ଦେବାକୁ ପଡିବନି ଆବେଦନ ଶୁଳ୍କ

ନ୍ୟାସନାଲ ଥର୍ମାଲ ପାଓ୍ଵର କର୍ପୋରେସନ ଲିମିଟେଡରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ । ଯେଉଁ ପ୍ରାର୍ଥୀ ଯୋଗ୍ୟତା ରଖୁଛନ୍ତି, ସେମାନେ ତୁରନ୍ତ ଆବେଦନ କରନ୍ତୁ । ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ଏନଟିପିସିର ଅଫିସିଆଲ େଓ୍ଵବସାଇଟ ntpc.co.in ଜରିଆରେ ଆବେଦନ କରିପାରିବେ । ଏଥିପାଇଁ…

ଦୁବାଇରେ ପ୍ରବଳ ବର୍ଷା, ଫସିଲେ ରାହୁଲ ବୈଦ୍ୟ ଏବଂ ପରିବାର, ସେୟାର କଲେ ଭିଡିଓ

ପ୍ରବଳ ବର୍ଷାରେ ଉବୁଟୁବୁ ଦୁବାଇ । ସୋମବାର ବିଳମ୍ବିତ ରାତିରେ ପ୍ରବଳ ବର୍ଷା ଯୋଗୁଁ ଦୁବାଇରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଗୋଟିଏ ଦିନରେ ବର୍ଷକର ବର୍ଷା ହେବା ଫଳରେ ଏୟାରପୋର୍ଟ, ମେଟ୍ରୋ, ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଛି । ଏମିତିରେ ବଲିଉଡର ଜଣାଶୁଣା ଗାୟକ ରାହୁଲ ବୈଦ୍ୟ…

ନବରାତ୍ରି ନବମୀ ଦିନ : କରନ୍ତୁ ମା’ ସିଦ୍ଧିଦାତ୍ରୀଙ୍କୁ ପୂଜା, ଭଗବାନ ଶିବ ମଧ୍ୟ କରିଥିଲେ ଉପାସନା

ଚୈତ୍ର ନବରାତ୍ରିର ନବମୀ ଦିନ ମା’ ସିଦ୍ଧିଦାତ୍ରୀଙ୍କୁ ପୂଜା କରାଯାଏ । ମାତା ସକଳ ପ୍ରକାର ସିଦ୍ଧି ପ୍ରଦାନ କରିଥାନ୍ତି । ଅଷ୍ଟ ସିଦ୍ଧି ଠାରୁ ଅଷ୍ଟାଦଶ ସିଦ୍ଧି ପର୍ଯ୍ୟନ୍ତ ସକଳ ସିଦ୍ଧି କୃପା କରି ପ୍ରଦାନ କରିଥାନ୍ତି ମା । ମା’ ସିଦ୍ଧିଦାତ୍ରୀ ଅସୁରଙ୍କ ଅତ୍ଯାଚାରରୁ ପୃଥିବୀକୁ ମୁକ୍ତ…