ଆରେ କିଛି ନୂଆ କର ଭାଇ…କେତେ କପି କରିବ ! ଭାରତୀୟ ଟିମ୍‌ ଭଳି ପାକିସ୍ତାନ ଟିମରେ ଆରମ୍ଭ ହେଲା ଡ୍ରେସିଂ ରୁମ୍‌…

ଆଇସିସି ଟି୨୦ ବିଶ୍ୱକପ ୨୦୨୪କୁ ଦୃଷ୍ଟିରେ ରଖି ପାକିସ୍ତାନ କ୍ରିକେଟ ଟିମ୍‌ ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ଟି ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳୁଛି । ଏହାର ପ୍ରଥମ ମ୍ୟାଚ ବର୍ଷା ଯୋଗୁଁ ରଦ୍ଦ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ ଗତକାଲି ରାଓ୍ଵଲପିଣ୍ଡିରେ ଖେଳାଯାଇଥିଲା । ଏହି…

ବାବା ରାମଦେବଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ଏବେ ଯୋଗ ଶିବିର ପାଇଁ ଦେବାକୁ ହେବ ସର୍ଭିସ ଟାକ୍ସ

ଯୋଗଗୁରୁ ବାବା ରାମଦେବଙ୍କୁ ସୁପ୍ରିମକୋର୍ଟରୁ ବଡ୍‌ ଝଟକା ଲାଗିଛି । ଏବେ ବାବା ରାମଦେବଙ୍କୁ ଯୋଗ ଶିବିର ପାଇଁ ସର୍ଭିସ ଟାକ୍ସ ଦେବାକୁ ହେବ । ସ୍ୱାମୀ ବାବା ରାମଦେବଙ୍କ ଯୋଗ ଶିବିର ଆୟୋଜନ କରୁଥିବା ସଂସ୍ଥା ‘ପତଞ୍ଜଳି ଯୋଗପୀଠ ଟ୍ରଷ୍ଟ’ ଏହି ସର୍ଭିସ ଟାକ୍ସ ଅର୍ଥାତ୍‌ ସେବା ଶୁଳ୍କ ଦେବ ।…

ଆଇପିଏଲ୍‌ ୨୦୨୪ ପଏଣ୍ଟ ଟେବୁଲ : ସନରାଇଜର୍ସ ହାଇଦ୍ରାବାଦ ଟିମ ମ୍ୟାଚ ଜିତିବା ପରେ ଚେନ୍ନାଇକୁ କ୍ଷତି

ଆଇପିଏଲ ୨୦୨୪ରେ ସନରାଇଜର୍ସ ହାଇଦ୍ରାବାଦ ଟିମର ଧମାକେଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ହାଇଦ୍ରାବାଦ ଟିମ୍‌ ୬୭ ରନରେ ମ୍ୟାଚ ଜିତିଛି । ସନରାଇଜର୍ସ ହାଇଦ୍ରାବାଦ ଟିମର ୭ଟି ମ୍ୟାଚ ମଧ୍ୟରୁ ଏହା ୫ମ ବିଜୟ । ଆଉ ଏହି ବିଜୟ ଯୋଗୁଁ ଟିମ୍‌ ଏବେ ୧୦ ପଏଣ୍ଟ…

ଭାରତୀୟ ରେଲୱେରେ ୮,୦୦୦ରୁ ଅଧିକ TTE ପଦବୀ ଖାଲି, ଜାଣନ୍ତୁ କେବେ ଠାରୁ କରିପାରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ଆରଆରବି ଅଧିନରେ ୮,୦୦୦ରୁ ଅଧିକ ଟିଟିଇ ପୋଷ୍ଟ ଖାଲିପଡିଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଚେକ୍‌ କରିପାରିବେ । ଏଥିପାଇଁ ଖୁବଶୀଘ୍ର ଆବେଦନ ଗ୍ରହଣ କରାଯିବ । ତେବେ ମଇରୁ ଏଥିପାଇଁ ଆବେଦନ ଆରମ୍ଭ ହେବ ।…

ବିଜେପିର ମୋରାଦାବାଦ ଲୋକସଭା ପ୍ରାର୍ଥୀ କୁଅଁର ସର୍ବେଶ କୁମାର ସିଂହ ପରଲୋକ, ଆଉଥରେ ହେବ ନିର୍ବାଚନ !

ବିଜେପିର ମୋରାଦାବାଦ ଲୋକସଭା ଆସନ ପ୍ରାର୍ଥୀ କୁଅଁର ସର୍ବେଶ କୁମାର ସିଂହଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା । ସେ କିଛି ଦିନ ଧରି ଅସୁସ୍ଥ ଥିଲେ । ତେଣୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ସେ ଶେଷ ନିଃଶ୍ୱାସ…

ରାଜସ୍ଥାନ : ବିଳମ୍ବିତ ରାତିରେ ଟ୍ରକ ଓ ଭ୍ୟାନ ଧକ୍କା, ୯ ମୃତ

ରାଜସ୍ଥାନର ଝାଲାୱାଡ଼ରେ ଶନିବାର ବିଳମ୍ବିତ ରାତିରେ ଏକ ଭ୍ୟାନ୍ ଓ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ୯ ଜଣଙ୍କର ମୃତ୍ୟୁ ଘଟିଛି । ମଧ୍ୟପ୍ରଦେଶର ଖିଲଚିପୁରରୁ ଏକ ବାହାଘର ସାରି ଫେରୁଥିବା ବେଳେ ଦୁର୍ଘଟଣା ହୋଇଥିଲା । ସୂଚନା ମୁତାବକ, ଅକଲେରା ଏନଏଚ-୫୨ ନିକଟରେ ଟ୍ରକ ଏବଂ ଭ୍ୟାନ ମଧ୍ୟରେ…

ବଦଳିଲା ଦୂରଦର୍ଶନ ଲୋଗୋର ରଙ୍ଗ, ନାଲି ବଦଳରେ ଏବେ ଦିଶିବ ଅରେଞ୍ଜ

ଦୂରଦର୍ଶନ ଲୋଗୋର ରଙ୍ଗ ପରିବର୍ତ୍ତନ ହୋଇଛି । ଦୀର୍ଘ ଦିନ ଧରି ରହି ଆସିଥିବା ଲୋଗୋ ରଙ୍ଗକୁ ବଦଳାଇ ଦିଆଯାଇଛି । ପୂର୍ବରୁ ଲୋଗୋରେ ନାଲି ରଙ୍ଗ ଥିବାବେଳେ ବର୍ତ୍ତମାନ କମଳା ରଙ୍ଗ କରାଯାଇଛି। ଯାହାକୁ ନେଇ ଅନେକ ସମାଲୋଚନା ହୋଉଛି । ଡିଡି ନ୍ୟୁଜର ଅଫିସିଆଲ୍ ଏକ୍ସ ପୋଷ୍ଟରେ ଏକ…

ଏଲନ ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ, ୨୫ ହଜାର କୋଟି କରିଥାନ୍ତେ ନିବେଶ

ଟେସଲା ସିଇଓ ଏଲନ୍ ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ । ପ୍ରଥମ ଥର ପାଇଁ ଭାରତ ଆସିଥାନ୍ତେ ଏଲନ ମସ୍କ । ଏପ୍ରିଲ ୨୧ ଓ ୨୨ରେ ଭାରତ ଆସିବାର କାର୍ଯ୍ୟକ୍ରମ ରହିଥିଲା । ଯାହା ଏବେ ସ୍ଥଗିତ ହୋଇଥିବା ଖବର ମିଳିଛି । ଏହି ଯାତ୍ରା ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଥାନ୍ତେ…

ଫ୍ୟାନଙ୍କ ଚେନ୍ନାଇ ସୁପରକିଙ୍ଗସ କ୍ରେଜ, ବାହାଘର ପାଇଁ ସିଏକେ ଥିମରେ ବନାଇଲେ କାର୍ଡ

ଆଇପିଏଲ ୨୦୨୪ ରେ ଚେନ୍ନାଇ ସୁପରକିଙ୍ଗସର କ୍ରେଜ ସବୁଠାରୁ ଅଧିକ । ଚେନ୍ନାଇର ଚେପାକ ଷ୍ଟାଡିୟମ ସହିତ ଫ୍ୟାନ୍ସ ସିଏସକେକୁ ସପୋର୍ଟ କରିବା ପାଇଁ ମ୍ୟାଚ ଖେଳାଯାଉଥିବା ପ୍ରତିଟି ଷ୍ଟାଡିୟମକୁ ଯାଇଥାନ୍ତି । ଚେନ୍ନାଇ ମ୍ୟାଚ ଯାହା ବିପକ୍ଷରେ ହେଉନା କାହିଁକି, ଷ୍ଟାଡିୟମରେ କେବଳ ହଳଦିଆ…

ଦିଲ୍ଲୀ ମଦ ଦୁର୍ନୀତି ମାମଲା : ମନୀଷ ସିସୋଦିଆଙ୍କୁ ମିଳିଲାନି ଆଶ୍ୱସ୍ତି, ନିଷ୍ପତ୍ତିକୁ ସଂରକ୍ଷିତ ରଖିଲେ କୋର୍ଟ

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା ଲାଗିଛି । ତିହାର ଜେଲରେ ଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରି ରାଉସ ଆଭେନ୍ୟୁ କୋର୍ଟରେ ଶୁଣାଣି ହୋଇଛି । କୋର୍ଟ ନିଷ୍ପତ୍ତିକୁ ସଂରକ୍ଷିତ ରଖିଛନ୍ତି । ଏହା ପୂର୍ବରୁ ରାଉଜ ଏଭେନ୍ୟୁ…

କେଏଲ ରାହୁଲ ଏବଂ ଋତୁରାଜଙ୍କ ଉପରେ ଜରିମାନା ଲଗାଇଲା ବିସିସିଆଇ, ଜାଣନ୍ତୁ କାହିଁକି

ଆଇପିଏଲ୍‌ ୨୦୨୪ର ୩୪ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପରକିଙ୍ଗସ ଏବଂ ଲକ୍ଷ୍ନୌ ସୁପରଜିଆଣ୍ଟସ । ଏହି ମ୍ୟାଚକୁ ଲକ୍ଷ୍ନୌ ୮ ଓ୍ଵିକେଟରେ ଜିତିନେଇଥିଲା । କିନ୍ତୁ ଏହି ମ୍ୟାଚରେ ଦୁଇଟି ଯାକ ଟିମର ଅଧିନାୟକଙ୍କ ଉପରେ ଜରିମାନା ଲଗାଇଛି ବିସିସିଆଇ । ଲକ୍ଷ୍ନୌ ସୁପର ଜିଆଣ୍ଟସ ଅଧିନାୟକ…

DRDOରେ ଭର୍ତ୍ତି ପାଇଁ ସୁଯୋଗ, ଜାଣନ୍ତୁ କେମିତି କରିବେ ଆବେଦନ

ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ, ସଂସ୍ଥାରେ ଅପାରଣ୍ଟିସ ପଦବୀରେ ଭର୍ତ୍ତି ହେବ । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଠାରେ ନୋଟିଫିକେସନ ମୁତାବକ, ୪୧ ପଦବୀରେ ଭର୍ତ୍ତି ହେବ । ଏଥିରେ ଡିପ୍ଲୋମା ୧୧…