ବେଙ୍ଗାଲୁରୁ : ପାଣି ନଷ୍ଟ କରି ଜରିମାନା ଦେଲେ ୨୨ ପରିବାର
ବେଙ୍ଗାଲୁରୁରେ ୨୨ ପରିବାରକୁ ପାଣି ପାଇଁ ଜରିମାନା ଲାଗୁ ହୋଇଛି । କାର ଧୋଇବା ଏବଂ ବଗିଚାରେ ପାଣି ଦେବାକୁ ବାରଣ କରାଯାଇଥିଲା । ଏହାକୁ ନେଇ ନିୟମ ମଧ୍ୟ କରାଯାଇଥିଲା । ବେଙ୍ଗାଲୁରୁ ପାଣି ସଙ୍କଟ ଦେଖି ଏଭଳି ନିଷ୍ପତ୍ତି ନେଇଥିଲେ ସରକାର । ତେଣୁ ପାଣି ଅପଚୟ କରିଥିବା ନେଇ ୨୨ଟି ପରିବାର…