ଗାଜା ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ: ୨୪ ମୃତ, ୨୦୩ ଆହତ

ଗାଜା ଉପରେ ଏୟାରଷ୍ଟ୍ରାଇକ କରିଛି ଇସ୍ରାଏଲ। ଏହି ଆକ୍ରମଣରେ ମୃତକଙ୍କ ସଂଖ୍ୟା ୨୪ରେ ପହଞ୍ଚିଛି। ଏହାଛଡା ୨୦୩ ଲୋକ ଆହତ ହୋଇଛନ୍ତି ବୋଲି ସୂଚନା ଦେଇଛି ଫିଲିସ୍ଥାନୀ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ଏଥିରେ ୬ ପିଲା ଏବଂ ମହିଳା ସାମିଲ ରହିଛନ୍ତି। ଜବାବରେ ରକେଟ୍ ମାଡ଼ କରିଛି ପାଲେଷ୍ଟାଇନ।…

ବିଗିଡିଗଲା ଉର୍ଫି ଜାଭେଦଙ୍କ ସ୍ୱାସ୍ଥ୍ୟବସ୍ଥା, ହସପିଟାଲରେ ହେଲେ ଆଡମିଟ୍‌

ଅତରଙ୍ଗୀ ଡ୍ରେସ ଫ୍ୟାଶନ ଯୋଗୁଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଉର୍ଫି ଜାଭେଦ। ସବୁବେଳେ ଦର୍ଶକଙ୍କୁ ମନୋରଂଜନର ଖୁରାକ ଯୋଗାଇ ଦିଅନ୍ତି। ହେଲେ ଉର୍ଫିଙ୍କ ଫ୍ୟାନ୍ସଙ୍କ ପାଇଁ ଖରାପ ଖବର ଅସିଛି। ଉର୍ଫିଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ହଠାତ୍‌ ଦେହ…

ଚତୁର୍ଥ ଟି-୨୦ ମ୍ୟାଚ୍‌ ଜିତି ସିରିଜ କବଜା କଲା ଟିମ୍‌ ଇଣ୍ଡିଆ, ଆଜି ଖେଳାଯିବ ଶେଷ ମ୍ୟାଚ

ଟିମ୍‌ ଇଣ୍ଡିଆ ଚତୁର୍ଥ ଟି-୨୦ ମ୍ୟାଚକୁ ୫୯ ରନରେ ଜିତିନେଇଛି। ଏହି ମ୍ୟାଚ ଜିତି ୫ଟିକିଆ ଟି-୨୦ ମ୍ୟାଚ୍‌ ସିରିଜକୁ ନିଜ ନାମରେ କରିଛି। ଟିମ୍‌ ଇଣ୍ଡିଆ ସିରିଜରେ ୩-୧ରେ ଆଗୁଆ ରହିଛି। ସିରିଜର ଶେଷ ମ୍ୟାଚ ଆଜି ଫ୍ଲୋରିଡାରେ ଖେଳାଯିବ। ଚତୁର୍ଥ ଟି-୨୦ ମ୍ୟାଚରେ ଟିମ୍‌ ଇଣ୍ଡିଆ ପ୍ରଥମେ…

ଉତକ୍ଷେପଣ ହେଲା SSLV-D1/EOS-02, ନିଜ ନିର୍ଦ୍ଧାରିତ କକ୍ଷରେ ପହଞ୍ଚିବା ପରେ ସିଗନାଲ ମିଳିବା ହୋଇଯାଇଛି ବନ୍ଦ

ଆନ୍ଧ୍ରପ୍ରଦେଶ: ଇସ୍ରୋ ଇତିହାସରେ ଯୋଡି ହେଲା ନୂଆ ଅଧ୍ୟାୟ । ଉତକ୍ଷେପଣ ହେଲା ସ୍ମଲ ସାଟେଲାଇଟ୍‌ ଲଞ୍ଚ ଭେଇକିଲ SSLV-D1/EOS-02 । ଆନ୍ଧ୍ରପ୍ରଦେଶ ଶ୍ରୀ ହରିକୋଟା ସ୍ଥିତ ସତୀଶ ଧାଓ୍ଵନ୍‌ ସ୍ପେସ୍‌ ସେଣ୍ଟରରୁ SSLVର ଉତକ୍ଷେପଣ ହେଲା । ୫୦ ଗ୍ରାମ ଓଜନର ପ୍ରାୟ ୮୫ଟି SSLV-D1/EOS-02କୁ…

ଶ୍ରାବଣ ଶନିବାର ଏହିସବୁ ଦେବତାଙ୍କୁ ନିଷ୍ଠାର ସହିତ କରନ୍ତୁ ପୂଜା, ଦୂର ହେବ ସବୁ ସମସ୍ୟା

ଆଜି ଶ୍ରାବଣ ମାସର ଶେଷ ଶନିବାର । ଶ୍ରାବଣ ମାସରେ ସୋମବାର ସହିତ ଶନିବାରର ବିଶେଷ ମହତ୍ତ୍ୱ ରହିଥାଏ। ସ୍କନ୍ଦପୁରାଣ ଅନୁସାରେ ଶ୍ରାବଣ ଶନିବାରରେ ୪ ଦେବତାଙ୍କୁ ପୂଜା କରିବା ଦ୍ୱାରା ସବୁ ସମସ୍ୟା ଏବଂ ଦୁଃଖ ଦୂର ହୋଇଥାଏ। ନୃସିଂହ ଅବତାର ଭଗବାନ ବିଷ୍ଣୁଙ୍କ ଅବତାର ହୋଇଥାନ୍ତି। ଶ୍ରାବଣ…

ଘାଟି ତଳକୁ ଖସିଲା ମିନି ବସ୍‌, ୮ ଛାତ୍ର ଗୁରୁତର

ଜମ୍ମୁ-କାଶ୍ମୀରର ଉଦ୍ଧମପୁର ଜିଲ୍ଲାରେ ବଡ ଅଘଟଣ ଘଟିଛି । ରାଜ୍ୟର ଉଦ୍ଧମପୁରରେ ଏକ ମିନି ବସ୍ ଘାଟି ତଳକୁ ଖସି ପଡିଛି । ଏଥିରେ ସ୍କୁଲ ଛାତ୍ର ଥିଲେ । ତେବେ ଅଘଟଣରେ ୮ ଜଣ ଛାତ୍ର ଗୁରୁତର ହୋଇଥିବା ସୂଚନା ମିଳିଛି । ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବସଟି ବରମୀନ…

ଦିବଂଗତ ସୁପରଷ୍ଟାର ପୁନୀତ ରାଜକୁମାରଙ୍କୁ ସମ୍ମାନିତ କରାଯିବ ‘କର୍ଣ୍ଣାଟକ ରତ୍ନ’ ସମ୍ମାନରେ, ମୁଖ୍ୟମନ୍ତ୍ରୀ କଲେ…

କର୍ଣ୍ଣାଟକ ସରକାର ଚଳିତବର୍ଷ ରାଜ୍ୟ ସ୍ଥାପନା ଦିବସ ଅବସରରେ ଦିବଂଗତ କନ୍ନଡ ଫିଲ୍ମ ଷ୍ଟାର ପୁନୀତ ରାଜକୁମାରଙ୍କୁ ମରଣୋତ୍ତର ‘କର୍ଣ୍ଣାଟକ ରତ୍ନ’ ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ଏହାକୁ ନେଇ କହିଛନ୍ତି, ‘ ନଭେମ୍ବର ୧ ତାରିଖରେ ପୁନୀତ…

ଜେଲରେ କଏଦୀ ଭଗବତ ଗୀତା ଏବଂ ବାଇବେଲ୍‌ ପଢିଲେ କମାଇ ଦିଆଯିବ ଦଣ୍ଡ, ସରକାର ଆଣିଲେ ନୂଆ ନିୟମ

ଇସଲାମିକ ଦେଶ ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ କଏଦୀଙ୍କୁ ଗୀତା ଓ ବାଇବେଲ୍ କଣ୍ଠସ୍ଥ କରିବାକୁ ନୂଆ ସରକାରଙ୍କର ନିର୍ଦ୍ଦେଶ ଦେଇଛନ୍ତି। କଥାଟି ଶୁଣି ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। ପାକିସ୍ତାନର ପଞ୍ଜାବ ରାଜ୍ୟରେ ନୂଆ ସରକାର ସରକାର କଏଦୀମାନଙ୍କ ପାଇଁ ଏପରି ନିୟମ ଆଣିବାକୁ…

ଆଜି ମ୍ୟାଚ ପାଇଁ ସଂପୂର୍ଣ୍ଣ ଫିଟ୍‌ ରୋହିତ ଶର୍ମା, ସିରିଜ କବ୍‌ଜା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ଆଜି ଭାରତ- ୱେଷ୍ଟଇଣ୍ଡିଜ୍ ଚତୁର୍ଥ ଟି-୨୦ ମ୍ୟାଚ ଖେଳାଯିବ। ୫ ଟିକିଆ ଟି-୨୦ ସିରିଜରେ ଭାରତ ସିରିଜ ୨-୧ରେ ଆଗୁଆ ରହିଛି । ଆଜି ମ୍ୟାଚ ଜିତି ସିରିଜ କବଜା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ତୃତୀୟ ମ୍ୟାଚରେ ମାଂସପେଶୀ ଟାଣି ହୋଇଯିବାରୁ ରିଟାୟର୍ଟ  ହର୍ଟ ହୋଇଥିବା ରୋହିତ ଶର୍ମା ଫିଟ୍ ଥିବା…

ଆଖି ଉପରେ ଏପରି ହଳଦିଆ ରଙ୍ଗର ଗଣ୍ଠି ଜମା ହେଉଛି କି ? ହୋଇପାରେ କୋଲେଷ୍ଟ୍ରଲ

ମଣିଷ ଶରୀରରେ କୋଲେଷ୍ଟ୍ରଲ ଜମା ହେଲେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦିଏ।  ଯଦି ଥରେ କୋଲେଷ୍ଟ୍ରଲ ହୋଇଯାଇଥାଏ, ତେବେ ଖାଇବା ସମୟରେ ସାବଧାନ ରହିବାକୁ ପଡ଼ିଥାଏ। ଏଥିରୁ ରକ୍ଷା ପାଇବା ପାଇଁ ଖାଦ୍ୟ-ପାନୀୟ ଉପରେ ଧ୍ୟାନ ଦେବା ଉଚିତ। କୋଲେଷ୍ଟ୍ରଲକୁ କମ୍‌ କରିବାରେ ବ୍ୟାୟାମ ଏବଂ ଡାଏଟର ବହୁ…

ମିସ୍‌ ୟୁନିଭର୍ସ ହରନାଜ କୌର ସନ୍ଧୁଙ୍କ ନାମରେ ଥାନାରେ ଅଭିଯୋଗ କଲେ ଉପାସନା ସିଂ, ଫିଲ୍ମ ପାଇଁ ଚୁକ୍ତି କରି…

ମିସ୍ ୟୁନିଭର୍ସ ହରନାଜ୍ କୌର ସନ୍ଧୁଙ୍କ ନାମରେ ଥାନାରେ ମାମଲା। ଦି କପିଲ ଶର୍ମା ଶୋ’ରେ ‘ବୁଆ’ ଭୂମିକାରେ ଅଭିନୟ କରୁଥିବା ଉପସାନା ସିଂହ ଚଣ୍ଡିଗଡ଼ର ଏକ ସ୍ଥାନୀୟ କୋର୍ଟରେ ହରନାଜଙ୍କ ନାମରେ ମାମଲା ରୁଜୁ କରିଛନ୍ତି। ଉପସାନା ସିଂହ ହରନାଜ୍ ସନ୍ଧୁଙ୍କ ଉପରେ ତାଙ୍କ ପ୍ରଡକ୍ସନର ଫିଲ୍ମକୁ ନେଇ…

କମନୱେଲଥ ଗେମ୍ସ ୨୦୨୨ : ଭାରତୀୟ ଯୋଦ୍ଧାଙ୍କ ସ୍ୱର୍ଣ୍ଣ ବର୍ଷା, ବଜରଙ୍ଗ , ସାକ୍ଷୀ ଓ ଦୀପକ ଜିତିଲେ ସ୍ୱର୍ଣ୍ଣ

ଭାରତର ଷ୍ଟାର ରେସଲରତଥା ଅଲମ୍ପିକ ପଦକ ବିଜେତା ବଜରଙ୍ଗ ପୁନିୟା, ସାକ୍ଷୀ ମଲିକ ଏବଂ ଦୀପକ ପୁନିଆ ଭାରତ ପାଇଁ ତିନୋଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଭାରତର ଅଂଶୁ ମଲ୍ଲିକ ଶୁକ୍ରବାର ଦିନ କମନୱେଲଥ ଗେମ୍ସ ରେସଲିଂ ଇଭେଣ୍ଟରେ ଡେବ୍ୟୁ କରିଥିଲେ। ଏହି ପଦକ ଜିତିବା ପରେ ରାଜ୍ୟଗୋଷ୍ଠୀ କ୍ରୀଡାରେ…