ମାଇକ୍ରୋସଫ୍ଟ ଲଞ୍ଚ କଲା ୩ଡି ହୋଲୋଗ୍ରାମ ; ଜାଣନ୍ତୁ କ’ଣ ରହିଛି ବିଶେଷତ୍ବ

ମାଇକ୍ରୋସଫ୍ଟ ନିକଟରେ ଏକ ସ୍ବତନ୍ତ୍ର ୩ଡି ହୋଲୋଗ୍ରାମ ଲଞ୍ଚ କରିଛି, ଯାହା ଲୋକମାନଙ୍କୁ ଆଶ୍ଚର୍ଯ୍ୟନ୍ବିତ କରିଦେଇଛି। ଏହି ହୋଲୋଗ୍ରାମ ଉପଭୋକ୍ତାଙ୍କ ଭଳି କ୍ଲୋନ ତିଆରି କରିପାରୁଛି, ଯାହା ଉପଭୋକ୍ତାଙ୍କ ସ୍ବରରେ ଦୁନିଆର କୌଣସି ଭାଷା ମଧ୍ୟ କହିପାରୁଛି। ଗତ କିଛିଦିନ ତଳେ ଲାସଭେଗାସରେ…

ପ୍ରଥମ ଥର ଲାଗି ଭାରତୀୟମାନଙ୍କ ପାଇଁ ପୋଷକ ତତ୍ତ୍ବର ପରିମାଣ ହେବ ଧାର୍ଯ୍ୟ

ପ୍ରଥମ ଥର ପାଇଁ ଭାରତୀୟମାନଙ୍କ ପ୍ରତିଦିନ ଖାଦ୍ୟପେୟରେ ପୋଷକ ତତ୍ତ୍ବର ମାତ୍ରା ଏବଂ ପରିମାଣ ଧାର୍ଯ୍ୟ କରାଯାଇଛି। ଭାରତୀୟ ଚିକିତ୍ସା ପରିଷଦ( ଆଇସିଏମଆର)ର ଅନୁସନ୍ଧାନ ସଂସ୍ଥାର ରାଷ୍ଟ୍ରୀୟ ପୋଷକ ସଂସ୍ଥା ଭାରତୀୟମାନଙ୍କ ପାଇଁ ସଂଶୋଧନ ସୁପାରିଶ ସମ୍ବନ୍ଧୀୟ ଆହାର ରାଶନ(ଆରଡିଏ) ପ୍ରସ୍ତତୁ…

ଜୋତାର ମୂଲ୍ୟ ୩ କୋଟି ୬ ଲକ୍ଷ, ଜାଣନ୍ତୁ କିଏ ସେହି ବ୍ୟକ୍ତି ଯିଏ କିଣିଲେ ଏହି ଦାମୀ ଜୋତା

ଆପଣ କେବେ ୩.୬ କୋଟି ଟଙ୍କାର ଜୋତା ବିଷୟରେ ଶୁଣିଛନ୍ତି। ଜୋତାରେ ଏପରି କ’ଣ ରହିଛି ଯେ ତାହାର ମୂଲ୍ୟ ଶୁଣିଲା ପରେ ହୋସ ଉଡ଼ି ଯାଉଛି। ସୂଚନା ମୁତାବକ, ନ୍ୟୁୟର୍କର ସୁଦବାଏରେ ଗ୍ଲୋବାଲ ବ୍ରାଣ୍ଡ୍ ନାଇକି ପକ୍ଷରୁ ହୋଇଥିବା ଏକ ନିଲାମୀରେ ଏହି ଜୋତାର ମୂଲ୍ୟ ସମସ୍ତ ରେକର୍ଡକୁ ଭାଙ୍ଗିଥିଲା।…

ଅହମଦାବାଦର ଏକ ବିଲିଡିଂରେ ଲାଗିଲା ନିଆଁ: ଦୁଇ ଗୁରୁତର

ଗୁଜରାଟ ଅହମଦାବାଦର ଏକ ବିଲିଡିଂରେ ଲାଗିଲା ନିଆଁ। ହାଇୱେ ଅଞ୍ଚଳର ଜଗତପୁର-ଗୋଟା ଅଞ୍ଚଳର ଏକ ବିଲିଡିଂର ଚତୁର୍ଥ ଏବଂ ପଞ୍ଚମ ମହଲାରେ ଏହି ନିଆଁ ଲାଗିଛି। ନିଆଁକୁ ଆୟତ୍ତ କରିବାକୁ ଘଟଣାସ୍ଥଳରେ ୧୦ଟି ଦମକଳ ଗାଡି ନିୟୋଜିତ ହୋଇଛି। ଏହି ଦୁର୍ଘଟଣାରେ ଫଶିଥିବା ଲୋକଙ୍କ ମଧ୍ୟରୁ ଦୁଇଜଣ ଗୁରୁତର…

ଭିଭୋ ଆଣିଲା ସବୁଠାରୁ ଶସ୍ତା ସ୍ମାର୍ଟଫୋନ, ମୂଲ୍ୟ କେତେ ଜାଣନ୍ତୁ

ମୋବାଇଲ ଗ୍ରାହକମାନଙ୍କ ପାଇଁ ଖୁସି ଖବର । ଚାଇନିଜ ସ୍ମାର୍ଟଫୋନ ଭିଭୋ କମ୍ପାନୀ ପକ୍ଷରୁ ଏକ ନୂଆ ସ୍ମାର୍ଟଫୋନ 'ଭିଭୋ ଭି ୯୦' ଲଞ୍ଚ ହୋଇଛି। ଯାହାର ମୂଲ୍ୟ ୬,୯୯୦ ଟଙ୍କା ରହିଛି। ଭାରତୀୟ ବଜାରରେ ଜୁଲାଇ ମାସରେ ଭିଭୋ ପକ୍ଷରୁ ଲଞ୍ଚ ହୋଇଥିବା ଏହା ହେଉଛି ଦ୍ବିତୀୟ ଫୋନ। ଏହି ସ୍ମାର୍ଟଫୋନର…

ଇ-କମର୍ସ କମ୍ପାନୀ ଠାରୁ କିଣିବା ପଡିବ ମହଙ୍ଗା: କିଣା ମୂଲ୍ୟର ୫୦ ପ୍ରତିଶତ ଅଧିକ ଦେବାକୁ ପଡିପାରେ ଜିଏସଟି

ଏବେ ଇ -କମର୍ସ କମ୍ପାନୀରୁ କିଣିବା ଆପଣମାନଙ୍କୁ ମହଙ୍ଗା ପଡିପାରେ । ଏବେ ଚାଇନିଜ କମ୍ପାନୀ ଠାରୁ କିଣିବା ପାଇଁ ଆପଣଙ୍କୁ ଅଧିକ ଟାକ୍ସ ଦେବାକୁ ପଡିବ, ଯାହା ସିଧାସଳଖ ଭାବେ ଗ୍ରାହକଙ୍କ ଉପରେ ପଡିବ। ଅଲ୍ଲୀବାବା, କ୍ଲବ ଫ୍ୟାକ୍ଟରୀ , ଅଲି ଏକ୍ସପ୍ରେସ ଏବଂ ସିନି ଭଳି ଚାଇନିଜ ଇ - କମର୍ସ…

କ୍ୱାଲିଫାଏ ମ୍ୟାଚ ପୂର୍ବରୁ ମେସି ୨୦୨୨ ବିଶ୍ୱକପରୁ ବିଦା

ଫୁଟବଲ ପ୍ରେମୀଙ୍କ ପାଇଁ ଦୁଃଖ ଖବର। ଆର୍ଜେଣ୍ଟିନାର ଫୁଟବଲ ଷ୍ଟାର ଲିୟୋନଲ ମେସିଙ୍କୁ ବିଶ୍ୱକପ ୨୦୨୨ର ପ୍ରଥମ କ୍ୱାଲିଫାୟାର ମ୍ୟାଚରୁ ନିଲମ୍ବିତ କରାଯାଇଛି। ସାଉଥ ଆମେରିକାର ଫୁଟବଲ ସଂଚାଳନ ସଂସ୍ଥା ସେମିଙ୍କ ଉପରେ ୧୫୦୦ ଡଲାର ଜରିମାନା ମଧ୍ୟ ଲଗାଇଛି। ସାଉଥ ଆମେରିକାର ଫୁଟବଲ ପରିସଂଘ ଏହା…

ପୁଣି ଥରେ ପରଦାକୁ ଆସିବ ଫିଲ୍ମ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’

ପୁଣିଥରେ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ କରିବାକୁ ଯାଉଛନ୍ତି ଫିଲ୍ମର ନିର୍ମାତା ରୋନି ସ୍କ୍ରୁଓ୍ଵାଲା। କଥାଟି ପଢି ଆଶ୍ଚର୍ଯ୍ୟ ହୋଇଥିବେ ନିଶ୍ଚିତ। କଥା କ’ଣ କି, ଚଳିତବର୍ଷ ବିକି କୌଶଲଙ୍କ ସୁପରହିଟ ଫିଲ୍ମ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଧମାଲ ମଚାଇଥିଲା।…

ଅନର କିଲିଂ: ଭଉଣୀ ଏବଂ ତାଙ୍କ ପ୍ରେମିକକୁ ଗୁଳିକରି ହତ୍ୟା କଲା ସମ୍ପର୍କୀୟ ଭାଇ

ଭଉଣୀର ଅବୈଧ ପ୍ରେମ ସମ୍ପର୍କକୁ ସହି ନପାରି ସେମାନଙ୍କୁ ହତ୍ୟା କରିଛନ୍ତି ଜଣେ ସମ୍ପର୍କୀୟ ଭାଇ। ମୁଜ୍ଜାଫରନଗରର ନୂଆବସ୍ତିରେ ରହୁଥିବା ଭଉଣୀ ଏବଂ ତାଙ୍କ ପ୍ରେମିକଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି ଜଣେ ସମ୍ପର୍କୀୟ ଭାଇ। ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ପରେ ତାକୁ…

ଭାରତରେ ହୋଣ୍ଡା ଲଞ୍ଚ କରିବ ହାଇବ୍ରିଡ ଜାଜ୍ କାର, ଯାହାର ପ୍ରାରମ୍ଭିକ ମୂଲ୍ୟ ରହିବ ୬.୫ ଲକ୍ଷ

କାର କ୍ରେତାମାନଙ୍କ ପାଇଁ ହୋଣ୍ଡା ଆଣି ଦେଉଛି ସୁବର୍ଣ୍ଣ ସୁଯୋଗ। ପେଟ୍ରୋଲ ଏବଂ ଡିଜେଲ ଇଞ୍ଜିନ ବ୍ୟତୀତ ଇଲେଟ୍ରିକ୍ କାର ଆଣିବା ପରିବର୍ତ୍ତେ ହାଇବ୍ରିଡ କାର ଲଞ୍ଚ କରାଯିବ ବୋଲି ହୋଣ୍ଡା ପକ୍ଷରୁ କୁହାଯାଇଛି। ଏବେ ଦେଶରେ ଇଲେଟ୍ରିକ କାର ପାଇଁ ଇଲେଟ୍ରିକ ଚାର୍ଜିଂ ଷ୍ଟେସନର ନିର୍ମାଣ ହେବା…

ଯୁବପିଢିଙ୍କ ସ୍ବପ୍ନ ପୁରା କରିବ ଭାରତୀୟ ନୌସେନା, ଖୁବ୍ ଶୀଘ୍ର ହେବ ନିଯୁକ୍ତି

ଭାରତୀୟ ନୌସେନା ପକ୍ଷରୁ ନିଯୁକ୍ତି ସୁଯୋଗ। ଭାରତୀୟ ନୌସେନା ପକ୍ଷରୁ ସେପ୍ଟେମ୍ବର ୨୦୧୯ରୁ ନାବିକମାନଙ୍କ ଭର୍ତ୍ତି ପାଇଁ କମ୍ପ୍ୟୁଟର ଆଧାରିତ ପରୀକ୍ଷା କରାଯିବ। ନୌସେନା ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଲେଖାଯାଇଛି, ୧ ଏପ୍ରିଲ, ୨୦୦୦ରୁ ୩୧ ମାର୍ଚ୍ଚ, ୨୦୦୩ ମଧ୍ୟରେ ଜନ୍ମଗ୍ରହଣ…

ମା’ ସାଜିଲା ପିଶାଚିନୀ: ୧୧ ଦିନର ପିଲାକୁ ନିଆଁ ଉପରେ ରଖିଦେଲା

ସ୍ନେହ ଓ ମମତାରେ ନିଜର ସନ୍ତାନକୁ ବାନ୍ଧି ରଖେ ବୋଲି ନା ତାର ମା’। ପିଲାର ସବୁ ଦୁଃଖ, କଷ୍ଟକୁ ସବୁ ନିଜ ଉପରେ ନେଇ ସହିଯାଏ ମା’। କିନ୍ତୁ ମା ଯେତେବେଳେ ପିଶାଚିନୀ ପାଲଟିଥାଏ, ସେତେବେଳେ ସବୁକିଛି ଓଲଟପାଲଟ ହୋଇଯାଏ। ଏପରି ଏକ ଦୁଃଖଭରା ଘଟଣାରେ ନୂଆଦିଲ୍ଲୀରେ ସଫଦରଜଙ୍ଗ ଅଞ୍ଚଳରେ ଦେଖିବାକୁ…