କମନୱେଲଥ ଗେମ୍ସରେ ଭାରତୀୟ ପୁରୁଷ ହକି ଟିମର ଅଭିଯାନ ବିଜୟରୁ ଆରମ୍ଭ, ପ୍ରଥମ ମ୍ୟାଚରେ ଘାନାକୁ ୧୧-୦ ହରାଇଲା

ବର୍ମିଂହାମରେ ଚାଲିଥିବା କମନୱେଲଥ ଗେମ୍ସରେ ଭାରତୀୟ ପୁରୁଷ ହକି ଦଳ ବିଜୟରୁ ଆରମ୍ଭ କରିଛି। ରବିବାର ଅନୁଷ୍ଠିତ ପୁଲ ବି’ ପ୍ରଥମ ମ୍ୟାଚରେ ଭାରତ ୧୧-୦ ଗୋଲରେ ଘାନାକୁ ପରାସ୍ତ କରିଛି ଭାରତ । ଭାରତୀୟ ଦଳ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଆଧିତ୍ୟ ଜାରି ରଖି ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ୫ ଗୋଲ…

ମଧ୍ୟରାତ୍ରରେ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ଗିରଫ କଲା ଇଡି, ଆଜି କୋର୍ଟରେ କରାଯିବ ଜେରା

ଜମି ଦୁର୍ନୀତି ମାମଲାରେ ୯ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶିବସେନା ନେତା ସଞ୍ଜୟ ରାଉତଙ୍କୁ ମଧ୍ୟରାତ୍ରିରେ ଗିରଫ କରିଛି। ସେ ନିର୍ଦ୍ଦୋଷ ଏବଂ ତାଙ୍କୁ ଫସାଇବାକୁ ଚେଷ୍ଟା କରାଯାଉଛି ବୋଲି ସଞ୍ଜୟ ରାଉତ କହିଛନ୍ତି । ସାଂସଦ ସଞ୍ଜୟ ରାଉତ…

‘ଝଲକ ଦିଖଲାଜା ୧୦’ରେ ନଜର ଆସିବେ ଶିଳ୍ପା ସିନ୍ଧେ, ଅଭିନୟ ପରେ ଦେଖାଇବେ ଡ୍ୟାନ୍ସ ଜଲଓ୍ଵା

ସେଲିବ୍ରିଟି ଡ୍ୟାନ୍ସ ରିଆଲିଟି ଶୋ ‘ଝଲକ ଦିଖଲାଜା ୧୦’କୁ ନେଇ ବେଶ୍‌ ଚର୍ଚ୍ଚା ଲାଗିରହିଛି। ୬ ବର୍ଷ ପରେ ପୁଣି ପରଦାକୁ ଫେରୁଛି ଡ୍ୟାନ୍ସ ରିଆଲିଟି ଶୋ। ଏହି ଶୋ ଜରିଆରେ ଟିଭି ଇଣ୍ଡଷ୍ଟ୍ରୀର ଲୋକପ୍ରିୟ କଳାକାର ଡ୍ୟାନ୍ସ ଜଲଓ୍ଵା ନେଇ ଫେରୁଛନ୍ତି। ଏଥିରେ ଅନୁପମା ଫେମ୍ ଅଭିନେତା ପରାସ ଏବଂ…

ପୁଳା ପୁଳା ଟଙ୍କା ଏବଂ ସୁନା ପରେ ଏବେ ଅର୍ପିତାଙ୍କ ଘରୁ ମିଳିଛି ଅନେକ ସେକ୍ସ ଟଏ୍‌, କେଉଁଠି ଆସିଲା ତଦନ୍ତ କରୁଛି ଇଡି

ବହିଷ୍କୃତ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀ ଏବେ ପାର୍ଥଙ୍କ କଳା କାରନାମାର ଗୁମର ଖୋଲୁଛନ୍ତି। ଇଡି ଜେରା ସମୟରେ ଅର୍ପିତା ପାର୍ଥ କିଭଳି ଟଙ୍କା ଓ ସୁନା ଠୁଳ କରୁଥିଲେ ସେ ବାବଦରେ ବିସ୍ତୃତ ଭାବେ କହିଛନ୍ତି। ବିଡ଼ା ବିଡ଼ା ଟଙ୍କା ଓ କେଜି…

ଶସ୍ତାରେ ବୁଲିପାରିବେ ଶିରିଡ ସାଇ ଏବଂ ଶନି ଶିଙ୍ଗଣାପୁର, IRCTC ର ଏହି ପ୍ୟାକେଜରେ କରାନ୍ତୁ ବୁକିଂ

ଆପଣ ଯଦି ଶିରିଡି ସାଇ ଯିବାକୁ ପ୍ଲାନ କରୁଥାନ୍ତି, ତେବେ ଆଇଆରସିଟିସିର ସ୍ପେଶାଲ ଟୁର ପ୍ୟାକେଜର ଫାଇଦା ଉଠାଇପାରିବେ। ଇଣ୍ଡିଆନ ରେଲୱେ କ୍ୟାଟେରିଂ ଆଣ୍ଡ ଟ୍ୟୁରିଜିମ୍ କର୍ପୋରେସନ (ଆଇଆରସିଟିସି) ପକ୍ଷରୁ ଏକ ସ୍ପେଶାଲ ଟୁର୍ ପ୍ୟାକେଜ୍ ଲଞ୍ଚ କରାଯାଇଛି । ଅଗଷ୍ଟ ୪ ତାରିଖରୁ ଏହି…

କାର୍ଗିଲ ବିଜୟ ଏବଂ ପାକିସ୍ତାନ ଏୟାରଷ୍ଟ୍ରାଇକକୁ ସଫଳ କରାଇଥିବା ମିଗ୍‌-୨୧ ବାୟୁସେନାରୁ ହଟିବ

ଏୟାରଫୋର୍ସର ଶକ୍ତି କୁହାଯାଉଥିବା ମିଗ୍‌-୨୧ ବିମାନ ଏବେ ବେଶ୍‌ ଚର୍ଚ୍ଚାରେ। ଗୁରୁବାର ଦିନ ରାଜସ୍ଥାନର ବାରମେରରେ ମିଗ୍‌-୨୧ ବିମାନ ଦୁର୍ଘଟଣା ହୋଇଥିଲା। ଏଥିରେ ଦୁଇ ପାଇଲଟ୍ ଫ୍ଲାଇଟ ଲେଫ୍ଟନାଣ୍ଟ ଏ. ବାଲା ଓ ଓ୍ୱିଙ୍ଗ କମାଣ୍ଡର ରାଣାଙ୍କ ମୃତ୍ୟୁ ପରେ ମିଗ୍-୨୧କୁ ଭାରତୀୟ ବାୟୁସେନାରୁ…

ଦୀପେଶଙ୍କ ପରେ ଚାରିଗଲେ ଆଉଜଣେ ଫିଲ୍ମ ଅଭିନେତା: ମାତ୍ର ୩୭ ବର୍ଷରେ ହେଲା ନିଧନ, ମୃତ୍ୟୁର କାରଣ ଅସ୍ପଷ୍ଟ

କିଛିଦିନ ପୂର୍ବରୁ ‘ଭାଭୀ ଜୀ ଘର ପର ହୈ’ର ଅଭିନେତା ମଲଖାନ ତଥା ଦୀପେଶ ଭାନଙ୍କର ପରଲୋକ ହୋଇଥିଲା । ଏବେ ପୁଣି ଜଣେ ଅଭିନେତା ଫିଲ୍ମ ଜଗତକୁ ଅଲବିଦା ଜଣାଇଛନ୍ତି । କେରଳର ଯୁବ ଅଭିନେତା ସରଥ ଚନ୍ଦ୍ରନଙ୍କ ପରଲୋକ ହୋଇଛି। ତେବେ କେଉଁ କାରଣରୁ ସରଥଙ୍କ ମୃତ୍ୟୁ ଘଟିଛି, ସେନେଇ କିଛି ସ୍ପଷ୍ଟ…

କମନୱେଲଥ ଗେମ୍ସ:ଅଷ୍ଟ୍ରେଲିଆ ଠାରୁ ୩ ଓ୍ଵିକେଟରେ ପ୍ରଥମ ମ୍ୟାଚ ହାରିଲା ଭାରତୀୟ ମହିଳା କ୍ରିକେଟ ଟିମ୍‌

ଶୁକ୍ରବାରଠୁ ଆରମ୍ଭ ହୋଇଛି କମନୱେଲଥ ଗେମ୍ସ। ପ୍ରଥମ ଦିନରେ ମହିଳା ଟି-ଟ୍ୱେଣ୍ଟି କ୍ରିକେଟ୍ ପ୍ରତିଯୋଗିତାର ଉଦ୍ଘାଟନୀ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟ ଟିମକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଏହି ଗ୍ରୁପ୍-ଏ’ ମ୍ୟାଚରେ ଅଷ୍ଟ୍ରେଲିଆ ୩ ୱିକେଟରେ ଭାରତକୁ ପରାସ୍ତ କରିଥିଲା ।…

ମୁମ୍ବାଇର ଅନ୍ଧେରୀରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ଫିଲ୍ମ ସେଟ୍‌ ଏବଂ ଦୋକାନ

ମୁମ୍ବାଇର ଅନ୍ଧେରୀ ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟିବା ପରେ ଫିଲ୍ମ ସିଟିରେ ନିଆଁ ଲାଗିଛି।ଏହି ଘଟଣା ମୁମ୍ବାଇର ଅନ୍ଧେରୀ ୱେଷ୍ଟର ଚିତ୍ରକୋଟ୍ ଷ୍ଟୁଡିଓରେ ହୋଇଛି। ରଣବୀର ଏବଂ ଶ୍ରଦ୍ଧାଙ୍କ ତାଙ୍କ ଆଗାମୀ ଫିଲ୍ମର ଏକ ଗୀତର ସୁଟିଂ ହେବାର ଥିଲା। ଯେଉଁଥି ପାଇଁ ସେଟ୍ ନିର୍ମାଣ…

ଘରେ ପୋଛା ମାରିବା ବେଳେ ପାଣିରେ ପକାନ୍ତୁ ହଳଦୀ: ଘରୁ ଦୂର ହେବ ନକାରାତ୍ମକତା, ମିଳିବ ସୁଖ ସମୃଦ୍ଧି

ବାସ୍ତୁ ଶାସ୍ତ୍ରରେ ଘରର ବାସ୍ତୁ ଦୋଷ ଦୂର କରିବା ପାଇଁ ଅନେକ ପ୍ରକାର ଉପାୟ ବିଷୟରେ କୁହାଯାଇଛି। ଏହି ଉପାୟ କରିବା ଦ୍ୱାରା ବାସ୍ତୁ ଦେବତା ପ୍ରସନ୍ନ ହୋଇଥାନ୍ତି। ଏହାସହିତ ବାସ୍ତୁ ଦେବତାଙ୍କ କୃପା ମଧ୍ୟ ରହିଥାଏ ଏବଂ ଘରେ ସକାରାତ୍ମକତା ଆସିଥାଏ। ସକାରାତ୍ମକ ଉର୍ଜା ରହିବା ଦ୍ୱାରା ଘରେ…

ଆଜିର ଭାଗ୍ୟ ! ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କର କେମିତି କଟିବ ଦିନ

ମେଷ : ଆଜିର କର୍ମକ୍ଷେତ୍ରରେ ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ସହକର୍ମୀଙ୍କ ଯୋଗୁ ହୁଏତ କର୍ମକ୍ଷେତ୍ରର ଗତି ମନ୍ଥର ରହିବ। ସଭାସମିତି, ଗବେଷଣା କ୍ଷେତ୍ର, ଆଇନ ଅଦାଲତରେ ସଫଳତା ହାସଲ କରିବେ। ବୃଷ : ଆଜି ଦୈହିକ ସୁସ୍ଥତା ସାଙ୍ଗକୁ ମାନସିକ ଶାନ୍ତି…

ମା’ ହେବେ ବିପାଶା ବସୁ, ବିବାହର ୬ ବର୍ଷରେ କରନଙ୍କ ଘରକୁ ଆସୁଛନ୍ତି କୁନି ଅତିଥି

ବଲିଉଡ ଅଭିନେତ୍ରୀ ବିପାଶା ବସୁ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ବିବାହର ୬ ବର୍ଷ ପରେ ବିପାଶା ବସୁ ଏବଂ କରନ ସିଂ ଗ୍ରୋଭର ବାପା ମା ହେବାକୁ ଯାଉଛନ୍ତି। ଖବର ମୁତାବକ, ବିପାଶା ଗର୍ଭବତୀ ଅଛନ୍ତି ଆଉ ଖୁବଶୀଘ୍ର କରନ ଏହା ବିଷୟରେ ଫ୍ୟାନ୍ସଙ୍କୁ ଖବର ଦେଇପାରନ୍ତି। ଏ ନେଇ ଦୁହେଁ ଉତ୍ସାହିତ…