କେନ୍ଦ୍ର ଗୃହମନ୍ତ୍ରୀଙ୍କ ପାଖରେ ନାହିଁ ନିଜସ୍ୱ କାର୍‌, ପାଖରେ ନଗଦ ୨୪ ହଜାର ଟଙ୍କା, ୧୫.୭୭ ଲକ୍ଷ ଟଙ୍କାର ଋଣ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗାନ୍ଧୀ ନଗରରେ ରୋଡ ଶୋ କରିବା ପରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଗାନ୍ଧିନଗର ଲୋକସଭା ସିଟ୍‌ ବିଜେପି ସିଟ୍‌ । ଏହି ସିଟରେ ଲଗାତାର ବିଜେପି ବିଜୟ ହାସଲ କରୁଛି । ଏଠାରେ ତୃତୀୟ ପର୍ଯ୍ୟାୟରେ ମଇ ୭ ତାରିଖରେ ଭୋଟ ହେବ । ତେବେ ଏହି ସିଟ ପାଇଁ ଅମିତ ଶାହ…

ଉତ୍ତରପ୍ରଦେଶ : ଟ୍ରାକ୍ଟରକୁ ଧକ୍କା ହେଲା ଟ୍ରକ, ୪ ମୃତ, ୧୩ରୁ ଅଧିକ ଆହତ

ଉତ୍ତରପ୍ରଦେଶ ମେନପୁରୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ଓ ଟ୍ରାକ୍ଟର ମଧ୍ୟରେ ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳ ୧୩ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ, ଟ୍ରାକ୍ଟର ଟ୍ରଲିର ଲାଇଟ ଖରାପ ହୋଇଯିବାରୁ…

ପିଲାଙ୍କ ସ୍ୱାସ୍ଥ୍ୟ ସହିତ ଖେଳୁଛି Nestle, ଭାରତରେ ବିକ୍ରି କରୁଥିବା cerelac ରେ ମିଶାଉଛି ଚିନି

ମ୍ୟାଗି ପ୍ରସ୍ତୁତ କରୁଥିବା କମ୍ପାନୀ ନେସଲେ(Nestle) ଅଧିକ ବ୍ୟବହୃତ ହେଉଥିବା ବେବି ଫୁଡ ସେରେଲାକରେ ଚିନି ମିଶ୍ରଣ କରୁଥିବା ତଥ୍ୟ ସାମ୍ନାକୁ ଆସିଛି । ଏହି କମ୍ପାନୀ ୟୁରୋପୀୟ ଦେଶରେ କ୍ୱାଲିଟି ପ୍ରଡକ୍ଟ ବିକ୍ରି କୁଥିବା ବେଳେ ଭାରତ ଭଳି ବିକାଶଶୀଳ ଦେଶରେ ନିମ୍ନମାନର ଉତ୍ପାଦ ବିକ୍ରି…

ଦିଲ୍ଲୀ ମଦ ଦୁର୍ନୀତି ମାମଲା : ମନୀଷ ସିସୋଦିଆଙ୍କୁ ଝଟକା, ୨୩ ଏପ୍ରିଲ ଯାଏଁ ବଢିଲା ନ୍ୟାୟିକ ହେପାଜତ

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜଡିତ ମନି ଲଣ୍ଡ୍ରିଂ ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଝଟକା ଲାଗିଛି । ରାଉସ ଆଭେନ୍ୟୁ କୋର୍ଟ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ୨୬ ଏପ୍ରିଲ ପର୍ଯ୍ୟନ୍ତ ବଢାଇଛନ୍ତି । ରାଉସ ଆଭେନ୍ୟୁ କୋର୍ଟ ମାମଲାର ଆଗାମୀ ଶୁଣାଣି ୨୬ ଏପ୍ରିଲ…

ବେଙ୍ଗାଲୁରୁ: ଗଛକୁ ଆଲିଙ୍ଗନ କରିବାକୁ ଟଙ୍କା ନେଉଛି କମ୍ପାନୀ, ଭାଇରଲ ଆଡ୍‌ ଦେଖି ରାଗିଗଲେ ଲୋକ

ସବୁଦିନ ସହରର ଭିଡରେ ରହୁଥିବା ଲୋକ ଶାନ୍ତ ଜାଗାରେ ରହିବାକୁ ପସନ୍ଦ କରନ୍ତି । ତେଣୁ ଲୋକମାନେ ସନ୍ଧ୍ୟାରେ ପାର୍କ କିମ୍ବା ବଗିଚାକୁ ବୁଲିବାକୁ ଯାଆନ୍ତି । ଭାରତର ଷ୍ଟାର୍ଟଅପ୍‌ ରାଜଧାନୀ ବେଙ୍ଗାଲୁରୁରେ ଏକ ନୂଆ ବିଜନେସ ଆରମ୍ଭ ହୋଇଛି । ଯାହା ଲୋକଙ୍କ ଏଭଳି ଆବଶ୍ୟକତାକୁ ପୂରଣ କରିବାକୁ…

ମୁକେଶଙ୍କ ଉପରେ ରାଗିଗଲେ କୁଲଦୀପ ଯାଦବ, ଶାନ୍ତ କରାଇଲେ ରିଷଭ ପନ୍ତ : ଭିଡିଓ ଭାଇରଲ

ଆଇପିଏଲ୍‌ ୨୦୨୪ରେ ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୬ ଓ୍ଵିକେଟରେ ମ୍ୟାଚ ଜିତିଯାଇଥିଲା । ଏହି ମ୍ୟାଚରେ କୁଲଦୀପ ଯାଦବଙ୍କ ରାଗ ଦେଖିବାକୁ ମିଳିଥିଲା । ଏମିତି କିଛି ଘଟିଥିଲା, ଯେଉଁଥିରେ କୁଲଦୀପ…

ବେଙ୍ଗାଲୁରୁ : ରାମନବମୀରେ ଜୟ ଶ୍ରୀ ରାମ କହିବାରୁ ୩ ଜଣ ଯୁବକଙ୍କୁ ମାଡ଼, ୪ ଗିରଫ

ଜୟ ଶ୍ରୀ ରାମ ନାରା ଦେବାରୁ ୩ ଜଣଙ୍କୁ ପିଟିପିଟି ଆହତ କରିଛନ୍ତି ୪ ଯୁବକ । ପୋଲିସ ଆହତ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଅଭିଯୁକ୍ତମାନଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଥିବା ଜଣାପଡିଛି । ଏପରି ଏକ ଅଭାବନୀୟ ଘଟଣା ବେଙ୍ଗାଲୁରୁରେ ଘଟିଛି । କୌଣସି…

ପଶ୍ଚିମବଙ୍ଗ : ରାମନବମୀ ଶୋଭାଯାତ୍ରାରେ ପଥରମାଡ ସହ ବିସ୍ଫୋରଣ, ଅନେକ ଆହତ

ରାମ ନବମୀ ଅବସରରେ ପଶ୍ଚିମବଙ୍ଗରେ ଶୋଭାଯାତ୍ରାରେ ଦଙ୍ଗା ହେବା ସହ ପଥରମାଡ ହୋଇଛି । ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲାର ରେଜିନଗର ଶକ୍ତିପୁର ଅଞ୍ଚଳରେ ରାମନବମୀ ଶୋଭାଯାତ୍ରାରେ ଏଭଳି ଘଟଣା ଘଟିଛି । ଯେଉଁଥିରେ କିଛିଲୋକ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ମୁର୍ଶିଦାବାଦର ମେଡିକାଲ…

SSC ରେ ଖାଲିପଡିଛି ୯୬୮ ଜେଇ ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଷ୍ଟାଫ ସିଲେକ୍ସନ କମିଶନ(SSC) ରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଜୁନିଅର ଇଂଜିନିୟର ପଦବୀ ପାଇଁ ୯୬୮ ପଦବୀ ଖାଲିପଡିଛି । ଏଥିପାଇଁ ଅଫିସିଆଲ ନୋଟିଫିକେସନ ବାହାରିଛି । ଇଚ୍ଛୁକ ଥିବା ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ । ପଦବୀ ବିବରଣୀ : ୯୬୮ ସିଭିଲ ଇଂଜିନିୟର: ୭୮୮…

ଯୁକ୍ରେନ ଉପରେ ରୁଷର ମିଶାଇଲ ମାଡ, ୧୭ ମୃତ, ୬୦ରୁ ଅଧିକ ଆହତ

ୟୁକ୍ରେନ ଉପରେ ମିଶାଇଲ ମାଡ କରିଛି ରୁଷ । ଆଉ ଏଥିରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୟୁକ୍ରେନର ଚେର୍ନିହିଭ୍ ସହରରେ ୮ ମହଲା ବିଶିଷ୍ଟ ବିଲିଡିଂରେ ମିଶାଇଲ ମାଡ କରିଛି । ଏଥିରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୩…

ଅହମଦାବାଦ-ବଡୋଦରା ଏକ୍ସପ୍ରେସ ୱେରେ ଟ୍ରେଲର ପଛରେ ପଶିଲା କାର, ୧୦ ମୃତ

ଗୁଜରାଟର ଅହମଦାବାଦ ବଡୋଦରା ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଟ୍ରେଲ ପଛରେ କାର ପଶିବା ଯୋଗୁଁ କାରରେ ଥିବା ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏହି କାର ବଡୋଦରାରୁ ଅହମଦାବାଦ ଯାଉଥିଲା । ଦୁର୍ଘଟଣା ଅହମଦାବାଦର ବଡୋଦରା ଏକ୍ସପ୍ରେସେଓ୍ଵର ନଡିୟାଦ ପାଖରେ ହୋଇଥିଲା ।…

ଶ୍ରେୟସ ଆୟରଙ୍କୁ ଡବଲ ଝଟକା, ସ୍ଲୋ ଓଭର ପାଇଁ ବିସିସିଆଇ ଲଗାଇଲା ଜରିମାନା

କୋଲକତା ନାଇଟ ରାଇଡର୍ସକୁ ଡବଲ ଝଟକା ଲାଗିଛି । ଆଇପିଏଲ୍‌ ୨୦୨୪ର ୩୧ତମ ମ୍ୟାଚ ହାରିବା ସହିତ ଅଧିନାୟକ ଶ୍ରେୟସ ଆୟରଙ୍କୁ ବିସିସିଆଇ ଜରିମାନା ଲଗାଇଛି । କୋଲକତା ନାଇଟ ରାଇଡର୍ସ ଉପରେ ସ୍ଲୋ ଓଭର ରେଟ ପାଇଁ ଜରିମାନା ଲାଗିଛି । ଏଥିପାଇଁ ଶ୍ରେୟସ ଆୟରଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜରିମାନା…