ଚୈତ୍ର ନବରାତ୍ରିର ଚତୁର୍ଥ ଦିନ : ମା’ କୁଷ୍ମାଣ୍ଡାଙ୍କୁ ସମର୍ପିତ, ଜାଣନ୍ତୁ କେମିତି କରିବେ ପୂଜା

ମା’ ଦୁର୍ଗାଙ୍କ ୯ଟି ସ୍ୱରୂପ ପୂଜା କରିବାର ସର୍ବଶ୍ରେଷ୍ଠ ସମୟ ହେଉଛି ନବରାତ୍ରି । ଚୈତ୍ର ନବରାତ୍ରିର ଚତୁର୍ଥ ଦିନ ମା’ କୁଷ୍ମାଣ୍ଡାଙ୍କୁ ସମର୍ପିତ । ତେଣୁ ଚତୁର୍ଥ ଦିନରେ ମା’ କୁଷ୍ମାଣ୍ଡାଙ୍କୁ ପୂଜା କରାଯାଏ । ଆଜିର ଦିନରେ ମା କୁଷ୍ମାଣ୍ଡାଙ୍କ ଉପାସନା କରାଯାଏ । ନିଜର ସ୍ମିତହାସ୍ୟର…

ହରିୟାଣା ସ୍କୁଲ ବସ୍‌ ଦୁର୍ଘଟଣା: ଗିରଫ ହେଲେ ପ୍ରିନ୍ସିପାଲ, ରଦ୍ଦ ହେବ ସ୍କୁଲର ଲାଇସେନ୍ସ

ହରିୟାଣାର ମହେନ୍ଦ୍ରଗଢ ଜିଲ୍ଲାରେ ହୋଇଥିବା ସ୍କୁଲ ବସ୍‌ ଦୁର୍ଘଟଣାରେ ୬ ଜଣ ପିଲାଙ୍କ ଜୀବନ ଚାଲିଯାଇଛି । ପିଲାଙ୍କ ମୃତ୍ୟୁ ପରେ ହରିୟାଣା ସରକାର ସ୍କୁଲ ପ୍ରିନି୍ସପାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ସ୍କୁଲ ପ୍ରିନ୍ସିପାଲ ଦିପ୍ତୀ ରାଓଙ୍କୁ ପୋଲିସ ଗିରଫ କରିଛି । ତେବେ…

ରିଷଭଙ୍କ ପରେ ସଞ୍ଜୁ ସାମସନ ଦେବେ ଜରିମାନା, ଗୁଜରାଟ ବିପକ୍ଷ ମ୍ୟାଚରେ କଲେ ଭୁଲ୍‌

ରାଜସ୍ଥାନ ରୟାଲ୍ସର ବିଜୟ ରଥରେ ବ୍ରେକ ଲଗାଇଛି ଗୁଜରାଟ ଟାଇଟନ୍ସ । ସଞ୍ଜୁ ସାମସନଙ୍କ ଅଧିନାୟକତ୍ୱରେ ରାଜସ୍ଥାନ ରୟାଲ୍ସ ଟିମ୍‌ ଆଇପିଏଲ୍‌ ଚଳିତ ସିଜିନରେ ପ୍ରଥମ ମ୍ୟାଚ ହାରିଛି । ଗୁଜରାଟ ଟାଇଟନ୍ସ ରୋମାଞ୍ଚକ ମ୍ୟାଚରେ ରାଜସ୍ଥାନକୁ ଶେଷ ବଲରେ ହରାଇଛି । ଆଉ ଏହି ପରାଜୟ ପରେ ରାଜସ୍ଥାନର…

ପାକିସ୍ତାନ : ଇଦ୍‌ ପାଇଁ ଦରଗାକୁ ଯାଉଥିବା ତୀର୍ଥଯାତ୍ରୀ ବସ୍‌ ଖାଇକୁ ଓଲଟିଲା, ୧୭ ମୃତ

ପାକିସ୍ତାନର ସିନ୍ଧ ଏବଂ ବଲୁଚିସ୍ତାନ ପ୍ରାନ୍ତର ସୀମାବର୍ତ୍ତୀ ସହର ପାଖରେ ତୀର୍ଥଯାତ୍ରୀ ବସ୍‌ ଖାଇକୁ ଖସିପଡିଛି । ବସ୍‌ଟି ଖାଇକୁ ଖସିପଡିବା ଯୋଗୁଁ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୮ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ତୀର୍ଥଯାତ୍ରୀ ବଲୁଚିସ୍ତାନର ଖୁଜଦାର ଜିଲ୍ଲାରେ ମୁଲସିମ ସୁଫି…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସାବତ ଭାଇଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ, କମ୍ପାନୀ ଲାଭକୁ କରୁଥିଲେ ଆତ୍ମସାତ

ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ତଥା ମୁମ୍ବାଇ ଇଣ୍ଡିଆନ୍ସ ଟିମର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭାଇଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି । ମୁମ୍ବାଇ ପୋଲିସର ଇକୋନୋମିକ ଅଫିସ ଓ୍ଵିଙ୍ଗ ଠକେଇ ମାମଲାରେ ୩ ବର୍ଷ ପୁରୁଣା ମାମଲାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସାବତ ଭାଇ ବୈଭବଙ୍କୁ ଗିରଫ…

ହରିୟାଣା : ଓଲଟିଲା ସ୍କୁଲ ବସ୍‌, ୫ ପିଲା ମୃତ, ୧୫ ଗୁରୁତର

ହରିୟାଣାର ମହେନ୍ଦ୍ରଗଢ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଠାରେ ସ୍କୁଲ ବସ୍‌ ଓଲଟିବାରୁ ୫ ଜଣ ପିଲାଙ୍କ ଜୀବନ ଚାଲିଯାଇଥିବା ଅନୁମାନ କରାଯାଉଛି । ଅନେକ ପିଲା ଆହତ ହୋଇଛନ୍ତି । ଆଜି ସକାଳେ ଏକ ଘରୋଇ ସ୍କୁଲ ବସ୍‌ କନିନା ପାଖରେ ଦୁର୍ଘଟଣାର ଶିକାର ହୋଇଛି । ପ୍ରଶାସନ ତରଫରୁ ୫ ଜଣ…

NPCIL ଖାଲିପଡିଛି ୪୦୦ ପଦବୀ, ଇଂଜିନିୟରିଂ ଗ୍ରାଜୁଏଟ କରନ୍ତୁ ଆବେଦନ

ନ୍ୟୁକ୍ଲିଅର ପାଓ୍ଵର କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ୍‌ରେ ଖାଲିପଡିଛି ଅନେକ ପଦବୀ । ଯଦି ଆପଣ ଇଂଜିନିୟରିଂ ଗ୍ରାଜୁଏଟ ତେବେ ଆପଣ ତୁରନ୍ତ ଆବେଦନ କରନ୍ତୁ । ଏନପିସିଆଇଏଲରେ ଏଗ୍ଜିକ୍ୟୁଟିଭ ଟ୍ରେନି ପଦବୀରେ ଭର୍ତ୍ତି ପାଇଁ ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ । ଏହି ପଦବୀରେ…

ଲୋକପ୍ରିୟ ଡିଜେ ମିଷ୍ଟର ସିଙ୍କ ପରଲୋକ, ହିପ୍‌-ହପ୍‌ ସଂସ୍କୃତିକୁ ଦେଇଥିଲେ ଭିନ୍ନ ପରିଚୟ

ନ୍ୟୁୟର୍କ ସହରର ଲୋକପ୍ରିୟ ଡିଜେ ମିଷ୍ଟର ସିଙ୍କ ୫୭ ବର୍ଷ ବୟସରେ ପରଲୋକ ହୋଇଛି । ମିଷ୍ଟର ସି ନ୍ୟୁୟର୍କରେ ହିପ-ହପ୍‌ କଲଚରକୁ ବୃଦ୍ଧି କରିବାରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି । ତାଙ୍କ ମୃତ୍ୟୁ ଖବର ରେଡିଓ ଷ୍ଟେସନ ହଟ୍‌-୯୭ ପକ୍ଷରୁ ମିଳିଛି । ତେବେ ତାଙ୍କ ମୃତ୍ୟୁ କେମିତି ହୋଇଛି,…

ଚୈତ୍ର ନବରାତ୍ରି ତୃତୀୟ ଦିନ: ମା’ ଚନ୍ଦ୍ରଘଣ୍ଟାଙ୍କୁ କରନ୍ତୁ ପୂଜା, ସମସ୍ତ ବାଧାବିଘ୍ନ ଦୂର ହେବ

ମା’ ଦୁର୍ଗାଙ୍କ ୯ଟି ରୂପ ପୂଜା ଓ ସାଧନା ପାଇଁ ନବରାତ୍ରିର ସମୟ ସବୁଠାରୁ ଶ୍ରେଷ୍ଠ ସମୟ ବୋଲି କୁହାଯାଏ । ନବରାତ୍ରିରେ ଶ୍ରଦ୍ଧାରେ ମା’ଙ୍କ ପୂଜା କରିବା ଦ୍ୱାରା ୪ ପୁରୁଷ (ଧର୍ମ, ଅର୍ଥ, କାମ ଏବଂ ମୋକ୍ଷ)ପ୍ରାପ୍ତି ହୋଇଥାଏ । ଚୈତ୍ର ନବରାତ୍ରିର ତୃତୀୟ ଦିନ ମାତା ଚନ୍ଦ୍ରଘଣ୍ଟାଙ୍କୁ…

ଟି-୨୦ ବିଶ୍ୱକପ ପାଇଁ ଖୁବଶୀଘ୍ର ଭାରତୀୟ ଟିମ୍‌ ଘୋଷଣା, ରିଷଭ ପନ୍ତଙ୍କୁ ମିଳିପାରେ ସୁଯୋଗ !

କ୍ରିକେଟ ଫ୍ୟାନ୍ସ ଏବେ ଆଇପିଏଲର ମଜା ନେଉଛନ୍ତି । ହେଲେ ଖୁବଶୀଘ୍ର ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଟିମ୍‌ ଘୋଷଣା ହେବ । ଆଉ ଏଥିରେ ଷ୍ଟାର ଓ୍ଵିକେଟ କିପର ରିଷଭ ପନ୍ତଙ୍କୁ ସ୍ଥାନ ମିଳିପାରେ ବୋଲି ଚର୍ଚ୍ଚା ଚାଲିଛି । ଦୀର୍ଘ ୧୪ ମାସ ପରେ ଆଇପିଏଲ-୨୦୨୪ରେ କ୍ରିକେଟ ଦୁନିଆକୁ ଫେରିଛନ୍ତି…

ରାହୁଲଙ୍କ ଠାରୁ ଜବରଦସ୍ତି ବ୍ୟାଟ ଛଡେଇଲେ ଚହଲ, ତା’ ପରେ ଚହଲଙ୍କ ଚୁଟି ଧରିପକାଇଲେ ରାହୁଲ: ଭିଡିଓ ଭାଇରଲ

ଆଇପିଏଲ୍‌ ୨୦୨୪ର ୨୪ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବ । ଏହି ମ୍ୟାଚର ଅଭ୍ୟାସ ବେଳର ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଯୁଜବେନ୍ଦ୍ର ଚହଲ ଗୁଜରାଟ ଟାଇଟନ୍ସର ଖେଳାଳିଙ୍କ ସହିତ ଅଜବ ହରକତ କରୁଥିବାର ନଜର ଆସିଛନ୍ତି । ଯେଉଁଥିରେ ଗୁଜରାଟ ଟାଇଟନ୍ସର…

ବିଲେଇକୁ ବଞ୍ଚାଇବା ପାଇଁ ବାୟୋଗ୍ୟାସ ଚାମ୍ବରକୁ ଡେଇଁଲେ ପରିବାର ଲୋକ, ୫ ମୃତ

ବିଲେଇକୁ ବଞ୍ଚାଇବାକୁ ଯାଇ ଚାଲିଗଲା ପରିବାର ଲୋକଙ୍କ ଜୀବନ । ଏଭଳି ହୃଦୟ ବିଦାରକ ଘଟଣା ମହାରାଷ୍ଟ୍ରର ଅହମଦନଗରରେ ଘଟିଛି । ବିଲେଇ ବାୟୋଗ୍ୟାସ ଚାମ୍ବରରେ ପଡିଯାଇଥିଲା । ଯାହାକୁ ବଞ୍ଚାଇବା ପାଇଁ ପରିବାରର ୬ ଜଣ ଲୋକ ଡେଇଁପଡିଥିଲେ । ଯେଉଁଥିରେ ୫ ଜଣଙ୍କ ଜୀବନ ଚାଲିଯାଇଛି । ପୋଲିସ ଏବଂ…