ଜୁନ ମାସରେ ୯ ଦିନ ବନ୍ଦ ରହିବ ବ୍ଯାଙ୍କ, ଏଠାରେ ଦେଖନ୍ତୁ ଛୁଟି ଲିଷ୍ଟ

କରୋନା ମହାମାରୀ ଯୋଗୁଁ ଦେଶରେ ଅଧିକାଶଂ ବ୍ଯାଙ୍କ ନିଜର ଅଫଲାଇନ ସେବାକୁ ଅନଲାଇନ କରିଦେଇଛନ୍ତି। ପ୍ରଶାସନ ଦ୍ବାରା ଲୋକଙ୍କୁ ଅପିଲ କରାଯାଉଛି କି, ଅତି ଜରୁରୀ କାମ ଥିଲେ ବ୍ଯାଙ୍କ ଯିବାକୁ ଅନୁରୋଧ କରାଯାଇଛି। କିନ୍ତୁ ଅନେକ ଥର କିଛି ଜରୁରୀ କାମ ଯୋଗୁଁ ବ୍ଯାଙ୍କ ଯିବାକୁ ପଡିଥାଏ। ଯଦି…

ସାଧାରଣ ଗ୍ରାହକଙ୍କୁ ଝଟକା, ଭୁବନେଶ୍ବରରେ ପେଟ୍ରୋଲ ଦାମ୍ ଲିଟର ପ୍ରତି ୯୫ ଟଙ୍କାରୁ ଅଧିକ

ଗ୍ରାହକଙ୍କୁ ବଡ ଝଟକା। ଦିନକୁ ଦିନ ବଢିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦାମ୍। ଆଜି ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଗତ କାଲି ତୁଳନାରେ ୨୬ ପଇସା ବଢି ୯୫ ଟଙ୍କା ୨୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ମଧ୍ୟ ପ୍ରତି ଲିଟର ପିଛା ୨୫ ପଇସା ବଢ଼ି ୯୩ ଟଙ୍କା…

ସୁନା ଦାମରେ ଲାଗୁନି ବ୍ରେକ, ଜାଣନ୍ତ ପୁଣି ଆଜି କେତେ ବଢିଲା ଦାମ୍

ପୁଣି ବଢିଲା ସୁନା ଦର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧୧୦ ଟଙ୍କା ବଢି ୪୬,୭୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୧୧୦ ଟଙ୍କା ବଢି ୪୭,୭୦୦ ଟଙ୍କା ଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪…

ଗୋଟେ ଚୁଟକି ଲୁଣରେ ଦୂର ହେବ ସମସ୍ତ ତ୍ବଚା ସମ୍ବନ୍ଧୀୟ ସମସ୍ଯା, ଏମିତି କରନ୍ତୁ ବ୍ଯବହାର

ଗରମ ଦିନରେ ଅନେକ ପ୍ରକାର ତ୍ବଚା ସମ୍ବନ୍ଧୀୟ ସମସ୍ଯାର ସାମ୍ନା କରିବାକୁ ପଡିଥାଏ। ଏହା ଗରମ ଦିନରେ ଝାଳ ଏବଂ ଖରା କାରଣରୁ ହୋଇଥାଏ। ଖରା ଯୋଗୁଁ ସ୍କିନ ଟାନ୍ ହୋଇଥାଏ। ଏମିତିରେ ଜରୁରୀ ହୋଇପଡେ କି ଆପଣ ଖରାଦିନରେ ମଧ୍ୟ ନିଜ ସ୍କିନକୁ କିପରି ଧ୍ୟାନ ରଖିବେ। ଏହିସବୁ ସମସ୍ଯାରୁ ଛୁଟକାରା…

ଟାର୍ଜନ ଅଭିନେତା ଜୋ ଲାରାଙ୍କ ବିମାନ ଦୁର୍ଘଟଣାରେ ପରଲୋକ, ପତ୍ନୀଙ୍କ ସମେତ ଅନ୍ଯ ୫ ମୃତ

ନବେ ଦଶକର ପ୍ରସିଦ୍ଧ ଟାର୍ଜନ ସିରିଜ୍‌ର ମୁଖ୍ୟ ନାୟକ ଭାବେ ଅଭିନୟ କରିଥିବା ଓ୍ଵିଲିୟମ ଯୋଶେଫ ଲାରା ବା ଜୋଏ ଲାରା ଆଉ ନାହାନ୍ତି । ଗତ ଶନିବାର ଦିନ ଏକ ବିମାନ ଦୁର୍ଘଟଣାରେ ସେ ପ୍ରାଣ ହରାଇଥିବା ସୂଚନା ମିଳିଛି । ଦୁଃଖ ଏତିକି ନୁହେଁ, ଏହି ଦୁର୍ଘଟଣାରେ ଲାରାଙ୍କ ସମେତ ତାଙ୍କ ପତ୍ନୀ…

ଅର୍ଥ ମନ୍ତ୍ରଣାଳୟରେ ବିନା ପରୀକ୍ଷାରେ ଅଫିସର ହେବାର ସୁବର୍ଣ୍ଣ ସୁଯୋଗ, ଦରମା ମାସକୁ ୨ ଲକ୍ଷ

ଅର୍ଥ ମନ୍ତ୍ରଣାଳୟରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଯଦି ଆପଣ ଏଠାରେ ଚାକିରି କରିବାକୁ ଚାହୁଁଛନ୍ତି, ତେବେ ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ଏବଂ ଅନ୍ଯ ୫୩ ପଦରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଏହି ପଦରେ ଆବେଦନ କରିପାରିବେ। ଆବେଦନ କରିବା ପାଇଁ ଅର୍ଥ…

ଜୁନ ମାସରେ ଏଣ୍ଟ୍ରି କରିବ ଏହିସବୁ ନୂଆ ସ୍ମାର୍ଟଫୋନ, ଲଞ୍ଚ ପୂର୍ବରୁ ଜାଣିରଖନ୍ତୁ ଦାମ୍ ଏବଂ ଫିଚର୍ସ

ଯଦି ଆପଣ ମାନେ ଏକ ନୂଆ ଫୋନ କିଣିବା ପାଇଁ ଯୋଜନା କରୁଛନ୍ତି ,ତେବେ କିଛି ଦିନ ଅପେକ୍ଷା କରନ୍ତୁ । କାରଣ ଜୁନ ମାସରେ ପୋକ ଓ ସାମସଙ୍ଗ ଭଳି ଦୁଇଟି ନୂଆ ଫୋନ ଭାରତୀୟ ବଜାରରେ ଲଞ୍ଚ ହେବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ଜୁନ ମାସରେ କେଉଁ ଫୋନ ସବୁ ଲଞ୍ଚ ହେବାକୁ ଯାଉଛି । POCO M3 Pro…

ଏସିଆନ ବକ୍ସିଂ ଚାମ୍ପିଅନସିପ ଫାଇନାଲରେ ପରାସ୍ତ ହେଲେ ମେରୀ କମ୍, କଜାକିସ୍ତାନର ନାଜିମ ମାରିଦେଲେ ବାଜି

ଏସିଆନ ବକ୍ସିଂ ଚାମ୍ପିଅନସିପ୍ ଫାଇନାଲରେ କଜାକସ୍ତାନର ନାଜିମ କିଜାଇବେ ବାଜି ମାରିନେଇଛନ୍ତି। ୬ ଥର ବିଶ୍ବ ବିଜେତା ମେରୀ କମ୍କୁ ସେ ହରାଇଛନ୍ତି। ମେରୀ କମ୍ ୫୧ କିଲୋଗ୍ରାମ ବର୍ଗ ଫାଇନାଲରେ ନାଜିମଙ୍କ ବିପକ୍ଷରେ ୨-୩ରେ ହାରିଛନ୍ତି। ଫାଇନାଲ ରାଉଣ୍ଡରେ ହାରିବା କାରଣରୁ ମେରୀ କମକୁ…

ସୋମବାର ଦିନ ଭଗବାନ ଶିବଙ୍କୁ ଆରାଧନା କରିବା ପାଇଁ କେଉଁ ଜିନିଷ ଅର୍ପଣ କରିବା ଉଚିତ, ଜାଣନ୍ତୁ

ସୋମବାର ଦିନ ଭୋଳାନାଥଙ୍କୁ ପୂଜା କଲେ ସବୁ ଇଚ୍ଛା ପୂରଣ ହୁଏ। ଏହି ଦିନ ଭଗବାନ ଶିବଙ୍କୁ ଆରାଧନା କରାଯାଏ। କୁହାଯାଏ, ଏହି ଜଗତର ରଚନା ଭଗବାନ ଶିବ ହିଁ କରିଛନ୍ତି। ସୋମବାର ଦିନ ଭଗବାନ ଶିବଙ୍କୁ ଆରାଧନା କରିବା ଦ୍ବାରା ଭକ୍ତର ସମସ୍ତ କଷ୍ଟ ଦୂର ହୋଇଥାଏ। ଲୋକ ସୋମବାର ଦିନ ବ୍ରତ ରଖନ୍ତି।…

କ୍ଯାନସର ପୀଡିତ ତିନି ହଜାର ଶିଶୁଙ୍କୁ ସହାୟତାର ହାତ ବଢାଇଲେ ବିବେକ ଓବରୟ, ଫ୍ଯାନଙ୍କୁ କଲେ ଏହି ଅନୁରୋଧ

ସାରା ବିଶ୍ୱ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ମହାମାରୀ କରୋନା ଭାଇରସ । ଦିନକୁ ଦିନ ଦେଶରେ ସଂକ୍ରମଣ ବଢ଼ିବାରେ ଲାଗିଛି । ଏହିପରି ବିପଦ ସମୟରେ ସେଲିବ୍ରିଟଙ୍କ ଠାରୁ ଆରମ୍ଭ କରି ରାଜନେତା ମାନେ ଦେଶ ପାଇଁ ଟଙ୍କା ଦାନ କରୁଛନ୍ତି । ତେବେ ଏହି ସଙ୍କଟ ସମୟରେ ବଲିଉଡର ଅଭିନେତା ବିବେକ…

ରାତିରେ ସଠିକ୍ ନିଦ ହେଉନାହିଁ କି ? ଜାଣନ୍ତୁ ବାସ୍ତୁ ସହିତ ଜଡିତ କଥା ଏବଂ ଉପାୟ

ଆଜିକାଲିର ଯୁବପିଢିଙ୍କ ପାଇଁ ନିଦଜନିତ ସମସ୍ଯା ସାଧାରଣ କଥା ହୋଇଗଲାଣି। ପ୍ରତିଦିନ ଭଲ ନିଦ ନ ହେଲେ ମନ-ମସ୍ତିଷ୍କ ଏବଂ ଶରୀର ଭଲ ରହେ ନାହିଁ। ବୈଜ୍ଞାନିକମାନଙ୍କ ମତରେ ବ୍ଯକ୍ତି କିଛିଦିନ ବିନା ଖାଦ୍ଯରେ ବଞ୍ଚିପାରିବ କିନ୍ତୁ ସଠିକ୍ ନିଦ୍ରା ନ ହେଲେ ଶରୀର ଉପରେ କୁପ୍ରଭାବ ପଡିବ। ନିଦ ନ…

ବାଜି ମାରିଲେ ଜ୍ଯାକଲିନ, ‘ଟାଇମ୍ସ ୪୦ ଅଣ୍ଡର ୪୦’ ଲିଷ୍ଟରେ ସ୍ଥାନ ପାଇଥିବା ଏକମାତ୍ର ଅଭିନେତ୍ରୀ

ନିକଟରେ ଜ୍ଯାକଲିନ ଫର୍ଣ୍ଣାଣ୍ଡିଜ ଏକ ପ୍ରୟାସ ‘ଶେରୋକ୍ସ’ ଲଞ୍ଚ କରିଥିଲେ। ସାଧାରଣ ଲୋକଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ କରି ନିଜ ଭିତରେ ଥିବା କଳାକୁ ପ୍ରେରିତ କରିବା ଏହାର ଲକ୍ଷ୍ଯ ରହିଥିଲା। ‘ଟାଇମ୍ସ ୪୦ ଅଣ୍ଡର ୪୦’ ଏପରି ବ୍ଯକ୍ତିତ୍ବକୁ ଚିହ୍ନି, ସେମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ…