ନୂଆ ଲୁକ୍ରେ ନଜର ଆସିଲେ କିଙ୍ଗ୍ ଖାନ୍, ପୁଲ୍ ଖେଳିବା ବେଳେ ଦେଲେ ବଡ଼ ମେସେଜ୍
ବଲିଉଡ୍ର କିଙ୍ଗ୍ ଖାନ୍ ଶାହାରୁଖ ଖାନ୍ ସୋସିଆଲ ମିଡିଆରେ ସବୁବେଳେ କିଛି ନା କିଛି ସେୟାର କରିଥାନ୍ତି। ଫିଲ୍ମରେ ନଜର ଆସୁନଥିଲେ ମଧ୍ୟ ସେ ଫ୍ୟାନ୍ଙ୍କ ସହ ସବୁବେଳେ ଯୋଡ଼ି ହୋଇ ରହିଥାନ୍ତି। ନିକଟରେ କିଙ୍ଗ୍ ଖାନ୍ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରି ଖୁବ୍ ସୁନ୍ଦର କ୍ୟାପସନ୍…