ପୁଣି ଆରମ୍ଭ ହେବ କୋଭିଡ ହସପିଟାଲ, ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ନିଷ୍ପତ୍ତି
ଫୁଲବାଣୀ(କେ.ନ୍ୟୁଜ): ଫୁଲବାଣୀରେ ପୁଣି ଆରମ୍ଭ ହେବ କୋଭିଡ ହସପିଟାଲ। କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଜିଲ୍ଲା ପ୍ରଶାସନ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ପରିସରରେ କୋଭିଡ ହସପିଟାଲ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ଏଣୁ ହସ୍ପିଟାଲ ଖୋଲିବା ପୂର୍ବରୁ କନ୍ଧମାଳ ଜିଲ୍ଲାପାଳ କୋଭିଡ ହସପିଟାଲ…