ମହିଳା ଦିବସରେ ଟ୍ରାଏ କରନ୍ତୁ କିଛି ନୂଆ, ବନାନ୍ତୁ କମଳା ବରଫି

କମଳା ଖାଇବାକୁ ସମସ୍ତେ ଭଲ ପାଆନ୍ତି। ଯଦି ଆପଣ ବି କମଳା ଖାଇବାକୁ ଭଲ ପାଆନ୍ତି ତେବେ ଆଉ ଜୁସ୍‌ ନୁହେଁ, ଏଥିରେ ମିଠା ତିଆରି କରନ୍ତୁ। କମଳାର ବରଫି ତିଆରି କରିବା ଖୁବ୍‌ ସହଜ। ଏଥିପାଇଁ ଅଧିକ ସାମଗ୍ରୀ ମଧ୍ୟ ଦରକାର ନାହିଁ। ତେବେ ଆଜି ମହିଳା ଦିବସରେ ଘରେ ଏମିତି ବନାନ୍ତୁ କମଳା ବରଫି।…

ଅଭିଯୋଗ କରିବାକୁ ଥାନାକୁ ଯାଇଥିଲେ ମହିଳା, କିନ୍ତୁ ୩ ଦିନ ଧରି ଦୁଷ୍କର୍ମ କଲେ ଏସ୍‌ଆଇ

ସାରା ବିଶ୍ୱରେ ଆଜି ମହିଳା ଦିବସ ପାଳିତ ହେଉଥିଲେ ମଧ୍ୟ ସତରେ କ’ଣ ମହିଳା ସୁରକ୍ଷିତ! ପ୍ରତିଦିନ ଖବରକାଗଜରେ, ନ୍ୟୁଜ୍‌ରେ ଓ ଟିଭିରେ ମହିଳାଙ୍କ ଉପରେ ନିର୍ଯାତନା ହେଉଥିବା ଖବର ସାମ୍ନାକୁ ଆସୁଛି। ତେବେ ରାଜସ୍ଥାନର ଅଲବର ଜିଲ୍ଲାରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଏଠାରେ ରକ୍ଷକ ହିଁ ସାଜିଛି…

ଅଚାନକ ମିଳିଗଲା ସୁନାର ପାହାଡ଼, ଲୁଟିବା ପାଇଁ କୋଡ଼ି କୋଦାଳ ଧରି ଧାଇଁଲେ ଲୋକେ; ଦେଖନ୍ତୁ ପୂରା ଦୃଶ୍ୟ

ପାହାଡ଼ରୁ ମିଳିଲା ସୁନା। ଯିଏ ଯେଉଁଥିରେ ପାଇଲା ପୂରେଇ ନେଇଚାଲିଲା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଙ୍ଗୋଠାରେ। ମଧ୍ୟ ଆଫ୍ରିକାର କଙ୍ଗୋରେ ଏକ ଏଭଳି ପାହାଡ଼ ବିଷୟରେ ଜଣାପଡ଼ିଛି ଯାହାର ୬୦ରୁ ୯୦ ପ୍ରତିଶତ ଅଞ୍ଚଳରେ ସୁନା ଥିବା କୁହାଯାଉଛି। ସୁନା ଏକ ଦାମୀ ଧାତୁ ହୋଇଥିବାରୁ ପାହାଡ଼ର ମାଟି…

ଏବେ ନିଜ ସୁରକ୍ଷା ନିଜେ କରିବେ ମହିଳା, ଏହି ଚିପ୍‌ର ବଟନ୍‌ ଚିପିଲେ ପୋଲିସ ଓ ପରିଜନଙ୍କୁ ଯିବ ମେସେଜ୍‌

ସାରା ବିଶ୍ୱ ଆଜି ପାଳୁଛି ଅନ୍ତର୍ଜାତୀୟ ମହିଳା ଦିବସ। ମହିଳାଙ୍କ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାରର ଡିଭାଇସ୍‌ ତିଆରି କରାଯାଇଛି। କିନ୍ତୁ ବାରଣାସୀର ଛାତ୍ରୀମାନେ ଏକ ସ୍ୱତନ୍ତ୍ରଧରଣର ଡିଭାଇସ୍‌ ତିଆରି କରିଛନ୍ତି। ଏକ ଚିପ୍‌ ମାଧ୍ୟମରେ ମହିଳା ନିଜର ସୁରକ୍ଷା କରିପାରିବେ। ଏବେ ମହିଳାଙ୍କୁ…

ଦୀର୍ଘ ଦିନ ପରେ ସୋସିଆଲ ମିଡିଆକୁ ଫେରିଲେ ରିୟା ଚକ୍ରବର୍ତ୍ତୀ, ମହିଳା ଦିବସରେ ସେୟାର କଲେ ସ୍ପେଶାଲ ପୋଷ୍ଟ

ଆଜି ପୂରା ଦୁନିଆ ପାଳନ କରୁଛି ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ନିଜ ଫ୍ୟାନ୍‌ଙ୍କୁ ମହିଳା ଦିବସର ଶୁଭକାମନା ଜଣାଉଛନ୍ତି। ଇତି ମଧ୍ୟରେ ଦୀର୍ଘ ଦିନ ହେଲା ସୋସିଆଲ ମିଡିଆରୁ ଦୂରେଇ ରହିଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ…

ଆଜି ଅନ୍ତର୍ଜାତୀୟ ମହିଳା ଦିବସ, ବିଶ୍ୱର ୨୨ଟି ଦେଶରେ ଶାସନର ଡୋର ସମ୍ଭାଳୁଛନ୍ତି ମହିଳା

ଆଜି ହେଉଛି ମାର୍ଚ୍ଚ ୮ ତାରିଖ । ଅନ୍ତର୍ଜାତୀୟ ମହିଳା ଦିବସ । ନାରୀ ସର୍ବଂସହା, ଜଗତ ଜନନୀ। ମହିଳା ସଶକ୍ତୀକରଣ ବାର୍ତ୍ତା ବିଶ୍ୱର କୋଣ ଅନୁକୋଣରେ ପ୍ରତିଧ୍ୱନିତ ହୋଇଚାଲିଛି । ସମାଜର ପ୍ରତିକ୍ଷେତ୍ରରେ ନାରୀର ଉପସ୍ଥାପନା ପୂର୍ବ ଅପେକ୍ଷା ବଢି ଚାଲିଛି । ଦୁନିଆର ପ୍ରତ୍ୟେକ କ୍ଷେତ୍ରରେ…

କଳା ରଙ୍ଗ କହି ଚିଡ଼େଇଲେ ସାଙ୍ଗ, ଏତେ ବାଧିଲା ଯେ ଛାତରୁ ଡେଇଁ ଜୀବନ ହାରିଲା ସ୍କୁଲ ଛାତ୍ର

ରୂପ ରଙ୍ଗକୁ ନେଇ କଟାକ୍ଷ କରିବା ଏକ ସାଧାରଣ କଥା। କିନ୍ତୁ କଳା ରଙ୍ଗ ହୋଇଥିବାରୁ ଅନ୍ୟମାନଙ୍କ ଟାହିଟାପରା ସହିନପାରି ଜଣେ ଏକାଦଶ ଶ୍ରେଣୀ ଛାତ୍ର ଛାତରୁ ଡେଇଁ ଜୀବନ ହାରିଛି। ଏଭଳି ଦୁଃଖଦ ଘଟଣା ଘଟିଛି ନୋଏଡାର ସେକ୍ଟର ୪୯ କୋତବାଲି ଅଞ୍ଚଳ ସ୍ଥିତ ମହାଗୁନ ମର୍ଡର୍ଣ୍ଣ ସୋସାଇଟିରେ। ଏଠାରେ…

ଜାରି ହେଲା ୧୦ ଲକ୍ଷ ଟଙ୍କିଆ ନୋଟ୍‌, କିନ୍ତୁ ଏଥିରେ କିଣିହେବ ମାତ୍ର ଅଧକିଲୋ ଚାଉଳ

ବଜାରକୁ ଆସିଲା ୧୦ ଲକ୍ଷ ଟଙ୍କିଆ ନୋଟ୍‌। ବିଶ୍ୱାସ ଲାଗୁନଥିଲେ ବି ଏହା ସତ। ସାଉଥ ଆମେରିକା ମହାଦ୍ୱୀପର ଦେଶ ଭେନେଜୁଏଲା ଦୁନିଆର ପ୍ରଥମ ଦେଶ ଭାବେ ୧୦ ଲକ୍ଷ ଟଙ୍କିଆ ନୋଟ୍‌ ଜାରି କରିଛି। ମିଳିଥିବା ସୂଚନାନୁସାରେ, ଭୀଷଣ ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବାରୁ ଭେନେଜୁଏଲା ବାଧ୍ୟ ହୋଇ…

ନୂଆ ଫିଚର ଲଞ୍ଚ୍‌ କଲା ଟିକ୍‌ଟକ୍‌, ଏବେ ସବୁ ଭିଡିଓରେ ପ୍ରଶ୍ନ ପଚାରିପାରିବେ ୟୁଜର୍ସ

ଚୀନୀ ସର୍ଟ ଭିଡିଓ ଆପ୍‌ ଟିକ୍‌ଟକ୍‌ ଏକ ନୂଆ ଫିଚର ଲଞ୍ଚ୍‌ କରିଛି। ଏହି ଫିଚରରେ ୟୁଜରମାନେ ପ୍ରଶ୍ନ-ଉତ୍ତର କରିପାରିବେ। ଏହା ଦ୍ୱାରା ୟୁଜରମାନେ କ୍ରିଏଟରଙ୍କ ସହ ସହଜରେ ଯୋଡ଼ି ହୋଇପାରିବେ। ଭିଡିଓରେ ୟୁଜର୍ସ ନିଜ କମେଣ୍ଟକୁ ପ୍ରଶ୍ନ ଭାବେ ନାମିତ କରିପାରିବେ। ଏହାକୁ କମେଣ୍ଟ ସେକ୍ସନ୍‌ରେ…

ପ୍ରେମ କରୁଥିବା ବ୍ୟକ୍ତିଙ୍କୁ ବିବାହ କରିବାକୁ ଚାହୁଁଥିଲେ, ମହାଶିବରାତ୍ରିରେ କରନ୍ତୁ ଏହି ଖାସ୍‌ ପୂଜା

ଚଳିତବର୍ଷ ମାର୍ଚ୍ଚ ୧୧ରେ ପଡ଼ୁଛି ମହାଶିବରାତ୍ରି। ଏହି ଦିନ ମହାଦେବଙ୍କ ପୂଜାର୍ଚ୍ଚନା କରାଯାଏ। ଫାଲଗୁନ କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ ମହାଶିବରାତ୍ରି ପର୍ବ ପାଳନ କରାଯାଏ। ବିଶ୍ୱାସ ରହିଛି ଯେ ଏହି ଦିନ ସୃଷ୍ଟି ଆରମ୍ଭ ହୋଇଥିଲା। ଏଥିସହ ମାତା ପାର୍ବତୀ ଓ ଶିବଙ୍କ ପ୍ରେମ କାହାଣୀକୁ ନେଇ ମଧ୍ୟ…

ସାମ୍ନାକୁ ଆସିଲା ଆୟେଶାଙ୍କ ଶେଷ ଚିଠି, ମାଡ଼ ମାରି ଗର୍ଭରେ ଥିବା ଛୁଆକୁ ହତ୍ୟା କରିଥିବା ଅଭିଯୋଗ

ସାମ୍ନାକୁ ଆସିଛି ସାବରମତୀ ନଦୀ କୂଳରେ ଭିଡିଓ କରି ସୁଇସାଇଡ୍‌ କରିଥିବା ଆୟେଶାଙ୍କ ହାତଲେଖା ଶେଷ ଚିଠି। ଆୟେଶା ଏହି ଚିଠି ସ୍ୱାମୀ ଆରିଫ୍‌ ଖାନ୍‌ଙ୍କ ନାଁରେ ଲେଖିଥିଲେ। ମାତ୍ର ସେ ଏହାକୁ ପଠାଇନଥିଲେ। ଆୟେଶାଙ୍କ କେସ୍‌ ଲଢ଼ୁଥିବା ଓକିଲ ଜଫର ପଠାନ ଶନିବାର ଏହି ଚିଠିକୁ କୋର୍ଟରେ ଦାଖଲ…

ନିହାଣ ମୁନରେ କାରିଗରର ଜୀବନ୍ତ କଳାକୃତି, ଗଢ଼ି ଦେଇଛନ୍ତି ସ୍ୱାଧୀନତା ଆନ୍ଦୋଳନର ଅବିକଳ ମୂର୍ତ୍ତି

ଭୁବନେଶ୍ୱର - ପୁରୀ ଜାତୀୟ ରାଜପଥର ପିପିଲି ନିକଟ ଗୁଡ଼ିଆପୋଖରୀ ଛକ ନିକଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସମେତ ଅନେକ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଦେଖିବାକୁ ମିଳିଛି। ଏହାକୁ ନିର୍ମାଣ କରିବା ପାଇଁ କାରିଗରଙ୍କୁ ପ୍ରାୟ ବର୍ଷେ ଲାଗିଛି। ଗତବର୍ଷ ସମଗ୍ର ଦେଶ କରୋନା ସହିତ ଲଢୁଥିବା…