ବୋଲ୍ଡ ଡ୍ରେସ୍‌ ପାଇଁ ଟ୍ରୋଲ୍‌ ହେଲେ ରାକ୍ଷୀ, ପୁଣି ନିଜ ଅନ୍ଦାଜ୍‌ରେ ସେୟାର କଲେ ଭିଡ଼ିଓ

ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସଛନ୍ତି ଆଇଟମ୍‌ ଗାର୍ଲ ରାକ୍ଷୀ ସାଓ୍ଵନ୍ତ। ଏଥରକ କଥାବାର୍ତ୍ତାକୁ ନେଇ ନୁହେଁ ବରଂ ବୋଲ୍ଡ ଡ୍ରେସ୍‌ ପାଇଁ ରାକ୍ଷୀଙ୍କୁ ଟ୍ରୋଲ୍‌ ହେବାକୁ ପଡ଼ିଛି। ରାକ୍ଷୀ ସାଓ୍ଵନ୍ତଙ୍କ ନୂଆ ଭିଡ଼ିଓ ସଙ୍ଗ୍‌ ଛପନ ଛୁରୀ ରିଲିଜ୍‌ ହୋଇଛି। ଏହି ଡ୍ୟାନ୍ସ ଭିଡ଼ିଓକୁ ଦର୍ଶକମାନେ…

ଆଜିଠୁ ମହଙ୍ଗା ହେଲା ମଦର ଡେୟରୀ କ୍ଷୀର, ଏବେ ଲିଟର ପିଛା ଦେବାକୁ ପଡ଼ିବ ଏତିକି ଟଙ୍କା

ନୂଆଦିଲ୍ଲୀ: ଅଗ୍ରଣୀ ଦୁଗ୍ଧ ବିକ୍ରି କମ୍ପାନୀ ‘‘ମଦର ଡେୟରୀ’’ ଦୁଗ୍ଧ ଦର ଲିଟର ପିଛା ଦୁଇ ଟଙ୍କା ବୃଦ୍ଧି କରଛି। ଦର ବଢ଼ିବା ପରେ ଗାଈ କ୍ଷୀର ମୂଲ୍ୟ ଏବେ ଲିଟରକୁ ୪୪ ଟଙ୍କା ହୋଇଛି। ତେବେ କେବଳ ଦିଲ୍ଲୀ ଏନ୍‌ସିଆର୍‌ରେ ହିଁ ଏହି ଦର ଲାଗୁ ହେବ। ସେହିପରି ଅଧ ଲିଟର ଦୁଗ୍ଧ ପାଇଁ ଏବେ ୨୩…

ବଡ଼ ବଡ଼ ରୋଗକୁ ବି ମାତ୍‌ ଦିଏ ଡାଲଚିନି, ଜାଣନ୍ତୁ ଏହାର ସଠିକ୍‌ ବ୍ୟବହାର

ଡାଲଚିନି,ଗୁଜୁରାତି, ଲବଙ୍ଗ,ଗୋଲମରିଚ ଆଦି ଭାରତୀୟ ମସଲାରେ ବହୁ ପ୍ରକାର ଔଷଧୀୟ ଗୁଣ ରହିଛି। ଶରୀରର ବିଭିନ୍ନ ସମସ୍ୟା ତଥା ରୋଗ ଭଲ କରିବା ପାଇଁ ଆମେ ଏହି ମସଲାକୁ ବ୍ୟବହାର କରିପାରିବା। ତରକାରୀ, ଭଜାରେ ସ୍ୱାଦ ବଢ଼ାଇବାକୁ ବ୍ୟବହାର ହେଉଥିବା ଏହି ସାଧାରଣ ମସଲା ବଡ଼ ବଡ଼ ରୋଗକୁ ମଧ୍ୟ ମାତ୍‌…

ନୂଆ ଟ୍ରାଫିକ୍‌ ନିୟମକୁ ନେଇ ଟିକ୍‌ଟକ୍‌ ଭିଡ଼ିଓ ଭାଇରାଲ, ଚାଲାଣରୁ ବଞ୍ଚିବା ପାଇଁ ଦେଖନ୍ତୁ କ’ଣ କଲେ ଯୁବକ

ଦେଶରେ ନୂଆ ଟ୍ରାଫିକ୍‌ ନିୟମ ଲାଗୁ ହେବା ପରେ ବର୍ଦ୍ଧିତ ଜରିମାନାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ତେବେ ଏହି ନୂଆ ଟ୍ରାଫିକ୍‌ ନିୟମକୁ ନେଇ ଟିକ୍‌ଟକ୍‌ରେ ମଧ୍ୟ ଏକ ମଜାଳିଆ ଭିଡିଓ ପୋଷ୍ଟ ହୋଇଛି ଯାହା ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ବ୍ୟକ୍ତି ପୁଲିସକୁ ଚକ୍‌ମା ଦେଇ ଦଉଡ଼ି…

ଗୁରୁଦିବସରେ ଗୁରୁଙ୍କୁ ଘୃଣା କରନ୍ତି ବୋଲି କହିଲେ ଏହି ଅଭିନେତା, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଗୁରୁ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂରେଇ ଜ୍ଞାନ ରୂପକ ଆଲୋକ ପ୍ରଜ୍ୱଳିତ କରିଥାନ୍ତି। ଗୁରୁଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଆଜି ସମସ୍ତ ସ୍କୁଲ, କଲେଜ, ଅନୁଷ୍ଠାନରେ ଗୁରୁ ଦିବସ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଦିନ ଶିଷ୍ୟମାନେ ଗୁରୁଙ୍କୁ ଖୁସି କରିବାକୁ ଯଥାସମ୍ଭବ ପ୍ରୟାସ…

ସନ୍‌ଟ୍ୟାନ୍‌ ପାଇଁ ଚିନ୍ତିତ କି? ଏହି ୫ଟି ଉପାୟରେ ପାଆନ୍ତୁ ଉଜ୍ଜ୍ୱଳ ଚେହେରା

ପ୍ରଖର ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସିବା ଦ୍ୱାରା ମୁହଁ ଓ ଦେହରେ ଟ୍ୟାନ୍‌ ପଡ଼ିଥାଏ। ଏହାକୁ ସନ୍‌ବର୍ଣ୍ଣ ମଧ୍ୟ କୁହାଯାଏ। ଖରାରେ ବେଶୀ ସମୟ ଚଳପ୍ରଚଳ କରିବା ଦ୍ୱାରା ମୁହଁରେ ପଡ଼ୁଥିବା କଳାଦାଗକୁ ଟ୍ୟାନ୍‌ କହନ୍ତି। ଆଜିକାଲିର ଯୁବତୀମାନେ ସନ୍‌ ଟ୍ୟାନ୍‌ ସମସ୍ୟାକୁ ନେଇ ବହୁ ଚିନ୍ତିତ…

ବଳାତ୍କାର ରୋକିବାକୁ ବଜାରକୁ ଆସିଲା ଏମିତି ଶାଢ଼ି, ଜାଣନ୍ତୁ ପ୍ରକୃତରେ କଣ ?

ମହିଳାଙ୍କ ସୁରକ୍ଷା ଏବେ ସମସ୍ତଙ୍କ ପାଇଁ ଚ୍ୟାଲେଞ୍ଜର ବିଷୟ ହୋଇଛି । ଘରୁ ବାହାରିବା ପରେ ଶିଶୁକନ୍ୟାଙ୍କ ଠାରୁ ଆରମ୍ଭ କରି ବୃଦ୍ଧାଙ୍କ ପର୍ଯ୍ୟନ୍ତ ନିଜକୁ ଅସୁରକ୍ଷିତ ମଣୁଛନ୍ତି। କେତେବେଳେ ଯେ କିଛି ଅଘଟଣ ନଘଟିବ ତାହା କହି ହେଉନାହିଁ। ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ ବିଭାଗ…

ଏହି ରେସ୍ତୋରାଁରେ ଦେବାକୁ ପଡ଼ିନଥାଏ ଟଙ୍କା, କେବଳ ପ୍ଲାଷ୍ଟିକ୍‌ ଦେଲେ ମିଳିବ ପେଟପୂରା ଖାଦ୍ୟ

ନୂଆ ନୂଆ ସ୍ଥାନ ବୁଲାବୁଲି କରିବା ସହ ସେଠାକାର ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ କିଏ ବା ପସନ୍ଦ କରିନଥାଏ। କିଛି ସ୍ଥାନରେ ଖାଇବା ଦର ଆକାଶଛୁଆଁ ହୋଇଥିବା ବେଳେ ଆଉ କିଛି ସ୍ଥାନରେ ବହୁତ ଶସ୍ତାରେ ଖାଦ୍ୟପଦାର୍ଥ ମିଳିଥାଏ। ତେବେ ଏମିତି ଏକ ଜାଗା ଅଛି ଯେଉଁଠାରେ ଖାଦ୍ୟ ପାଇଁ ଆପଣଙ୍କୁ ଟଙ୍କା…

ରାସ୍ତାର ରଙ୍ଗ ନୀଳ କଲେ କମିବ ପ୍ରଦୂଷଣ, ଜାଣନ୍ତୁ କେଉଁ ଦେଶ ଆପଣାଇଛି ଏଭଳି କୌଶଳ

ସବୁ ଦେଶରେ ରାସ୍ତାର ରଙ୍ଗ କଳା ହୋଇଥାଏ। କିନ୍ତୁ ଏକ ଏମିତି ଦେଶ ରହିଛି ଯେଉଁଠାରେ ଆପଣ ନୀଳ ରଙ୍ଗର ରାସ୍ତା ଦେଖିବାକୁ ପାଇବେ। କତର ନାମକ ଏହି ଦେଶରେ ସବୁ ରାସ୍ତାକୁ ନୀଳ ରଙ୍ଗ କରାଯାଇଛି। ରାଜଧାନୀ ଦୋହାରୁ ପ୍ରଥମେ ରାସ୍ତାକୁ ରଙ୍ଗୀନ କରିବା କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ଏମିତି କରିବାର…

ଆଜି ଲଞ୍ଚ ହେବ ନୋକିଆର ନୂଆ ସ୍ମାର୍ଟଫୋନ୍‌, ଜାଣନ୍ତୁ କ’ଣ ରହିଛି ଫିଚର

HMD ଗ୍ଲୋବାଲ ଆଜି IFA ୨୦୧୯ରେ ନିଜ ଡେବ୍ୟୁ ପାଇଁ ପ୍ରସ୍ତୁତି ଚଳାଇଛି। ଚଳିତବର୍ଷ ଆରମ୍ଭରେ ହୋଇଥିବା MWC ୨୦୧୯ ଇଭେଣ୍ଟ ଭଳି ଆଜିର ଇଭେଣ୍ଟରେ HMD ଦ୍ୱାରା କେତେକ ନୂଆ ନୋକିଆ ଫୋନ୍‌ର ଲଞ୍ଚ କରାଯିବ। ନୋକିଆର ଏହି ଇଭେଣ୍ଟ ଅପରାହ୍ନ ୪ଟାରେ ଆରମ୍ଭ ହେବ। ଭାରତରେ ଏହାର ଲାଇଭ ଷ୍ଟ୍ରିମିଂ…

BSNLର ଏମିତି ଅବସ୍ଥା, ଖର୍ଚ୍ଚକାଟ୍‌ ପାଇଁ ୭୦ ହଜାର କର୍ମଚାରୀ ଅବସର ନେବାକୁ ବାଧ୍ୟ

ନୂଆଦିଲ୍ଲୀ: କ୍ଷତିରେ ଚାଲିଥିବା ସରକାରୀ ଟେଲିକମ୍‌ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଗୋଟେ ପଟେ ଜମି ବନ୍ଧା ଦେଇ ଟଙ୍କା ଯୋଗାଡ଼ କରୁଥିବା ବେଳେ ଏବେ ଖର୍ଚ୍ଚ କମାଇବାକୁ ନୂଆ ପନ୍ଥା ଆପଣାଇବାକୁ ଯୋଜନା କରୁଛି। ଖର୍ଚ୍ଚ କାଟ୍‌ ପାଇଁ ଅଧା କର୍ମଚାରୀଙ୍କୁ ଭଲ୍ୟୁଣ୍ଟାରୀ…

ମୂତ୍ରର ରଙ୍ଗ ବଦଳୁଛି କି, ହୋଇଥାଇପାରେ ଏହି ମାରାତ୍ମକ ରୋଗ

କ୍ୟାନସର ଭଳି ମାରାତ୍ମକ ରୋଗକୁ ଚିହ୍ନଟ କରିବା ଲାଗି ବୈଜ୍ଞାନିକମାନେ ଏବେ ଏକ ନୂଆ ଗବେଷଣା ଆରମ୍ଭ କରିଛନ୍ତି। ଏଥିରେ କେତେକ ସାଧାରଣ ପରୀକ୍ଷାରୁ କ୍ୟାନସର ହୋଇଛି ନା ନାହିଁ ଜଣାପଡ଼ିବ। ମୂତ୍ରର ରଙ୍ଗରେ ପରିବର୍ତ୍ତନ ହେଉଥିଲେ ଶରୀରରେ କ୍ୟାନସର ହେବା ନେଇ ଆଶଙ୍କା ବୃଦ୍ଧିପାଏ ବୋଲି…