ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ନେଲେ କୋଭିଡ୍‌-୧୯ ଭ୍ୟାକ୍‌ସିନ୍‌ର ପ୍ରଥମ ଡୋଜ୍‌

ଭାରତୀୟ କ୍ରିକେଟ୍‌ ଟିମ୍‌ର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ କୋଭିଡ୍‌-୧୯ ଭ୍ୟାକ୍‌ସିନ୍‌ର ପ୍ରଥମ ଡୋଜ୍‌ ନେଇଛନ୍ତି। ଅହମ୍ମଦାବାଦର ଆପୋଲୋ ହସ୍ପିଟାଲରେ ଶାସ୍ତ୍ରୀ ଏହି ଟିକା ନେଇଛନ୍ତି। ଟିକା ନେବା ବେଳର ଫଟୋକୁ ଶାସ୍ତ୍ରୀ ସୋସିଅଲ ମିଡିଆରେ ସେୟାର କରି ଏକ ଖାସ୍‌ ମେସେଜ୍‌ ଦେଇଛନ୍ତି।…

ଗରୁଡ଼ ପୁରାଣ: ଜୀବନରେ କେବେ ବି କରନ୍ତୁ ନାହିଁ ଏହି ୪ଟି ଭୁଲ, ମୃତ୍ୟୁ ପରେ ମିଳିବ ପ୍ରେତ ଯୋନି

୧୮ ପୁରାଣ ମଧ୍ୟରୁ ଗରୁଡ଼ ପୁରାଣ ଅନ୍ୟତମ। ଏହି ଶାସ୍ତ୍ରର ଆଧାର କାଣ୍ଡରେ ନୀତିସାର ଅଧ୍ୟାୟ ରହିଛି। ଏଥିରେ ଜଣେ ବ୍ୟକ୍ତିଙ୍କ ଜୀବନରେ ଆସୁଥିବା ସମସ୍ୟା ଓ ସୁଖୀ ଜୀବନ ପାଇଁ ଆବଶ୍ୟକ ନୀତିଶିକ୍ଷା ବର୍ଣ୍ଣନା କରାଯାଇଛି। ଏହା ଏକ ଏଭଳି ଗ୍ରନ୍ଥ, ଯେଉଁଥିରେ ଜନ୍ମରୁ ଆରମ୍ଭ କରି ମୃତ୍ୟୁ ଓ…

ମହାଦେବଙ୍କ ପାଦୁକା ପାଣି ପିଇଲେ ଦୂର ହୁଏ ସବୁ ରୋଗ, ଏମିତି ମହିମା ଡେଲାଙ୍ଗର ବାବା ସୋମନାଥଙ୍କର

ଆମ ରାଜ୍ଯରେ ରହିଛି ଅନେକ ଶୈବ ପୀଠ । ତେବେ ଏପରି କିଛି ଶୈବ ପୀଠ ରହିଛି ଯାହା ନିଜ ସ୍ୱତନ୍ତ୍ରତା ପାଇଁ ଭକ୍ତଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରି ପାରିଛି। ସେହିଭଳି ଏକ ପୀଠ ହେଉଛି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ହରିରାଜପୁର ଗ୍ରାମରେ ଥିବା ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ପୀଠ। ଯେଉଁଠି ଜ୍ୱର ହେଉ…

ଆପଣଙ୍କ ଫୋନ୍‌କୁ ଖରାପ କରିପାରେ ୫ଜି ନେଟ୍‌ଓ୍ଵାର୍କ, ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ମାଇନସ୍ ପଏଣ୍ଟ ‌

ଭାରତରେ ୫ଜି ନେଟ୍‌ଓ୍ଵାର୍କକୁ ଲୋକମାନେ ବହୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏବେ ବି ଏହି ନୂଆ ସେଲ୍ୟୁଲାର ନେଟ୍‌ଓ୍ଵାର୍କର ଫାଇଦା ସମ୍ପର୍କରେ କୁହାଯାଉଛି। କିନ୍ତୁ ପ୍ରଥମ ଥର ପାଇଁ ୫ଜି ନେଟ୍‌ଓ୍ଵାର୍କର ଏକ ଡିମେରିଟ୍‌ ସାମ୍ନାକୁ ଆସିଛି। ବିଦେଶରେ ୫ଜି ନେଟ୍‌ଓ୍ଵାର୍କକୁ ନେଇ କିଛି…

ଛୁଟି ନ ମିଳିବାରୁ ନିଜ ଅପହରଣର ନାଟକ ରଚିଲା ଯୁବକ, କିନ୍ତୁ ତା’ପରେ ଯାହା ହେଲା…

ଅନେକ ଦିନ ଲଗାତାର କାମ କରିବା ପରେ ସମସ୍ତଙ୍କୁ ଛୁଟି ଦରକାର ପଡ଼େ। ଏଭଳି ସ୍ଥିତିରେ ଛୁଟି ନେବାକୁ ହେଲେ ଆମକୁ ଆମ ବସ୍‌ଙ୍କର ଅନୁମତି ନେବାକୁ ପଡ଼େ। କିନ୍ତୁ କେତେବେଳେ ଆମକୁ ସହଜରେ ଅନୁମତି ମିଳିଯାଏ ତ ଆଉ କେବେ ଏଥିପାଇଁ ବହୁ କଷ୍ଟ କରିବାକୁ ପଡ଼ିଥାଏ। କିନ୍ତୁ ଛୁଟି ନ ମିଳିବାରୁ ନିରାଶ ହୋଇ…

ବିଜେପି ସମର୍ଥକଙ୍କ ବୃଦ୍ଧା ମା’ଙ୍କୁ ଅତି ନିର୍ଦ୍ଦୟ ଭାବେ ପିଟିଲେ ଟିଏମ୍‌ସି କର୍ମୀ, ଫଟୋ ଦେଖିଲେ ଥରି ଉଠିବ ଛାତି

ପଶ୍ଚିମବଙ୍ଗରେ ଚଳିତବର୍ଷ ନିର୍ବାଚନ ହେବ। ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗର କେତେକ ଅଞ୍ଚଳରେ ଲଗାତାର ହିଂସା ହେଉଥିବା ଖବର ସାମ୍ନାକୁ ଆସିଛି। ଏବେ ପଶ୍ଚିମବଙ୍ଗର ନର୍ଥ ୨୪ ପ୍ରଗଣା ଜିଲ୍ଲାରେ ଟିଏମ୍‌ସି କର୍ମକର୍ତ୍ତାମାନେ ଭାରତୀୟ ଜନତା ପାର୍ଟିର ନେତା ଗୋପାଳ ମଜୁମଦାର ଓ ତାଙ୍କ ବୃଦ୍ଧା…

ସରିଲା ଅମିତାଭ ବଚ୍ଚନଙ୍କ ଅପରେସନ୍‌, ସର୍ଜରୀ ପରେ ଏବେ ଏମିତି ଅଛନ୍ତି ବିଗ୍‌ ବି

ବଲିଉଡ୍‌ ଶେହେନ୍ସା ଅମିତାଭ ବଚ୍ଚନଙ୍କର ହୋଇଛି ମୋତିଆବିନ୍ଦୁ ଅପରେସନ୍‌। ରିପୋର୍ଟରେ କୁହାଯାଇଛି ଯେ ମହାନାୟକ ୨୪ ଘଣ୍ଟା ଭିତରେ ଡିସ୍‌ଚାର୍ଜ ହୋଇ ଘରକୁ ଫେରିଆସିବେ। ମାତ୍ର ଏନେଇ କୌଣସି ଅଫିସିଆଲି ସୂଚନା ମିଳିପାରିନାହିଁ। ମିଳିଥିବା ସୂଚନାନୁସାରେ, ଏହା କୌଣସି ଗୁରୁତ୍ୱପୂର୍ଣ୍ଣ…

ଏପ୍ରିଲ ଓ ମେ’ ମାସର ଏସବୁ ଦିନ ରହିଛି ବିବାହ ପାଇଁ ଶୁଭ ମୁହୂର୍ତ୍ତ

ଯେକୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଆମେ ଶୁଭ ମୂହୂର୍ତ୍ତ ଦେଖିଥାଉ। କିନ୍ତୁ ବିବାହ ଭଳି ମାଙ୍ଗଳିକ କାର୍ଯ୍ୟ ବେଳେ ଶୁଭ ମୁହୂର୍ତ୍ତର ମହତ୍ୱ ଆହୁରି ବଢ଼ିଯାଏ। ଧାର୍ମିକ ମାନ୍ୟତା ଅନୁସାରେ, ଖର ମାସ ଓ ମଳ ମାସରେ ଗୁରୁ ଓ ଶୁକ୍ର ତାରା ଅସ୍ତ ହେବା ସମୟରେ ଓ ଦେବ ଶୟନ ବେଳେ ମାଙ୍ଗଳିକ…

ଅଟୋକୁ ଏକ ଆଲିଶାନ୍‌ ଘରର ରୂପ ଦେଲେ ଯୁବକ, ଦେଖିବା ପରେ ନିଜ ସହ କାମ କରିବାକୁ ଅଫର ଦେଲେ ଆନନ୍ଦ୍ର ମହିନ୍ଦ୍ରା

ଭାରତୀୟମାନେ ସବୁ ପରିସ୍ଥିତିର ମୁକାବିଲା କରିବାକୁ ସମର୍ଥ, ଯାହାର ଉଦାହରଣ ପ୍ରାୟତଃ ସୋସିଆଲ ମିଡିଆରେ ଦେଖିବାକୁ ମିଳେ। ନିକଟରେ ଜଣେ ବ୍ୟକ୍ତି ନିଜ ଅଟୋକୁ ଏକ ଆଲିଶାନ୍‌ ଘରରେ ପରିବର୍ତ୍ତିତ କରିଦେଇଥିବା ଦେଖିବାକୁ ମିଳିଛି। ଏହି ଘରେ ସବୁ ପ୍ରକାରର ଅତ୍ୟାଧୁନିକ ସୁବିଧା ମଧ୍ୟ ରହିଛି।…

ଆସନ୍ତାକାଲି ସବ୍ୟସାଚୀଙ୍କୁ ବିବାହ କରିବେ ଅର୍ଚ୍ଚିତା, ସୋସିଆଲ ମିଡିଆରେ ଫଟୋ ସେୟାର କରି ଦେଲେ ସୂଚନା

ଦର୍ଶକଙ୍କ ପ୍ରତୀକ୍ଷାର ଅନ୍ତ ଘଟାଇ ଆସନ୍ତାକାଲି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଓଲିଉଡ୍‌ ହିରୋ ସବ୍ୟସାଚୀ ମହାପାତ୍ର ଓ ଅର୍ଚ୍ଚିତା ସାହୁ। ରାଜସ୍ଥାନରେ ସେମାନେ ବିବାହ କରିବେ। ଏନେଇ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି ଉଭୟ ସବ୍ୟ ଓ ଅର୍ଚ୍ଚିତା। WITH THE…

ଦୀର୍ଘ ବର୍ଷ ପରେ ଶେଷରେ ସ୍ୱୀକୃତି ପାଇଲା ପ୍ରେମ, ଏକା ସଙ୍ଗେ ହେଲା ୨୫ ଯୋଡ଼ିଙ୍କ ବିବାହ

ଅଧୁନା ସମାଜରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ହେଲେ ପ୍ରତ୍ୟେକ ବରକନ୍ୟାଙ୍କ ପିତା ମାତାଙ୍କୁ ବହୁ ସମସ୍ୟା ଦେଇ ଗତି କରିବାକୁ ପଡ଼େ। ପ୍ରସ୍ତାବିତ ବିବାହ ଅପେକ୍ଷା ପ୍ରେମ ବିବାହରେ ଅଧିକ ଅସୁବିଧା ଦେଖାଦେଇଥାଏ। ବରର ପିତା ମାତା କେତେବେଳେ ଅରାଜି ତ କନ୍ୟା ପିତା ମାତା ଆଉ କେତେବେଳେ। ତେଣୁ…

ଅମ୍ବାନୀଙ୍କୁ ଧମକ ମାମଲା: ନିଜକୁ ଦାୟୀ କଲା ଆତଙ୍କୀ ସଂଗଠନ ଜୈଶ-ଉଲ୍‌-ହିନ୍ଦ୍‌, ଆର ଥରକୁ ପୁଅଙ୍କ ଉପରେ ଗାଡ଼ି…

ମୁମ୍ବାଇରେ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ଘର ସାମ୍ନାରେ ବିସ୍ଫୋରକ ମିଳିବା ମାମଲାରେ ରବିବାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ, ଆତଙ୍କୀ ସଂଗଠନ ଜୈଶ-ଉଲ-ହିନ୍ଦ୍‌ ଅମ୍ବାନୀଙ୍କ ଘର ବାହାରେ ବିସ୍ଫୋରକ ରଖିବା ମାମଲାରେ ନିଜକୁ ଦାୟୀ କରିଛି। ନିଜକୁ ଦାୟୀ କରି…