କେଦାରନାଥ ଓ ବଦ୍ରିନାଥରେ ପ୍ରବଳ ବରଫପାତ ପରେ ବଦଳିଲା ପାଣିପାଗ, ଦେଖନ୍ତୁ ମନମୋହକ ଦୃଶ୍ୟ

ଭାରତବର୍ଷର ସବୁ ରାଜ୍ୟରେ ଏବେ ଅଲଗା ଅଲଗା ପାଣିପାଗ ରହିଛି। ଗୋଟେ ପଟେ ଉତ୍ତର ଭାରତର କେତେକ ରାଜ୍ୟରେ ନିଆଁ ବର୍ଷା ହେଉଥିବା ବେଳେ ଅନ୍ୟପଟେ ଉତ୍ତରାଖଣ୍ଡରେ ପାଣିପାଗ ବଦଳିଛି। ଭାରି ବରଫପାତ ଯୋଗୁ ବଦ୍ରିନାଥ ଧାମର ପରିବେଶ ବେଶ୍‌ ଆକର୍ଷଣୀୟ ଲାଗୁଛି। ସୂର୍ଯ୍ୟଙ୍କ ଝାପ୍‌ସା କିରଣ ସହ ଭଗବାନ…

ରୁକ୍ମିଣୀଙ୍କୁ ଶ୍ରୀକୃଷ୍ଣଙ୍କ ହାତରେ ଦେଇ ଶାଶୁଘରକୁ ବିଦା କଲେ ଗାଁ ଲୋକେ

ଭଜନ, କୀର୍ତ୍ତନ ସାଙ୍ଗକୁ ପାରାୟଣର ଧୁନ୍। ଗାୟକଙ୍କ ସ୍ୱରରେ ସ୍ୱର ମିଶାଇ ହରିନାମ ଗାୟନ କରୁଛନ୍ତି ଅନେକ ଭକ୍ତ। ହରିବୋଲ ହୁଳହୁଳିରେ ଫାଟି ପଡୁଛି ପୂରା ପରିବେଶ । ସତେ ଯେମିତି ଗାଁର ସମସ୍ତ ଲୋକ ଏକତ୍ରିତ ହୋଇ ହରିନାମରେ ହୋଇଛନ୍ତି ମସଗୁଲ। ଖାଲି ଯେ ଗାଁର ଲୋକ ତା ନୁହେଁ, ଆଖପାଖ ଗାଁର…

ବଦଳିଗଲାଣି କଙ୍କଡ଼ାଙ୍କ ଟେଷ୍ଟ, ପୋକ-ଜୋକ ଛାଡ଼ି ଏବେ ଖାଉଛନ୍ତି କୁରକୁରେ; ଦେଖନ୍ତୁ ଭିଡିଓ

କଙ୍କଡ଼ା ଖାଉଛି କୁରକୁରେ। ବିଶ୍ୱାସ ହେଉନି ନା। କିନ୍ତୁ ଏହା ସତ। ଆମେ ଆପଣଙ୍କୁ ପ୍ରମାଣ ସହ ଦେଖାଉଛୁ। ଦେଖନ୍ତୁ ଏହି ଭିଡିଓ। କଙ୍କଡ଼ାଟି ନିଜ କୁନି କୁନି ଗୋଡ଼ରେ କୁରୁକୁରେ ଧରି ଗାତ ଭିତରକୁ ଚାଲିଯାଉଛି। କୌଣସି ନିର୍ଦ୍ଦିଷ୍ଟ କଙ୍କଡ଼ା ନୁହେଁ, ବରଂ ସମସ୍ତ କଙ୍କଡ଼ାଙ୍କର କୁରକୁରେ ଖାଇବାରେ…

ମହାଶିବରାତ୍ରିରେ ନିଶ୍ଚୟ କରନ୍ତୁ ଏହି କାମ, ମହାଦେବ ପ୍ରସନ୍ନ ହୋଇ ପୂରଣ କରିବେ ସବୁ ମନୋସ୍କାମନା

ମହାଶିବରାତ୍ରି ହେଉଛି ହିନ୍ଦୁମାନଙ୍କର ଏକ ବଡ଼ ପର୍ବ। ଶିବରାତ୍ରି ଭଗବାନ ଶିବଙ୍କୁ ସମର୍ପିତ। ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ମହାଶିବରାତ୍ରି ପର୍ବ ପାଳନ କରାଯାଏ। ଚଳିତବର୍ଷ ୧୧ ମାର୍ଚ୍ଚ ୨୦୨୧ ଗୁରୁବାର ଦିନ ପଡ଼ୁଛି ମହାଶିବରାତ୍ରି। ଚତୁର୍ଦ୍ଦଶୀ ତିଥି ୧୧ ମାର୍ଚ୍ଚ ଦିନ…

ପାକିସ୍ତାନ ପୋଲିସର କି ବୁଦ୍ଧି! ଛାତ ବାଡ଼ରେ ଚୋର ଲୁଚିଛି, କିନ୍ତୁ ପୋଲିସ କୋଉଠି ଖୋଜୁଛି ଦେଖନ୍ତୁ

ଦୁନିଆରେ ଯେତେ ପୁରୁଣା ପୋଲିସ ଅଛନ୍ତି, ସେତିକି ପୁରୁଣା ଚୋର ବି ଅଛନ୍ତି। ଚୋର-ପୋଲିସ ଏକ ଏଭଳି ମାମଲା, ଯାହା କେବେ ସରିବନି। କେତେବେଳେ ଚୋରକୁ ପୋଲିସ ଧରିପକାଏ ତ ଆଉ କେବେ ପୋଲିସକୁ ଚକ୍‌ମା ଦେଇ ଚୋର ପଳାଏ। ପାକିସ୍ତାନରେ ଏବେ ସେଭଳି ଏକ ସିଆଣିଆ ଚୋରର ଭିଡିଓ ଭାଇରାଲ ହେଉଛି। ଏକ ଛାତର…

ସୀତାଙ୍କ ପାଇଁ ଦିଅର ଲକ୍ଷ୍ମଣ ସୃଷ୍ଟି କରିଥିଲେ ଏହି କୁଣ୍ଡ, ଜାଣନ୍ତୁ ଭଦ୍ରକର ଦେବର କୁଣ୍ଡର ଇତିହାସ

ରାଜ୍ଯ ତଥା ଦେଶର ବିଭିନ୍ନ ପ୍ରାନ୍ତରେ ଅନେକ ପୌରାଣିକ କିମ୍ବଦନ୍ତୀ ଓ ଐତିହାସିକ ପୃଷ୍ଠଭୂମି ରହିଛି, ଯାହା ଶହ ଶହ ବର୍ଷ ହେବ ଜନ ମାନସକୁ ଆଧ୍ୟାତ୍ମିକ ଭାବନାରେ ମଜ୍ଜାଇ ରଖିଛି। ଏପରିକି ସାମ୍ପ୍ରତିକ ସମାଜରେ ସେ ସବୁ ସ୍ଥାନ ଗୋଟିଏ ଗୋଟିଏ ଦର୍ଶନୀୟ ସ୍ଥାନ ପାଲଟିଛି। ଏଭଳି ଏକ ପୌରାଣିକ…

ରାକ୍ଷୀଙ୍କ ମା’ଙ୍କୁ କ୍ୟାନ୍‌ସରରୁ ବଞ୍ଚାଇବେ ସୋହେଲ, ଭିଡିଓରେ କହିଲେ ମନକୁ ଛୁଇଁବା ଭଳି କଥା

ବିଗ୍‌ବସ୍‌ ଜିତିପାରିନଥିଲେ ମଧ୍ୟ ରାକ୍ଷୀ ସାଓ୍ଵନ୍ତ ଏହି ଶୋ’ ଯୋଗୁ ଲୋକଙ୍କ ହୃଦୟ ଜିତିଯାଇଛନ୍ତି। ଚଳିତ ସିଜନ୍‌ରେ ରାକ୍ଷୀ ଦର୍ଶକଙ୍କୁ ବେଶ୍‌ ମନୋରଞ୍ଜନ କରିଛନ୍ତି। ରାକ୍ଷୀଙ୍କ ମା’ ମେଡିକାଲରେ ମୃତ୍ୟୁ ସହ ଲଢ଼ୁଥିବା ବେଳେ ରାକ୍ଷୀ କିନ୍ତୁ ସବୁ ଦୁଃଖକୁ ମନରେ ଚାପି ଦର୍ଶକଙ୍କ ମନୋରଞ୍ଜନ…

ବିନା ଟିକେଟ୍‌ରେ ଯାତ୍ରା କରଥିବା ପୋଲିସ କର୍ମୀଙ୍କ ‘ଗୁଣ୍ଡାରାଜ୍‌’ର ଭିଡିଓ ଭାଇରାଲ, ଅଭିଯୋଗ ପରେ ଗଣିଲେ ମୋଟା ଅଙ୍କର…

ଟ୍ରେନ୍‌ରେ ବିନା ଟିକେଟ୍‌ରେ ଯାତ୍ରା କରୁଥିବା ପୋଲିସଙ୍କର ଦାଦାଗିରିର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି। ବିନା ଟିକେଟ୍‌ରେ ଯାତ୍ରା କରୁଥିବା ପୋଲିସଙ୍କୁ ଟିଟିଇ ଧରିବାରୁ ସେ ଓଲଟି ତାଙ୍କୁ ଧମକାଇବା ସହ ମାମଲା ରୁଜୁ କରିବାକୁ ଖୋଲା ଧମକ ଦେଇଥିଲେ। ଟିଟିଇ ଶ୍ରମିକ…

କଙ୍ଗନାଙ୍କୁ ଇ-ମେଲ୍‌ ମାମଲା: କ୍ରାଇମ୍‌ବ୍ରାଞ୍ଚ୍‌ ଅଫିସରେ ନିଜ ବୟାନ ରେକର୍ଡ କଲେ ହ୍ରିତିକ୍‌ ରୋଶନ

କ୍ରାଇମ୍‌ବ୍ରାଞ୍ଚ୍‌ ଅଫିସରେ ପହଞ୍ଚି ନିଜ ବୟାନ ରେକର୍ଡ କରାଇଲେ ବଲିଉଡ୍‌ ହିରୋ ହ୍ରିତିକ୍‌ ରୋଶନ୍‌। ୨୦୧୬ରେ କଙ୍ଗନା ରାଣାଓ୍ଵତ୍‌ଙ୍କୁ ପଠାଯାଇଥିବା ନକଲି ଇ-ମେଲକୁ ନେଇ ମୁମ୍ବାଇ ପୋଲିସର କ୍ରାଇମ୍‌ବ୍ରାଞ୍ଚ୍‌ ଆଜି ହ୍ରିତିକ୍‌ଙ୍କୁ ଜେରା କରିବାକୁ ଡାକିଥିଲା। ଏଣୁ ହ୍ରିତିକ୍‌…

ରାମ ମନ୍ଦିର ପାଇଁ ଚାନ୍ଦା ସଂଗ୍ରହର ଆଜି ଶେଷ ଦିନ, ମକର ସଂକ୍ରାନ୍ତିରେ ଆରମ୍ଭ ହୋଇଥିଲା ଅଭିଯାନ

ରାମ ନଗରୀ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ଚାନ୍ଦା ଆଦାୟ ଅଭିଯାନର ଆଜି ଶେଷ ଦିନ। ଆଜି ରବିଦାସ ଜୟନ୍ତୀ ଅବସରରେ ଏହି ଅଭିଯାନ ସରୁଛି। ଗତ ମାସ ମକର ସଂକ୍ରାନ୍ତି ଅବସରରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ୪୪ ଦିନର ଏହି ସମର୍ପଣ ଅଭିଯାନ ଆଜି ମାଘ ପୂର୍ଣ୍ଣିମାରେ ଶେଷ ହେଉଛି।…

ମାଘ ପୂର୍ଣ୍ଣିମାରେ ଗଙ୍ଗା ସ୍ନାନ ବେଳେ ଅଘଟଣ, ବୁଡ଼ିଗଲେ ୫ ଜଣ

ଉତ୍ତର ପ୍ରଦେଶର କାସଗଞ୍ଜ ଜିଲ୍ଲାରେ ମାଘ ପୂର୍ଣ୍ଣିମା ଅବସରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଗଙ୍ଗା ନଦୀକୁ ସ୍ନାନ କରିବାକୁ ଆସିଥିବା ୫ ଜଣ ବୁଡ଼ି ଯାଇଛନ୍ତି। ତେବେ ସ୍ଥାନୀୟ ପୋଲିସ ସତର୍କ ଥିବାରୁ ତିନି ଜଣଙ୍କୁ ନଦୀରୁ ଉଦ୍ଧାର କରିବାରେ ସଫଳ ହୋଇଛି। ଅନ୍ୟ ଦୁଇ ଜଣ ଏବେ ବି ନିଖୋଜ…

ଗୁଜବ ପ୍ରଚାର କଲେ ଆଉ ରକ୍ଷା ନାହିଁ, ସାବଧାନ୍ ଓଟିଟି ଓ ସାମାଜିକ ଗଣମାଧ୍ୟମ

କେନ୍ଦ୍ର ସରକାର ଆଜି ସୋସିଆଲ ମିଡିଆ ଓ ଓଭର ଦ ଟପ୍‌(ଓଟିଟି) ପ୍ଲାଟଫର୍ମ ପାଇଁ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଓ ରବିଶଙ୍କର ଆଜି ଅପରାହ୍ନ ୨ଟାରେ ଏକ ପ୍ରେସ କନ୍‌ଫରେନ୍ସରେ ରେଗୁଲେସନ୍‌ ଘୋଷଣା କରିଛନ୍ତି। ନୂଆ ଗାଇଡ୍‌ଲାଇନ୍‌ ଭିତରେ ଫେସ୍‌ବୁକ୍‌,…