ଘରେ ଆକ୍ୱାରିୟମ୍ ରଖିଥିଲେ ଏହି ସବୁ ବିଷୟ ପ୍ରତି ନିଶ୍ଚୟ ଦିଅନ୍ତୁ ଧ୍ୟାନ
ବାସ୍ତୁ ଅନୁସାରେ ମାଛ ଓ ଜଳଚର ଜୀବଙ୍କୁ ଶୁଭ ବୋଲି ବିବେଚନା କରାଯାଏ। ଏଣୁ ଲୋକମାନେ ଘରେ ଆକ୍ୱାରିୟମ୍ ରଖିଥାନ୍ତି। ଘରେ ଆକ୍ୱାରିୟମ୍ ରଖିବାକୁ ଶୁଭ କୁହାଯାଏ। ‘ଫେଙ୍ଗ୍ ସୁଇ’ ଅନୁସାରେ ଘରେ ଆକ୍ୱାରିୟମ୍ ରଖିବାକୁ ହେଲେ କେତେକ ନୀତିନିୟମ ପାଳନ କରିବାକୁ ହୁଏ। ସେହି ନୀତିନିୟମକୁ ପାଳନ…